ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ/ଇସଲାମାବାଦ,୧୪ ।୪: ପାକିସ୍ତାନରୁ ଇମ୍ରାନ ଖାଁ ସରକାର ବିଦା ହେବା ପରେ ଏବେ ପଦ ସମ୍ଭାଳିଛନ୍ତି ଶହବାଜ୍ ଶରିଫ୍ । ତେବେ ଶେହବାଜ୍ ପ୍ରଧାନମନତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଚିଠି ଲେଖି ଶୁଭେଚ୍ଛା…
ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍-୨’
ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍-୨’। ତେବେ ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ୍ ପୂର୍ବରୁ ଆଡଭାନ୍ସ ବୁକିଂରେ ରେକର୍ଡ କରଥିଲା ‘କେଜିଏଫ୍-୨’। ସିନେମାରେ ଫିଲ୍ମ ଷ୍ଟାର୍ ୟଶଙ୍କ ସହ…
ଅନୁଷ୍କାଙ୍କୁ ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଥିଲେ କୋହଲି; ଏବେ ପୁଣି ଚର୍ଚ୍ଚାରେ…
ନୂଆଦିଲ୍ଲୀ,୧୪।୪: ସେ କ୍ରିକେଟ ହେଉ ଅବା ବ୍ୟକ୍ତିଗତ ଜୀବନ, ସବୁକିଛିକୁ ନେଇ ଚର୍ଚ୍ଚାରେ ଥାନ୍ତି ଭାରତ ଏବଂ ଆର୍ସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି। ଆଇପିଏଲ୍ରେ ଆର୍ସିବି ଟାଇଟଲ ଜିତିବାରେ ବିଫଳ ହୋଇଥିଲେ ହେଁ ପ୍ରଶଂସକ ତାଙ୍କୁ ଭରପୂର ସମର୍ଥନ କରିଆସିଛନ୍ତି।…
ଆଇପିଏଲ୍ ପରେ ଟି-୨୦ ବିଶ୍ୱକପ୍ ଖେଳିବା ଉପରେ ସନ୍ଦେହ, ଆଉ ୪ ମାସ…
ନୂଆଦିଲ୍ଲୀ,୧୪।୪: ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥିବା ଦ୍ରୁତ ବୋଲର୍ ଦୀପକ ଚହର ଏବେ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଏଥିଯୋଗୁ ସେ ଆଇପିଏଲ୍ର ଚଳିତ ସଂସ୍କରଣରୁ ବାଦ୍ ପଡ଼ିଛନ୍ତି। ଏବେ ସେ ଚଳିତ ବର୍ଷ ହେବାକୁ ଥିବା…
ବୈତରଣୀ ବ୍ରିଜ୍ରୁ ଡେଇଁ ଯୁବତୀ ନିଖୋଜ, ପାଓ୍ବାର ବୋଟ୍ ଯୋଗେ ଚାଲିଛି ଖୋଜା
ଚାନ୍ଦବାଲି,୧୪।୪(ଡି.ଏନ୍.ଏ.): ବୈତରଣୀର ସୁଇସାଇଡ୍ ଜୋନ ଭାବେ ପରିଚିତ ଚାନ୍ଦବାଲି ଗେମନ ବ୍ରିଜରେ ପୁଣି ଜଣେ ଯୁବତୀ ଡେଇଁ ନିଖୋଜ ଅଛନ୍ତି । ବ୍ରିଜ ଉପରୁ ୫୦ ଫୁଟ ତଳ ନଦୀ ମଧ୍ୟକୁ ଡେଇଁଥିବାରୁ ଯୁବତୀଜଣଙ୍କ ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି। ଏହାକୁ…
ମା ଦଣ୍ଡ କାଳୀଙ୍କ ଯାତ୍ରା ଉଦଯାପିତ
ପୁରୁଷୋତ୍ତମ ପୁର, ୧୪/୪(ଡିଏନ୍ଏ): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା ଦଣ୍ଡ କାଳୀଙ୍କ ୨୧ ଦିନିଆ ଦଣ୍ଡ ଯାତ୍ରା ମେରୁ ପର୍ବରେ ଉଦ୍ ଯାପିତ ହୋଇଛି। ପୁରୁଷୋତ୍ତମପୁର ସହରରେ ଥିବା ତିନି ଗୋଟି ଦଣ୍ଡ ଯାତ୍ରା ଦଳ ଧୋବା ପୁଞ୍ଜା, ବିପତ୍ତି ହାରିଣି…
ପୁଣି ସପ୍ତାହେ ପରେ ମନେ ପକାଇଦେବି: ଅପରାଜିତା
ଭୁବନେଶ୍ୱର,୧୪।୪(ବ୍ୟୁରୋ) : ରାଜଧାନୀ ଭୁବନେଶ୍ୱରର ୭୪ତମ ପ୍ରତିଷ୍ଠା ଦିବସ ପାଳନ ସମାରୋହକୁ ଏମ୍ପି ଅପରାଜିତା ଷଡଙ୍ଗୀକୁ ଡକା ନଯିବା ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି। ଘଟଣାକୁ ନେଇ ଅପରାଜିତା କ୍ଷୋଭ ପ୍ରକାଶ କରିବା ସହ ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କୁ କିଭଳି…
ରାଜ୍ୟବାସୀଙ୍କୁ ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪।୪(ବ୍ୟୁରୋ): ଗୁରୁବାର ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ଭିଡିଓ ଟୁଇଟ୍ କରି ‘ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଚଳିତ…
ଆଖଣ୍ଡଳମଣିଙ୍କ ପୀଠରେ ଶୀତଳ ଉପଚାର ନୀତି, ଗୋପାଳଙ୍କ ଜଳଲାଗି ଆରମ୍ଭ
ଆରଡି, ୧୪ା୪(ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପଣା ସଂକ୍ରାନ୍ତିଠାରୁ ଶୀତଳ ଉପଚାର ନୀତି ଆରମ୍ଭ ହୋଇଛି । ଏହା ଏକମାସ ଧରି ଚାଲିବ । ପ୍ରବଳ ଗ୍ରୀଷ୍ମ ପ୍ରବହରେ ବାବାଙ୍କୁ ଶୀତଳ ସ୍ପର୍ଶ ଦେବା…
ଶୋଇଥିବା ବେଳେ ଶାବଳ ଭୁଷି ୭୫ ବର୍ଷର ବୃଦ୍ଧଙ୍କୁ ମାରିଦେଲେ
ବାଲେଶ୍ୱର ଅଫିସ, ୧୪।୪: ବାଲେଶ୍ୱର ଜିଲାର ରେମୁଣା ଥାନା ଅନ୍ତର୍ଗତ ବଡପାଳ ପଞ୍ଚାୟତ କାକବାରାଇ ଗ୍ରାମରେ ଜଣେ ବୃଦ୍ଧଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ରଘୁନାଥ ଜେନା(୭୫)। ମଙ୍ଗଳବାର ରାତିରେ ଘରେ ଶୋଇଥିବା ବେଳେ ତାଙ୍କୁ କେହି ଶାବଳରେ…
୩ ଦିନିଆ ରିମାଣ୍ଡରେ ଶିବ; କ୍ରାଇମ୍ ସିନ୍ ରିକ୍ରିଏସନ୍ କରିପାରେ ପୋଲିସ
ମାହାଙ୍ଗା/ସାଲେପୁର,୧୨।୪(ଡି.ଏନ୍.ଏ.): ରିମାଣ୍ଡରେ ଯିବେ କଟକ ଜିଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ଘଟିଥିବା ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ସାହୁ । ଗୁରୁବାରଠାରୁ ଶିବଙ୍କୁ ରିମାଣ୍ଡରେ ନେଇ ପୋଲିସ ପଚରାଉଚରା କରିବ ବୋଲିଜ ଜଣାପଡ଼ିଛି। ତେବେ ଶିବଙ୍କୁ ୫…
ଆଜି ପବିତ୍ର ପଣା ସଂକ୍ରାନ୍ତି: ଓଡ଼ିଆ ନବବର୍ଷ ଆରମ୍ଭ
ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ…
Archives


