Home Left

‘ଲାଉଡ୍‌ସ୍ପିକର ପୂର୍ବରୁ ଭଗବାନ ନ ଥିଲେ କି’

ପାଟନା,୧।୫: ଦେଶରେ ଲାଉଡସ୍ପିକରକୁ ନେଇ ବିବାଦ ଲାଗିରହିଛି। ବର୍ତ୍ତମାନ ଏନେଇ ରାଷ୍ଟ୍ରିୟ ଜନତା ଦଳ(ଆରଜେଡି) ନେତା ତେଜସ୍ବୀ ଯାଦବଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସେ ପଚାରିଛନ୍ତି ଯେ, ଯେତେବେଳେ ଲାଉଡସ୍ପିକର ନ ଥିଲା, ସେତେବେଳେ ଭଗବାନ ଓ ଆଲ୍ଲା ନ…

‘ଯଦି ନ କରିପାରେ ଗୋଇଠା ମାରି ତଡ଼ିଦେବ’

ଭରୁଚ(ଗୁଜରାଟ),୧।୫ : ଆମ ଆଦମି ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ଗୁଜରାଟରେ ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ସମାଲୋଚନା କରିବା ସହ ଦିଲ୍ଲୀର ସଫଳ ଶାସନ ମଡେଲକୁ କାର୍ଯ୍ୟକାରୀ କରିବା ଲାଗି ସୁଯୋଗ ମାଗିଛନ୍ତି। “ଗୁଜରାଟରେ ୬ ହଜାର ସରକାରୀ ସ୍କୁଲ…

ନିଜ ପରିସ୍ରା ପିଉଥିବା ବ୍ୟକ୍ତିଙ୍କ ଅଜବ ଦାବି

ଲଣ୍ଡନ,୧।୫ : ପ୍ରତିଦିନ ନିଜ ପରିସ୍ରା ପିଉଥିବା ଇଂଲଣ୍ଡର ଜଣେ ୩୪ ବର୍ଷୀୟ ବ୍ୟକ୍ତି ଅଜବ ଦାବି କରିଛନ୍ତି। ଏଭଳି ବିଚିତ୍ର ଅଭ୍ୟାସ ଯୋଗୁ ଅବସାଦ(ଡିପ୍ରେଶନ)ରୁ ଆରୋଗ୍ୟ ଲାଭ କରିବା ସହ ସେ ୧୦ ବର୍ଷ ସାନ ଦେଖାଯାଉଛନ୍ତି। ନ୍ୟୁୟର୍କ ପୋଷ୍ଟରେ…

ଜେଲେନ୍‌ସ୍କିଙ୍କ ସହ କଥା ହେଲେ ବିଟ୍ରେନ ପ୍ରଧାନମନ୍ତ୍ରୀ

ଲଣ୍ଡନ/କ୍ୱିଭ୍‌,୧।୫: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ୟୁକ୍ରେନର ମାରିଆପୋଲରୁ ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ମିଳିତ ଜାତିସଂଘର ପ୍ରୟାସର ଅଗ୍ରଗତି ବିଷୟରେ ଦୁଇ ରାଷ୍ଟ୍ରର ନେତା ଆଲୋଚନା…

ଏପଟେ ଡ଼ହଡ଼ହ ଖରା, ସେପଟେ ୧୪ ଦିନ ହେଲା ବନ୍ଦ ପଡିଛି ଜଳ ପ୍ରକଳ୍ପ

ଅମରପାଲି,୧ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗତ ୧୪ଦିନ ହେଲା ଅଚଳ ହୋଇ ପଡିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ମରାମତି କରାଯାଉ ନାହିଁ। ତେଣୁ ଏବେ ଗ୍ରାମରେ ଦେଖାଦେଇଛି…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶେହବାଜଙ୍କ ପୁଅ

ଲାହୋର,୧।୫: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ପୁଅ ହମଜା ଶରିଫ ଦେଶର ସବୁଠାରୁ ରାଜନୈତିକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ପଞ୍ଜାବ ପ୍ରଦେଶର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପରେ ପାକିସ୍ତାନର ରାଜନୀତିରେ ତାଙ୍କ ରାଜବଂଶର କ୍ଷମତା ଆହୁରି ଅଧିକ ଶକ୍ତିଶାଳୀ ହୋଇଯାଇଛି। ପଞ୍ଜାବର…

ଅଜଣା ରୋଗରେ ପୀଡିତ, ଚିକିତ୍ସା ପାଇଁ ନାହିଁ ଅର୍ଥ

ଜାମଟିକ୍ରା,୧ା୫(ଡି.ଏନ୍‌.ଏ.): ବରଗଡ ଜିଲା ଅତାବିରା ବ୍ଲକ ମନାପଡା ପଞ୍ଚାୟତ ଲୁରୁପାଲି ଗ୍ରାମର ମଳୟ ପଧାନ(୪୧) ବର୍ତ୍ତମାନ ଅଜଣା ରୋଗରେ ପୀଡିତ ହୋଇଛନ୍ତି। ଅଭାବ ଅନଟନ ଯୋଗୁ ତାଙ୍କର ଉପଯୁକ୍ତ ଚିକିତ୍ସା ହୋଇପାରୁନାହିଁ। ଫଳରେ ସେ ଭାଗ୍ୟକୁ ଆଦରି ଘରେ ପଡିରହିଛନ୍ତି। ମଳୟ…

ବୁଦାମୂଳରୁ ମିଳିଲା ନରକଙ୍କାଳ, ପୋଲିସର ତନାଘନା ଜାରି

ରାୟଗଡ଼ା ଅଫିସ,୧।୫: ୩୨୬ ନମ୍ବର ଜାତୀୟ ରାଜପଥ ରାୟଗଡା ଜେକେପୁର ମୁଖ୍ୟ ରାସ୍ତାର ରିଲାଏନ୍ସ ମଲ୍‌ ନିକଟ ଇଣ୍ଡିଆନ ପେଟ୍ରୋଲ ପମ୍ପ ସମ୍ମୁଖ ଅନ୍ନପୂର୍ଣ୍ଣା ରାଇସ ମିଲ୍‌ ନିକଟ ଏକ ବୁଦାମୂଳରୁ ପୋଲିସ ଏକ ନରକଙ୍କାର ଜବତ କରିଛି। ଜବତ କଙ୍କାଳ…

ସ୍ତ୍ରୀଙ୍କ ଜନ୍ମଦିନରେ ଭଗବାନଙ୍କୁ ଧନ୍ୟବାଦ ଦେଲେ କୋହଲି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସ୍ବାମୀ ବିରାଟ କୋହଲି ତାଙ୍କୁ ଏକ ବିଶେଷ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ସ୍ତ୍ରୀ ଅନୁଷ୍କାଙ୍କ ସହ ବିରାଟ କୋହଲି ଏକ ସୁନ୍ଦର ଫଟୋ…

୧୦ ଏକର ଜମି ଦାନ କଲେ ମନ୍ତ୍ରୀ ଆଦିତ୍ୟ ଠାକରେ

ତିରୁମାଲା,୧।୫: ମହାରାଷ୍ଟ୍ରରେ ଭବ୍ୟ ତିରୁପତି ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ୧୦ ଏକର ଜମି ଆବଣ୍ଟନ ପାଇଁ ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ ପ୍ରଦାନ କରିଛନ୍ତି। ନଭି ମୁମ୍ବାଇରେ ଶ୍ରୀ ଭେଙ୍କଟେଶ୍ୱରା ମନ୍ଦିର ସ୍ଥାପନ ହେବ। ଶନିବାର ଆଦିତ୍ୟ ମନ୍ଦିର ପରିଦର୍ଶନ…

ଆନ୍ତର୍ଜାତିକ ଶ୍ରମିକ ଦିବସରେ ମିଳିଲା ଲେବର କାର୍ଡ, ସହାୟତା

ନବରଙ୍ଗପୁର,୧।୫(ବି.ପ୍ର.): ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଜଜ୍‌ ସଞ୍ଜୀବ ଦୁବେଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲା ପ୍ରଶାସନ ନବରଙ୍ଗପୁର ମିଳିତ ଆନୁକୂଲ୍ୟରେ ସିଦ୍ଧ ଭୈରବୀ କଲ୍ୟାଣ ମଣ୍ଡପଠାରେ ଆନ୍ତର୍ଜାତିକ ଶ୍ରମିକ…

ଦିଲ୍ଲୀକୁ ୧୯୬ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୧।୫: ଆଇପିଏଲ ୨୦୨୨ର ୪୫ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍‌ଏସ୍‌ଜି) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ଖେଳାଯାଉଛି। ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିଥିବା ଲକ୍ଷ୍ନୌ ୩ ଉଇକେଟ୍‌ ହରାଇ ୧୯୫ ରନ୍‌ କରିଛି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri