ଜାଣନ୍ତି କି? ସମ୍ପର୍କରେ ଇମ୍ରାନ ଆଲିଆଙ୍କ ଭାଇ…
ବମ୍ବେ: ବଲିଉଡ୍ରେ ସିରିଏଲ୍ କିସ୍ର ଭାବେ ପରିଚିତ ଇମ୍ରାନ ହାସମିଙ୍କର ଆଜି ହେଉଛି ହାପି ବର୍ଥ ଡେ। ୧୯୭୯ ମାର୍ଚ୍ଚ ୨୪ରେ ବମ୍ବେରେ ଅଭିନେତାଙ୍କ ଜନ୍ମ। ଚଳଚ୍ଚିତ୍ର ‘ଫୁଟପାଥ’ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଥିଲେ ସେ। ହେଲେ ୨୦୦୪ରେ ରିଲିଜ ହୋଇଥିବା…
ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ
କେସିଙ୍ଗା,୨୪ା୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିରେ ପୌର ନିର୍ବାଚନ ଗୁରୁବାର ଅନୁଷ୍ଠିତ ହେଉଛି।ବର୍ତ୍ତମାନ ୧୭ଟି ଭୋଟ୍ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ଭାବେ ମତଦାନ ଚାଲିଛି। ଏହି କେନ୍ଦ୍ରଗୁଡ଼ିକ ମଧ୍ୟରୁ ସରକାରୀ ବାଳିକା ବିଦ୍ୟାଳୟ ଠାରେ ୬ ଓ ୭ ଓ୍ବାର୍ଡ ପାଇଁ…
ଭୋଟ ଦେଲେ ବିଧାୟକ ନରସିଂହ ମିଶ୍ର
ବଲାଙ୍ଗୀର ଅଫିସ,୨୪।୩: ପୌର ନିର୍ବାଚନ ନେଇ ଗୁରୁବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ସକାଳୁ ଭୋଟର ଲମ୍ବା ଲାଇନ୍ରେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି କ୍ରମରେ ବଲାଙ୍ଗୀର ପରାଞ୍ଚଳର ଲକ୍ଷ୍ମୀନାରାୟଣପଡ଼ା…
କାହା ସହିତ ଓପନିଂ କରିବେ ରୋହିତ ?
ମୁମ୍ବାଇ,୨୪।୩: ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ବର୍ଷ ବର୍ଷ ଧରି ଭିନ୍ନ ଭିନ୍ନ ଓପନିଂ କମ୍ବିନେଶନ ବ୍ୟବହାର କରିଆସୁଛି। ଗତ ସିଜନରେ ରୋହିତ ଶର୍ମାଙ୍କ ସହ ଓପନିଂ କରିଥିଲେ ଦକ୍ଷିଣ ଆଫ୍ରିକୀୟ ଉଇକେଟକିପର କୁଇଣ୍ଟନ ଡି’କକ୍। କିନ୍ତୁ ଚଳିତ ବର୍ଷ ଡି’କକ୍ ଦଳରେ…
ଏମିତି ଘର, ଯେଉଁଠି ଆଖି ସାମ୍ନାରେ ଘଟୁଥିବା ଘଟଣା ବି ଦେଖାଯାଏ ନାହିଁ
ଆପଣ ବିଭିନ୍ନ ପ୍ରକାର ଘର ବିଷୟରେ ଶୁଣିଥିବେ ଏବଂ ଦେଖିଥିବେ ନିଶ୍ଚୟ। କିଛି ଘର ବାହାରୁ ଓଲଟା କିନ୍ତୁ ଭିତରୁ ସିଧା, ଘର ଭିତରେ କିଛି ଜିନିଷ ଓଲଟପାଲଟ। କିଛି ଘର ମହଙ୍ଗା ଏବଂ ବିଳାସପୂର୍ଣ୍ଣ। ଆଉ କେଉଁ ଘରର ବେସମେଣ୍ଟ…
ରୁଷିଆର ବଡ଼ ପରାଜୟ
କ୍ୱିଭ୍,୨୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ଆଜିକୁ ଏକ ମାସ ବିତିଗଲାଣି। ଫେବୃଆରୀ ୨୪ରେ ଆଜିର ଦିନରେ ରୁଷିଆ ଆର୍ମି ୟୁକ୍ରେନରେ ପ୍ରବେଶ କରିଥିଲା, କିନ୍ତୁ ଗୋଟିଏ ମାସ ପରେ ମଧ୍ୟ ରୁଷିଆ ୟୁକ୍ରେନକୁ ପରାସ୍ତ କରିବାରେ ସକ୍ଷମ…
ମିଳିଲା ଭିଜା, ସନ୍ଧ୍ୟାରେ ପହଞ୍ଚିବେ
ମୁମ୍ବାଇ,୨୪।୩: ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲିଙ୍କ ଅପେକ୍ଷାର ଅନ୍ତ ଘଟିଛି। ତାଙ୍କୁ ଭାରତ ଗସ୍ତ କରିବା ପାଇଁ ବୁଧବାର ରାତିରେ ଭିଜା ଏବଂ ଅନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟ ମିଳିଛି। ଏହାକୁ ସ୍ପଷ୍ଟ କରିଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)। ସେ ଭିଜା…
ଫିଲ୍ମ ଜଗତକୁ ଆସିବା ପୂର୍ବରୁ ଏହି ସେଲିବ୍ରିଟିଙ୍କ ପ୍ରକୃତ ନାଁ କଣ ଥିଲା ଜାଣନ୍ତି
ବଲିଉଡ ସେଲିବ୍ରିଟିଙ୍କ ବିଷୟରେ ଜାଣିବାକୁ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ କ୍ରେଜ ଅଛି। ପ୍ରିୟ ସେଲିବ୍ରିଟିଙ୍କ ବିଷୟରେ ସବୁକିଛି ଜାଣିବାକୁ ଚାହାଁନ୍ତି ପ୍ରଶଂସକ। ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଅଭିନେତା ଏବଂ ଅଭିନେତ୍ରୀଙ୍କ ପ୍ରକୃତ ନାମ ବିଷୟରେ ଜାଣିବାକୁ ସର୍ବଦା ଆଗ୍ରହୀ। ତେଣୁ…
ଗୁଗୁଲ ଗର୍ଲ କାଶଭି ତୃତୀୟ ଶ୍ରେଣୀରୁ ଯିବେ ଅଷ୍ଟମକୁ, ହାଇକୋର୍ଟଙ୍କ ନିର୍ଦ୍ଦେଶ…
ପାଲାମପୁର,୨୪।୩ : ଏକ ସ୍ବତନ୍ତ୍ର ମାମଲାରେ ହିମାଚଳ ପ୍ରଦେଶ ହାଇକୋର୍ଟ ପାଲାମପୁରର ତୃତୀୟ ଶ୍ରେଣୀ ଛାତ୍ରୀ ଗୁଗୁଲ ଗର୍ଲ କାଶଭିଙ୍କୁ ଅଷ୍ଟମ ଶ୍ରେଣୀରେ ପଢ଼ିବାକୁ ଅନୁମତି ଦେଇଛନ୍ତି। ମୁଖ୍ୟ ବିଚାରପତି ମହମ୍ମଦ ରଫିକ ଏବଂ ଜଷ୍ଟିସ ଜ୍ୟୋତ୍ସ୍ନା ରେୱାଲ ଦୁଆଙ୍କ ନେତୃତ୍ୱରେ…
ଜୋତା ପ୍ରେମରେ ମହିଳା, ବେଡ୍ରୁମ୍ରେ ଟାଙ୍ଗିଛନ୍ତି ଶହଶହ ଜୋତା
ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ପସନ୍ଦ,ନାପସନ୍ଦ ରହିଛି। ଅନେକ ଲୋକ ସବୁବେଳେ ଭିନ୍ନ କିଛି କରିବାକୁ ଚାହିଁଥାନ୍ତି। କେହି କେହି ପୁରୁଣା ଟଙ୍କା ସଂଗ୍ରହ କରି ରଖିଥାନ୍ତି ତ କେହି କେହି ଟିକେଟ। ସେହିପରି କାନାଡାରେ ରହୁଥିବା ଜଣେ ମହିଳାଙ୍କର…
କମୁଛି ସଂଖ୍ୟା
ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨୩ଜଣ ଥିବା ବେଳେ ଲୋକାଲ କେସ୍ ୧୫ ରହିଛି। ଏହାଛଡ଼ା ଆକ୍ରାନ୍ତଙ୍କ ମଧ୍ୟରୁ ୯ଜଣ ପିଲା ଥିବା ଗୁରୁବାର ରାଜ୍ୟ ସୂଚନା ଓ…
ଭୋଟ ଦେଲେ ସୁଲୋଚନା-ସୁନୀତି
ଭୁବନେଶ୍ୱର,୨୪।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ଗୁରୁବାର ମତଦାନ ପ୍ରକ୍ରିୟା ଜାରି ରହିଛି। ଏଥିରେ ବିଏମ୍ସି ମେୟର ପଦ ଲାଗି ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥିନୀ ଡା. ସୁନୀତି ମୁଣ୍ଡ, ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାଶ ପ୍ରମୁଖ ଭୋଟ ଦେଇଛନ୍ତି।…
Archives


