Home Left

ଲକଡାଉନ ବିରୋଧରେ ଲୋକଙ୍କ ସ୍ୱର ଦବାଇବାକୁ ନିଜ ରାଷ୍ଟ୍ରୀୟ ସଙ୍ଗିତକୁ ସେନସର କରୁଛି ଚାଇନା

ବେଜିଂ,୨୩ ।୪: ଚାଇନାର ଇଣ୍ଟରନେଟ ସେନସର ଦେଶର ଜାତୀୟ ସଙ୍ଗିତକୁ ନେଇ କଡାକଡି ନିୟମ କରିଛନ୍ତି । ଯାହା ସାଂଘାଇ ଭଳି ସହରରେ କଡା ଲକଡାଉନକୁ ବିରୋଧ କରୁଥିବା ଲୋକମାନଙ୍କ ଦ୍ୱାରା କରାଯାଇଛି । ଚାଇନାର ଲୋକେ ସକରାତ୍ମକ ତଥା ହ୍ୟାସଟ୍ୟାଗ…

ଚୋରା ବାଇକ୍‌ରେ ଲୁଟୁଥିଲା କଟୁରି ଗ୍ୟାଙ୍ଗ୍‌

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଚୋରା ବାଇକ୍‌ରେ ବୁଲୁଥିଲେ। ଏକୁଟିଆ ଯାଉଥିବା ଲୋକଙ୍କୁ ଟାର୍ଗେଟ କରି କଟୁରି ଦେଖାଇ ଲୁଟୁଥିଲେ। ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ସୃଷ୍ଟି କରୁଥିବା କଟୁରୀ ଗ୍ୟାଙ୍ଗ୍‌ ଶେଷରେ ଧରାପଡ଼ିଛି। ଏହି ଗ୍ୟାଙ୍ଗ୍‌ର ୫ଜଣଙ୍କୁ ଧରିଛି ଖଣ୍ଡଗିରି ଥାନା ପୋଲିସ। ସେମାନେ ହେଲେ…

ଶାନ୍ତି ବଜାୟ ରଖିବା ପାଇଁ ରବିବାର ବାହାରିବ ତ୍ରିରଙ୍ଗା ଯାତ୍ରା

ନୂଆଦିଲ୍ଲୀ,୨୨।୪: ହିଂସା ଘଟିଥିବା ଦିଲ୍ଲୀ ଜାହାଙ୍ଗୀରପୁରୀର ସି-ବ୍ଲକ୍‌ରେ ସ୍ଥାନୀୟ ଶାନ୍ତି କମିଟିର ପ୍ରତିନିଧୀମାନେ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଓ ସଦ୍‌ଭାବନା ରକ୍ଷା କରିବା ପାଇଁ ଶୁକ୍ରବାର ଲୋକଙ୍କୁ ନିବେଦନ କରିଛନ୍ତି। ଏହି ସମୟରେ ଉଭୟ ସମ୍ପ୍ରଦାୟର ଲୋକମାନେ ପରସ୍ପରକୁ ଆଲିଙ୍ଗନ କରିଥିଲେ।…

ପ୍ରଶାନ୍ତ କିଶୋରଙ୍କ ରଣନୀତିକୁ ନେଇ ସୋନିଆଙ୍କୁ ମତ ଦେଲେ କଂଗ୍ରେସ କମିଟି

ନୂଆଦିଲ୍ଲୀ,୨୩ ।୪: ନିର୍ବାଚନର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ଦ୍ୱାରା ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନର ରଣନୀତି ଉପରେ ବିଚାର ବିମର୍ଶ କରି କଂଗ୍ରେସର ବରିଷ୍ଠ ନେତାଙ୍କ ଏକ ଦଳ ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସେମାନଙ୍କ ମତ…

ମାନ ସରକାରଙ୍କ ବଡ ନିଷ୍ପତ୍ତି: ଫେରାଇ ନିଆଗଲା ଚନ୍ନିଙ୍କ ପରିବାର, କ୍ୟାପଟେନଙ୍କ ପୁଅଙ୍କ ସମେତ ୧୮୪ ଭିଭିଆଇପିଙ୍କ ସୁରକ୍ଷା

ଚଣ୍ଡିଗଡ଼,୨୩ ।୪: ପଞ୍ଜାବ ସରକାର ଶୁକ୍ରବାର ବିଳମ୍ବିତ ରାତିରେ ୧୮୪ ଜଣ ଭିଭିଆଇପିଙ୍କ ପୋଲିସ ସୁରକ୍ଷାରେ କାଟଛାଟ କରିଛି । ଏବେ କେବଳ ସେହି ବ୍ୟକ୍ତିମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ଯେଉଁମାନଙ୍କ ପ୍ରତି କୌଣସି ବିପଦ ରହିଛି । ପଞ୍ଜାବ ପୋଲିସ…

ନୀତି ଆୟୋଗର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର

ନୂଆଦିଲ୍ଲୀ,୨୩।୪: ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଜୀବ କୁମାର ଏହି ପଦବୀରେ ବହୁ ବର୍ଷ ଧରି ରହିଥିଲେ। ରାଜୀବ କୁମାରଙ୍କ ସ୍ଥାନରେ ବର୍ତ୍ତମାନ ଡ. ସୁମନ କେ ବେରୀଙ୍କୁ ନୀତି ଆୟୋଗର ଉପାଧ୍ୟକ୍ଷ…

୧୫ ନୂତନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗୃହୀତ

ପାରାଦୀପ,୨୩ା୪(ସ୍ବ.ପ୍ର.): ପାରାଦୀପ ପୌର ପରିଷଦ ପକ୍ଷରୁ ଶୁକ୍ରବାର କାଉନ୍‌ସିଲର ବୈଠକ ବସିଥିଲା। ଚଳିତବର୍ଷ ପୌର ନିର୍ବାଚନ ପରେ ଏହା ପ୍ରଥମ ବୈଠକ ଥିଲା। ଏଥିରେ ନବନିର୍ବାଚିତ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଉପାଧ୍ୟକ୍ଷା ଛବିଲତା ରାଉତ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ପୌର…

ଧରାପଡ଼ିଲେ ବ୍ରାଉନ୍‌ସୁଗାର ବେପାରୀ ସେକ୍‌ ଜାମ୍‌ସେଦ୍‌

ଭୁବନେଶ୍ୱର, ୨୩।୪(ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ହଳଦିପଡ଼ିଆ ବସ୍ତିରୁ ମୋଷ୍ଟ ଓ୍ବାଣ୍ଟେଡ ବ୍ରାଉନ୍‌ସୁଗାର ବେପାରୀ ସେକ୍‌ ଜାମ୍‌ସେଦ୍‌ଙ୍କୁ କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଗିରଫ କରିଛି। ଜାମସେଦ୍‌ ହେଉଛନ୍ତି ଜେଲରେ ଥିବା ନିଶା ବେପାରୀ ଶିବ ପ୍ରସାଦ ଦାସ ଓରଫ ଶିବୁଙ୍କ…

ଜମି ଅଧିଗ୍ରହଣ ତ୍ୱରାନ୍ବିତ ଉପରେ ଗୁରୁତ୍ୱ

ମାଲକାନଗିରି/କୋରାପୁଟ/ଜୟପୁର,୨୩ା୪(ଡି.ଏନ୍‌.ଏ./ସ୍ବ.ପ୍ର./ନି.ପ୍ର.): ରେଳ, ଯୋଗାଯୋଗ ଓ ଇଲେକ୍‌ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନିକିଆ କୋରାପୁଟ-ମାଲକାନଗିରି ଜିଲା ଗସ୍ତକରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ବିଶାଖାପାଟଣାରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ କୋରାପୁଟ ଷ୍ଟେଶନରେ ପହଞ୍ଚତ୍ବା ପରେ ତାଙ୍କୁ…

ମୁହଁ ଖୋଲିଲେ ଅଭିଯୁକ୍ତ ସ୍ତ୍ରୀ

ଭୁବନେଶ୍ୱର, ୨୩ା୪(ବ୍ୟୁରୋ): ପରକୀୟା ପ୍ରୀତିକୁ ବିରୋଧ କରିବାରୁ ଇଞ୍ଜିନିୟର ସ୍ବାମୀଙ୍କୁ ହତ୍ୟା ପାଇଁ ସୁପାରି ଦେବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଦୁଇ ଥାନାରେ ଦୁଇ ମାମଲା ରୁଜୁ ହୋଇଥିବାବେଳେ ଗୁରୁବାର ମଞ୍ଚେଶ୍ୱର ଥାନା ପୋଲିସ ଇଞ୍ଜିନିୟରଙ୍କ ପୂର୍ବତନ…

ନକଲି ପ୍ରଶ୍ନପତ୍ର, ଗୁଜବକାରୀଙ୍କ ଉପରେ କଡ଼ା ନଜର

ଭୁବନେଶ୍ୱର, ୨୩ା୪(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ୍‌ ଏବଂ ଯୁକ୍ତ୨ ପରୀକ୍ଷା ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଶୁକ୍ରବାର ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଶ୍ନପତ୍ର ନୋଡାଲ୍‌ ସେଣ୍ଟରରେ ସୁରକ୍ଷିତ…

ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ: ର଼୍ୟାଗିଂ ସନ୍ଦେହ

ବଲାଙ୍ଗୀର ଅଫିସ, ୨୩ା୪: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଛାତ୍ରାବାସର ୫ ମହଲା ଛାତ ଉପରୁ ଖସି ପଡି ଶୁକ୍ରବାର ଜଣେ ପ୍ରଥମ ବର୍ଷ ଡାକ୍ତରୀ (ଏମବିବିଏସ୍‌) ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହରିୟାଣା ରାଜ୍ୟ କରନାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri