ବଡ଼ଦାଣ୍ଡରେ ହେବାକୁ ଥିବା ପଦଯାତ୍ରାକୁ ଅନୁମତି ଦେଲାନି ପୁରୀ ପ୍ରଶାସନ
ପୁରୀ ଅଫିସ,୨୬।୪: ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ଓ ଶହେ ମିଟର ପରିଧି ମଧ୍ୟରେ ବ୍ୟାପକ ଖନନକୁ ବିରୋଧ କରି ବୁଧବାର ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ନେତୃତ୍ୱରେ ପୁରୀ ବଡ଼ଦାଣ୍ଡରେ ହେବାକୁ ଥିବା ପଦଯାତ୍ରାରେ ଯୋଗଦେବାର…
ରାଲିରେ ଅପରାଜିତାଙ୍କୁ ସହଯୋଗ କରିବୁ ନାହିଁ: ପୁରୀ ବିଧାୟକ
ପୁରୀ ଅଫିସ,୨୬।୪: ଗୋଟିଏ ପଟେ ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀ ପୁରୀ ଐତିହ୍ୟ କରିଡର ପ୍ରକଳ୍ପକୁ ବିରୋଧ କରୁଥିବା ବେଳେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏହାକୁ ସମର୍ଥନ କରିଛନ୍ତି। ଏପରିକି ସେ ପୁରୀ ବଡ଼ଦାଣ୍ଡରେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ…
ବଢୁଛି ଅଲ୍ଟ୍ରାଭାଓଲେଟ୍ ବିପଦ; ଦିନ ୧୨ରୁ ୨ ଯାଏ ପଦାକୁ ଯିବାକୁ ମନା
ଭୁବନେଶ୍ୱର,୨୬ା୪(ବ୍ୟୁରୋ)- କିଛି ଦିନ ହେବ ତତଲା ତାଓ୍ବାରେ ସିଝୁଛି ସାରା ଓଡ଼ିଶା। ପରିବେଶ ପ୍ରଦୂଷଣ ଏବଂ ସବୁଜ ବଳୟ ନଷ୍ଟ ଗ୍ରୀଷ୍ମର ପ୍ରକୋପକୁ ଆହୁରି ବଢ଼ାଇ ଦେଇଛି। ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯୋଗୁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସୂର୍ଯ୍ୟଙ୍କ ନିକଟରୁ…
କଲବଲ କରୁଛି ତାତି: ଆଜି ୪୪.୫ ଡିଗ୍ରୀ ସହ ରେକର୍ଡ କଲା ବୌଦ୍ଧ
ଭୁବନେଶ୍ୱର,୨୬ା୪(ବ୍ୟୁରୋ)- ସମଗ୍ର ରାଜ୍ୟକୁ କଲବଲ କରୁଛି ତାତି। ମଙ୍ଗଳବାର ରାଜ୍ୟର ୨୪ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ରହିଛି। ସେଥିରୁ ୧୪ଟି ସ୍ଥାନରେ ପାରଦ ୪୨ ଡିଗ୍ରୀ ସେଲ୍ସିୟସ ଥିବା ବେଳେ ୯ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୩…
କିଏ ସେଇ ‘ସିଏସ୍କେ ଗର୍ଲ’; ଧୋନୀଙ୍କ ଛକା ଦେଖି ଯିଏ…
ମୁମ୍ବାଇ,୨୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ରେ ସୋମବାର ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ଶେଷ ଓଭରରେ ମ୍ୟାଚ୍କୁ ପଞ୍ଜାବ ଟିମ୍ ଜିତି ନେଇଥିଲା। ହେଲେ ଏହି ମ୍ୟାଚ୍ ବେଳେ ଜଣେ ମିଷ୍ଟ୍ରି…
ମୁମ୍ବାଇର ଅଧିନାୟକ ପଦ ଛାଡ଼ିଦେବେ ରୋହିତ! ଅଧା ସିଜନରୁ ନେତୃତ୍ୱ ଛାଡ଼ିବା ତାଲିକା ଲମ୍ବା…
ମୁମ୍ବାଇ,୨୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଚଳିତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ବେଶ ନୈରାଶ୍ୟଜନକ ରହିଛି। ପ୍ରଥମ ଥର ପାଇଁ ଦଳ ଏଯାବତ ଖେଳିଥିବା ୮ ମୁକାବିଲାରେ ପରାଜିତ ହୋଇଛି। ଏଭଳି ପ୍ରଦର୍ଶନକୁ ଦୃଷ୍ଟିରେ ରଖି ରୋହିତ ଶର୍ମା ମୁମ୍ବାଇର ଅଧିନାୟକ…
ଓଲଟା ଚପଲ ଦେଖିଲେ ତୁରନ୍ତ କରନ୍ତୁ ସିଧା
ଘରେ ଓଲଟା ଚପଲ ଦେଖିଲେ ଆମକୁ ଅନେକ ପାଟି କରିଥାନ୍ତି। ଏପରିକି ଓଲଟା ଚପଲକୁ ସିଧା କରିଦେବାକୁ କହିଥାନ୍ତି। ତେବେ କ’ଣ ଆପଣ ଜାଣନ୍ତି ଏହା ପଛରେ ଥିବା କାରଣ କ’ଣ। କୁହାଯାଏ ଘରେ ଓଲଟା ଚପଲ ଥିଲେ ଝଗଡ଼ା ହୋଇପାରେ।…
ଜୀବନରେ ସୁଖଶାନ୍ତି ଚାହାନ୍ତି କି? ଜାଣି ରଖନ୍ତୁ ଚାଣକ୍ୟ କହିଥିବା ୫ ଉପାୟ
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ଆଜି ଏସବୁ ନୀତି ଲୋକଙ୍କ ମାର୍ଗଦର୍ଶନ କରିଆସୁଛି। ବିଶେଷକରି ଜୀବନକୁ ସହଜ ଏବଂ ସରଳ କରିବାକୁ ନେଇ ଚାଣକ୍ୟ…
ଡ୍ୟାନ୍ସ ବେଳେ ଏହି ଅଭିନେତ୍ରୀଙ୍କ ଖସିଗଲା ଟପ୍, ଆଉ ତାପରେ…
ଅଭିନେତ୍ରୀ ଉର୍ଫି ଜାଭେଦ ତାଙ୍କ ନିଆରା ଫ୍ୟାସନ ସେନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି । ଅନେକ ସମୟରେ ତାଙ୍କ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ। ଯେଉଁ ଭିଡିଓରେ ତାଙ୍କର ବୋଲ୍ଡ ଦୃଶ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ…
ବୋଲ୍ଡ ଲୁକ୍ରେ ‘ଦୟା ବେନ୍’; ଭିଡିଓ ଦେଖି ଲୋକେ କହୁଛନ୍ତି…
ବମ୍ବେ: ୨୦୦୮ରୁ ଛୋଟ ପରଦାରେ ପ୍ରସାରଣ ହୋଇଆସୁଛି କମେଡି ଶୋ’ ‘ତାରକ ମେହେତା କା ଉଲଟା ଚଷମା’। ଆଜିଯାଏ ବି ଏହାର ଲୋକପ୍ରିୟତା କମିନାହିଁ। ଶୋ’ର କିଛି ଚରିତ୍ର ଦର୍ଶକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଛି। ସେଥିରୁ ଗୋଟିଏ ହେଲା ଦୟା…
ଖେଳାଳିଙ୍କ ଗୁରୁ ଦକ୍ଷିଣା, କୋଚ୍ଙ୍କ ପାଇଁ ନିର୍ମାଣ କରୁଛନ୍ତି ବିଳାସପୂର୍ଣ୍ଣ କୋଠା…
ଗୁରୁଦାସପୁର, ୨୬।୪ : ମହାଭାରତରେ ଏକଲବ୍ୟଙ୍କ ଗୁରୁଦକ୍ଷିଣା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏବେ ପଞ୍ଜାବରେ ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି କେତେକ ଖେଳାଳୀ। କ୍ରୀଡାକୁ ଜୀବନ୍ତ ରଖିବା ପାଇଁ ଶହ ଶହ ଅନ୍ତର୍ଜାତୀୟ କବାଡି ଖେଳାଳିଙ୍କୁ ତାଲିମ ଦେଇଥିବାକୋଚ ରେସଲର…
ଫେଲ ମାରିଲା କଂଗ୍ରେସର ସମସ୍ତ ଯୋଜନା
ନୂଆଦିଲ୍ଲୀ,୨୬ ।୪: ପ୍ରତିଥର ପରାଜୟର ମୁହଁ ଦେଖି ଦେଖି ଏଥର କଂଗ୍ରେସ ଟାର୍ଗେଟରେ ୨୦୨୪ ନିର୍ବାଚନ । ଏଥିପାଇଁ ଦଳ ପକ୍ଷରୁ ଅନେକ ପ୍ରକାର ପରିବର୍ତ୍ତନର ପ୍ରସ୍ତାବ ଦିଆଯାଇଛି । ଏଥିରେ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ…
Archives


