Home Left

ଦୁଇଶହ ଅଣଚାଳିଶ ଟଙ୍କାର କଥା

ଭଗବାନଙ୍କ ଉଦ୍ଦେଶ୍ୟରେ ଆମ ପକେଟ୍‌ରୁ ଖର୍ଚ୍ଚ ହେଉଥିବା ପ୍ରତ୍ୟେକଟି ଟଙ୍କା କେବେ ପାଣିରେ ପଡ଼େ ନାହିଁ । ଗୋଟି ଗୋଟି କରି ଦିନେ ନା ଦିନେ ତାହା ଆମ ପାଖକୁ ଫେରିଆସେ । ବହୁତ ଲୋକ ମଠ ମନ୍ଦିର ସ୍ଥାପନ କରିବା…

ହ୍ବିଲ ଚେୟାରରେ ବ୍ୟାକଫ୍ଲିପ୍‌

ମନରେ କିଛି କରି ଦେଖେଇବାର ଝୁଙ୍କ ଥିଲେ କଠିନରୁ କଠିନ ଓ ଅସମ୍ଭବ ମନେ ହେଉଥିବା କାମ ବି ସହଜରେ କରିହୁଏ। କୌଣସି ପ୍ରତିବନ୍ଧକ ବି ବାଟ ଓଗାଳି ପାରେନା। ବ୍ରିଟେନ୍‌ରେ ରହୁଥିବା ୧୨ ବର୍ଷୀୟ ବେନ୍‌ ହେଉଛନ୍ତି ଏହାର ଜଣେ…

‘ମୃତ୍ୟୁ ଘଟଣାକୁ ଚପାଇଦେବା ପାଇଁ ଉଦ୍ୟମ’

ଝାରସୁଗୁଡ଼ା ଅଫିସ,୨୪।୪: ରୋଷେୟା ଲଳିତ କୁମାର ସାହୁ(୨୨)ଙ୍କ ମୃତ୍ୟୁ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସମ୍ପୃକ୍ତି ଥିବା ଭାଜପା ଅଭିଯୋଗ କରି ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ଏହାକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆରୋପ…

ଦଳ ବିରୋଧୀ କାର୍ଯ୍ୟ: ଭାଜପା କର୍ମକର୍ତ୍ତା ବହିଷ୍କୃତ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଜଗତ୍‌ସିଂହପୁର ପୂର୍ବତନ ଜିଲା ଉପସଭାପତି ଅଜିତ କୁମାର ଦାସ, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଓ ପାରାଦୀପ ନଗର ପୂର୍ବତନ ମଣ୍ଡଳ ସଭାପତି କୈଳାସ ଚନ୍ଦ୍ର ସାହୁ, ମହିଳା ମୋର୍ଚ୍ଚା…

ଆନିମଲ୍‌ ପ୍ରିଣ୍ଟ ଫୁଟ୍‌ଓ୍ବେର

ଆନିମଲ୍‌ ପ୍ରିଣ୍ଟର ଫ୍ୟାଶନ କେବେ ବି ଆଉଟ୍‌ ଡେଟେଡ୍‌ ହୁଏ ନାହିଁ। ଅଲ୍‌ ଟାଇମ୍‌ ଫ୍ୟାଶନେବଲ୍‌ ଲୁକ୍‌ ଦେଇଥାଏ ଏହି ପ୍ରିଣ୍ଟ। ଖାସ୍‌କରି ଏହି ପ୍ରିଣ୍ଟର ଆଉଟ୍‌ଫିଟ୍‌ ହେଉ ଅବା ହ୍ୟାଣ୍ଡବ୍ୟାଗ୍‌ ଯୁବତୀଙ୍କର ବେଶ୍‌ ପସନ୍ଦ ହୋଇଥାଏ। କିନ୍ତୁ ଏବେ ଏହି…

କଂଗ୍ରେସରେ ଯୋଗଦେବେ ପଟିଦାର ନେତା

ଅହମଦାବାଦ,୨୪।୪: ଗୁଜରାଟ ପଟିଦାର ନେତା ନରେଶ ପଟେଲ କଂଗ୍ରେସରେ ଯୋଗଦେଇପାରନ୍ତି। ସେ ଶନିବାର ନୂଆଦିଲ୍ଲୀରେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ଭେଟିଛନ୍ତି ଓ ଖୁବ୍‌ଶୀଘ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ…

