ବୋମାଇଙ୍କୁ କରୋନା, ବାତିଲ୍ ହେଲା ଦିଲ୍ଲୀ ଗସ୍ତ
ବେଙ୍ଗାଲୁରୁ,୬।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଶନିବାର ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ୍ରରେ ସୂଚନା ଦେଇଛନ୍ତି। ସାମାନ୍ୟ ଲକ୍ଷଣ ଦେଖାଯିବାରୁ ବୋମାଇଙ୍କ କୋଭିଡ ପରୀକ୍ଷା କରାଯାଇଥିଲା। ତେବେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିିଛି। ବର୍ତ୍ତମାନ ସେ ଆଇସୋଲେଶନରେ…
ଛାତ୍ରୀଛାତ୍ରଙ୍କୁ ଡେଙ୍ଗୁ, ମ୍ୟାଲେରିଆ ଆଶଙ୍କା
ମାଲକାନଗିରି,୬।୮ (ଡି.ଏନ୍.ଏ.): ବର୍ତ୍ତମାନ କୋଭିଡ ମହାମାରୀ ରୂପେ ବୃଦ୍ଧି ପାଉଥିବା ବେଳେ ନୂତନ ମହାମାରୀ ରୂପେ ଦେଖାଦେଇଛି ମଙ୍କିପକ୍ସ। ଏହାକୁ ନେଇ ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଛନ୍ତି। ମାଲକାନଗିରି ଜିଲାରେ ବିଭିନ୍ନ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ଓ…
କଲ୍ୟାଣସିଂହପୁରରେ ଲୋକଙ୍କୁ ସଚେତନ କଲେ ମନ୍ତ୍ରୀ
ରାୟଗଡ଼ା ଅଫିସ,୬।୮: ରାୟଗଡ଼ା ଜିଲା କାଶୀପୁର ବ୍ଲକ ପରେ ପଡ଼ୋଶୀ କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ଓ ବୁଡ଼ାଗୁଡ଼ା ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପିଛି। ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଶୁକ୍ରବାର ବ୍ଲକ ଗସ୍ତକରି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି।…
ଆଗକୁ ରାଖୀ, ଏବେଠୁ ଦୋକାନରେ ଜମୁଛି ଭିଡ଼
ଉମରକୋଟ, ୮।୬(ସ୍ବ.ପ୍ର.): ହିନ୍ଦୁ ପରମ୍ପରା ଅନୁଯାୟୀ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ। ଭାଇଭଉଣୀଙ୍କ ସ୍ନେହ ପ୍ରୀତିର ବନ୍ଧନ ହେଉଛି ରାଖୀ। ଏହାକୁ ଖୁବ୍ ଉତ୍ସାହର ସହ ସବୁ ବର୍ଗର ଲୋକ ପାଳନ୍ତି। ରାଖୀ ପାଇଁ ଏବେ ବଜାର ଚଳଚଞ୍ଚଳ।…
ଗିରଫ ହେଲେ ମହିମା ମିଶ୍ରଙ୍କ ପୁଅ
ଭୁବନେଶ୍ୱର,୬।୮(ବ୍ୟୁରୋ): ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଶନିବାର ଗିରଫ ହୋଇଛନ୍ତି। ପାରାଦୀପ ପୋର୍ଟ ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଛି। ଲାଞ୍ଚ କାରବାର ମାମଲାର ଅଭିଯୁକ୍ତଙ୍କ ତାଲିକାରେ ଚର୍ଚ୍ଚିତ ମିଶ୍ରଙ୍କ ନାଁ ରହିଛି। ସୂଚନାଯୋଗ୍ୟ, ଗୁରୁବାର ମହିମା…
ଚିହ୍ନଟ ହୋଇ ନ ଥିଲେ ଉଚ୍ଛେଦ
ଅନୁଗୋଳ ଅଫିସ,୬।୮: ଜାଗା ମିଶନରେ ଅନୁଗୋଳ ଜିଲାର ବସ୍ତି ବାସିନ୍ଦାଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଜିଲା ପୌର ଉନ୍ନୟନ ଏଜେନ୍ସି (ଡୁଡା)ର ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ଏକ ସମୀକ୍ଷା ବୈଠକ ବୁଧବାର ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ଚାଷ ଚିନ୍ତାରେ ଚାଷୀ
କାମାକ୍ଷାନଗର, ୬।୮(ଡି.ଏନ୍.ଏ.): ଧାରା ଶ୍ରାବଣରେ ଉଭାନ ହୋଇଯାଇଛି ବର୍ଷା। ଧାନତଳି ରୋଇବା ଯୋଗ୍ୟ ହୋଇଯାଇଥିଲେ ମଧ୍ୟ ବିଲରେ ପାଣି ନ ଥିବାରୁ କାମ ଆଗଉନି। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ୧୦ ପଞ୍ଚାୟତର ଚାଷୀ। ବର୍ଷାଭାବରୁ…
ତଳମୁହାଁ ସଂକ୍ରମଣ: ଚିହ୍ନଟ ହେଲେ ୮୩୬ କରୋନା ପଜିଟିଭ୍
ଭୁବନେଶ୍ୱର,୬।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୯୦ ଜଣ କ୍ୱାରାଣ୍ଟାଇନ୍ରୁ ରହିଥିବା ବେଳେ ୩୪୬ ଜଣ ଲୋକାଲ କେସ୍ ରହିଛନ୍ତି । ସେହିଭଳି ୧୮ ବର୍ଷରୁ…
ପାଟଣାଗଡ଼ ଜୁଏଲେରି ଦୋକାନରୁ ଡକାୟତି
ବଲାଙ୍ଗୀର ଅଫିସ,୬ା୮: ପାଟଣାଗଡ ମେନରୋଡଠାରେ ଥିବା ଅମୃତ କଳସ ଜୁଏଲେରି ଦୋକାନରୁ ଶୂୁକ୍ରବାର ଅପରାହ୍ଣରେ ଏକ ବଡଧରଣର ଡକାୟତି ହୋଇଛି। ୬ ଜଣ ଡକାୟତ ଦୋକାନ ଭିତରକୁ ପଶି ଦୋକାନ ମାଲିକ ଏବଂ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦେଢ଼ କିଲୋରୁ ଊର୍ଦ୍ଧ୍ୱ…
ନାକେଦମ କଲେଣି ନିଶାଦିଆ ଲୁଟେରା
ଢେଙ୍କାନାଳ ଅଫିସ, ୬।୮: ପାଖକୁ ଆସି ଉପରେ ପଡ଼ି ବଢ଼ାଉଛନ୍ତି ଭାବ। ଖୁବ୍ କମ୍ ସମୟରେ ଜିତି ନେଉଛନ୍ତି ଭରସା। ସରଳତାର ସୁଯୋଗ ନେଇ କୌଶଳକ୍ରମେ ନିଶାମିଶା ଖାଦ୍ୟପଦାର୍ଥ ଦେଇଦେଉଛନ୍ତି। ଆଉ ଚେତାଶୂନ୍ୟ ହୋଇଗଲା ପରେ ଲୁଟି ନେଉଛନ୍ତି ସର୍ବସ୍ବ। ଏଭଳି…
ପ୍ରବଳ ବର୍ଷିବ: ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା
ଭୁବନେଶ୍ୱର,୬।୮(ବ୍ୟୁରୋ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ୭ ତାରିଖ ବେଳକୁ ଉତ୍ତର-ପଶ୍ଚିମ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ…
ଦୁଇ ପଦକ ଜିତିବାରେ ରୂପାଲ ପ୍ରଥମ ଭାରତୀୟ
କାଲି(କଲମ୍ବିଆ),୬ା୮: ୨୦ବର୍ଷରୁ କମ୍ ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ରେ ପ୍ରଥମ ଭାରତୀୟ ଆଥ୍ଲେଟ ଭାବେ ଦୁଇଟି ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ରୂପାଲ ଚୌଧାରୀ। ସେ ଏଠାରେ ପ୍ରଥମେ ୪X୪୦୦ ମିଟର ରିଲେରେ ରୌପ୍ୟ ପଦକ ଏବଂ ପରେ ମହିଳା ୪୦୦…

