Home Left

ମା’ ଶୋଇଛନ୍ତି ଭାବି ଉଠାଉ ନ ଥିଲେ ପୁଅ, ୪ ଦିନ ପରେ ଘରୁ ଗନ୍ଧ ବାହାରିବାରୁ…

ହାଇଦ୍ରାବାଦ, ୧୩ା୩: ଆନ୍ଧ୍ରପ୍ରଦେଶର ତିରୁପତି ନିକଟରେ ଥିବା ବିଦ୍ୟାନଗର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍‌ନାକୁ ଆସିଛି। ମା’ ଅସୁସ୍ଥ ଥିବାରୁ ସେ ଶୋଇଛନ୍ତି ଭାବି ଜଣେ ୧୦ ବର୍ଷର ବାଳକ ତାଙ୍କ ମୃତଦେହ ନିକଟରେ ୪ ଦିନ ବିତାଇଛନ୍ତି।…

‘ବିଦେଶକୁ ମେଡିକାଲ ପଢ଼ିବାକୁ ଭାରତୀୟ କାହିଁକି ଯାଉଛନ୍ତି’

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଇନ୍ଦିରାଗାନ୍ଧୀ ସ୍ମାରକୀ ପାଠାଗାର ଆନୁକୂଲ୍ୟରେ ‘ବିଦେଶକୁ ମେଡିକାଲ ପଢିବାକୁ ଭାରତୀୟ କାହିଁକି ଯାଉଛନ୍ତି’ ଶୀର୍ଷକ ମାସିକ ପାଠ୍ୟଚକ୍ର ସ୍ଥାନୀୟ ୟୁନିଟ-୯ ଠାରେ ଶନିବାର ଅନୁଷ୍ଠିତ ହୋଇଛି। କଟକ ଏସ୍‌ସିବି ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ସିଦ୍ଧାର୍ଥ ଦାସଙ୍କ ଅଧ୍ୟକ୍ଷତାରେ…

ବିଜେଡି-ଭାଜପା ମୁହାଁମୁହିଁ, ଥାନା ସମ୍ମୁଖ ରଣକ୍ଷେତ୍ର

ଭୁବନେଶ୍ୱର,୧୨।୩(ବ୍ୟୁରୋ): ପୌର ନିର୍ବାଚନକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ନିର୍ବାଚନୀ ହିଂସା। କେଉଁଠି ପ୍ରଚାରବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେଉଛନ୍ତି ତ ପୁଣି ଆଉ କେଉଁଠି ପୋଷ୍ଟର ମରାକୁ ନେଇ ଗଣ୍ଡଗୋଳ ଘଟୁଛି। କୌଣସି କାରଣକୁ ନେଇ ବିଏମ୍‌ସିର ୩୩…

ମନୋଜ, ଲତାଙ୍କୁ ମନେପକାଇଲା ଲିଟେରାରି ମିଟ୍‌

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଭୁବନେଶ୍ୱର କ୍ଲବଠାରେ ଚାଲିଥିବା ଟାଟା ଷ୍ଟିଲ୍‌ ଭୁବନେଶ୍ୱର ଲିଟେରାରି ମିଟ୍‌ର ଶନିବାର ୨ୟ ଦିବସରେ ସାହିତ୍ୟ ଆଲୋଚନା ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲିଟେରାରି ମିଟ୍‌ର ଦ୍ୱିତୀୟ ଦିବସ ଅଧିବେଶନ ଟୋନି ଯୋଶେଫ ଏବଂ ସୁଜାନ୍‌ ମୁଖାର୍ଜୀଙ୍କ ଆଲୋଚନାରୁ…

କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ମିଳୁ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଗୋଟିଏ ଅଞ୍ଚଳର ମାତୃଭାଷା ସେହି ଅଞ୍ଚଳର ମାତୃ ସଂସ୍କୃତିକୁ ଜନ୍ମ ଦିଏ। ଯେପରି ପଶ୍ଚିମ ଓଡ଼ିଶାର କୋସଲି ମାତୃଭାଷା କୋସଲି ମାତୃ ସଂସ୍କୃତିକୁ ଜନ୍ମ ଦେଇଛି। କୋସଲି ସଂସ୍କୃତି ହେଉଛି ମୂଳତଃ ଯୋଗ ସଂସ୍କୃତି। ପଶ୍ଚିମ ଓଡ଼ିଶାବାସୀଙ୍କ ସବୁଠାର ବଡ଼…

ଜଗଦ୍ଦେବଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା: ଆଇଜି

ଖୋର୍ଦ୍ଧା ଅଫିସ୍‌,୧୩।୩: ବାଣପୁର ବ୍ଲକ କାଯ୍ୟାଳୟ ବାହାରେ ଲୋକଙ୍କୁ ଗାଡ଼ି ମଡ଼ାଇବା ଘଟଣାରେ ଲୋକଙ୍କ ପ୍ରତିଆକ୍ରମଣର ଶିକାର ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସେ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ପୋଲିସ କବ୍‌ଜା ମଧ୍ୟରେ ଚିକିତ୍ସିତ ହେଉଛନ୍ତି। ସୁସ୍ଥ…

ଆବଶ୍ୟକତାକୁ ଦେଖି ବ୍ୟବସ୍ଥା

ଓଡ଼ିଶାର କଳା, ସଂସ୍କୃତି ଓ ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ସ୍ବତନ୍ତ୍ର ଉଦ୍ୟମରେ ସହରବାସୀଙ୍କ ଆବଶ୍ୟକତାକୁ ଅନୁଭବ କରି ପ୍ରିୟଦର୍ଶିନୀର ପରିକଳ୍ପନା କରାଯାଇଥିଲା। ୧୯୮୯ରେ ଆରମ୍ଭ ହୋଇଥିବା ଏହି ସଂସ୍ଥା ସ୍ବଦେଶୀ ଗାର୍ମେଣ୍ଟ ବ୍ୟବସାୟକୁ ଏକ ନୂଆ ଦିଶା ଦେଖାଇଥିବା ଧରିତ୍ରୀକୁ…

ମିଳିତ ଜାତିସଂଘର ଦାବି ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ଶହ ଶହ ଲୋକଙ୍କର ହେଲାଣି ମୃତ୍ୟୁ

ନ୍ୟୁୟର୍କ.୧୩ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୧୮ ଦିନରେ ପହଞ୍ଚିଲାଣି । ତେବେ ଏହାରି ଭିତରେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥିବା ଦାବି କରିଛି ମିଳିତ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ । ୟୁଏନଏଚସିଏଚଆର କହିଛି ଯୁଦ୍ଧ ଆରମ୍ଭ ହେବା ପରେ ଅତିକମରେ…

ସୌଦି ଆରବରେ ଏକାଥରେ ୮୧ ଲୋକଙ୍କୁ ଦିଆଗଲା ମୃତ୍ୟୁ ଦଣ୍ଡ!

ରିୟାଦ,୧୩ ।୩: ସୌଦି ଆରବରେ ହତ୍ୟା ଓ ଚରମପନ୍ଥି ସହ ସମ୍ପର୍କ ରଖିଥିବା ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ୮୧ ଜଣଙ୍କୁ ସାମୁହିକ ଭାବେ ଶନିବାର ମୃତ୍ୟୁ ଦଣ୍ଡ ଦିଆଯାଇଛି । ସୌଦି ଆରବର ଆଧୁନିକ ଇତିହାସରେ ସବୁଠାରୁ ଅଧିକ…

ଭିକ୍ଷା ମାଗିଲେ ସ୍ବାଧୀନ ପୌରାଧ୍ୟକ୍ଷା ପ୍ରାର୍ଥିନୀ

ସୁନ୍ଦରଗଡ,୧୩।୩(ଡି.ଏନ୍‌.ଏ.): ପୌର ନିର୍ବାଚନ ପାଇଁ ସୁନ୍ଦରଗଡ଼ରେ ଧିରେ ଧିରେ ପ୍ରାର୍ଥତ୍ନୀ ପ୍ରାର୍ଥୀମାନଙ୍କର ପ୍ରଚାର ଜମିବା ଆରମ୍ଭ କଲାଣି। ପୌରାଧ୍ୟକ୍ଷା ପଦବୀ ସମେତ ୧୯ଟି ଓ୍ବାର୍ଡର ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟ କରୁଛନ୍ତି। ବିଜେଡି, ଭାଜପା ଓ ସ୍ବାଧୀନ ପୌରାଧ୍ୟକ୍ଷା…

ଅଧ୍ୟକ୍ଷ ନିର୍ବାଚନ ୧୫ ଦିନ ଘୁଞ୍ଚିଲା

ଛତ୍ରପୁର,୧୩।୩(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଶନିବାର ବାତିଲ ହୋଇଯାଇଛି ା ୬ ସମିତିସଭ୍ୟଙ୍କୁ କରୋନା ହୋଇଥିବା ଦର୍ଶାଇ ୧୫ ଦିନ ପାଇଁ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି ା ଏହାର ପ୍ରତିବାଦ କରି ଛତ୍ରପୁର ବ୍ଲକର ୧୨ ସମିତିସଭ୍ୟ…

୨୫ ୱାର୍ଡରେ ନାହାନ୍ତି କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର,୧୩।୩(ବ୍ୟୁରୋ):ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ। ଚଳିତ ବର୍ଷ ପ୍ରଥମଥର ପାଇଁ ଭୋଟରମାନେ ମେୟରଙ୍କୁ ସିଧାସଳଖ ବାଛିବେ। ତେଣୁ ମେୟର ପଦ ଏବେ ସବୁଦଳ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଉପରେ ଏବେ ସମସ୍ତଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri