ଆମିରଙ୍କ କ୍ୟାରିୟର ଟଳମଳ

ମୁମ୍ବାଇ: ସାମାଜିକ ଗଣମାଧ୍ୟମରୁ ଏବେ କୌଣସି କଥା ଅଛପା ହୋଇ ରହୁନାହିଁ। ଯେଉଁ ଖବରଗୁଡ଼ିକ ଲୋକଲୋଚନକୁ ଆସିପାରୁ ନାହିଁ ସେ ସବୁ ସୋସିଆଲ ମିଡିଆରେ ଘୁରିବୁଲୁଛି। ଅନ୍ୟପଟେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ୟୁଜରଙ୍କ ଟ୍ରୋଲ ଏକ ଟ୍ରେଣ୍ଡ ପାଲଟିଛି। ଆଉ ବଲିଉଡ୍‌ର ମିଷ୍ଟର ପ୍ରଫେକ୍ସନାଲିଷ୍ଟ କୁହାଯାଉଥିବା ଆମିର ଖାନ୍‌ ଏହି ଟ୍ରୋଲ୍‌ର ଶିକାର ହୋଇଛନ୍ତି। ସୋସିଆଲ ମିଡିଆ ୟୁଜରଙ୍କ ପାଇଁ ପିକେ ଫିଲ୍ମ ନାୟକ ଆମିର ଏବେ ପାଲଟିଛନ୍ତି ଫ୍ଲପ୍‌ ହିରୋ। ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’କୁ ଲୋକେ ବଏକଟ୍‌ କରିବା ପରେ ଆମିରଙ୍କ ଅଡ଼ୁଆ ଏବେ ବଢ଼ିଯାଇଛି। ନିଜ ଫିଲ୍ମି କ୍ୟାରିୟର୍‌ ଫେମ୍‌କୁ ଅକ୍ଷୁଣ୍ଣ ଖିବା ପାଇଁ ଦକ୍ଷିଣ ଭାରତୀୟ ଫିଲ୍ମରେ
୧୮୦ କୋଟି ଟଙ୍କା ବିନିମୟରେ ତିଆରି ହୋଇଥିବା ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’ ରିଲିଜ୍‌ର ପ୍ରଥମ ସପ୍ତାହରେ ୫୦ କୋଟିରୁ କମ୍‌ ଟଙ୍କାର ବ୍ୟବସାୟ କରିଛି। ବକ୍ସ ଅଫିସ୍‌ରେ ଖରାପ ପ୍ରଦର୍ଶନ କରିବା ନେଇ ଫିଲ୍ମରେ ସାମିଲ ଡିଷ୍ଟ୍ରିବ୍ୟୁଟରମାନଙ୍କୁ ଆମିର ଖାନ୍‌ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି।
ଅନ୍ୟପଟେ ଦେଖିବାକୁ ଗଲେ ସମ୍ପ୍ରତି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସତ୍ତା ବୁଡ଼ିବା ଉପରେ। କାରଣ ସିନେପ୍ରେମୀ ସବୁ ପାନ୍‌ ଇଣ୍ଡିଆ ଫିଲ୍ମ ମୁହାଁ ହୋଇଥିବାବେଳେ ଫିଲ୍ମର ଚାହିଦା କମି ଓ୍ବେବ୍‌ ସିରିଜ୍‌ର ଚାହିଦା ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଫିଲ୍ମକୁ ଆଲୁ ଅର୍ଜୁନ କହିଲେ ସବୁଠୁ ବଡ଼ ଚମତ୍କାର

ନୂଆଦିଲ୍ଲୀ, ୭ା୫ : ଟଲିଉଡ୍‌ ଇଣ୍ଡଷ୍ଟ୍ରିର ସବୁଠୁ ବଡ଼ ନାମ ଆଲୁ ଅର୍ଜୁନ। ଆଜି ତାଙ୍କ ଫିଲ୍ମୀ କ୍ୟାରିୟରକୁ ପୂରିଛି ୧୭ ବର୍ଷ। ଠିକ୍‌ ୧୭...

ଫିଲ୍ମ ‘ଦି କଶ୍ମୀର ଫାଇଲସ’ ଦେଖି ବଲିଉଡ ଇଣ୍ଡଷ୍ଟ୍ରିକୁ ଟାର୍ଗେଟ କଲେ ଏହି ଅଭିନେତା

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦି କଶ୍ମୀର ଫାଇଲସ’ ବର୍ତ୍ତମାନ ସବୁଠି ଚର୍ଚ୍ଚାରେ ରହିଛି। ତେବେ ‘ଦି କଶ୍ମୀର ଫାଇଲସ’କୁ ନେଇ ବଲିଉଡରେ କାହିଁକି ଏତେ...

ପ୍ରଥମ ଦେଖାରେ ଟ୍ବିଙ୍କିଲ୍‌ଙ୍କୁ ପସନ୍ଦ କରିଥିଲେ ଅକ୍ଷୟ

ମୁମ୍ବାଇ,୨୯।୧୨: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ୍‌ ଖାନ୍ନା ମଙ୍ଗଳବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୩ ଡିସେମ୍ବର ୨୯ରେ ସେ ମୁମ୍ବାଇର ଜଶଲୋକ୍‌ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ।...

ଆଇପିଏଲ ଫାଇନାଲରେ ହୋଷ୍ଟ କରିବେ ସଲମାନ ଏବଂ କ୍ୟାଟ୍ରିନା

ସଲମାନ ଏବଂ କ୍ୟାଟ୍ରିନା ଆଇପିଏଲ୍‌ ଫାଇନାଲରେ ମ୍ୟାଚକୁ ହୋଷ୍ଟି କରିବା ପାଇଁ ଆସିବେ। ଏହା ସହିତ ନିଜର ଅପକମିଙ୍ଗ୍‌ ଫିଲ୍ମ ‘ଭାରତ’ର ପ୍ରମୋଶନ ମଧ୍ୟ କରିବେ।...

ଫିଲ୍ମ ଜଗତରେ ଏଣ୍ଟ୍ରି କଲେ ଧୋନୀ

କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଏବେ ଫିଲ୍ମ ଜଗତରେ ପାଦ ଥାପିଛନ୍ତି। ହେଲେ ସେ ଅଭିନେତା ଭାବରେ ନୁହେଁ ବରଂ ନିର୍ମାତା ଭାବେ ଫିଲ୍ମ ଜଗତରେ...

ଦୀପିକାଙ୍କୁ ଜେରା ସମୟରେ ଏସବୁ ପ୍ରଶ୍ନ ପଚାରିଥିଲା ଏନ୍‌ସିବି, ଜାଣନ୍ତୁ କ’ଣ ଦେଇଥିଲେ ଉତ୍ତର

ମୁମ୍ବାଇ,୨୬ା୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ୍‌ରେ ଡ୍ରଗ୍ସ କାରବାର ଲିଙ୍କ୍‌ ଥିବା ଜଣାପଡ଼ିବା ପରେ ଏନ୍‌ସିବି ବଲିଉଡ୍‌ର ଅଭିନେତ୍ରୀ ଅଭିନେତାମାନଙ୍କୁ ମାରାଥନ ଜେରା...

ତୈମୁରଙ୍କୁ କପି କରୁଛନ୍ତି ଏହି ଷ୍ଟାର କିଡ୍ସ

ମୁମ୍ବାଇ: ଷ୍ଟାର କିଡ୍ସଙ୍କ ମଧ୍ୟରେ କରୀନା କପୁର ଖାଁ ଓ ସୈଫ ଅଲୀ ଖାଁଙ୍କ ପୁଅ ତୈମୁର ଅଲୀ ଖାଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ...

ଫୋନ୍‌ରେ ଶୁଣିବାକୁ ମିଳୁଥିବା କରୋନା ଟୋନ୍‌ ସହ ଯୋଡା ଗଲାଣି ବଲିଉଡ୍‌ ଫିଲ୍ମର କିଛି ଦୃଶ୍ୟ

ମୁମ୍ବାଇ: ଏବେ ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ଖେଳାଇଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ଏହାକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। ଏହାକୁ ଦୃଷ୍ଟିରେ...

Advertisement
Archives

Model This Week