Home Left

ବିଚାରପତିଙ୍କୁ ହତ୍ୟା ଧମକ ଦେଇଥିବା ଅଭିିଯୁକ୍ତ ଗିରଫ

ବେଙ୍ଗାଲୁରୁ,୨୩।୩: କର୍ନାଟକ ହିଜାବ ବିବାଦରେ ରାୟ ଶୁଣାଇଥିବା ହାଇକୋର୍ଟ ବିଚାରପତିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କର୍ନାଟକ ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ତାମିଲନାଡୁରୁ ଗିରଫ କରିଛି। ଏନେଇ ମଙ୍ଗଳବାର ରାଜ୍ୟର ଗୃହ ମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର ସୂଚନା ଦେଇଛନ୍ତି।…

ପୁରୀରେ ପହଞ୍ଚିଲା ରଥକାଠ

ପୁରୀ, ଅଫିସ, ୨୩।୩: ପୁରୀରେ ମଙ୍ଗଳବାର ରଥକାଠ ପହଞ୍ଚିଛି । ନୟାଗଡ଼ ବନଖଣ୍ଡ ଅଞ୍ଚଳରୁ ୧୮ ଖଣ୍ଡ ଅସନ ଓ ଧଉରା କାଠ ଆଜି ରଥ ଖଳାରେ ପହଞ୍ଚିଛି। ୧୮ ଖଣ୍ଡ ମଧ୍ୟରୁ ୧୨ ଫୁଟର ଅସନ ଓ ଧଉରା ୫…

ଡେବ୍ୟୁ କରିବା ପୂର୍ବରୁ ଚର୍ଚ୍ଚାରେ ସଞ୍ଜୟ କପୁରଙ୍କ ଝିଅ

ମୁମ୍ବାଇ: ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର । କଥା ହେଲା ସେ ଏକ ବ୍ରାଣ୍ଡ ନ୍ୟୁ ଲକଜରି ଅଡି କ୍ୱି୭ ଗାଡି କ୍ରୟ କରିଛନ୍ତି । ଯାହାର ଫଟୋ…

କେବଳ ବିବାହିତ ସେଲିବ୍ରିଟି ନୁହେଁ, ଡାକ୍ତରଙ୍କ ପ୍ରେମରେ ବି ପଡିଥିଲେ କଙ୍ଗନା

ମୁମ୍ବାଇ: ବଲିଉଡ କୁଇନ୍ କଙ୍ଗନା ରାନାୱତ ତାଙ୍କ ବେକାକୁ ବୟାନକୁ ନେଇ ଯେତିକି ଚର୍ଚ୍ଚାରେ ରୁହନ୍ତି ତା’ଠାରୁ ଅଧିକ ଚର୍ଚ୍ଚାରେ ରୁହନ୍ତି ତାଙ୍କ ପର୍ସନାଲ ଆଫେୟାର୍ସକୁ ନେଇ । ପ୍ରଥମେ ଏହି ନାୟିକାଙ୍କ ନାମ କେତେଜଣ ବିବାହିତ ସେଲିବ୍ରିଟିଙ୍କ ନାମ ସହ…

ବୋମା ବିସ୍ଫୋରଣରେ ଥରିଲା ମାରିୟୁପୋଲ: ଫସିରହିଛନ୍ତି ୨ଲକ୍ଷ ନାଗରିକ

କ୍ୱିଭ୍‌,୨୩।୩: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୨୮ଦିନରେ ପହଞ୍ଚିଛି। ଆଉ କିଛି ଦିନ ଗଲେ ଯୁଦ୍ଧକୁ ପ୍ରାୟ ମାସେ ହୋଇଯିବ ହେଲେ ୨ଦେଶ ମଧ୍ୟରେ କୌଣସି ସମାଧାନର ବାଟ ଫିଟିନି। ଯୁଦ୍ଧ ଯୋଗୁ ଏପର୍ଯ୍ୟନ୍ତ ୩୪ଲକ୍ଷ ନାଗରିକ…

ଲାଲୁ ଯାଦବଙ୍କୁ ଚିକିତ୍ସା କରିବାକୁ ମନାକଲା ଦିଲ୍ଲୀ ଏମ୍ସ

ନୂଆଦିଲ୍ଲୀ,୨୩ ।୩: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଚିକିତ୍ସା କରିବାକୁ ମନା କରି ଦେଇଛି ଦିଲ୍ଲୀସ୍ଥିତି ଅଲ ଇଣ୍ଡିଆ ମେଡିକାଲ ସାଇନସେସ୍‌(ଏମ୍ସ) । ଏମ୍ସ କହିଛି ସେ ରାଞ୍ଚିରେ ଥିବା ରିମ୍ସରେ ଟ୍ରିଟମେଣ୍ଟ ହୁଅନ୍ତୁ । ମଙ୍ଗଳବାର ଲାଲୁଙ୍କୁ ଦିଲ୍ଲୀ…

କ୍ଷତିପୂରଣ ଦେବେ ସରକାର : ହାଇକୋର୍ଟ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ଭୀମ୍‌ସାରରେ ଚିକିତ୍ସା ଅବହେଳାରୁ କୋଭିଡ୍‌ ମୃତ୍ୟୁ ମାମଲାରେ ରାଜ୍ୟ ସରକାର କ୍ଷତିପୂରଣ ଦେବେ। ଏ ନେଇ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨ ମୃତକଙ୍କ ପରିବାରକୁ ୫ଲକ୍ଷ ଏବଂ ଆଉ ୧୧ ପରିବାରକୁ ୫୦ ହଜାର ଲେଖାଏ ଦେବାକୁ କୋର୍ଟଙ୍କ…

୪ ବିଦ୍ୟାଳୟରେ ଲାଗିଲା ସାନିଟାରି ନାପ୍‌କିନ୍‌ ଭେଣ୍ଡିଂ ମେଶିନ୍‌

କୁଜଙ୍ଗ,୨୩।୩(ଡି.ଏନ୍‌.ଏ.): ୧୦ରୁ ୧୯ ବର୍ଷ ବାଳିକାମାନଙ୍କ ସ୍ବଚ୍ଛତା ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ନିମନ୍ତେ ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ମଙ୍ଗଳବାର ସାନିଟାରୀ ନାପ୍‌କିନ୍‌ ଭେଣ୍ଡିଂ ମେଶିନ୍‌ ପ୍ରଦାନ କରାଯାଇଛି। କମ୍ପାନୀ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳର ନୂଆଗାଁସ୍ଥିତ…

ଚକୋଲେଟ ଖାଇ ୪ଶିଶୁ ମୃତ

କୁଶୀନଗର,୨୩।୩: ଉତ୍ତରପ୍ରଦେଶର କୁଶୀନଗରରେ ୪ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଏକାସାଙ୍ଗରେ ୪ଜଣଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ମୃତକ ମଧ୍ୟରେ ୨ଜଣ ପୁଅ ଓ ୨ଜଣ ଝିଅ ରହିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କସାୟା ଥାନା ଅଞ୍ଚଳର…

ଶିଶୁଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଆଳି,୨୩।୩(ଡି.ଏନ.ଏ.): ରାଜ୍ୟ ସରକାର ଗରିବଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଯୋଗାଇ ଦେଇଛନ୍ତି। ସ୍ବାସ୍ଥ୍ୟ କାର୍ଡ ନ ଥିବାରୁ ଜଣେ ଦୁଇ ମାସର ଶିଶୁପୁତ୍ରଙ୍କ ଚିକିତ୍ସା ନିମନ୍ତେ ପରିବାର ଲୋକେ ଅସୁବିଧା ଭୋଗୁଛନ୍ତି। ଏଭଳି ଦୃଶ୍ୟ ଆଳି ବ୍ଲକ ସଦର…

ହିରୋ ମୋଟୋକର୍ପ ଚେୟାରମ୍ୟୋନଙ୍କ ଘରେ ଆଇଟି ଚଢ଼ାଉ

ଗୁରଗାଓଁ,୨୩।୩: ହିରୋ ମୋଟୋକର୍ପ ଚେୟାରମ୍ୟାନ ତଥା ଏମ୍‌ଡି ପୱନ ମୁଞ୍ଜାଲଙ୍କ ଘରେ ଆୟକର ବିଭାଗ(ଆଇଟି) ଚଢ଼ାଉ କରିଛି। ବୁଧବାର ସକାଳୁ ତାଙ୍କ ବାସଭବନ ଓ ଗୁରୁଗାଓଁ ସ୍ଥିତ କାର୍ଯ୍ୟାଳୟରେ ଛାନ୍‌ଭିନ୍‌ ଜାରି ରହିଛି। ସୂଚନାଯୋଗ୍ୟ, ମୁଞ୍ଜାଲ ତାଙ୍କ ଆକାଉଣ୍ଟରୁ ଆବଶ୍ୟକତାଠାରୁ ଅଧିକ…

ଆଜି ଓଡ଼ିଶା ଆସୁଛନ୍ତି ଶର୍ମିଷ୍ଠାଙ୍କ ଭାଇ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁଯାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଭାଇ ପରମେଶ୍ୱର ବୁଧବାର ଓଡ଼ିଶା ଆସିବେ। ମଙ୍ଗଳବାର ପରମେଶ୍ୱରଙ୍କୁ ବିଜୟଓ୍ବାଡାରୁ ପୋଲିସ କରିଥିଲା । ପରେ ପୋଲିସର ଏକ ସ୍ବତନ୍ତ୍ର ଟିମ ପରମେଶ୍ୱରଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri