Home Left

୭ ମହଲାରୁ ଡେଇଁଲେ ପରିବାରର ୫ ସଦସ୍ୟ

ମୋନଟ୍ରେକ୍ସ,୨୫।୩: ସୁଇଜରଲ୍ୟାଣ୍ଡର ମୋନଟ୍ରେକ୍ସ ସହରରେ ରହୁଥିବା ଫ୍ରାନ୍ସର ଏକ ପରିବାରର ୫ଜଣ ସଦସ୍ୟ ସପ୍ତମ ମହଲା ବାଲକୋନିରୁ ଡେଇଁ ପଡିଛନ୍ତି। ଫଳରେ ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ନାବାଳକ  ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଗୁରୁବାର ଏହି…

ଦିନକ ପୂର୍ବରୁ ବିବାଦ! ରାଜସ୍ଥାନ ଅଧିନାୟକ ସଞ୍ଜୁ ଖପ୍ପା, ଫ୍ରାଞ୍ଚାଇଜ୍‌ ନେଲା…

ନୂଆଦିଲ୍ଲୀ,୨୫।୩: ବହୁପ୍ରତିକ୍ଷୀତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି। ମାର୍ଚ୍ଚ ୨୬ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯିବ। ହେଲେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ରାଜସ୍ଥାନ…

ବିସିସିଆଇର ସବୁଜ ସଙ୍କେତ; ଆସନ୍ତା ବର୍ଷରୁ ହୋଇପାରେ ମହିଳା ଆଇପିଏଲ୍‌

ନୂଆଦିଲ୍ଲୀ,୨୫।୩: ପୁରୁଷ ଭଳି ମହିଳା ଆଇପିଏଲ୍‌ ଆୟୋଜନ କରିବାକୁ ସବୁଜ ସଙ୍କେତ ଦେଇଛି ବିସିସିଆଇ। ୨୦୨୨ ଆଇପିଏଲ୍‌ ଆରମ୍ଭ  ପୂର୍ବରୁ ଆୟୋଜିତ  ପରିଚାଳନା ପରିଷଦ ବୈଠକରେ ଏନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଏଣୁ ଆସନ୍ତା ବର୍ଷ ଅର୍ଥାତ ୨୦୨୩ରେ ଏହା…

ଟଙ୍କା ଜମାକରୁଥିବା ବେଳେ ଧରାପଡ଼ିଲେ ଭିଜିଲାନ୍ସ ହାତରେ

ମାଲକାନଗିରି,୨୫।୩(ଡି.ଏନ୍‌.ଏ.): ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଦାସ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଯନ୍ତ୍ରୀ ଦାସ ଶୁକ୍ରବାର ଡିସିବି ବ୍ୟାଙ୍କରେ ୧୦ ଲକ୍ଷ ଜମା କରିବାକୁ ଯାଇଥିବା ବେଳେ ଭିଜିଲାନ୍ସ ଅଧିକାରୀ ଚଢାଉ କରି ତାଙ୍କୁ କାବୁ…

ଟ୍ରେନ ଅଟକାଇ ଯୁବକଙ୍କ ଜୀବନ ବଞ୍ଚାଇଲେ ଚାଳକ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ରେଳ ଧାରଣାରେ ଶୋଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଜଣେ ଯୁବକ। ଚାଳକ ଟ୍ରେନକୁ ଅଟକାଇ ରେଳ ଧାରଣାରୁ ଯୁବକଙ୍କୁ ଉଠାଇ ମହାନତାର ପରିଚୟ ଦେଖାଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଆତ୍ମହତ୍ୟା ଉଦ୍ୟମ…

ଲାରାଙ୍କ ଘର ବାହାରେ ନୋଟିସ୍‌ ଲଗାଇଲା ବିଏମ୍‌ସି

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଲାରା ଦତ୍ତାଙ୍କୁ କରୋନା। ସେ କୋଭିଡ-୧୯ ସଂକ୍ରମିତ ହେବା ପରେ ତାଙ୍କ ଘର ବାହାରେ ବମ୍ବେ ମହାନଗର ନିଗମ(ବିଏମ୍‌ସି)ପକ୍ଷରୁ ନୋଟିସ୍‌ ଲଗାଯାଇଛି। କରୋନା ନିୟମାନୁଯାୟୀ ତାଙ୍କର ଘରକୁ ସିଲ୍‌ କରାଯାଇଛି। ବାନ୍ଦ୍ରାରେ ଥିବା ଲାରାଙ୍କ ଘରକୁ ମାଇକ୍ରୋ…

