Home Left

ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଜରୁରୀ କାମ ଥିଲେ ଶୀଘ୍ର ସାରନ୍ତୁ

ନୂଆଦିଲ୍ଲୀ,୧୨।୪: ଚଳିତ ମାସରେ ଲଗାତର ୪ ଦିନ ଲାଗି ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଏପ୍ରିଲ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଦେଶରେ ବ୍ୟାଙ୍କ ସେବା କ୍ରମାଗତ ବନ୍ଦ ରହିବ। ଏହାର ବିଶେଷ ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିପାରେ ବୋଲି ଆଶଙ୍କା…

ଏପ୍ରିଲ ୧୮ରୁ ଲୋକସେବା ଭବନ ଯାଇପାରିବେ ଖବରଦାତା-ସାଧାରଣ ଲୋକେ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ହଟିଲା କଟକଣା। ଆସନ୍ତା ୧୮ରୁ ଲୋକସେବା ଭବନ ଯାଇପାରିବେ ସାଧାରଣ ଜନତା ଓ ଖବରଦାତା। ସାଧାରଣ ଲୋକେ ଅନଲାଇନରେ ପାସ୍‌ ନେଇ ଲୋକସେବା ଭବନକୁ ଯାଇପାରିବେ। ସେହିଭଳି ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସ୍ବୀକୃତିପ୍ରାପ୍ତ ବା ଆକ୍ରିଡ଼ିଏଟେଡ଼ ଖବରଦାତାମାନେ ଲୋକସେବା ଭବନ…

ମେହେବୁବା ମୁଫତି ନଜର ବନ୍ଦୀ

ଶ୍ରୀନଗର,୧୨ ।୪: କଶ୍ମୀର ସଂଭାଗର ଶ୍ରୀନଗରରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କୁ ତାଙ୍କ ଘରେ ନଜର ବନ୍ଦୀ ରଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଶୋପିୟାଂରେ ଆତଙ୍କବାଦୀଙ୍କ ଆକ୍ରମଣରେ ଆହତ ହୋଇଥିବା କଶ୍ମୀର ପଣ୍ଡିତଙ୍କ ଘରକୁ ଯ୍ଧବ ମୁଫତି ସେମାନଙ୍କ…

୧୦ ଆକାଂକ୍ଷୀ ଜିଲା ଗସ୍ତ କରିବେ ୧୦ କେନ୍ଦ୍ରମନ୍ତ୍ରୀ

ଭୁବନେଶର,୧୨।୪(ବ୍ୟୁରୋ) : ରାଜ୍ୟର ଆକାଂକ୍ଷୀ ଜିଲା ଗୁଡିକର ସ୍ଥିତି ପରଖିବେ କେନ୍ଦ୍ର ସରକାର। ତେବେ ଆକାଂକ୍ଷୀ ଜିଲାରେ ଉନ୍ନୟନମୂଳକ କାମ ଓ କେନ୍ଦ୍ରୀୟ ଅନୁଦାନର କାର୍ଯ୍ୟକାରିତାକୁ କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରିବେ ବୋଲି ଜଣାପଡିଛି। ଆସନ୍ତା ୨୦ ତାରିଖ ସୁଦ୍ଧା ଓଡ଼ିଶାର ୧୦…

ଖୁବ୍‌ଶୀଘ୍ର ସରକାରୀ ହସ୍ପିଟାଲରେ ମାଗଣାରେ ଉପଲବ୍ଧ ହେବ ବୁଷ୍ଟର ଡୋଜ

ନୂଆଦିଲ୍ଲୀ,୧୨।୪: କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ କୋଭିଡ ଭ୍ୟାକ୍ସିନର ବୁଷ୍ଟର ଡୋଜକୁ ନେଇ ରାଜଧାନୀ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଖୁବ୍‌ଶୀଘ୍ର ଦିଲ୍ଲୀ ସରକାରଙ୍କ ସରକାରୀ ଡାକ୍ତରଖାନାଗୁଡ଼ିକରେ ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ ପାଇପାରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ…

ପୁଲ ପାର୍ଟିରେ କିମିଆ କଲା ଶନାୟାଙ୍କ ଟୋନ୍‌ଡ ଫିଗର

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ଅଛନ୍ତି ଖୁବ୍ ଚର୍ଚ୍ଚାରେ । ଏବେ ସେ ସୋସିଆଲ ମିଡିଆର କୁଇନ୍ ପାଲଟି ଯାଇଛନ୍ତି । ଇନଷ୍ଟାଗ୍ରାମରେ ଶନାୟାକୁ ୧ ମିଲିୟନରୁ ଅଧିକ ଲୋକେ…

ନିଜକୁ ଦେବାଳିଆ ଘୋଷଣା କଲା ଶ୍ରୀଲଙ୍କା

କଲମ୍ବୋ,୧୨।୪: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ବେଳକୁ ବେଳ ଖରାପ୍‌ ହେବାରେ ଲାଗିଛି। ବର୍ତ୍ତମାନ ସଙ୍କଟରେ ଫସିରହିଥିବା ଶ୍ରୀଲଙ୍କା ମଙ୍ଗଳବାର ନିଜକୁ ଦେବାଳିଆ ଘୋଷଣା କରିଛି। ଅନ୍ୟ ଦେଶମାନଙ୍କର ୫୧୦୦କୋଟି ଡଲାରର ଋଣ କିଛି ସମୟ ପାଇଁ ପରିଶୋଧ କରିପାରିବ ନାହିଁ ବୋଲି…

୫ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ଜଗନ

ଅମରାବତୀ,୧୨।୪: ଆନ୍ଧ୍ର ପ୍ରଦେଶର ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ନୂଆ କ୍ୟାବିନେଟରେ ୫ଜଣ ଉପ-ମୁଖ୍ୟମନ୍ତ୍ରୀ ବଛାଯାଇଛି। ୨୦୧୯ କ୍ୟାବିନେଟର ଡେପୁଟି ସିଏମ୍‌ ଥିବା ଆମଜାଦ ବାଶା ଏବଂ ନାରାୟଣା ସ୍ବାମୀଙ୍କୁ ପୁଣିଥରେ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିବା…

ବିଳାସପୂର୍ଣ୍ଣ କାର ଛାଡ଼ି ଅଟୋରେ ଯାଉଛନ୍ତି ଏହି ଅଭିନେତ୍ରୀ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଈଶା ଗୁପ୍ତା ଅନ୍ୟତମ। ସୋସିଆଲ ମିଡିଆରେ ସେ ବେଶ ସକ୍ରିୟ। ପ୍ରାୟ ପ୍ରତିଦିନ ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭୋଇରାଲ ହୁଏ। ମାତ୍ର ବର୍ତ୍ତମାନ ତାଙ୍କର ଭାଇରାଲ ହୋଇଥିବା ଭିଡିଓ ଦେଖିଲେ ଯେ…

ଭାଜପାକୁ ମିଳିଲା ବହୁମତ

ଲକ୍ଷ୍ନୌ,୧୨।୪: ଉତ୍ତର ପ୍ରଦେଶର ବିଧାନ ପରିଷଦ (ଏମ୍‌ଏଲସି) ନିର୍ବାଚନରେ ଭାଜପାକୁ ବହୁମତ ମିଳିଛି। ୩୬ଟି ବିଧାନ ପରିଷଦ ଆସନରେ ଭାଜପା ୩୩ଟି ଆସନରେ ବିଜୟୀ ହୋଇଥିବାବେଳେ ସ୍ବାଧୀନ ୩ଟି ଆସନ ଜିତିଛି। ସମାଜବାଦୀ ପାର୍ଟି ଖାତା ଖୋଲିବାରେ ସକ୍ଷମ ହୋଇନାହିଁ। ଏହି…

ତିରୁମାଳା ମନ୍ଦିରରେ ଦଳାଚକଟା,୩ ଆହତ

ଅମରାବତୀ,୧୨।୪: ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁମାଳା ଭେଙ୍କଟେଶ୍ୱର ମନ୍ଦିରରେ ମଙ୍ଗଳବାର ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଜମିଛି। ତେବେ ପ୍ରବଳ ଭିଡ଼ ଯୋଗୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ତିନି ଜଣ ଭକ୍ତ ଏହା ମଧ୍ୟରେ ଆହତ ହୋଇଥିବା ଜଣାପଡ଼ିଛି ।ସୂଚନା ଅନୁସାରେ,…

ବିଧାୟକଙ୍କ ଡ୍ରାଇଭର, ପିଏସ୍‌ଓଙ୍କ ଉପରେ ଆକ୍ରମଣ

ଲୋଇସିଂହା,୧୨।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡ଼ା ଛକରେ ୨ ଜଣ ଦୁର୍ବୃତ୍ତଙ୍କ ଆକ୍ରମଣରେ ମଙ୍ଗଳବାର ଲୋଇସିଂହା ବିଧାୟକଙ୍କ ଡ୍ରାଇଭର ଏବଂ ପିଏସ୍‌ଓ ଆହତ ହୋଇଛନ୍ତି। ଡ୍ରାଇଭର ଦେବରାଜ ନାଗ ଏବଂ ପିଏସ୍‌ଓ ଶଙ୍କର ବରିହାଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri