Home Left

ନିର୍ଦ୍ୱନ୍ଦ୍ୱରେ କଣ୍ଟାପଡ଼ା ବ୍ଲକ ଅଧ୍ୟକ୍ଷା ହେଲେ ଜିନା

କଣ୍ଟାପଡ଼ା,୧୨ା୩(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡ଼ା ବ୍ଲକର ଅଧ୍ୟକ୍ଷା ଭାବେ ବାଗଲପୁର ପଞ୍ଚାୟତର ସମିତିସଭ୍ୟା ଜିନା ଭୋଇ ନିର୍ବାଚିତ ହୋଇଛନ୍ତି। ଜିନା ଅଧ୍ୟକ୍ଷା ପଦବୀ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ନିର୍ଦ୍ଧାରିତ ସମୟ ଭିତରେ କେହି ପ୍ରାର୍ଥିପତ୍ର ଦାଖଲ…

ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷ ହେଲେ ସୁଶାନ୍ତ

ଦାରିଙ୍ଗବାଡ଼ି,୧୨ା୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷ ପଦବୀ ବିଜେଡି ହାତେଇଛି। ଏହି ପଦରେ ବିଜେଡିର ସୁଶାନ୍ତ କୁମାର ପ୍ରଧାନ ବିଜୟୀ ହୋଇଛନ୍ତି। ସେ ୨୫ ସମିତିସଭ୍ୟଙ୍କ ମଧ୍ୟରୁ ୧୭ଟି ଭୋଟ୍‌ ପାଇ ବିଜୟ ହୋଇଛନ୍ତି। ତାଙ୍କ ବିପକ୍ଷରେ ତତ୍କାଳୀନ ବ୍ଲକ…

ଟସ୍‌ ଜିତି ବ୍ୟାଟିଂ କରୁଛି ଭାରତ, ଦଳକୁ ଫେରିଛନ୍ତି ଅକ୍ଷର ପଟେଲ

ବେଙ୍ଗାଲୁରୁ,୧୨।୩: ଶ୍ରୀଲଙ୍କା ବିପକ୍ଷରେ ଶନିବାର ଖେଳାଯାଉଥିବା ଦିବାରାତ୍ର ଟେଷ୍ଟରେ ଟସ୍‌ ଜିତିଛି ଭାରତ। ଏହାପରେ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଭାରତ ୧୮.୨ ଓଭରରେ ୨ ଉଇକେଟ ହରାଇ ୬୩ ରନ୍‌…

ଇନଷ୍ଟାଗ୍ରାମରେ ୪୬ ମିଲିୟନ ଟପିଲା ଉର୍ବଶୀଙ୍କ ପ୍ରଶଂସକଙ୍କ ସଂଖ୍ୟା

ମୁମ୍ବାଇ: ବଲିଉଡ ନାୟିକା ଉର୍ବଶୀ ରୌତେଲାଙ୍କର ଫ୍ୟାନ୍ ଫଲୋଇଙ୍ଗ ସଂଖ୍ୟା ବହୁତ ଅଧିକ । ନିକଟରେ ଇନଷ୍ଟାଗ୍ରାମରେ ତାଙ୍କ ପଲୋୟର୍ସଙ୍କ ସଂଖ୍ୟା ୪୬ ମିଲିୟନ ଅତିକ୍ରମ କରିଛି । ଏହାକୁ ନେଇ ଉର୍ବଶୀ ଖୁସି ପ୍ରକାଶ କରିଛନ୍ତି । ନିକଟରେ ଅନ୍ତର୍ଜାତୀୟ…

ବୀରମହାରାଜପୁରରେ ପ୍ରଥମ ମହିଳା ବ୍ଲକ ଅଧ୍ୟକ୍ଷା

ଅମରପାଲି,୧୨।୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ପାଇଁ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି ଲୁହା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ବ୍ଲକ ମହିଳା ଅଧ୍ୟକ୍ଷା ଭାବେ ସେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ ବ୍ଲକ ସଭାଗୃହରେ…

ଏହି ଦିନ ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର-ଆଲିଆ

ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି ’ନେଇ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ ବର୍ତ୍ତମାନ ପ୍ରେମିକ ରଣବୀର କପୁରଙ୍କ ସହ ତାଙ୍କ ବିବାହକୁ ନେଇ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଏହି ଖବର ଶୁଣିବା ମାତ୍ରେ ପ୍ରଶଂସକମାନେ ଉତ୍ସାହର ସହିତ…

ମହିଳା ବିଶ୍ୱକପ୍‌: ଭାରତର ବୃହତ୍‌ ବିଜୟ

ହାମିଲ୍‌ଟନ,୧୨ା୩: ହାମିଲ୍‌ଟନରେ ଶନିବାର ଖେଳାଯାଇଥିବା ମହିଳା ବିଶ୍ୱକପ୍‌ର ତୃତୀୟ ମ୍ୟାଚରେ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍‌କୁ ୧୫୫ ରନ୍‌ରେ ହରାଇ ଦେଇଛି। ଟିମ୍‌ ଇଣ୍ଡିଆ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସ୍ମୃତି ମାନ୍ଧାନାଙ୍କ ସହ ଉପଅଧିନାୟକ ହରମନପ୍ରୀତ କୌର ଦମ୍‌ଦାର ବ୍ୟାଟିଂ…

ଆଇପିଏଲ୍‌ ଖେଳିବାକୁ ମନା କରିଦେଲେ ଏହି କ୍ରିକେଟର, ବଦଳରେ ଫିଞ୍ଚଙ୍କୁ ଆଣିଲା…

ନୂଆଦିଲ୍ଲୀ,୧୨।୩: ଆଇପିଏଲ ଖେଳିବେ ନାହିଁ ବୋଲି ମନା କଲେ ଆଉ ଜଣେ ଜଣେ ଇଂଲଣ୍ଡ ଖେଳାଳି। ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସ କରୋନା ଜନିତ ବାୟୋ ବବଲ୍ସ କାରଣରୁ ଆଇପିଏଲ୍‌ ଖେଳିବାକୁ ମନା କରିଦେଇଛନ୍ତି। ତାଙ୍କୁ କେକେଆର୍‌ ଚଳିତ ବର୍ଷ କିଣିଥିଲା।…

ଶ୍ୱଶୁର ଘରକୁ ବୁଲିବାକୁ ଆସି ଗଛରେ ଝୁଲିପଡ଼ିଲେ ଜ୍ୱାଇଁ

ବନ୍ତ,୧୨ା୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ପଧାନପଡା ଚାଷଜମି ନିକଟ ଏକ ବବୁରୀ ଗଛରୁ ଶନିବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି। ମୃତକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କାଉପୁର ଗ୍ରାମର କୁନି ମୁଣ୍ଡା(୩୦) ବୋଲି…

କୋହଲିଙ୍କ ଉପରେ ଖେଳପ୍ରେମୀଙ୍କ ନଜର

ବେଙ୍ଗାଲୁରୁ,୧୨।୩: ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶନିବାରଠାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ଏହି ଦିବାରାତ୍ର ମ୍ୟାଚ୍‌ ଫ୍ଲଡଲାଇଟ୍‌ରେ ଖେଳାଯିବ। ତେବେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟକୁ ମାତ୍ର ୩ ଦିନରେ ଜିତିନେଇଥିବା ଟିମ୍‌ ଇଣ୍ଡିଆ…

ଲୋକଙ୍କ ଉପରେ ଗାଡ଼ି ମାଡ଼ିଯିବା ଅତ୍ୟନ୍ତ ହୀନକାର୍ଯ୍ୟ: କଂଗ୍ରେସ

ଭୁବନେଶ୍ୱର,୧୨।୩(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅନିୟନ୍ତ୍ରିତ ବେଗରେ ଗାଡ଼ି ଚାଳନା ବେଳେ ଲୋକଙ୍କ ଉପରକୁ ମାଡିଯିବା ଅତ୍ୟନ୍ତ ହୀନକାର୍ଯ୍ୟ । ଯଦି ବିଧାୟକ ନିଜେ ଗାଡ଼ି ଚଳାଇ ଏପରି କାର୍ଯ୍ୟ କରିଥିବେ, ତେବେ ତାହା ଅତ୍ୟନ୍ତ ସଙ୍ଗିନ ଓ ଅକ୍ଷମଣୀୟ…

କୌଣସି ଟିଭି ବିତର୍କରେ ଭାଗ ନେବେନି ବିଏସ୍‌ପି ମୁଖପାତ୍ର

ଲକ୍ଷ୍ନୌ,୧୨।୩: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସ୍‌ପି ସୁପ୍ରିମୋ ମାୟାବତୀ ଗଣମାଧ୍ୟମ ଉପରେ ଜାତିଗତ ମନୋଭାବ ଆପଣାଉଥିବାର ଅଭିଯୋଗ କରିଛନ୍ତି। ଏଣୁ ବର୍ତ୍ତମାନଠାରୁ ତାଙ୍କ ଦଳର କୌଣସି ମୁଖପାତ୍ର ଟିଭି ଚ୍ୟାନେଲ ବିତର୍କରେ ଭାଗ ନେବେ ନାହିଁ ବୋଲି ମାୟାବତୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri