ଜାଣନ୍ତୁ ବକ୍ସ ଅଫିସରେ କେତେ ଆୟ କରିଛି ‘ଏକ୍‌ ଭିଲେନ୍‌ ରିଟର୍ନସ’

ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ଏକ୍‌ ଭିଲେନ୍‌ ରିଟର୍ନସ’ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ଏହି ଫିଲ୍ମରେ ଦିଶା ପଟାନି, ଅର୍ଜୁନ କପୁର୍‌, ଜନ୍‌ ଆବ୍ରହମ୍‌ ଏବଂ ତାରା ସୂତାରିଆ ଲିଡ୍‌ ରୋଲରେ ରହିଛନ୍ତି। ଫିଲ୍ମକୁ ମୋହିତ୍‌ ସୁରି ନିର୍ଦ୍ଦେଶନା ଦେଇଛନ୍ତି। ତେବେ ଫିଲ୍ମଟି ରିଲିଜ୍‌ ହେବାର ୫ଦିନ ହୋଇଗଲେ ବି ବକ୍ସ ଅଫିସରେ ପ୍ରାୟ ୨୬.୫୦ କୋଟି ଆୟ କରିପାରିଛି। ଏହି ଫିଲ୍ମଟି ୨୦୧୪ରେ ରିଲିଜ୍‌ ହୋଇଥିବା ‘ଏକ୍‌ ଭିଲେନ୍‌’ର ସିକ୍ୱେଲ। ପୂର୍ବରୁ ଏହାର ଟ୍ରେଲର୍‌ ରିଲିଜ୍‌ ହେବା ପରେ ଦର୍ଶକ ବେଶ୍‌ ପସନ୍ଦ କରିବା ସହ ଫିଲ୍ମର ଗୀତକୁ ମଧ୍ୟ ପସନ୍ଦ କରିଛନ୍ତି। ‘ଏକ୍‌ ଭିଲେନ୍‌’ରିଲିଜ୍‌ ହେବା ପରେ ବକ୍ସ ଅଫିସ୍‌ରେ ସମସ୍ତ ରେକର୍ଡ ଭାଙ୍ଗିଥିଲା। ତେବେ ‘ଏକ୍‌ ଭିଲେନ୍‌ ରିଟର୍ନସ’ ମଧ୍ୟ ରେକର୍ଡ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବକ୍ସ ଅଫିସରେ ସେତେଟା ଆୟ କରିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପରଦାରେ ସାଧାସିଧା, ହେଲେ ବାସ୍ତବ ଜୀବନରେ ବେଶ୍‌ ହଟ୍‌ ଇମଲୀଙ୍କ ଅନ୍‌ସ୍କ୍ରିନ୍‌ ମା’; ହ୍ରିତିକଙ୍କ ସହ…

ବମ୍ବେ: ପରଦାରେ ଗାଁର ଅପାଠୁଆ ମା’ର ଚରିତ୍ର ତୁଲାଇଥାନ୍ତି। ହେଲେ ବାସ୍ତବ ଜୀବନରେ ସେ ବେଶ୍‌ ବୋଲ୍ଡ ଏବଂ ଷ୍ଟାଇଲିସ୍‌। ଆମେ କଥା ହେଉଛୁ ଷ୍ଟାର...

୬୮ ଲକ୍ଷ ଟଙ୍କାର ଜୋତା ପିନ୍ଧନ୍ତି ଏହି ଅଭିନେତା

ବଲିଉଡ୍‌ର ସବୁଠୁ ପ୍ରତିଭାସମ୍ପନ୍ନ କଳାକାର ମଧ୍ୟରୁ ଅନ୍ୟତମ ରଣବୀର ସିଂ ଆଜି ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ବିଭିନ୍ନ ଆଡୁ ଜନ୍ମଦିନର...

ମାତ୍ର ୧୬ ବର୍ଷ ବୟସରେ ବଲିଉଡରେ ବୋଲ୍ଡ୍‌ ସିନ୍‌ ଦେଇଥିଲେ ଏହି ନାୟିକା

ମୁମ୍ବାଇ: ୮୦ ଦଶକରେ ବଲିଉଡ୍‌ ପରଦାରେ ବୋଲ୍ଡ ସିନ୍‌ କଥା କହିଲେ ବା ଶୁଣିଲେ ଟିକେ ଅଡୁଆ ଲାଗୁଥିଲା। ତଥାପି ସେ ସମୟରେ ମାତ୍ର ୧୬...

ବାଜି ମାରିଲା ‘ମିଶନ ମଙ୍ଗଳ’

ମୁମ୍ବାଇ: ବଲିଉଡ୍‌ ଦୁନିଆ ପାଇଁ ଚଳିତ ବର୍ଷର ସ୍ବାଧୀନତା ଦିବସ ଭଲ ଦିନ ଭାବେ ପରିଗଣିତ ହୋଇଛି। କାହିଁକିନା ଅଗଷ୍ଟ ୧୫ରେ ବଲିଉଡ୍‌ର ୨ଟି ବଡ...

‘ଭୋଳା’ର ଟ୍ରେଲର ରିଲିଜ୍‌, ନୂଆ ଲୁକ୍‌ରେ ନଜର ଆସିଲେ ଅଜୟ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଭୋଳା’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି। ଯେଉଁଥିରେ...

ଆଖି ଖାଇପାରେ ଧୋକା: ଅଭିନେତ୍ରୀଙ୍କ ଭଳି ଚେହେରା ପାଇ ଚର୍ଚ୍ଚାରେ ଏସବୁ ଟିକ୍‌ଟକ୍‌ କଳାକାର

ବମ୍ବେ: ଆଜିର ଅତ୍ୟାଧୁନିକ ଯୁଗରେ ଦିନକୁ ଦିନ ବଢ଼ିଚାଲିଛି ସୋସିଆଲ ମିଡିଆର ବ୍ୟବହାର। ଅନେକେ ଏଥିରେ ନିଜର ପ୍ରତିଭା ଦେଖାଇ ରାତାରାତି ପାଲଟି ଯାଉଛନ୍ତି ଷ୍ଟାର।...

ୟଙ୍ଗଷ୍ଟରଙ୍କୁ ଦିୱାନା କଲେ ଅନନ୍ୟା

ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ତଥା ଷ୍ଟାର କିଡ୍ ଅନନ୍ୟା ପଣ୍ଡେ ତାଙ୍କ ଅପକମିଂ ମୁଭି ‘ଗହରାଇୟା’କୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚରେ । ଏହି...

ଦୁର୍ଘଟଣାର ଶିକାର ହେଲେ ଏହି ଅଭିନେତା

ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍‌ ବସ୍‌-୧୪’ର ପ୍ରତିଯୋଗୀ ରହିସାରିଥିବା ଅଭିନେତା ନିଶାନ୍ତ ସିଂହ ମଲଖାନ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେ ମୁମ୍ବାଇରୁ ଜେସଲମେର...

Advertisement
Archives

Model This Week