ବାଧକ ସାଜିଲା ବର୍ଷା: ଭାରତ-ଓ୍ବେଷ୍ଟଇଣ୍ଡିଜ୍ ମ୍ୟାଚ୍ ବାତିଲ
ବେଙ୍ଗାଲୁରୁ,୧୭ା୧୦: ସ୍ଥାନୀୟ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶନିବାର ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ତଥା ନିର୍ଣ୍ଣାୟକ ଟି୨୦ ମ୍ୟାଚ୍ ବର୍ଷାରେ ଧୋଇଯାଇଛି। ଫଳରେ ଏହି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୨-୨ରେ ବରାବର ଭାବେ ଶେଷ ହୋଇଛି। ଲଗାଣ…
ଦୂର୍ଗା ସପ୍ତମୀ ସନ୍ଧ୍ୟାରେ ବଡ଼ ଅଘଟଣ: ଭୁଷୁଡ଼ି ପଡ଼ିଲା ପେଣ୍ଡାଲ; ଦଳାଚକଟାରେ ୧୭ ମୃତ, ଅନେକ…
କୋଲକାତା,୧୭।୧୦: ମହାସପ୍ତମୀ ସନ୍ଧ୍ୟାରେ କୋଲକାତାର ପ୍ରସିଦ୍ଧ ‘ଚୋରବାଗାନ ସାର୍ବଜନୀନ ଦୁର୍ଗୋତ୍ସବ ସମିତି’ ପୂଜା ପଣ୍ଡାଲରେ ଏକ ବଡ଼ଧରଣର ଅଘଟଣ ଘଟିଛି। ମା’ ଦୁର୍ଗାଙ୍କ ଦର୍ଶନ ପାଇଁ ପ୍ରବଳ ଜନଗହଳି ହୋଇଥିବା ବେଳେ ହଠାତ୍ ପ୍ରବଳ ବର୍ଷା କାରଣରୁ ଲୋକେ ଏକାଠି ପଣ୍ଡାଲ…
ସିଜେପି ମୁଖ୍ୟ ଅଭିଜିତ୍ ଦୀପ୍କେଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ,୧୭ା୧୦: କକ୍ରୋଚ ଜନତା ପାର୍ଟି (CJP) ପ୍ରତିଷ୍ଠାତା ଅଭିଜିତ୍ ଦୀପ୍କେଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ସେ ଏକ ଶାନ୍ତି ବଣ୍ଡ୍ରେ ସ୍ବାକ୍ଷର କରିବା ପରେ ପୋଲିସ ତାଙ୍କୁ ମୁକ୍ତ କରିଛି। ଦୀପ୍କେଙ୍କୁ ଦିଲ୍ଲୀର ଟେମ୍ପଲ ମାର୍ଗ ପୋଲିସ ଷ୍ଟେଶନରେ ଏସ୍ଇଏମ୍ କୋର୍ଟରେ…
ଇଣ୍ଟରନେଟ୍ ବ୍ୟବହାରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କହିଲେ ପିଲାଙ୍କ ସମେତ ସବୁବର୍ଗର…
ନୂଆଦିଲ୍ଲୀ,୧୭ା୧୦: ଇଣ୍ଟରନେଟ୍ ଉପଲବ୍ଧ ଓ ବ୍ୟବହାର ନେଇ ସୁପ୍ରିମକୋର୍ଟ ଶନିବାର ଏକ ବଡ଼ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ଇଣ୍ଟରନେଟ୍ ବ୍ୟବହାରକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ମୌଳିକ ଅଧିକାର ଭାବେ ଘୋଷଣା କରିଛନ୍ତି। କୋର୍ଟ କହିଛନ୍ତି ଯେ, ପିଲାମାନଙ୍କର ମଧ୍ୟ ଏହି…
୨୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର,୧୭।୧୦: ଆସନ୍ତା ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର ଏହି ଗସ୍ତ ସମୟରେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ଗସ୍ତର ପ୍ରସ୍ତୁତି ସମୀକ୍ଷା ପାଇଁ ଲୋକସେବା ଭବନରେ…
୨୫ ବେଳକୁ ଲଘୁଚାପ, ପ୍ରବଳ ବର୍ଷିବ: ୟେଲୋ ଓ୍ବାର୍ନିଂ ଜାରି
ଭୁବନେଶ୍ୱର, ୧୭ା୧୦(ବନ୍ଦନା ସେଠୀ):ଦକ୍ଷିଣ ତାମିଲନାଡ଼ୁ ଉପକୂଳ ଏବଂ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଓ ଆଖପାଖ ଅଞ୍ଚଳରେ ସକ୍ରିୟ ଥିବା ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟରୁ ଏକ ଟ୍ରଫ୍ ଲାଇନ୍ ଓଡ଼ିଶା ଉପକୂଳବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଫଳରେ ଆସନ୍ତା ୨୫ ତାରିଖ…
ଏଲ୍.କେ. ଆଡଭାନୀ ହସ୍ପିଟାଲରେ ଭର୍ତ୍ତି: ଡାକ୍ତର କହିଲେ…
ନୂଆଦିଲ୍ଲୀ,୧୭ା୧୦:ବର୍ଷୀୟାନ ଭାଜପା ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ୍କୃଷ୍ଣ ଆଡଭାନୀ ଶୁକ୍ରବାର ସନ୍ଧ୍ୟାରେ ନୂଆଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ସଂକ୍ରମଣ କାରଣରୁ ୯୮ ବର୍ଷୀୟ ଆଡଭାନୀଙ୍କୁ ସନ୍ଧ୍ୟା ୭ଟା ୩୦ ମିନିଟ୍ରେ ପଲ୍ମୋନାରି ବିଭାଗରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ…
ଦୀପାବଳି ପୂର୍ବରୁ ବୋନସ ଘୋଷଣା କଲେ କେନ୍ଦ୍ର ସରକାର: ଏମାନେ ପାଇବେ ଟଙ୍କା
ନୂଆଦିଲ୍ଲୀ, ୧୬।୧୦: କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୦ ଦିନର ‘ନନ-ପ୍ରଡକ୍ଟିଭିଟି ଲିଙ୍କଡ’ (ଆଡ-ହକ) ବୋନସ ପ୍ରଦାନ ପାଇଁ ଅନୁମୋଦନ ଦେଇଛନ୍ତି। ଏହି ବୋନସର ହିସାବ ମାସିକ ୭,୦୦୦ ଟଙ୍କାର ଦରମା ସୀମା ଆଧାରରେ କରାଯାଏ।…
ଟ୍ରଫ୍ ଲାଇନ ସକ୍ରିୟ: ଘଡ଼ଘଡ଼ି ବିଜୁଳି ସହିତ ଝଡ଼ବର୍ଷା ସମ୍ଭାବନା
ଭୁବନେଶ୍ୱର, ୧୬ା୧୦(ବନ୍ଦନା ସେଠୀ):ବିଦାୟନେଲା ମୌସୁମୀ। ଗୁରୁବାର ଓଡ଼ିଶା ସମେତ ସାରା ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଦକ୍ଷିଣ ଭାରତରେ ଉତ୍ତର ପୂର୍ବ ମୌସୁମୀ ବାୟୁ ପ୍ରବେଶ କରିଛି। ଏଥିସହ ତାମିଲନାଡୁ ଉପକୂଳରୁ ଉତ୍ତର-ପୂର୍ବ ଓଡ଼ିଶା ପର୍ଯ୍ୟନ୍ତ ଏକ…
ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା ନୂଆ ଛାତ୍ରନେତା: ବାଜିମାତ୍ କଲା ଏବିଭିପି
ଭୁବନେଶ୍ୱର,୧୬/୧୦: ବହୁ ବିଳମ୍ବରେ ହେଲେ ମଧ୍ୟ ବାଣୀବିହାର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଗୁରୁବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି। କଡ଼ା ମୁକାବିଳା ମଧ୍ୟରେ ଏବିଭିପି ସଭାପତି ପଦ ହାତେଇଛି। ବିସିଜେଡି ଏବଂ NSUI ମଧ୍ୟ ବିଭିନ୍ନ ପଦପଦବୀ ହାତେଇବାରେ ସଫଳ…
ଜ୍ଞାନେଶଙ୍କ ପାଇଁ ଦେଶବାସୀଙ୍କ ବିରୋଧରେ ଲଢ଼ୁଛନ୍ତି ମୋଦି-ଶାହା: ଦୀପ୍କେ
ନୂଆଦିଲ୍ଲୀ, ୧୬।୧୦: ମୁଖ୍ୟ ନିର୍ବାଚନ କମିଶନର(ସିଇସିି) ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିଜ ଦେଶବାସୀଙ୍କ ବିରୋଧରେ ଯୁଦ୍ଧ କରୁଛନ୍ତି ବୋଲି କକ୍ରୋଚ ଜନତା ପାର୍ଟି(ସିଜେପି) ପ୍ରତିଷ୍ଠାତା ଅଭିଜିତ ଦୀପ୍କେ…
ପ୍ରତିବାଦ ମଧ୍ୟରେ ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା: ୧୭ ରାଜ୍ୟରେ ହେବ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ
ନୂଆଦିଲ୍ଲୀ, ୧୫ା୧୦: ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକୁ ମିଶାଇ ମୋଟ ୧୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ଏକ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସ୍ଏସ୍ଆର) କରାଯିବ ବୋଲି ନିର୍ବାଚନ ଆୟୋଗ ଗୁରୁବାର ଘୋଷଣା କରିଛନ୍ତି।…

