Posted inଜାତୀୟ

ସିବିଆଇ ପରେ ସିସୋଡିଆଙ୍କ ଘରେ ପହଞ୍ଚିପାରେ ଇଡି, ମନି ଲଣ୍ଡରିଂ ମାମଲାର ହୋଇପାରେ ଯାଞ୍ଚ

ନୂଆଦିଲ୍ଲୀ,୨୦ ।୮: ସିବିଆଇ ଟିମ ପକ୍ଷରୁ ଶୁକ୍ରବାର ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ଘରେ ଚଢାଉ କରାଯାଇଥିଲା । ୧୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ଚଢାଉ ପରେ ସିବିଆଇ ଟିମ ତାଙ୍କ ଘରୁ ବାହାରିଥିଲେ । ହେଲେ ଏତିକିରେ ବୋଧେ ସିସୋଡିଆଙ୍କ ସମସ୍ୟାର ଶେଷ ହେଉନାହିଁ ।
ଗୋଟିଏ ପଟେ ଆମ ଆଦମୀ ପାର୍ଟି ସିସୋଡିଆଙ୍କ ଘରେ ଚଢାଉକୁ ପ୍ରତିଶୋଧର ରାଜନୀତି କହୁଥିବା ବେଳେ ଅନ୍ୟପଟେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅବକାରୀ ନୀତିରେ ମନିଲଣ୍ଡରିଂ ମାମଲାର ଯାଞ୍ଚ କରିପାରେ ବୋଲି କୁହାଯାଉଛି । କୁହାଯାଉଛି କି ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିର ପ୍ରସ୍ତୁତି ଓ ଏହାକୁ ଲାଗୁ କରିବାକୁ ନେଇ ଇଡି ମନଲଣ୍ଡରିଂ ବା ଅର୍ଥ ହେରଫେର ଦିଗରେ ତଦନ୍ତ ଆରମ୍ଭ କରିପାରେ ।
ହେଲେ ଏକ ଆଶ୍ୱସ୍ତିକର ବିଷୟ ହେଉଛି, ମନି ଲଣ୍ଡରିଂର ତଦନ୍ତ ପୂର୍ବରୁ ସିବିଆଇ ଏହି ଘଟଣାର ସବିଶେଷ ତଥ୍ୟ ତଥା ବିଭିନ୍ନ ସରକାରୀ ଅଧିକାରୀ ତଥା ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଯାଞ୍ଚ କରିବ । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଏକ ଏଫଆଇଆର ଦାଖଲ କରିବା ପରେ ସବିଆଇ ଶୁକ୍ରବାର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଓ ଆଇଏଏସ ଆରବ ଗୋପୀ କୃଷ୍ଣଙ୍କ ଘର ବ୍ୟତୀତ ୧୯ଟି ସ୍ଥାନରେ ଚଢାଉ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ବିବାହ କରିବାରୁ ମିଳିଲା ଏମିତି ଦଣ୍ଡ

ଡେରାଡୁନ୍‌,୮।୯: ଉତ୍ତରାଖଣ୍ଡର ଉଧମ ସିଂ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ନବ ବିବାହିତ ଦମ୍ପତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। କିଛି...

ଏହି ନେତାଙ୍କୁ ଆସାମ ନିର୍ବାଚନ ପ୍ରଚାର ତାଲିକାରୁ ବାଦ ଦେଲା କଂଗ୍ରେସ

ଗୁଆହାଟି,୧୩।୩: ମାର୍ଚ୍ଚ ୨୭ରୁ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା...

ଗଣତନ୍ତ୍ରର ସୁରକ୍ଷା ଦାୟିତ୍ୱ ପୋଲିସ ବାହିନୀ ହାତରେ: ସ୍ବରାଷ୍ଟ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୪।୯: ଗଣତନ୍ତ୍ର ହେଉଛି ଭାରତର ସ୍ବଭାବ। ଏହା ଦେଶବାସୀଙ୍କର ମଧ୍ୟ ସ୍ବଭାବ। ଯଦି କେହି କୁହନ୍ତି ଯେ ଗଣତନ୍ତ୍ର ୧୫ ଅଗଷ୍ଟ ୧୯୪୭ ପରେ କିମ୍ବା...

ମୁଣ୍ଡରୁ ହେଲା ସୁନା, ଟଙ୍କା ବର୍ଷା: ଜାଣନ୍ତୁ ପୁରା ଘଟଣା…

ନୂଆ ଦିଲ୍ଲୀ, ୨୨।୩: ବିଦେଶରୁ ସୁନା ଚୋରା ଚାଲାଣ ଘଟଣା ପ୍ରାୟ ପ୍ରତିଦିନ ସାମ୍ନାକୁ ଆସୁଛି। ବିମାନ ବନ୍ଦରରେ କଡ଼ା ଯାଞ୍ଚ ଯୋଗୁ ଚୋରା ଚାଲାଣକାରୀମାନେ...

ପେଗାସସ୍‌ ମାମଲାର ଯାଞ୍ଚ୍‌ ପାଇଁ ବିଶେଷଜ୍ଞ କମିଟି ଗଠନ କରିବେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୩।୯: ପେଗାସସ୍‌ ମାମଲାର ଯାଞ୍ଚ୍‌ ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ବିଶେଷଜ୍ଞ କମିଟି ଗଠନ କରାଯିବ। ଏନେଇ ଶୀର୍ଷ କୋର୍ଟଙ୍କ ପକ୍ଷରୁ ସଙ୍କେତ ଦିଆଯାଇଛି। କମିଟିର ଗଠନ...

ନିର୍ବାଚନ ପରବର୍ତ୍ତୀ ହିଂସାରେ ୭ ଗିରଫ

କୋଲକାତା,୨୫।୭: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଶ୍ରୀଧର ଦାସଙ୍କ ମୃତ୍ୟୁ ଘଟଣାରେ ସୋମବାର କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି (ସିବିଆଇ) ୭ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ...

ପିଓକେ-ଗିଲ୍‌ଗିଟ୍‌କୁ ଲୋକ ସଭା ଆସନ ଘୋଷଣା ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ: ପୂର୍ବ ‘ର’ ଅଧିକାରୀଙ୍କୁ ୫୦ ହଜାର ଜରିମାନା

ନୂଆଦିଲ୍ଲୀ,୧।୭: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଏବଂ ଗିଲ୍‌ଗିଟ୍‌-ବଲ୍ଟିସ୍ତାନକୁ ଲୋକ ସଭା ଆସନ ଭାବେ ଘୋଷଣା କରିବା ଆବେଦନ ସୁପ୍ରିମ୍‌କୋର୍ଟରେ ସୋମାବାର ଖାରଜ ହୋଇଯାଇଛି। ଏହି ମାମଲାରେ...

ଏକ୍‌ଜିଟ୍‌ ପୋଲ୍‌ ଭବିଷ୍ୟବାଣୀ: ଝାଡ଼ଖଣ୍ଡରେ ଝୁଲା ବିଧାନସଭା

ନୂଆଦିଲ୍ଲୀ/ରାଞ୍ଚତ୍,୨୧ା୧୨ : ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ପୁନଃ କ୍ଷମତାସୀନ ହେବା ଆଶା ଧୂଳିସାତ୍‌ ହୋଇଛି। କାରଣ ଶୁକ୍ରବାର ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା...

Advertisement
Archives

Model This Week