୧୪ଦିନ ପାଇଁ ଜେଲ୍ ଗଲେ ନବନୀତ, ରବି
ମୁମ୍ବାଇ,୨୪।୪: ମୁମ୍ବାଇରେ ହନୁମାନ ଚାଳିଶା ପାଠକୁ ନେଇ ବିବାଦ ଲାଗି ରହିଛି। ଏହି ମାମଲାରେ ଏମ୍ପି ନବନୀତ ରାଣା ଓ ବିଧାୟକ ସ୍ବାମୀ ରବି ରାଣାଙ୍କୁ ରବିବାର ବାନ୍ଦ୍ରା ସ୍ଥିତ ଏକ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଏହି ମାମଲାର…
ଦିନକ ପୂର୍ବରୁ କିଣିଥିବା ଇଲେକ୍ଟ୍ରିକ୍ ସ୍କୁଟର ଫାଟି ସ୍ବାମୀ ମୃତ, ପତ୍ନୀ-୨ଶିଶୁ ଆହତ
ହାଇଦ୍ରାବାଦ,୨୪।୪: ଦୁଇ ଦିନ ପୂର୍ବରୁ ତେଲେଙ୍ଗାନାର ନିଜାମାବାଦରେ ଏକ ଇଲେକ୍ଟ୍ରିକ୍ ବାଇକ୍ର ବ୍ୟାଟେରୀ ଫାଟି ଜଣେ ୮୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଥିଲେ। ଏହି ଘଟଣା ସର୍ବସମ୍ମୁଖକୁ ଆସିବା ପରେ ପ୍ୟୁର-ଇଭି କମ୍ପାନୀ ନିଜର ୨ହଜାର…
ଝାରସୁଗୁଡ଼ାରେ ଭାଜପା-ବିଜେଡି ମୁହାଁମୁହିଁ: ଉଭୟ ଗୋଷ୍ଠୀର ୫୦ରୁ ଊର୍ଦ୍ଧ୍ୱ ନେତୃବୃନ୍ଦ ଗିରଫ
ଝାରସୁଗୁଡା ଅଫିସ,୨୪।୪: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରୋଷେୟା ଲଳିତ କୁମାର ସାହୁ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରବିବାର ଭାଜପା-ବିଜେଡି ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ଉଭୟ ଗୋଷ୍ଠୀର ୫୦ରୁ ଊଦ୍ଧର୍ବ ନେତୃବୃନ୍ଦଙ୍କୁ ଗିରଫ କରିଛି । ଏହାପରେ…
ଏମ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟିନେଲେ
ଭୁବନେଶ୍ୱର,୨୪।୪(ବ୍ୟୁରୋ): ଭୁବନେଶ୍ୱର ଏମ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟ୍ ଅଭିଯୋଗ। ଜୁନିୟର ଆଡମିନ୍ଷ୍ଟ୍ରେଟିଭ୍ ଅଫିସର ପ୍ରବୀଣ କୁମାର ପାଠକକୁ ଆକ୍ରମଣ କରି ସୁନାଚେନ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏଥିରେ ସେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଏମ୍ସ ନିକଟବର୍ତ୍ତୀ ସୁଆଙ୍ଗ ପଡ଼ିଆଠାରେ…
ଭାରତରେ ଚାଇନା ନାଗରିକଙ୍କୁ ପର୍ଯ୍ୟଟନ ଭିଜା ମନା
ନୂଆଦିଲ୍ଲୀ,୨୪।୪: ଚାଇନା ନାଗରିକମାନଙ୍କୁ ଭାରତ ଦେଇଥିବା ପର୍ଯ୍ୟଟନ ଭିସା ଆଉ ବୈଧ ନୁହେଁ ବୋଲି ଅନ୍ତର୍ଜତୀୟ ବିମାନ ପରିବହନ ସଂସ୍ଥା (ଆଇଏଟିଏ) ପକ୍ଷରୁ କୁହାଯାଇଛି। ଏବେ ବି ଭାରତ ଚାଇନା ନାଗରିକମାନଙ୍କୁ ବ୍ୟବସାୟ, ରୋଜଗାର, କୂଟନୈତିକ ଏବଂ ସରକାରୀ ଭିସା ଦେଉଛି…
ପ୍ରଧାନମନ୍ତ୍ରୀଙ୍କୁ ଭେଟି ଖାସ୍ ଉପହାର ଦେଲେ ଅନୁପମ ଖେର
ମୁମ୍ବାଇ: ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ବଲିଉଡ ଅଭିନେତା ଅନୁପମ ଖେର। ସେ ବ୍ୟକ୍ତିଗତ ଏବଂ ଅଭିନୟ ଜୀବନ ସହ ଜଡ଼ିତ ଅନେକ କିଛି ଅପ୍ଡେଟ୍ ପ୍ରଶଂସକଙ୍କ ସହ ବାଣ୍ଟିଥାନ୍ତି। ଏବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ନେଇ ଚର୍ଚ୍ଚାରେ।…
ସୋନୁଙ୍କୁ ମିଳୁନି ନେଗେଟିଭ ରୋଲ
ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ଏବେ ନିଜ ସମ୍ପର୍କରେ ପ୍ରଶଂସକଙ୍କ ସହ ଖୋଲାଖୋଲି କଥା ହୋଇଛନ୍ତି । କରୋନା ମହାମାରୀ ସମୟରେ ଅନେକଙ୍କ ପାଇଁ ଦେବଦୂତ ସାଜିଥିବା ସୋନୁ ସୁଦ ଏବେ ଚିନ୍ତାରେ ପଡି ଯାଇଛନ୍ତି । ଦୀର୍ଘ ପ୍ରାୟ…
କୋର୍ଟରେ ପହଞ୍ଚିଲେ ନବନୀତ ରାଣା, ରବି
ମୁମ୍ବାଇ,୨୪।୪: ମୁମ୍ବାଇରେ ହନୁମାନ ଚାଳିଶା ପାଠକୁ ନେଇ ଉତ୍ତେଜନା ଲାଗିରହିଛି। ଏହି ମାମଲାରେ ଗିରଫ ହୋଇଥିବା ଏମ୍ପି ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କୁ ରବିବାର ବାନ୍ଦ୍ରାର ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି। ନବନୀତ ଓ ରାଣାଙ୍କୁ…
ଲାଞ୍ଚ ନେଇ ଧରାପଡ଼ିଥିଲେ ଜନସ୍ବାସ୍ଥ୍ୟ ଅଧିକାରୀ: ଡାକ୍ତରଖାନାରୁ ବାହାରି ଜେଲ ହାଜତକୁ ଗଲେ
ବରଗଡ଼ ଅଫିସ,୨୪।୪- ଖାଦ୍ୟ ନିରାପତ୍ତା ଲାଇସେନ୍ସ ପାଇଁ ଜଣେ ଆବେଦନକାରୀଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବରଗଡ଼ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଚୂଳବତୀ ସାହୁଙ୍କୁ ଶନିବାର ସମ୍ବଲପୁର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ…
୫୭ଦିନରୁ ସୂର୍ଯ୍ୟ ଦେଖିନାହାନ୍ତି ସୁଡ଼ଙ୍ଗରେ ଫସିରହିଥିବା ୟୁକ୍ରେନବାସୀ
କ୍ୱିଭ୍,୨୪।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୨ମାସ ବିତିଥିବା ବେଳେ ମସ୍କୋ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ମାରିଆପୋଲ ସହରକୁ କବ୍ଜା କରିନେଇଥିବା ଦାବି କରିଛନ୍ତି। ଅନ୍ୟ ସହରଗୁଡ଼ିକରେ ଏବେ ବି ରୁଷୀୟ ସୈନ୍ୟମାନେ ଆକ୍ରମଣ ଜାରି ରଖିଛନ୍ତି। ଇତିମଧ୍ୟରେ…
୨ ଗୃହରେ ଚାଲିଛି ୫ ଶ୍ରେଣୀ, ପଢୁଛନ୍ତି ୨୧୭ ଛାତ୍ରୀଛାତ୍ର
ଆଳି,୨୪ା୪(ଡି.ଏନ.ଏ.): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥା ସୁଦୃଢ଼ୀକରଣ ନିମନ୍ତେ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ଶିକ୍ଷା ବ୍ୟବସ୍ଥାରେ କେତେ ପରିବର୍ତ୍ତନ ଘଟିଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକରେ। ବ୍ଲକର ମେଣ୍ଢପୁର ପଞ୍ଚାୟତରେ ରହିଛି…
କୁଲଗାମରେ ଜୈଶର ୨ଆତଙ୍କବାଦୀ ନିପାତ
ଶ୍ରୀନଗର,୨୪।୪: ଜମ୍ମୁ-କଶ୍ମୀର କୁଲଗାମ ଜିଲାର ମିରହମା ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଶନିବାର ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ମୃତ ୨ଜଣ ଆତଙ୍କବାଦୀ ଜୈଶ-ଏ- ମହମ୍ମଦ ସଂଗଠନର ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, କୁଲଗାମ ଜିଲାର ମିରହମା…
Archives