ନିର୍ବାଚନୀ ହିଂସାରେ ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର ଅଫିସ,୨୫ା୩: ବ୍ରହ୍ମପୁର ମହାନଗରରେ ସଂଘଟିତ ନିର୍ବାଚନୀ ହିଂସା ଘଟଣାରେ ବୈଦ୍ୟନାଥପୁର ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଲାଞ୍ଜିପଲ୍ଲୀ ଢିପ ସାହିର ସୁନୀଲ ବେହେରା। ପୋଲିସ ଏକ ମାମଲା(ନଂ. ୮୭/୨୨) ରୁଜୁ କରି ସୁନୀଲଙ୍କୁ ଶୁକ୍ରବାର କୋର୍ଟ ଚାଲାଣ…

ଦିନକରେ ୫୧ ଥର କଟିଲା ଚାଲାଣ; ୬ ଲକ୍ଷରୁ ଅଧିକ ଜରିମାନା ଦେଇ ଚର୍ଚ୍ଚାରେ ବ୍ୟକ୍ତି

ଯାନବାହନ ଯାତାୟାତ କରିବା ଲାଗି ଅନେକ ଟ୍ରାଫିକ୍‌ ନିୟମ ରହିଛି। ପ୍ରତ୍ୟେକ ଦେଶର ଟ୍ରାଫିକ୍‌ ନିୟମ ଭିନ୍ନ। ଯଦି କୌଣସି ବ୍ୟକ୍ତି ଏହି ନିୟମ ଭାଙ୍ଗନ୍ତି ତେବେ ତାଙ୍କର ଚାଲାଣ କଟାଯାଇଥାଏ। ଏଣୁ ତାଙ୍କୁ ଜରିମାନା ଦେବାକୁ ପଡ଼ିଥାଏ। ଥରେ, ଦୁଇଥର…

ଯୋଗୀଙ୍କୁ ଶୁଭେଚ୍ଛା ଜଣାଇ ଭାଜପାକୁ ଟାର୍ଗେଟ କଲେ ଅଖିଳେଶ

ଲକ୍ଷ୍ନୌ,୨୫।୩: ଯୋଗୀ ସରକାରଙ୍କ ଶପଥ ଗ୍ରହଣ ସମାରୋହ ପରେ ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ଏସ୍‌ପି ଦ୍ୱାରା ନିର୍ମିତ ହୋଇଥିବା ଷ୍ଟାଡିୟମରେ ଶପଥ ଗ୍ରହଣ କରିଥିବା ନୂତନ ସରକାରଙ୍କୁ ଅଭିନନ୍ଦନ। କେବଳ…

ଅଞ୍ଚଳର ବିକାଶ ପାଇଁ କାମ କରିବି

କୋକସରା,୨୫।୩(ଡି.ଏନ.ଏ): କଳାହାଣ୍ଡି ଜଲା କୋକସରା ପଞ୍ଚାୟତ ସମିତିର ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ଏବଂ ଉପାଧ୍ୟକ୍ଷ ରାଜିବ ଅଗ୍ରୱାଲ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ଅଧ୍ୟକ୍ଷା ଏବଂ ଊପାଧ୍ୟକ୍ଷ ଅଞ୍ଚଳର ବିକାଶ ପାଇଁ କାମ କରିବେ ବୋଲି…

୨ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ୩ଘଣ୍ଟା ଧରି ଚାଲିଲା ଆଲୋଚନା

ନୂଆଦିଲ୍ଲୀ,୨୫।୩: ଚାଇନା ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍‌ ୟିଙ୍କୁ ଶୁକ୍ରବାର ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଭେଟିଛନ୍ତି। ୨ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ୩ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏହି ସାକ୍ଷାତକାରରେ ପୂର୍ବ ଲଦାଖ ବିବାଦ ଏବଂ ୟୁକ୍ରେନ ସଙ୍କଟରୁ…

ଧୋନୀ ଆଇପିଏଲ୍‌ରୁ ସନ୍ୟାସ ନେବାକୁ ନେଇ ଏପରି କହିଲେ ସିଏସ୍‌କେ ସିଇଓ

ନୂଆଦିଲ୍ଲୀ,୨୫।୩: ଥରେ କିମ୍ବା ଦୁଇଥର ନୁହେଁ, ଚେନ୍ନାଇ ସୁପରକିଙ୍ଗ୍ସକୁ ଚାରିଥର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ବିଜେତା କରିଛନ୍ତି ମହାନ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ। ହେଲେ ସେ ହଠାତ୍‌ ରବିନ୍ଦ୍ର ଜାଡେଜାଙ୍କୁ ତାଙ୍କର ଉତ୍ତରାଧିକାରୀ ଘୋଷଣା କରି ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri