Home Left

ମଧ୍ୟାହ୍ନଭୋଜନ ଖାଇ ୮୫ରୁ ଊର୍ଦ୍ଧ୍ୱ ପିଲା ଅସୁସ୍ଥ

କାମାକ୍ଷାନଗର, ୨୦।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସୋଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନଭୋଜନ ଖାଇ ୮୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ପୋକରା ସୋୟା ବଡି ପାଇଁ ଏଭଳି ସ୍ଥିତି ଉପୁଜିଥିବା ପ୍ରଧାନ ଶିକ୍ଷୟିତ୍ରୀ, ଅଭିଭାବକ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୦ମ ଶ୍ରେଣୀ ଛାତ୍ରୀ

ବାଲେଶ୍ୱର ଅଫିସ, ୨୦ା୮: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟସ୍ଥ ପାଟଣାରାଇପୁର ଗ୍ରାମର ବାପଛେଉଣ୍ଡ ୧୦ମ ଶ୍ରେଣୀ ଛାତ୍ରୀ ସୁଭଦ୍ରା ପଣ୍ଡା ନିଜର ପାଠପଢ଼ା, ଋଗ୍‌ଣ ମା’ଙ୍କୁ ଚିକିତ୍ସା, ଭାଙ୍ଗିଯାଇଥିବା ଘରକୁ ସଜାଡ଼ିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ…

ଭିକୁଙ୍କ ସ୍ତ୍ରୀଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର

ଭୁବନେଶ୍ୱର,୨୦ା୮(ବ୍ୟୁରୋ) : ଗଞ୍ଜାମ ଜିଲା ଭଞ୍ଜନଗରରେ ଅଫିସ ଖୋଲି ଚାକିରି ଦେବା ଆଳରେ ବହୁ ଆଶାୟୀଙ୍କଠାରୁ ୧.୯୧ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ ଖୋଳତାଡ଼ ଜାରି ରଖିଛି। ଏଥିରେ ସମ୍ପୃକ୍ତ ଥିବା ଏମ୍‌/ଏସ୍‌ କିନ୍ନି ଇନ୍‌ଫୋଟେକ୍‌ ପ୍ରାଇଭେଟ୍‌ ଲିଃର…

ସାନଭାଇକୁ ମାରିବାକୁ ଦେଇଥିଲେ ଲକ୍ଷେ ଟଙ୍କାର ସୁପାରି

ବଲାଙ୍ଗୀର ଅଫିସ,୨୦ା୮: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଗତ ୧୬ ତାରିଖ ସକାଳେ ଘଟିଥିବା ଅଜୁ ଦୋରା (୨୫) ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରିବାରେ ପୋଲିସ ସଫଳ ହୋଇଛି। ପାରିବାରିକ କଳହ ସାଂଘାତିକ ରୂପ ନେବା ପରେ…

କାର୍ଯ୍ୟରେ ଯୋଗଦେଲେ ୫୫୦ ଟେକ୍ନିସିଆନ

ଭୁବନେଶ୍ବର, ୨୦ା୮(ବ୍ୟୁରୋ): ସ୍ବାସ୍ଥ୍ୟସେବାକୁ ଅଧିକ ଉନ୍ନତ କରିବା ଲାଗି ରାଜ୍ୟ ସରକାର ୫୫୦ ଲାବରେଟୋରି ଟେକ୍ନିସିଆନଙ୍କୁ ନିଯୁକ୍ତି ଦେଇଛନ୍ତି। ଲୋକସେବା ଭବନର ନୂତନ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଯୋଡ଼ିହୋଇ ସମ୍ପୃକ୍ତ…

୩୭ ହଜାର ଫୁଟ୍‌ ଉଚ୍ଚରେ ଶୋଇପଡ଼ିଲେ ଦୁଇ ପାଇଲଟ

ଆଡିସ୍‌ ଆବାବା,୨୦।୮: ଇଥିଓପିଆ ଏୟାରଲାଇନ୍ସର ଏକ ବିମାନ ସୁଡାନର ଖର୍ତୁମ୍‌ରୁ ଇଥିଓପିଆ ରାଜଧାନୀ ଆଡିସ୍‌ ଆବାବା ଅଭିମୁଖେ ଯାଉଥିବାବେଳେ ଏହାର ଦୁଇଜଣ ପାଇଲଟ ଶୋଇପଡ଼ିଥିଲେ। ଗତ ସୋମବାର ଏଭଳି ଅଭାବନୀୟ ଘଟଣା ଘଟିଛି। ସେତେବେଳେ ବିମାନଟି ୩୭,୦୦୦ ଫୁଟ୍‌ ଉଚ୍ଚରେ ଉଡ଼ୁଥିଲା।…

୧୭ ପିଲା, ଶିକ୍ଷକ ଗୁରୁତର

ଦେବଗଡ଼, ୨୦ା୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ କୁଟୁରାପସି ପ୍ରାଥମିକ ବିଦ୍ୟାଳୟ ଉପରେ ବଜ୍ରପାତ ହେବାରୁ ୧୭ ଛାତ୍ରୀଛାତ୍ରଙ୍କ ସମେତ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଶ୍ରେଣୀ କୋଠରୀରେ ପାଠପଢ଼ା ଚାଲିଥିବାବେଳେ ଏହି ଘଟଣା…

ସୁନ୍ଦରଗଡ଼ ମେଡିକାଲ କଲେଜରେ ୧୦୦ ସିଟ୍‌ ଲାଗି ଅନୁମୋଦନ

ସୁନ୍ଦରଗଡ଼, ୨୦।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସହରର ଶଙ୍କରାଠାରେ ନିର୍ମିତ ନୂତନ ସରକାରୀ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠପଢା ଲାଗି ନ୍ୟାଶନାଲ ମେଡିକାଲ କମିଶନ ବିଧିବଦ୍ଧ ଅନୁମତି ଦେଇଛନ୍ତି। ୧୦୦ ସିଟ୍‌ ଲାଗି ଏହି ମଞ୍ଜୁରୀ ମିଳିଛି। ୨୦୨୨-୨୩ ଶିକ୍ଷାବର୍ଷରୁ ପାଠପଢା ପାଇଁ କମିଶନ…

ଉତ୍ତର ପ୍ରଦେଶରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୫୨

ଲକ୍ଷ୍ନୌ,୨୦ ।୮: ଉତ୍ତର ପ୍ରଦେଶର ଲକ୍ଷ୍ନୌ, ସୀତାପୁର ସମେତ କିଛି ସ୍ଥାନରେ ଶୁକ୍ରବାର ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୁତ ହୋଇଛି । ରାତି ପ୍ରାୟ ୧ଟା ୧୬ରେ ଅନୁଭୁତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫,୫୨ ଥିବା କୁହାଯାଇଛି…

ଚାଇନାରେ ବଢ଼ୁଛି ସଂକ୍ରମଣ

ବେଜିଂ,୧୯।୮: ଚାଇନାର ପଶ୍ଚିମ ଭାଗରେ ଥିବା ଜିନ୍‌ଜିଆଙ୍ଗ ପ୍ରଦେଶରେ କୋଭିଡ୍‌ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଥିବାରୁ ସରକାର ସେଠାରେ ଲକ୍‌ଡାଉନ ଲାଗୁ କରିଛନ୍ତି। ଜିରୋ କୋଭିଡ୍‌ ନୀତି କାର୍ଯ୍ୟକାରୀ କରିବା ଲାଗି ଉକ୍ତ ଅଞ୍ଚଳକୁ ସରକାର ପ୍ରତିନିଧି ପଠାଇଛନ୍ତି। ବୁଧବାର ଜିନ୍‌ଜିଆଙ୍ଗରେ…

ବିମାନ ଅବତରଣ କରାଇବାକୁ ଭୁଲିଗଲେ ପାଇଲଟ

ଆଡିସ୍‌ ଆବାବା,୧୯।୮: ଇଥିଓପିଆ ଏୟାରଲାଇନ୍ସର ଏକ ବିମାନରେ ଅଭାବନୀୟ ଘଟଣା ଘଟିଛି। ୩୭,୦୦୦ ଫୁଟ୍‌ ଉଚ୍ଚରେ ବିମାନଟି ଉଡ଼ାଣ ଭରିଥିବା ବେଳେ ପାଇଲଟ ଅବତରଣ କରିବାକୁ ଭୁଳିଯାଇଥିଲେ। କାରଣ ୨ପାଇଲଟ ବିମାନରେ ଶୋଇପଡ଼ିଥିଲେ। ଗତ ସୋମବାର ଏହି ଘଟଣା ଘଟିଥିଲା। ସୂଚନାଯୋଗ୍ୟ,…

ରାତିରେ ବୁଲୁଥିଲେ ବନ୍ଧୁକ ଧରି, ବାନ୍ଧି ନେଲା ପୋଲିସ

ଝାରସୁଗୁଡ଼ା ଅଫିସ,୧୯।୮ ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଇପିଟି ଅଞ୍ଚଳରେ ଗତ ଗୁରୁବାର ରାତିରେ ଜଣେ ଯୁବକ ଏକ ବନ୍ଧୁକ ଧରି ଅବାଧରେ ସ୍କୁଟିରେ ବୁଲୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି। ଧରାପଡିଥିବା ଯୁବକ ଜଣଙ୍କ ହେଲେ ରେମଜା ଗ୍ରାମ କୁଲତାପଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?