ହାତଯୋଡ଼ିଲେ ୟୁକ୍ରେନ ଫୁଟବଲର୍
ନୂଆଦିଲ୍ଲୀ,୨୬।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ତିନିଦିନ ଧରି ଯୁଦ୍ଧ ଜାରି ରହିଛି। ରୁଷିଆ ସେନାର ଘନଘନ କ୍ଷେପଣାସ୍ତ୍ର ଏବଂ ରକେଟ ମାଡ଼ରେ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ସମଗ୍ର ବିଶ୍ୱରେ ରୁଷିଆର ଏଭଳି ଆକ୍ରମଣକୁ ନିନ୍ଦା କରାଯାଉଥିବା…
ପଞ୍ଚାୟତ ନିର୍ବାଚନର ପ୍ରଥମ ଫଳାଫଳ: ସୋରଡ଼ାର ୬୩ ନଂ ଜୋନ୍ରେ ବାଜି ମାରିଲା ବିଜେଡି
ସୋରଡ଼ା,୨୬ା୨(ଡି.ଏନ୍.ଏ.): ପଞ୍ଚାୟତ ନିର୍ବାଚନ ଗଣତିର ପ୍ରଥମ ଦିନରେ ଫଳାଫଳ ଆସିଛି। ଗଞ୍ଜାମ ଜିଲା ସୋରଡ଼ାର ୬୩ ନମ୍ବର ଜୋନ୍ର ବିଜେଡି ପ୍ରାର୍ଥୀ ସମରେନ୍ଦ୍ର କୁମାର ସାହୁ ବିଜୟୀ ହୋଇଛନ୍ତି। ବିଜେଡି ୬୩ ନମ୍ବର ଜୋନରେ ୨୯୪୪ ଖଣ୍ଡ ଭୋଟ୍ ପାଇଥିବାବେଳେ ଭାଜପା…
ରିୟାଲିଟି ଶୋ’ରେ ଅଧିକ ଫି’ ଚାର୍ଜ କରୁଛନ୍ତି ଏହି କପଲ
ମୁମ୍ବାଇ: ଟିଭି ଏବଂ ଫିଲ୍ମ ଜଗତର ସେଲିବ୍ରିଟିମାନେ ସେମାନଙ୍କ ସାଥୀମାନଙ୍କ ସହିତ ରିୟାଲିଟି ଶୋ’ସ୍ମାର୍ଟ ଯୋଡ଼ି’ର ମଞ୍ଚରେ ନଜର ଆସିବେ। ଆଜି ଅର୍ଥାତ୍ ୨୬ ଫେବୃୟାରୀରୁ ଷ୍ଟାର୍ ପ୍ଲସରେ ଏହି ଶୋ’ ପ୍ରଦର୍ଶିତ ହେବ। ଶୋ’ରେ ସେମାନଙ୍କର ପ୍ରିୟ କପଲଙ୍କୁ ଦେଖିବାକୁ…
ଆରମ୍ଭ ହେଲା ଏଫ୍ଆଇଏଚ୍ ପ୍ରୋ-ଲିଗ୍ ହକି
ଭୁବନେଶ୍ୱର,୨୬।୨: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଏଫ୍ଆଇଏଚ୍ ପ୍ରୋ-ଲିଗ୍ ହକି। ଭାରତର ଉଭୟ ପୁରୁଷ ଓ ମହିଳା ଟିମ୍ ସ୍ପେନକୁ ଭେଟିଛି। ମହିଳା ମ୍ୟାଚ୍ ଶନିବାର ସଂଧ୍ୟା ୫ଟାରୁ ଆରମ୍ଭ ହୋଇଥିବାବେଳେ ଏବଂ ପୁରୁଷ ମ୍ୟାଚ୍ ରାତି ୭ଟା ୩୦ରେ ଆରମ୍ଭ…
ଇଣ୍ଡଷ୍ଟ୍ରିରେ ସାମନ୍ଥାଙ୍କ ୧୨ ବର୍ଷ: ଫଟୋ ଶେୟାର କରି କହିଲେ ଏମିତି
ସାଉଥ୍ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କ ଅଭିନୟରେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ସାମନ୍ଥା ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ। ସେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ବେଶ ପସନ୍ଦ କରନ୍ତି। ସାଉଥ ସିନେମାରେ ୧୨…
ଟି୨୦ ସିରିଜରୁ ବାଦ୍ ପଡ଼ିଲେ ଏହି ଧୂରନ୍ଧର, ତରବରିଆ ଭାବେ ଏଭଳି ନିଷ୍ପତ୍ତି ନେଲା ବୋର୍ଡ
ଧର୍ମଶାଳା,୨୬।୨: ଆଘାତ ସମସ୍ୟାକୁ ନେଇ ଶ୍ରୀଲଙ୍କା ବିପକ୍ଷ ଅବଶିଷ୍ଟ ଦୁଇଟି ଟି-୨୦ ମୁକାବିଲାରୁ ବାଦ ପଡ଼ିଛନ୍ତି ଭାରତୀୟ ଓପନର୍ ଋତୁରାଜ ଗାୟକଓ୍ବାଡ। ଫଳରେ ତରବରିଆ ଭାବେ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ବାଲଙ୍କୁ ସାମିଲ କରାଯାଇଥିବା ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି। ଏହି…
ବୀରମହାରାଜପୁର ୧ ନଂ ଜୋନ୍ରେ କଂଗ୍ରେସ ଆଗରେ
ଅମରପାଲି,୨୬ା୨(ଡି.ଏନ୍.ଏ.): ଶନିବାର ଆରମ୍ଭ ହୋଇଯାଇଛି ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର ଭୋଟ ଗଣତି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ୧ ନଂ. ଜୋନ୍ରେ ଚତୁର୍ଥ ରାଉଣ୍ଡ ପରେ କଂଗ୍ରେସର ଲବ କୁମାର ସାହୁ ବିଜେଡିର ରଞ୍ଜିତ ରଥଙ୍କ ଠାରୁ ୬୬ଖଣ୍ଡ ଭୋଟ ଆଗରେ ରହିଛନ୍ତି।…
ବୃଦ୍ଧାଙ୍କୁ ଶହ ଶହ ଯୁବକ ପଠାଉଛନ୍ତି ଚିଠି, କରୁଛନ୍ତି ପ୍ରେମ ନିବେଦନ
ଆଜିର ସମୟରେ ଲୋକମାନେ ଫିଟ୍ନେସ ରହିବା ପାଇଁ ବହୁତ କିଛି ଉପାୟ ଅବଲମ୍ବନ କରୁଛନ୍ତି। ସେମାନଙ୍କର ଓ୍ବାର୍କଆଉଟ ରୁଟିନକୁ ନେଇ ବେଶ୍ ସଚେତନ ରହୁଛନ୍ତି। ଏପରି ପରିସ୍ଥିତିରେ ଲଣ୍ଡନସ୍ଥିତ ଫିଟ୍ନେସ କୋଚ୍ ସନ୍ସାଇନ୍ଙ୍କ ପ୍ରକୃତ ବୟସ ଲୋକଙ୍କ ସହ ଶେୟାର କରିଛନ୍ତି।…
ଗଙ୍ଗୁବାଇ କାଠିଆୱାଡି ପ୍ରଥମ ଦିନରେ ରୋଜଗାର କଲା ଏତିକି କୋଟି, ଜାଣିଲେ…
ବହୁ ବାଦ ବିବାଦ ପରେ ଶୁକ୍ରବାର ଫିଲ୍ମ ‘ଗଙ୍ଗୁବାଇ ‘କାଠିଆୱାଡି’ ରିଲିଜ ହୋଇଥିଲା। ଏହା ବକ୍ସ ଅଫିସରେ ଧମାଲ ମଚାଇଛି। ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମଟି ପ୍ରଥମ ଦିନରେ ଖୁବ କଲେକ୍ସନ କରିଛି। ପ୍ରଥମ ଦିନରେ ପ୍ରାୟ ୧୦କୋଟି ଟଙ୍କାର ବ୍ୟବସାୟ…
ୟୁରୋପର ଦ୍ୱିତୀୟ ସର୍ବବୃହତ, ହେଲେ ସବୁଠାରୁ ଗରିବ ଦେଶ ୟୁକ୍ରେନ; କିଛି ଏଭଳି ତାର ଇତିହାସ
କ୍ୱିଭ୍,୨୬।୨: ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷିଆ। ଆକାଶମାର୍ଗରୁ ତୁହାକୁ ତୁହା କ୍ଷେପଣାସ୍ତ୍ର ଓ ରକେଟ ମାଡରେ ଧ୍ୱସ୍ତବିଧ୍ୱସ୍ତ ହେଉଛି ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ର। ତେବେ ଆକ୍ରମଣ ପୂର୍ବରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନକୁ ଏକ ନକଲି…
ସୁର କହିଲେ,‘ଭୋଟ ପାଇଁ ଟଙ୍କା ବାଣ୍ଟିଛି ବିଜେଡି’
ଭୁବନେଶ୍ୱର,୨୬।୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ଶନିବାରଠାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡେରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ୮୫୧ ଜିଲା ପରିଷଦର ଆସନରୁ ବିଜେଡି ୨୦୦ରୁ ଅଧିକ ଆସନରେ ଆଗୁଆ ଅଛି। ଏଥର ପଞ୍ଚାୟତ ନିର୍ବାଚନ ଟ୍ରେଣ୍ଡକୁ ନେଇ ବରିଷ୍ଠ…
ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଖୁବ୍ ବଢ଼ିଗଲା ଏହି ବଙ୍କରର ଦାମ୍, ଜାଣନ୍ତୁ କାହିଁକି
ଆଜିକାଲି ସମଗ୍ର ବିଶ୍ୱବାସୀଙ୍କ ଧ୍ୟାନ ରୁଷିଆ ଏବଂ ୟୁକ୍ରେନ ଉପରେ ରହିଛି। ଏହି ଦେଶ ଦୁଇଟି ମଧ୍ୟରେ ଚାଲିଥିବା ଯୁଦ୍ଧକୁ ତୃତୀୟ ବିଶ୍ୱଯୁଦ୍ଧ କୁହାଯାଉଛି। ଏହି ଯୁଦ୍ଧ ସମଗ୍ର ବିଶ୍ୱକୁ କିପରି ପ୍ରଭାବିତ କରିବ ସେ ବିଷୟରେ ଯଦିଓ କିଛି ସ୍ପଷ୍ଟ…
Archives


