Home Left

୫୨ ବ୍ଲକରେ ଜଳ କଷ୍ଟ ଉତ୍କଟ: ଏପ୍ରିଲ-ମେ’ ବେଳକୁ ପରିସ୍ଥିତି ହେବ ସଙ୍ଗିନ

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ନଦୀ, ନାଳ, ପୋଖରୀ, କୂପ ଶୁଖିଲା ପଡ଼ିଗଲାଣି। ଏବେଠୁ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଲାଣି। ଏପ୍ରିଲ ଓ ମେ’ ମାସ ବେଳକୁ ପରିସ୍ଥିତି ଆହୁରି ସଙ୍ଗିନ ହେବା ଆଶଙ୍କା…

୪୫ ରୁଷୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ପୋଲାଣ୍ଡ

ଓ୍ବାର୍‌ସ, ୨୪ା୩: ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ରୁଷିଆର ୪୫ କୂଟନୀତିଜ୍ଞଙ୍କୁ ପୋଲାଣ୍ଡ ବହିଷ୍କାର କରିଛି। ଏ ନେଇ ପୋଲାଣ୍ଡ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୋଲାଣ୍ଡ ସ୍ପେଶାଲ ସର୍ଭିସେସ୍‌ର ଜଣେ ମୁଖପାତ୍ର ଷ୍ଟାନିସ୍‌ଲ ଜରିନ୍‌ କହିଛନ୍ତି, ସମ୍ପୃକ୍ତ ୪୫ କୂଟନୀତିଜ୍ଞ…

ରୁଷିଆ ଅସ୍ତିତ୍ୱ ବିପଦରେ ପଡ଼ିଲେ ଆଣବିକ ଯୁଦ୍ଧ

ମସ୍କୋ, ୨୪ା୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ବୁଧବାର ୪ ସପ୍ତାହ ପୂରିଥିବାବେଳେ ରୁଷୀୟ ସୈନ୍ୟ ଘାତକ ଆକ୍ରମଣ ଜାରି ରଖିଛନ୍ତି। ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଏଯାଏ ସଫଳ ହୋଇପାରି ନ ଥିବାରୁ କେବେ ଯୁଦ୍ଧବିରତି ହେବ ତାହା ସନ୍ଦେହରେ। ସେପଟେ ୟୁକ୍ରେନ୍‌…

ବାପ-ପୁଅଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦୁଝର,୨୩ା୩(ସ୍ବ.ପ୍ର.): କେନ୍ଦୁଝର ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟ ବୁଧବାର ଏକ ମାରପିଟ୍‌ ଘଟଣାର ଶୁଣାଣି କରି ସିଜେଏମ୍‌ ରଞ୍ଜୁଲତା ଲେଙ୍କା ଅଭିଯୁକ୍ତ ହରମୋହନ ମହାନ୍ତ ଏବଂ ତାଙ୍କ ପୁଅ କାହ୍ନୁଚରଣ ମହାନ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ…

ପୁଅ ଅଭିଷେକଙ୍କୁ ଏମିତି କହିଲେ ଅମିତାଭ

ଆଜିକାଲି ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ତାଙ୍କର ଆଗାମୀ ଫିଲ୍ମ ‘ଦଶବି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଜି ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଟ୍ରେଲରକୁ ଦର୍ଶକ ବହୁତ ପ୍ରଶଂସା କରୁଛନ୍ତି। ଅଭିଷେକ ବଚ୍ଚନଙ୍କ ପିତା ତଥା ମହାନାୟକ ଅମିତାଭ ବଚ୍ଚନ ମଧ୍ୟ…

ରାମଚରଣଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ସାଉଥ ସୁପରଷ୍ଟାର୍‌ ରାମଚରଣ ତେଜା ଏବେ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଫିଲ୍ମ ‘ଆରଆରଆର’ର ପ୍ରମୋଶନରେ ସେ ଏବେ ବ୍ୟସ୍ତ ଅଛନ୍ତି। ସେ କେବଳ ଦକ୍ଷିଣରେ ଲୋକପ୍ରିୟ ନୁହଁନ୍ତି, ବରଂ ତାଙ୍କର ଲୋକପ୍ରିୟତା ଏବେ ଉତ୍ତର ଭାରତରେ ବଢିଛି। ରାମ ଚରଣ…

ଇତିହାସ ରଚିଲା ବାଂଲାଦେଶ

ସେଞ୍ଚୁରିଆନ,୨୩।୩: ଇତିହାସ ରଚିଲା ବାଂଲାଦେଶ କ୍ରିକେଟ ଦଳ। ପୂର୍ବରୁ ଦକ୍ଷିଣ ଆଫ୍ରିକାରେ କଦାପି ଗୋଟିଏ ଦିନିକିଆ ମ୍ୟାଚ୍‌ ଜିତି ନ ଥିବା ବାଂଲାଦେଶ ଏଥର ସିରିଜ୍‌ ଜିତି ଇତିହାସ ସୃଷ୍ଟି କରିଛି। ସେଞ୍ଚୁରିଆନଠାରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌କୁ ଏକତରଫା…

ସଲମାନଙ୍କ ଆବେଦନ ଖାରଜ କଲେ କୋର୍ଟ

ମୁମ୍ବାଇ,୨୩ା୩: ଦବଙ୍ଗ ଖାନ୍‌ ସଲମାନଙ୍କୁ ମୁମ୍ବାଇ କୋର୍ଟରୁ ଏକ ବଡ଼ ଝଟ୍‌କା ଲାଗିଛି। ଆମେରିକାରେ ରହୁଥିବା ତାଙ୍କ ପଡ଼ୋଶୀ କେତନ ଆର କକ୍କରଙ୍କ ମୁହଁ ବନ୍ଦ କରିବା ପାଇଁ ତାଙ୍କ ନାମରେ ଏକ ମାନହାନି କେସ୍‌ କରିଥିଲେ ସଲମାନ। ଗୁଗ୍‌ଲ, ୟୁଟ୍ୟୁବ୍‌,…

ବଢିବ ଭାରତର ଶକ୍ତି: ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ ମିଶାଇଲର ସଫଳ ପରୀକ୍ଷଣ

ପୋର୍ଟବ୍ଲେୟାର,୨୩।୩: ଭାରତ ବୁଧବାର ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରି ପାରୁଥିବା ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ ମିଶାଇଲର ସଫଳ ପରୀକ୍ଷଣ କରିଛି। ଆଣ୍ଡାମାନ ଏବଂ ନିକୋବରରେ ଏହି ପରୀକ୍ଷଣ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ ମିଶାଇଲର ସଫଳ…

ରୁଷିଆ ସହ ଯୁଦ୍ଧ ଲଢ଼ୁଛନ୍ତି ରାମଚରଣଙ୍କ ବଡିଗାର୍ଡ; ସହାୟତା କରି ଚର୍ଚ୍ଚାରେ…

ହାଇଦ୍ରାବାଦ: ଆଉ ଦିନକ ପରେ ପରଦାକୁ ଆସିବ ଏସ୍‌.ଏସ୍‌. ରାଜାମୌଲୀଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’। ଏଥିରେ ମୁଖ୍ୟ ଭୂମିକାରେ ରାମ ଚରଣ ଏବଂ ଜୁନିୟର ଏନ୍‌ଟିଆର୍‌ ନଜର ଆସିବେ। ଫିଲ୍ମକୁ ନେଇ ଉଭୟ କଳାକାର ଚର୍ଚ୍ଚାରେ ଥିବା ବେଳେ ଏବେ ଭିନ୍ନ କାରଣକୁ…

ଶେଷ ହେଲା ଲକ୍ଷ୍ନୌର ଖେଳାଳି ଖୋଜିବା ପ୍ରକ୍ରିୟା

ନୂଆଦିଲ୍ଲୀ,୨୩।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୫ତମ ସଂସ୍କରଣ ପୂର୍ବରୁ ଆହତ ସମସ୍ୟା କାରଣରୁ ମାର୍କ ଉଡ୍‌ ଓହରିବା ପରେ ତାଙ୍କ ବଦଳ ଖେଳାଳି ଖୋଜୁଥିଲା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ। ପ୍ରଥମ ଥର ପାଇଁ ଆଇପିଏଲ୍‌ରେ ଭାଗ ନେବାକୁ ଯାଉଥିବା ନୂଆ…

‘ତୁମେ ଏମିତି ହସୁଥାଅ,ମୁଁ ତୁମକୁ ଏମିତି ଦେଖୁଥାଏ’

ବମ୍ବେ: ନିକଟରେ ପ୍ରେମିକାଙ୍କ ହାତ ଧରିଛନ୍ତି ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ଫର୍‌ହାନ ଅଖତର। ପ୍ରଥମ ସ୍ତ୍ରୀଙ୍କଠାରୁ ଅଲଗା ହେବା ପରେ ଶିବାନୀ ଦାଣ୍ଡେକରଙ୍କ ପ୍ରେମରେ ପଡ଼ିଥିଲେ ସେ। ଦୀର୍ଘଦିନ ଧରି ଉଭୟେ ଡେଟ୍‌ ମଧ୍ୟ କରିଥିଲେ। ଶେଷରେ ଚଳିତ ବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri