ପବନ ମଝିରେ ଚାଇନା ବିମାନରେ ସୃଷ୍ଟି ହୋଇଥିଲା ଫାଟ !
ବେଜିଂ,୨୫।୩: ଚାଇନାରେ ଗତ ସୋମବାର ଘଟିଥିବା ବୋଇଂ ୭୩୭-୮୦୦ ଯାତ୍ରୀବାହି ବିମାନ ଦୁର୍ଘଟଣା ପଛର କାରଣ ଜାଣିବା ପାଇଁ ବିଶେଷଜ୍ଞମାନେ ତଦନ୍ତ ଚଲାଇଛନ୍ତି। ଏହା ମଧ୍ୟରେ ବିମାନର ଏକ ପାର୍ଟ ମିଳିଛି, ଯାହାକି ପାହାଡ଼ରେ ମାଡ଼ ହେବା ପୂର୍ବରୁ ଅଲଗା ହୋଇଯାଇଥିବା…
ମାନସ ହତ୍ୟା ମାମଲା: ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା
ଚାନ୍ଦବାଲି,୨୫।୩(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ଚାନ୍ଦବାଲି ଥାନାରେ ଗୁରୁବାର କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ପହଞ୍ଚିଥିଲେ। ଦ୍ବିତୀୟ ଦିନରେ ଦୁଇ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା ଜାରି ରଖିଛି। ଦେବାଶିଷ ଜେନା ଓ ଶରତ ପଣ୍ଡାଙ୍କୁ…
ବୀରଭୂମ ହିଂସା ଘଟଣାର ଯାଞ୍ଚ୍ କରିବ ସିବିଆଇ
କୋଲକତା,୨୫।୩:ବୀରଭୂମ ହିଂସା ଘଟଣାର ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରାଯାଇଛି। କଲିକତା ହାଇକୋର୍ଟ ଶୁକ୍ରବାର ଏହି ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ରାଜ୍ୟ ସରକାର ଏଥିରେ ପଶ୍ଚିମବଙ୍ଗ ପୋଲିସ ଏହାର ଅନୁସନ୍ଧାନ କରିବାକୁ…
ଫସଲ ଲଗାଇବା ପାଇଁ କୃଷକ ଖୋଳୁଥିଲେ ଗାତ, ବାହାରିଲା ଖାଲି ସୁନା ମୁଦ୍ରା
ବିହାରର ବକ୍ସରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜମି ଖୋଳୁ ଖୋଳୁ ହଠାତ୍ ସୁନାର ମୁଦ୍ରା ବାହାରିବାରେ ଲାଗିଲା। ଏହି ଜମିରେ କାମ କରୁଥିବା କୃଷକ, ସ୍ଥାନୀୟ ଲୋକ ଏବଂ ପ୍ରଶାସନ ଏହଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ଜମିରେ ବାଡ଼ ଦେବା ପାଇଁ…
ଏନକାଉଣ୍ଟରରେ ଗଡିଲା ଲକ୍ଷେ ଟଙ୍କିଆ ମୁଣ୍ଡ
ଲକ୍ଷ୍ନୌ,୨୫।୩: ଆଜି ଦ୍ୱିତୀୟଥର ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। କିନ୍ତୁ ଶୁକ୍ରବାର ଯୋଗୀଙ୍କ ଶପଥ ଗ୍ରହଣ ପୂର୍ବରୁ ଲକ୍ଷ୍ନୌରେ ଫାୟାରିଂ ହୋଇଛି। ପୋଲିସ ଏନକାଉଣ୍ଟରରେ ଅପରାଧୀ ରାହୁଲ ସିଂ ଟଳିପଡିଛନ୍ତି।…
‘ୟୁଟ୍ୟୁବରେ ଅପଲୋଡ୍ କରିଦିଅ’
ନୂଆଦିଲ୍ଲୀ,୨୫।୩: ‘ଦ କଶ୍ମୀର ଫାଇଲ୍ସ’କୁ ବିଭିନ୍ନ ରାଜ୍ୟରେ ଟିକସ୍ ଛାଡ଼ କରାଯିବା ପରେ ଜାତୀୟ ରାଜଧାନୀରେ ସମାନ ଦାବି ରଖିଥିଲେ ବିରୋଧୀ ଭାଜପା। ବିଧାନସଭାରେ ଏହାର ଉତ୍ତର ରଖି ଫିଲ୍ମକୁ ୟୁଟ୍ୟୁବରେ ଅପଲୋଡ୍ କରିଦେବାକୁ ପରାମର୍ଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…
ଥମୁନି ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ,୨୫।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ହଜାର ୬୮୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୮୩ଜଣଙ୍କ ମୃତ୍ୟୁ ଘଟିଛି।…
ଏହି ଯୁବକଙ୍କ ଜଣେ ବଡ଼ ପ୍ରଶଂସକ ପ୍ରଧାନମନ୍ତ୍ରୀ ମୋଦି: ଟୁଇଟର୍ରେ କରୁଛନ୍ତି ଫଲୋ
ଭୋପାଳ,୨୫।୩:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଦେଶ ଖରଗୋନ ଜିଲାର ନିଆରା ଚିତ୍ରକାର ଆୟୁଷ କୁନ୍ଦଲଙ୍କ ଜଣେ ବଡ଼ ପ୍ରଶଂସକ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ଚିତ୍ରକାରଙ୍କ ଉପରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ତାଙ୍କ ଟୁଇଟର୍ ହ୍ୟାଣ୍ଡେଲକୁ ଫଲୋ କରି ୟୁଟ୍ୟୁବକୁ…
ନିମ୍ନମାନର ପାଇଖାନା ନିର୍ମାଣକୁ ନେଇ ଚିନ୍ତା
ନୂଆଗାଁ,୨୫।୩(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ପରିମଳ ଯୋଜନା ମାଧ୍ୟମରେ ପାଇଖାନା ନିର୍ମାଣ ନାମରେ ଚାଲିଛି ହରିଲୁଟ। ପାଇଖାନା ନ ଥାଇ ବାହ୍ୟ ମଳମୁକ୍ତ ଅଞ୍ଚଳ ବୋଲି ଏକାଧିକ ଗ୍ରାମକୁ ଘୋଷଣା କରାଯାଇଛି । କେତେକ ସ୍ଥାନରେ…
ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ଶେଷ ପରୋକ୍ଷ ନିର୍ବାଚନ
ଭୁବନେଶ୍ୱର,୨୫।୩(ବ୍ୟୁରୋ): ଆଜି ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ଶେଷ ପରୋକ୍ଷ ନିର୍ବାଚନ। ଅପରାହ୍ନ ଗୋଟାଏରୁ ୪ଟା ଭିତରେ ଭୋଟିଂ ହେବ। ନିର୍ବାଚିତ ହୋଇଥିବା ଜିଲାପରିଷଦ ସଦସ୍ୟ ମାନେ ଉପସଭାପତି ନିର୍ବାଚିତ କରିବେ । ସକାଳ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ପ୍ରାର୍ଥୀମାନେ…
ବୟଫ୍ରେଣ୍ଡଙ୍କ ସହ ବ୍ରେକ୍ଅପ୍ କଲେ ଶ୍ରଦ୍ଧା
ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ତାଙ୍କ ବ୍ରେକ୍ଅପ୍ ହୋଇଯିବା ଖବର ଆଲୋଚନା ହେଉଛି। ଯଦିଓ ଶ୍ରଦ୍ଧା ତାଙ୍କ ସମ୍ପର୍କ ସ୍ଥିତିକୁ କେବେ ପ୍ରକାଶ କରିନାହାଁନ୍ତି, କିନ୍ତୁ ବିଟାଉନରେ ସେ ପ୍ରସିଦ୍ଧ ଫଟୋଗ୍ରାଫର…
ରିପୋର୍ଟ ଖୋଲିବ ବିଧାୟକଙ୍କ ଅସଲ ଚେହେରା
ଖୋର୍ଦ୍ଧା ଅଫିସ,୨୫ା୩: ବାଣପୁର ବ୍ଲକ ସମ୍ମୁଖରେ ଲୋକ ଏବଂ ପୋଲିସ କର୍ମଚାରୀଙ୍କ ଉପରକୁ ଗାଡ଼ି ମଡ଼ାଇଦେବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ବିଧାୟକ ଯେଉଁ କାର୍ ଡ୍ରାଇଭ୍ କରି…
Archives


