Home Left

ଗୁଗଲ୍‌ ମ୍ୟାପ୍‌ରେ ସର୍ଚ୍ଚ କରୁଥିଲେ ଶ୍ମଶାନ, ଦେଖିବାକୁ ମିଳିଲା ଭୟଙ୍କର ଦୃଶ୍ୟ

ଲୋକେ ସହଜରେ କୌଣସି ସ୍ଥାନ ବିଷୟରେ ସୂଚନା ପାଇବା ପାଇଁ ଗୁଗଲ୍‌ ମ୍ୟାପ୍‌ର ସାହାରା ନେଇଥାନ୍ତି। ବେଳେବେଳେ ଏହି ମ୍ୟାପ୍‌ ସର୍ଚ୍ଚ କରୁକରୁ କିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ। ଯାହା ଦେଖି ଲୋକେ ଭୟଭୀତ ହୋଇଯାଇଥାନ୍ତି। ଏବେ ସୋସିଆଲ ମିଡିଆରେ…

କାରଗିଲ୍‌ ଯୁଦ୍ଧ ଲଢୁଥିବା ବାପାଙ୍କୁ ନିଜ ବୟଫ୍ରେଣ୍ଡ୍‌ କଥା ଶୁଣାଉଥିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ଉତ୍ତରପ୍ରଦେଶର ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିବା ଅନୁଷ୍କାଙ୍କ ପିଲାଦିନ ଆସାମ ଏବଂ କର୍ନାଟକରେ ଅତିବାହିତ ହୋଇଥିଲା। ତାଙ୍କ ବାପା ଅଜୟ କୁମାର ଶର୍ମା ଜଣେ ସେନା ଅଧିକାରୀ ଥିଲେ। ସେ କାରଗିଲ…

କରୋନାର ନୂଆ ଲକ୍ଷଣ

ନୂୂଆଦିଲ୍ଲୀ,୧ ।୫: ଦେଶରେ କରୋନା ଗ୍ରାଫ ପୁଣି ବଢିବାରେ ଲାଗିଲାଣି । ଗତ ଦୁଇ ମାସ ହେବ କରୋନା ସଂକ୍ରମଣ କମ ହୋଇ ଯାଇଥିବା ବେଳେ ଏବେ ପୁଣି ଏହା ବଢି ଯାଇଛି । ଅଚାନକ ସଂକ୍ରମଣ ବଢିବା ଫଳରେ ଲୋକଙ୍କ…

ଏଣିକି ଟ୍ରାଫିକ ନିୟମ ଉଲ୍ଲଂଘନ କଲେ କଟିବ ଚାଲାଣ

ସୁନ୍ଦରଗଡ଼,୧ା୫(ଡି.ଏନ୍‌.ଏ.): ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଏଥର ଚାଲାଣ କଟିକ। ମେ’ ପହିଲାରୁ ସୁନ୍ଦରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି। ସହରରେ ଟ୍ରାଫିକର ସୁପରିଚାଳନା ଲାଗି ସ୍ବୟଂଚାଳିତ ଟ୍ରାଫିକ୍‌ ଲାଇଟ୍‌ ବ୍ୟବସ୍ଥା କରାଯାଇଛି। ଗାଡ଼ି…

ଜିନ୍ସ ପକେଟ୍‌ରେ ରଖିଥିଲେ ମୋବାଇଲ୍‌, ଘଟିଲା ଏମିତି

ଉଜ୍ଜୟିନୀ,୧।୫: ଆଜିକାଲି ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳୁଛି। ମଣିଷମାନଙ୍କ ସହିତ ଉତ୍ତାପର ପ୍ରଭାବ ମୋବାଇଲ ଉପରେ ମଧ୍ୟ ପ୍ରଭାବ ପକାଇବା ଆରମ୍ଭ କରିଛି। ଯଦି ଆପଣ ଟାଇଟ ଜିନ୍ସ ପିନ୍ଧୁଛନ୍ତି ଏବଂ ଏଥିରେ ମୋବାଇଲ ରଖୁଛନ୍ତି, ତେବେ ଟିକେ ସତର୍କ…

ଟସ୍‌ ଜିତିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ

ମୁମ୍ବାଇ,୧।୫: ଆଇପିଏଲ ୨୦୨୨ର ୪୫ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍‌ଏସ୍‌ଜି) ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ସହିତ ମୁହାଁମୁହିଁ ହେଉଛିି। ଲକ୍ଷ୍ନୌ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛିି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ କରିବ। ଲକ୍ଷୌ୍ନ ଦଳ…

ରୋହିତ ଶର୍ମାଙ୍କ ଜନ୍ମଦିନ କାନ୍ଦିଲେ ସ୍ତ୍ରୀ ରିତିକା

ମୁମ୍ବାଇ,୧।୫: ଶେଷରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୨ରେ ପ୍ରଥମ ବିଜୟ ହାସଲ କରିଛି। ରାଜସ୍ଥାନ ବିପକ୍ଷ ମ୍ୟାଚରେ ମୁମ୍ବାଇ ୫ ଉଇକେଟରେ ଜିତି ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଜନ୍ମଦିନରେ ଏକ ବିଶେଷ ଉପହାର ଦେଇଛି। ତେବେ ଅଧିନାୟକ ରୋହିତ ନିଜେ…

‘ବିଳମ୍ବରେ ହେଉ ପଛେ ଫେରିଲେ’

ମୁମ୍ବାଇ,୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ଅଧାରୁ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକତ୍ୱରୁ ଇସ୍ତଫା ଦେଇଛନ୍ତି ରବିନ୍ଦ୍ର ଜାଡେଜା। ତାଙ୍କ ସ୍ଥାନରେ ମହେନ୍ଦ୍ର ସିଂହ ଧୋନୀଙ୍କୁ ପୁଣି ଥରେ ଦଳର ନେତୃତ୍ୱ ମିଳିଛି। ଏନେଇ ଶନିବାର ଫ୍ରାଞ୍ଚାଇଜ୍‌ ପକ୍ଷରୁ ଘୋଷଣା କରାଯିବା…

‘ଶ୍ରମିକମାନେ ନିଜର ଅଧିକାର ଜାହିର କରିବା ଦରକାର’

ବଲାଙ୍ଗୀର ଅଫିସ,୧ା୫: ବଲାଙ୍ଗୀର ଜିଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସ୍ଥାନୀୟ ଶ୍ରମ କାର୍ଯ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଚଞ୍ଚଳ ରାଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ସମ୍ମାନିତ ଅତିଥି…

ଖୁବ୍‌ଶୀଘ୍ର ରିଲିଜ ହେବ ଇରଫାନଙ୍କ ଏହି ଫିଲ୍ମ

ବଲିଉଡ୍‌ ଅଭିନେତା ଇରଫାନ ଖାନ ଆଜି ଏହି ଦୁନିଆରେ ନାହାଁନ୍ତି ସତ କିନ୍ତୁ ତାଙ୍କ ଅଭିନୟକୁ ଆଜି ବି ଦର୍ଶକ ମନେ ରଖିଛନ୍ତି। ନିଜ ଅଭିନୟ ଯାଦୁରେ ସେ ଲକ୍ଷଲକ୍ଷ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ସଂସାରରୁ ତାଙ୍କ ବିଦାୟକୁ ୨ ବର୍ଷ…

ମଦ ନିଶାରେ ସ୍ତ୍ରୀଙ୍କ ସହ ବଚସା; ରାଗରେ କଅଁଳ ୩ ଛୁଆଙ୍କୁ କୂଅରେ ଫିଙ୍ଗି ହତ୍ୟା କଲେ ବାପା

ଟେନସା/ବଣାଇଁ,୧।୫(ଡି.ଏନ୍‌.ଏ./ସ୍ବ.ପ୍ର.): ମଦ ନିଶାରେ କଅଁଳ ୩ଶିଶୁକୁ କୂଅରେ ଫିଙ୍ଗି ହତ୍ୟା କରିଛି ବାପା। ଶନିବାର ରାତିରେ ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କୁଲା ଗ୍ରାମରେ ଏପରି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି। ଖବର ପାଇ କୋଇଡା ପୋଲିସ ଘଟଣାସ୍ଥଳରେ…

ଟ୍ରକ ପଛରେ ପିଟିଲା କାର୍‌, ଡାକ୍ତର ଗୁରୁତର

ବାରିପଦା ଅଫିସ,୧ା୫: ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥ ସଦର ଥାନା ଅଧୀନ ମଞ୍ଚାବନ୍ଧାରେ ରବିବାର ଏକ ଟ୍ରକ ପଛରେ କାର୍‌ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ କାର୍‌ ଚାଳକ ତଥା ମହିଳା ଓ ପ୍ରସୂତି ବିଭାଗର ବରିଷ୍ଠ ବିଶେଷଜ୍ଞ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri