ଅଂଶଧନ ବିକ୍ରି କରିବ ସ୍ପାଇସ୍‌ଜେଟ୍‌

ନୂଆଦିଲ୍ଲୀ,୫।୮: ଦେଶର ପ୍ରମୁଖ ଘରୋଇ ବିମାନ କମ୍ପାନୀ ସ୍ପାଇସ୍‌ଜେଟ୍‌ ପାଣ୍ଠି ଯୋଗାଡ଼ କରିବା ଲାଗି ନିଜର ଅଂଶଧନ ବିକ୍ରି କରିବା ସମ୍ପର୍କରେ ବିଚାର କରୁଛି। ଏପରିକି ବିଭିନ୍ନ କାରଣରୁ କମ୍ପାନୀ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। କମ୍ପାନୀର ଅଂଶଧନ କ୍ରୟ ପାଇଁ ମଧ୍ୟ ପ୍ରାଚ୍ୟର ଏକ ସଂସ୍ଥା ସହ ଆଲୋଚନା କରୁଥିବା ଜଣାପଡିଛି। ସେହିଭଳି ପାଣ୍ଠି ସଂଗ୍ରହ ଲାଗି ନିବେଶକମାନଙ୍କ ସହ ଏଭଳି ଆଲୋଚନା ଜାରି ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏ ନେଇ ମଧ୍ୟ ବେସାମରିକ ବିମାନ ଚଳାଚଳ ନିୟାମକ ସଂସ୍ଥା ଡିଜିସିଏ ପକ୍ଷରୁ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ କରାଯାଇଥିଲା। ସ୍ପାଇସ୍‌ ଜେଟ୍‌ର ମୁଖ୍ୟ ଅଜୟ ସିଂହଙ୍କ ୬୦% ଅଂଶଧନ ରହିଛି। କମ୍ପାନୀର ୨୪% ଅଂଶଧନ ମଧ୍ୟ ପ୍ରାଚ୍ୟର ଏକ ବିମାନ କମ୍ପାନୀକୁ ବିକ୍ରି କରିବାକୁ ଉଦ୍ୟମ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟଗୁଡ଼ିକର ରାଜସ୍ବ କ୍ଷତି ୪ ଗୁଣ ବଢ଼ିବ

ନୂଆଦିଲ୍ଲୀ,୨୫ା୧: କୋଭିଡ୍‌-୧୯କୁ ନିୟନ୍ତ୍ରଣ କରିବା ଲାଗି ଜାରି ହୋଇଥିବା ଲକ୍‌ଡାଉନ କାରଣରୁ ଆର୍ଥତ୍କ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିବା ବେଳେ ରାଜ୍ୟଗୁଡିକର ଟିକସ ସଂଗ୍ରହରେ ହ୍ରାସ ଘଟିଛି।...

ବେପରୁଆ ଟୁଇଟରୁ ଉଡିଗଲା ଲକ୍ଷେ କୋଟି

ନୂଆଦିଲ୍ଲୀ,୩। ୫: ପ୍ରମୁଖ ଇ-ଯାନ କମ୍ପାନୀ ଟେସଲାର ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ (ସିଇଓ) ଏଲନ ମସ୍କଙ୍କ ବେପରୁଆ ଟୁଇଟ ପୁଣି ଥରେ କମ୍ପାନୀ ଲାଗି କ୍ଷତିକାରକ...

୭୫ ଟଙ୍କା ଛୁଇଁଲା ପେଟ୍ରୋଲ, ଡିଜେଲ ୬୬

ନୂଆଦିଲ୍ଲୀ,୧୦-୧୨:ସୋମବାର ନୂଆଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୫ ଟଙ୍କା ଛୁଇଁଥିବା ବେଳେ ଡିଜେଲ ଦର ୬୬ ଟଙ୍କା ଛୁଇଁଛି। ଗତ ଏକ ବର୍ଷ ମଧ୍ୟରେ...

ଖୁଚୁରା ମୁଦ୍ରାସ୍ଫୀତି ୬.୯୩%

ନୂଆଦିଲ୍ଲୀ: ଖୁଚୁରା ମୁଦ୍ରାସ୍ଫୀତି ନଭେମ୍ବରେ ୬.୯୩% ସ୍ତରକୁ ଖସିଛି। ଖାଦ୍ୟ ସାମଗ୍ରୀ ଦର କମିବାରୁ ଖୁଚୁରା ମୁଦ୍ରାସ୍ଫୀତିରେ ସାମାନ୍ୟ ହ୍ରାସ ହୋଇଛି। ହେଲେ ରିଜର୍ଭ ବ୍ୟାଙ୍କର...

ଝାରସୁଗୁଡ଼ା ଖିମ୍‌ଜୀ ଷ୍ଟୋର୍‌ର ଦ୍ୱିତୀୟ ବାର୍ଷିକୀ ଉତ୍ସବ

ଭୁବନେଶ୍ୱର,୧୧।୯ ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ତଥା ଖିମ୍‌ଜୀ ଜୁଏଲର୍ସର ଝାରସୁଗୁଡାସ୍ଥିତ ସରବାହାଲ୍‌ ରୋଡ୍‌ ମାରଓ୍ବାଡ଼ିପଡ଼ା ଏକ୍ସକ୍ଲୁସିଭ ଷ୍ଟୋର୍‌ର ୨ୟ ବର୍ଷିକୀ ଉତ୍ସବ...

‘ମେଟା ଇଣ୍ଡିଆ’ରୁ ଇସ୍ତଫା ଦେଲେ ଆଉ ଜଣେ ବଡ ଅଧିକାରୀ

ନୂଆଦିଲ୍ଲୀ,୧୭।୫:ଫେସବୁକ୍‌, ଇନଷ୍ଟାଗ୍ରାମ ଏବଂ ଫେସବୁକ୍‌ର ସହାୟକ କମ୍ପାନୀ ମେଟାର ଜଣେ ବଡ ଅଧିକାରୀ ମେଟାରୁ ଅଲଗା ହୋଇଛନ୍ତି। ସେ ହେଉଛନ୍ତି ଭାରତର ମେଟାର ଡାଇରେକ୍ଟର ଏବଂ...

ବ୍ୟାଙ୍କ ଧର୍ମଘଟ ଯୋଗୁ ବନ୍ଦ ରହିଲା ରାଜ୍ୟର ୪୨୦୦ ଶାଖା

ମୁମ୍ବାଇ, ଭୁବନେଶ୍ୱର(ବ୍ୟୁରୋ)୨୩-୧୦:ସରକାରଙ୍କ ମେଗା ବ୍ୟାଙ୍କ ମିଶ୍ରଣ ପଦକ୍ଷେପକୁ ବିରୋଧ କରି ସାରା ଦେଶରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଯୋଗୁ ମଙ୍ଗଳବାର ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଛି।...

କୋକାକୋଲା ଇଣ୍ଡିଆ ମୁଖ୍ୟ ହେଲେ ଓଡ଼ିଆ ପୁଅ ସଙ୍କେତ

ଭୁବନେଶ୍ୱର,୮।୯ : ମୃଦୁପାନୀୟ କମ୍ପାନୀ କୋକାକୋଲା ଏହାର ଭାରତ ତଥା ଦକ୍ଷିଣ ପଶ୍ଚିମ ଏସିଆ କାରବାରର ମୁଖ୍ୟ ଭାବେ ସଙ୍କେତ ରାଏଙ୍କୁ ନିଯୁକ୍ତ କରିଛି। ରାୟ...

Advertisement
Archives

Model This Week