ଭାରତ ଆସୁଥିବା ବିଦେଶୀ ନେତା ଏବେ କେବଳ ଗୁଜରାଟ ଯାଉଛନ୍ତି: ପାୱାର

ମୁମ୍ବାଇ,୨୪ ।୪: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ସୁପ୍ରିମୋ ଶରଦ ପାୱାର ମହାରାଷ୍ଟ୍ରର କୋହ୍ଲାପୁରରେ ଆୟୋଜିତ ଏକ ସଂକଳ୍ପ ଯାତ୍ରାରେ ସମ୍ବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଉପରେ ଖୁବ୍ ବର୍ଷିଛନ୍ତି । ଶରଦ ପାୱାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ…

ପଶ୍ଚିମବଙ୍ଗ ଭାଜପାରେ ବଢ଼ୁଛି ଅନ୍ତର୍ଦ୍ୱନ୍ଦ୍ୱ

କୋଲକାତା,୨୪।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜିତ ହେବାର ବର୍ଷେ ମଧ୍ୟରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ନିର୍ବାଚନରେ ଭାଜପା ଭୋଟ ହାର ହ୍ରାସ ପାଇଚାଲିଛି। ଫଳରେ ଦଳୀୟ ନେତା ଓ କର୍ମୀମାନଙ୍କୁ ଏକାଠି ରଖିବା ପାଇଁ ଭାଜପା ରାଜ୍ୟ ଶାଖା ସଂଘର୍ଷ…

ଖୁବ୍‌ଶୀଘ୍ର ଫେରିବ ଡାକୋଟା ବିମାନ

ନୂଆଦିଲ୍ଲୀ,୨୪।୪: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଉଡ଼ାଇଥିବା ଡାକୋଟା ବିମାନ ଚଳିତ ବର୍ଷ ଶେଷ ସୁଦ୍ଧା ଭୁବନେଶ୍ୱର ଫେରିବ ବୋଲି ଆଶା କରାଯାଉଛି। ଏବେ ବିମାନଟି ଅଚଳ ଅବସ୍ଥାରେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ପଡ଼ିରହିଛି। ଏହାକୁ…

ଶୌଚାଳୟଠାରୁ ଛୋଟ ଅଫିସରେ ୧୭୬୪ କୋଟି କାରବାର

ମୁମ୍ବାଇ, ୨୪।୪: ଅଫିସ୍‌ର ଆକାର ଘର ଶୌଚାଳୟଠାରୁ ବି ଛୋଟ କିନ୍ତୁ କାରବାର ୧,୭୬୪ କୋଟିର। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ମହାରାଷ୍ଟ୍ରରେ ଏଭଳି ଏକ ଅଫିସ୍‌କୁ ଠାବ କରିଛି ଜିଏସ୍‌ଟି ଡିପାର୍ଟମେଣ୍ଟ। ମାତ୍ର ୩୫ ବର୍ଗଫୁଟ୍‌ର ଏହି କାର୍ଯ୍ୟାଳୟରେ ଚଢ଼ାଉ…

ଏକ ନୁହେଁ ଅନେକ

ସ୍ଥାପତ୍ୟ କେବଳ ଜଣେ ସ୍ଥପତିର ସୃଜନଶୀଳ କାରିଗରି ନୁହେଁ। ଏହା କେବେ ଏକ ସ୍ଥାନର ଗୌରବମୟ ଇତିହାସର ଗାଥାକୁ ପ୍ରକାଶ କରେ ତ ପୁଣି କେବେ ପାଲଟେ କିଛି ସ୍ମୃତି, ସଂସ୍କୃତିର ପ୍ରତୀକ। ଅନେକ ସମୟରେ ତ ସେହି ସ୍ଥାପତ୍ୟର ଭବ୍ୟତା…

ପ୍ରାଣନାଶକ ସୂକ୍ଷ୍ମ ବାୟୁ ପ୍ରଦୂଷକ: ଘଣ୍ଟାଏରେ ହୋଇପାରେ ହୃଦ୍‌ଘାତ

ନୂଆଦିଲ୍ଲୀ, ୨୪।୪: ସମ୍ପ୍ରତି ବାୟୁ ପ୍ରଦୂଷଣର ବିପଜ୍ଜନକ ସ୍ତର ବୈଶ୍ୱିକସ୍ତରରେ ଚିନ୍ତାର ବିଷୟ। ପ୍ରଦୂଷିତ ବାୟୁକୁ ନିଃଶ୍ୱାସପ୍ରଶ୍ୱାସରେ ଗ୍ରହଣ କଲେ କିଛି ସମୟ ମଧ୍ୟରେ ତାହା ପ୍ରାଣନାଶକ ସାଜିପାରେ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଏୟାର କ୍ୱାଲିଟି ଗାଇଡ୍‌ଲାଇନ୍‌ ଅନୁସାରେ ଧାର୍ଯ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri