Home Left

ଲଘୁଚାପଜନିତ ବର୍ଷା ବଢ଼ାଇଲା ଦୁର୍ଦ୍ଦଶା

କୁଜଙ୍ଗ,୨୦।୮(ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକରେ ୫ ଦିନ ହେବ ଜଳବନ୍ଦୀ ଥିବା ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଗୁରୁବାର ରାତିରୁ ପୁନର୍ବାର ଲଘୁଚାପଜନିତ ବର୍ଷା ଆରମ୍ଭ ହୋଇଛି। ଏନେଇ ସେମାନଙ୍କ ଚିନ୍ତା ବଢ଼ିଯାଇଛି। କୁଜଙ୍ଗ ବ୍ଲକର ୧୦ ପଞ୍ଚାୟତର ପ୍ରାୟ ୧୩ ହଜାର ଲୋକ…

ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ାଇଲା ଲଘୁଚାପ

ଅନୁଗୋଳ ଅଫିସ/ ଆଠମଲ୍ଲିକ, ୨୦ା୮: ଅନୁଗୋଳ ଜିଲାରେ ବନ୍ୟା ପାଣି ହ୍ରାସ ହେଉଥିବାବେଳେ ଶୁକ୍ରବାର ଲଗାଣ ବର୍ଷା ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶା ବଢ଼ାଇ ଦେଇଛି। ବିଶେଷକରି ଅନୁଗୋଳ ବ୍ଲକ ଅଞ୍ଚଳରେ ୧୩୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାରୁ ଦିନ ତମାମ ବହୁ…

ବର୍ଷାରେ ଅସ୍ତବ୍ୟସ୍ତ ଅନୁଗୋଳ

ଅନୁଗୋଳ ଅଫିସ, ୨୦ା୮: ଭୋର୍‌ ସମୟରୁ ଜାରି ରହିଛି ଭୀଷଣ ବର୍ଷା। ବିଜୁଳି, ଘଡ଼ଘଡ଼ି ସହ ତୁହାକୁ ତୁହା ବର୍ଷାରେ ଶୁକ୍ରବାର ଅସ୍ତବ୍ୟସ୍ତ ହୋଇପଡ଼ିଛି ଅନୁଗୋଳ। ଜିଲାରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିବାବେଳେ ଅନୁଗୋଳ ସହରରେ ସୃଷ୍ଟି ହୋଇଛି ଜଳବନ୍ଦୀ ଅବସ୍ଥା।…

୧୫୯ ପଞ୍ଚାୟତର ୩୯, ୭୯୩ ଲୋକ ପ୍ରଭାବିତ

ଜଗତ୍‌ସିଂହପୁର ଅଫିସ, ୨୦।୮: ଜଗତ୍‌ସିଂହପୁର ଜିଲା ପ୍ରଶାସନର ଆକଳନ ଅନୁଯାୟୀ, ଶୁକ୍ରବାର ସୁଦ୍ଧା ଜିଲାର ୧୫୯ ପଞ୍ଚାୟତ ଅନ୍ତର୍ଗତ ୬୨୦ଟି ଗ୍ରାମର ୩୯,୭୯୩ ଲୋକ, ୧୭,୭୬୦ ଗୋସମ୍ପଦ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେଥିମଧ୍ୟରୁ ୨୫ଟି ଗାଁ ଜଳାର୍ଣ୍ଣବ ହୋଇଥିବେଳେ ସେଠାରେ…

ଧୋୟାଞ୍ଚଳ ଜଳାର୍ଣ୍ଣବ, ବ୍ୟାପକ ଫସଲହାନି

ପଟ୍ଟାମୁଣ୍ଡାଇ,୨୦।୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ବାରମ୍ବାର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଳାର୍ଣ୍ଣବ ହୋଇପଡିଛି। ବ୍ରାହ୍ମଣୀ ନଦୀ ଫୁଲିବା ଯୋଗୁ ଚାଷ ଜମି ବନ୍ୟା ପାଣିରେ ଘେରରେ ରହିଥିବା ବେଳେ ବହୁ ଖାଲୁଆ ସ୍ଥାନରେ ରାସ୍ତାଘାଟ ବୁଡି…

୨ ମାସରେ କିଷାନ କଂଗ୍ରେସକୁ ସୁଦୃଢ଼ କରାଯିବ: ଶରତ

ଭୁବନେଶ୍ବର, ୨୦ା୮(ବ୍ୟୁରୋ): କେନ୍ଦ୍ରରେ ଭାଜପା ଏବଂ ରାଜ୍ୟରେ ବିଜେଡି ଶାସନ କାଳରେ ଚାଷୀ ସବୁଠୁ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଣିକି ଚାଷୀକୁଳ ଆଉ ସରକାରଙ୍କ କୃଷକମାରଣ ନୀତିକୁ ବରଦାସ୍ତ କରିବେ ନାହିଁ। ଗାଁ ଗଣ୍ଡାରେ ଚାଷୀ ମେଳି ଦୁର୍ବାର ରୂପ ନେବ ବୋଲି…

ବିଲୁପ୍ତ ହୋଇଯିବ ମନ୍ତ୍ରୀପଡ଼ାର କଣ୍ଢେଇ ନାଚ

ଡେରାବିଶ,୨୦।୮ (ସ୍ବ.ପ୍ର.): ପ୍ରାଚୀନ ଲୋକକଳା ଓଡ଼ିଶାର ସଂସ୍କୃତିକୁ ରୁଦ୍ଧିମନ୍ତ କରିଛି। ଏହି ଲୋକକଳା ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଞ୍ଚଳର କଳା, ସଂସ୍କୃତି, ବୈଭବ ଓ ସାମାଜିକ ବ୍ୟବସ୍ଥାର ଏକ ସ୍ବତନ୍ତ୍ର ପରିଚୟ ସାରା ରାଜ୍ୟରେ ରହିଛି, ଯାହାକି ଆଗାମୀ ଯୁବ ପିଢ଼ିଙ୍କ…

ଯୁବ ବିଜେଡିର ସାଙ୍ଗଠନିକ ପୁନର୍ଗଠନ

ଭୁବନେଶ୍ବର, ୨୦ା୮(ବ୍ୟୁରୋ): ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଜ୍ୟସ୍ତରୀୟ ବିଭିନ୍ନ ପଦ ପଦବୀରେ ବହୁ ନେତାଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଦଳର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ…

ପ୍ରିୟଙ୍କା ନ ହେଲେ ଦଳିତ ଚେହେରା

ନୂଆଦିଲ୍ଲୀ,୨୦ା୮: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ପୁଣି ଥରେ ଦଳର ଅଧ୍ୟକ୍ଷ ହେବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କୌଣସି ଆଗ୍ରହ ଦେଖିବାକୁ ମିଳୁନାହିଁ। ଫଳରେ ଜଣେ…

ସିବିଆଇ ପରେ ସିସୋଡିଆଙ୍କ ଘରେ ପହଞ୍ଚିପାରେ ଇଡି, ମନି ଲଣ୍ଡରିଂ ମାମଲାର ହୋଇପାରେ ଯାଞ୍ଚ

ନୂଆଦିଲ୍ଲୀ,୨୦ ।୮: ସିବିଆଇ ଟିମ ପକ୍ଷରୁ ଶୁକ୍ରବାର ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ଘରେ ଚଢାଉ କରାଯାଇଥିଲା । ୧୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ଚଢାଉ ପରେ ସିବିଆଇ ଟିମ ତାଙ୍କ ଘରୁ ବାହାରିଥିଲେ ।…

୫ ଉପଦେଷ୍ଟା କମିଟି ସଦସ୍ୟଙ୍କ ଭାଜପା ସହ ସମ୍ପର୍କ ଥିଲା

ଗୋଧ୍ରା,୨୦ା୮: ବହୁଚର୍ଚ୍ଚିତ ବିଲ୍‌କିସ ବାନୋ ଗଣବଳାତ୍କାର ଓ ହତ୍ୟା ମାମଲାରେ ୧୧ ଅପରାଧୀଙ୍କୁ ମୁକ୍ତ କରିଦେବା ଲାଗି ଗୁଜରାଟ ସରକାରଙ୍କ ଉପଦେଷ୍ଟା କମିଟି ସୁପାରିସ କରିଥିଲା। ଉକ୍ତ ସୁପାରିସକ୍ରମେ ସରକାରଙ୍କ ଏକ ପୁରୁଣା କ୍ଷମା ନୀତି ଆଧାରରେ ଗତ ସ୍ବାଧୀନତା ଦିବସ…

ତ୍ରିରଙ୍ଗା ରାଲିବେଳେ ପାକିସ୍ତାନ ଜିନ୍ଦାବାଦ୍‌ ସ୍ଲୋଗାନ

ନୂଆଦିଲ୍ଲୀ,୨୦ା୮: ଉତ୍ତରପ୍ରଦେଶର ଆଲିଗଡ଼ କଲେଜ ପକ୍ଷରୁ ଗତ ୧୩ ତାରିଖରେ ତ୍ରିରଙ୍ଗା ରାଲି ବେଳେ କେତେଜଣ ଛାତ୍ର ପାକିସ୍ତାନ ଜିନ୍ଦାବାଦ୍‌ ସ୍ଲୋଗାନ ଦେଇଥିଲେ। ଏନେଇ ଅଭିଯୋଗ ହୋଇଥିଲେ ହେଁ କଲେଜ ପ୍ରଶାସନ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?