Home Left

ବିଶ୍ୱର ସବୁଠାରୁ ଲୋକ୍ରପିୟ ନେତା ହେଲେ ମୋଦି

ନୂଆଦିଲ୍ଲୀ,୨୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ମନୋନୀତ ହୋଇଛନ୍ତି। ଗ୍ଲୋବାଲ ଲିଡର ଆପ୍ରୁଭାଲ୍‌ ଟ୍ରାକର ମର୍ନିଂ କନ୍ସଲ୍ଟ ଦ୍ୱାରା ପ୍ରକାଶିତ ନେତାଙ୍କ ତାଲିକାରେ ମୋଦିଙ୍କୁ ୭୭ ପ୍ରତିଶତ ଆପ୍ରୁଭାଲ୍‌ ରେଟିଂ ମିଳିଛି। ଏହି…

ଭୂପୃଷ୍ଠରୁ ୩ ହଜାର ଫୁଟ ତଳେ ବାସ କରନ୍ତି ଏହି ଗାଁର ଲୋକେ

ଆପଣ ନିଶ୍ଚିତ ଭାବରେ ସ୍ବର୍ଗ ଲୋକ ଏବଂ ପାତାଳ ଲୋକଙ୍କ କାହାଣୀ ବିଷୟରେ ଅନେକ ଶୁଣିଥିବେ। ଏହି ଦୁଇଟି ଦୁନିଆ ମଧ୍ୟରୁ ସ୍ବର୍ଗକୁ ଆକାଶ ବୋଲି ବିବେଚନା କରାଯାଏ ଏବଂ ତଳେ ରହୁଥିବା ଲୋକଙ୍କୁ ପାତାଳ ଲୋକ ବୋଲି ବିଶ୍ୱାସ କରାଯାଏ।…

ଗ୍ୟାସ ଟାଙ୍କି ଫାଟି ମନ୍ଦିରରେ ନିଆଁ

କୋରାପୁଟ,୨୦।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ରଘୁନାଥ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଥିବା ସନ୍ଦେହ। କରାଯାଉଛି। ଏଥିରେ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ସମେତ ଆଖପାଖକୁ…

ସରପଞ୍ଚଙ୍କ ଘରେ ବୋମାମାଡ଼

ନିଆଳି,୨୦।୩(ଡି.ଏନ୍‌.ଏ): କଟକ ଜିଲା ଗୋବିନ୍ଦପୁର ଥାନା ଅଧୀନ ବ୍ରାହ୍ମଣବାଟି ପଞ୍ଚାୟତ ସରପଞ୍ଚଙ୍କ ଘର ଉପରକୁ ରବିବାର ବୋମାମାଡ ହୋଇଛି। ବୋମା ପକାଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ନିର୍ବାଚନକୁ ନେଇ ଏପରି ଘଟିଥିବା ସନ୍ଦେହ କରାଯାଉଛି । ପୂର୍ବରୁ ମଧ୍ୟ କିଛି ଦୁର୍ବୃତ୍ତ…

୧୨ ଘଣ୍ଟା ଧରି କଲେ ବ୍ୟାଟିଂ, ଖେଳିଲେ ୪୮୯ ବଲ୍‌

ନୂଆଦିଲ୍ଲୀ,୨୦।୩: ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ୍‌ ବ୍ରେଥ୍‌ଓ୍ବାଇଟ୍‌। ୭୧୦ ମିନିଟ୍‌ ଅର୍ଥାତ ୧୨ ଘଣ୍ଟା ଯାଏ ସେ ମଇଦାନରେ ରହି ୪୮୯ ବଲ୍‌ରେ ୧୬୦ ରନ୍‌ର ଇନିଂସ ଖେଳିଛନ୍ତି। ପାଖାପାଖି ୮୨…

ଆଜି ‘ପୁଷ୍ପା ଦ ରାଇଜ’, ‘୮୩’ର ପ୍ରିମିୟର, ଜାଣନ୍ତୁ କେଉଁ ଚ୍ୟାନେଲରେ ଦେଖିବେ…

ମୁମ୍ବାଇ: ୨୦୨୧ ବର୍ଷର ଦୁଇଟି ସୁପରଡୁପର ହିଟ୍‌ ଫିଲ୍ମ ‘ପୁଷ୍ପା ଦ ରାଇଜ’ ଏବଂ ‘୮୩’ଆଜି ଟିଭିରେ ପ୍ରସାରିତ ହେବ। ଫିଲ୍ମ ନିର୍ମାତା ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ଦର୍ଶକଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଛୋଟ…

ଓ୍ବର୍ନଙ୍କୁ ଶେଷ ବିଦାୟ

ମେଲବୋର୍ନ,୨୦।୩: ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଶେନ ଓ୍ବର୍ନଙ୍କୁ ଶେଷ ବିଦାୟ ଦେଇଛନ୍ତି ପରିବାରଲୋକେ। ରବିବାର ଏଠାର ସେଣ୍ଟ କିଲ୍‌ଡା ଫୁଟବଲ୍‌ କ୍ଲବରେ ଏକ ବ୍ୟକ୍ତିଗତ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଓ୍ବର୍ନଙ୍କ ପରିବାର ଏବଂ ବନ୍ଧୁମାନେ ଯୋଗଦେଇଥିଲେ। ପ୍ରକାଶ ଯେ, ୧୯୯୨ରେ ଅଷ୍ଟ୍ରେଲିଆ…

ଛୁରାମାଡ଼ରେ ଯୁବକ ଗୁରୁତର

ରାୟଗଡା ଅଫିସ,୨୦।୩: ରାୟଗଡ଼ା ଜିଲା କାଶୀପୁରରେ ଛୁରାମାଡ଼ରେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ରାଜ୍‌ କୁମାର ହାଲବା। କାଶୀପୁର ବ୍ଲକ ସଙ୍କରଡ଼ା ଗ୍ରାମ ହରିଜନ ସାହିରେ ଶନିବାର ହୋଲି ଖେଳ ଚାଲିଥିବା ବେଳେ ରାଜଙ୍କୁ ଏକ ଧାରୁଆ ଛୁରିରେ ଉକ୍ତ…

୯ ଦିନରେ ୧୪୧ କୋଟି

ବମ୍ବେ: ମାର୍ଚ୍ଚ ୧୧ରେ ପରଦାକୁ ଆସିଥିଲା ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦେଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ରିଲିଜର ସାତ ଦିନରେ ଫିଲ୍ମଟି ୧୦୦ କୋଟି କ୍ଲବରେ ସାମିଲ ହୋଇଥିଲା। ଏବେ ଏହା ୯ ଦିନରେ ବ୍ୟବସାୟ କରିଛି ୧୪୧.୨୫ କୋଟି। ଖୁବ୍‌ଶୀଘ୍ର…

ଓଡିଆଙ୍କୁ ‘ବିଶ୍ୱ ପଖାଳ ଦିବସ’ର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ ଅଫିସ,୨୦।୩: ଆଜି ‘ବିଶ୍ୱ ପଖାଳ ଦିବସ’। ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଏ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରବିବାର ବିଶ୍ବ ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି। ବାଳୁକାକଳାରେ…

ୟୁକ୍ରେନ୍‌ ଲାଗି ସହାୟତା ଘୋଷଣା କଲେ ଫେଡେରର୍‌

ନୂଆଦିଲ୍ଲୀ,୨୦।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୨୫ ଦିନ ବିତିଗଲାଣି। ରୁଷିଆର ଲଗାତାର ରକେଟ ଓ ବୋମା ମାଡରେ ଧ୍ୱଂସ ହୋଇଗଲାଣି ୟୁକ୍ରେନର ଅନେକ ସହର। ଅନେକ ସ୍କୁଲ, କଲେଜ ମଧ୍ୟ ନଷ୍ଟ ହୋଇଗଲାଣି। ଏସବୁ ଭିତରେ…

ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ପାଇଁ ରବିବାର ଖୋଲିଲା ଶ୍ରୀମନ୍ଦିର

ପୁରୀ ଅଫିସ, ୨୦।୩: ଦୀର୍ଘ ୨ ବର୍ଷ ପରେ ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଛି। ହୋଲି ଛୁଟିପରେ ରବିବାର ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଣିକି ପ୍ରତି ରବିବାର ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ରହିବ। ଦୀର୍ଘ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri