Posted inଜାତୀୟ

ଅମରନାଥ ଯାତ୍ରା: ଭାଙ୍ଗିଲା ୫ ବର୍ଷର ରେକର୍ଡ ୩.୬୫ ଲକ୍ଷ ଶ୍ରଦ୍ଧାଳୁ କଲେ ବାବାଙ୍କ ଦର୍ଶନ

ଶ୍ରୀନଗର,୧୩ ।୮: କରୋନା ମହାମାରୀ ପରେ ଚଳିତ ବର୍ଷ ଆରମ୍ଭ ହୋଇଥିବା ବାବା ଅମରନାଥଙ୍କ ଦର୍ଶନ କରିଥିବା ଶ୍ରଦ୍ଧାଳୁ ଗତ ୫ ବର୍ଷର ରେକର୍ଡ ଭାଙ୍ଗିଛନ୍ତି । ଅମରନାଥ ଯାତ୍ରାରେ ଏଥର ୩.୬୫ ଲକ୍ଷ ଶ୍ରଦ୍ଧାଳୁ ଭୋଳା ବାବାଙ୍କ ପବିତ୍ର ଗୁମ୍ଫା ପର୍ଯ୍ୟନ୍ତ ପହଞ୍ଚି ହୀମ ଶିବଲିଙ୍ଗର ଦର୍ଶନ କରିଛନ୍ତି । ୨୦୧୬ ପରେ ସବୁଠାରୁ ଅଧିକ ସଂଖ୍ୟାରେ ଭକ୍ତ ଏଥର ବାବାଙ୍କ ଦର୍ଶନ କରିଥିବା କୁହାଯାଉଛି । ଶୁକ୍ରବାର ଅମରନଥ ଯାତ୍ରା ଶେଷ ହୋଇଥିବା ବେଳେ ଉପରାଜ୍ୟପାଳ ମନୋଜ ସିହ୍ନା ଏହି ସୂଚନା ଦେଇଛନ୍ତି ।
ଉପରାଜ୍ୟପାଳ କହିଛନ୍ତି, ୪୪ ଦିନ ପର୍ଯ୍ୟନ୍ତ ଚାଲିଥିବା ଅମରନାଥ ଯାତ୍ରାରେ ୨୦ ଦିନ ଖରାପ ପାଣିପାଗ ଯୋଗୁ ଯାତ୍ରା ବାଧାପ୍ରାପ୍ତ ହୋଇଥିଲା । ଏହାପରେ ବି ଯାତ୍ରା ସନ୍ତୋଷଜନକ ଥିଲା । ଯାତ୍ରୀଙ୍କ ଦ୍ୱାରା କରାଯାଇଥିବା ଆରଏସଏସ ସର୍ବେକ୍ଷଣ ବିଭିନ୍ନ ମାନକ ଦୃଷ୍ଟିରୁ ୯୩ ପ୍ରତିଶତ ସନ୍ତୁଷ୍ଟ ରେଟିଂ ଦର୍ଶାଇଛି । ଏଥିରେ ୭୩ ପ୍ରତିଶତ ଭକ୍ତ ପ୍ରଥମ ୨୦ ଦିନରେ ଦର୍ଶନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗଙ୍କ ପାଇଁ ବିଚାର ସର୍ଚ୍ଚ ପୋର୍ଟାଲ…

ନୂଆଦିଲ୍ଲୀ, ୨୪।୯ : ଦିବ୍ୟାଙ୍ଗଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥାରେ ଡିଜିଟାଲ ଭିତ୍ତିଭୂମିକୁ ଅଧିକ ସୁଗମ ତଥା ସହଜ କରିବାକୁ ସୁପ୍ରିମକୋର୍ଟର ଇ-କମିଟି କାର୍ଯ୍ୟ କରୁଛି। ସୁପ୍ରିମକୋର୍ଟର...

ମେ’ରୁ ଚାଇନା ସୀମାରେ ସଡ଼କ ନିର୍ମାଣ, ବିଆର୍‌ଓ ପ୍ରକଳ୍ପକୁ ମଞ୍ଜୁରୀ…

ନୂଆଦିଲ୍ଲୀ, ୨୫।୪ : ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଥିବା ଚାଇନା ସୀମାରେ ସଡ଼କ ନିର୍ମାଣ ହେବାକୁ ଯାଉଛି। ଏଥିପାଇଁ ବିଆରଓର ଗୋଟିଏ ପ୍ରକଳ୍ପ ଅନୁମୋଦନ ହୋଇଥିବାବେଳେ...

ବେଆଇନ ବାଲି ଖନନ: କେନ୍ଦ୍ର ଓ ସିବିଆଇ ସହିତ ୫ ରାଜ୍ୟକୁ ସୁପ୍ରିମ୍‌କୋର୍ଟ ନୋଟିସ୍‌

ନୂଆଦିଲ୍ଲୀ,୨୪।୭: ନଦୀ ପଠାରୁ ବେଆଇନ ବାଲି ଖନନ ମାମଲାର ଶୁଣାଣି କରି ବୁଧବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାର ଓ ସିବିଆଇ ସହିତ ୫ ରାଜ୍ୟ ସରକାରଙ୍କୁ...

ମକା ଅଟାରୁ ତିଆରି ହେଲା ପ୍ଲାଷ୍ଟିକ୍‌

ରାୟପୁର,୨।୨: ଛତିଶଗଡ଼ରେ ଥିବା ଆଇଆଇଟିର ୩ ଜଣ ଛାତ୍ର ମକା ଅଟାରୁ ପ୍ଲାଷ୍ଟିକ୍‌ ତିଆରି କରିଛନ୍ତି। ଗୋଟିଏ ବର୍ଷ ମଧ୍ୟରେ ଏହି ପ୍ଲାଷ୍ଟିକ୍‌ ବିଘଟନ ହୋଇ...

ଆମାଜୋନିଆ-୧ ଉତ୍‌କ୍ଷେପଣ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ

ଶ୍ରୀହରିକୋଟା,୨୭।୨: ଆନ୍ଧ୍ରପ୍ରଦେଶର ନେଲୋର ଜିଲାର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ରବିବାର ପୂର୍ବାହ୍ନ ୧୦ଟା ୨୪ରେ ଉପଗ୍ରହ ଆମାଜୋନିଆ-୧ର ଉତ୍‌କ୍ଷେପଣ କରାଯିବ। ଏନେଇ ଶନିବାର...

ଅମରନାଥ ଯାତ୍ରା: ଗୀତା ଉପହାର ଦେଇ ଶିବ ଭକ୍ତଙ୍କୁ ସ୍ୱାଗତ କରିବେ କଶ୍ମିରୀ ମୁସଲମାନ

ଜମ୍ମୁ,୨ ।୭: ବନାରସ କାଶି ଭଗବାନ ଶିବଙ୍କ ନଗରୀ ତ କଶ୍ମିର ଘାଟି ଭୋଳା ବାବାଙ୍କ ଘର ହିମାଳୟ । କଶ୍ମୀର ଘାଟିର ପ୍ରବେଶ ଦ୍ୱାର...

ଓ୍ବାଙ୍ଖଡେଙ୍କ ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ, ୧୩ା୫: ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଦୁଇବର୍ଷ ପୂର୍ବେ ଡ୍ରଗ୍ସ ମାମଲାରେ ଗିରଫ କରିଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର...

ଦେଶରେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି ଭାଜପା

ମୁମ୍ବାଇ,୨୬ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଗୁରୁବାର ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି। ଦିଲ୍ଲୀର ଅମଲାତନ୍ତ୍ରୀମାନଙ୍କ ଉପରେ ନିୟନ୍ତ୍ରଣ ଛଡ଼ାଇନେବା...

Advertisement
Archives

Model This Week