Home Left

ଗିରଫ ହେଲେ ପ୍ରାଣୀଧନ ନିରୀକ୍ଷକ

ଭୁବନେଶ୍ୱର,୬।୫(ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଶୁକ୍ରବାର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଗୁରୁବାର କଟକ ଓ ଖୋର୍ଦ୍ଧା ଜିଲାର ୯ ଟି ସ୍ଥାନରେ ଚଢାଉ କରିଥିଲା । ଚଢାଉ ବେଳେ ୭ କୋଟି ଟଙ୍କାର…

ଅନୁଷ୍କାଙ୍କ ସମ୍ପର୍କରେ କିଛି ଭୁଲ କଥା ଶୁଣି ପାରନ୍ତି ନାହିଁ ରଣବୀର

ମୁମ୍ବାଇ: ବଲିଉଡରେ ଅନେକ ପ୍ରେମ କାହାଣୀ ରହିଛି । ଏଥିମଧ୍ୟରୁ କିଛି ପ୍ରେମ କାହାଣୀର ମିଠା ଅନୁଭୂତି ଥିବା ବେଳେ କିଛି ପ୍ରେମ କାହାଣୀ ଅଭୁଲା ହୋଇ ବି ରହିଯାଇଛି । କେତେଜଣ ପ୍ରେମିକ ପ୍ରେମିକା ବିବାହ କରି ସୁନ୍ଦର ସଂସାର…

ମାଟ୍ରିକ୍‌ ପରୀକ୍ଷା ଦେଇନାହାନ୍ତି ହଜାର ହଜାର ପରୀକ୍ଷାର୍ଥୀ

ଭୁବନେଶର,୬।୫(ବ୍ୟୁରୋ): ମାଟ୍ରିକ୍‌ ପରୀକ୍ଷାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ। ସେ କହିଛନ୍ତି, ଚଳିତ ବର୍ଷ ହଜାର ହଜାର ପରୀକ୍ଷାର୍ଥୀ ମାଟ୍ରିକ୍‌ ପରୀକ୍ଷା ଦେଇନାହାନ୍ତି। ଏଥର ଫର୍ମ ଫିଲପ୍‌ ପାଇଁ କୌଣସି ଫି ନ ଥିଲା।…

ହାତକୁ ଦୁଇ ହାତ ହେଲେ ଏ ଆର୍‌ ରେହମାନଙ୍କ ଝିଅ: ଜାଣନ୍ତୁ କିଏ ହେଲେ ଏହି ମ୍ୟୁଜିକ୍‌ ଲିଜେଣ୍ଡଙ୍କ ଜ୍ୱାଇଁ…

ବମ୍ବେ: ବଲିଉଡ୍‌ର ଖ୍ୟାତନାମା ମ୍ୟୁଜିକ୍‌ ଲେଜେଣ୍ଡ ତଥା ଗାୟକ ଏ ଆର୍‌ ରେହମାନଙ୍କ ଘରେ ଏବେ ଖୁସିର ବାତାବରଣ। କାରଣ ତାଙ୍କ ଝିଅ ଖତିଜା ହାତକୁ ଦୁଇହାତ ହୋଇଛନ୍ତି। ରିୟାସଦିନ ରିଆନଙ୍କୁ ବିବାହ କରିଛନ୍ତି ସେ। ଏହାର ଫଟୋ ଏବେ ସାମ୍ନାକୁ…

୩୫ ଲକ୍ଷ ଭତ୍ତା ଟଙ୍କା ଆତ୍ମସାତ, ୮ଜଣଙ୍କୁ ରିପୋର୍ଟ ମାଗିଲା ଭିଜିଲାନ୍ସ

କେସିଙ୍ଗା,୬।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଦିବ୍ୟାଙ୍ଗ, ବିଧବା ଏବଂ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଆତ୍ମସାତ ହୋଇଥିବା ଜଣାପଡ଼ିଛିି। ଏ ନେଇ କଳାହାଣ୍ଡି ଭିଜିଲାନ୍ସ ପକ୍ଷରୁ ବ୍ଲକରେ କାର୍ଯ୍ୟରତ ୮ କର୍ମଚାରୀଙ୍କ ରିପୋର୍ଟ ମାଗିଛି। ଏହାକୁ ନେଇ ବ୍ଲକ କାର୍ଯ୍ୟାଳୟରେ ଚାଞ୍ଚଲ୍ୟ…

ବାତ୍ୟାରେ ବିଦ୍ୟୁତ୍‌ କଟିଲେ ତୁରନ୍ତ ହେବ ସଂଯୋଗ

ଭୁବନେଶ୍ୱର, ୬।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ଶକ୍ତି ବିଭାଗ ପ୍ରସ୍ତୁତ ଥିବା ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ବାତ୍ୟା ପୂର୍ବ ଓ ପରବର୍ତ୍ତୀ ମୁକାବିଲା ପାଇଁ ୱାରରୁମ୍‌ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି। ବିଭାଗ ପାଖରେ ପୂର୍ବରୁ ବାତ୍ୟା…

କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: କପା କିଆରୀରେ ପଡ଼ିଥିଲା ମୃତଦେହ

ବଲାଙ୍ଗୀର ଅଫିସ/ପାଟଣାଗଡ଼,୬।୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ବେହେରା (୫୪)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ପାଟଣାଗଡ଼-ବନକାବିହାର ରାସ୍ତାକଡ଼ ଏକ କପା କିଆରୀରେ କନିଷ୍ଠ ଯନ୍ତ୍ରୀ ବେହେରାଙ୍କ ମୃତଦେହ ପଡ଼ିଥିବା ଖବର ମିଳିବା ପରେ…

ବ୍ରଜରାଜନଗର ଉପନିର୍ବାଚନ: ଆଶାୟୀଙ୍କ ମଧ୍ୟରେ ରହିଛି ନୂଆମୁହଁ

ଝାରସୁଗୁଡ଼ା ଅଫିସ,୬ା୫: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ଦେଖାଦେଇଛି। ଅନ୍ୟପକ୍ଷେ ଦଳୀୟ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଶାୟୀ ବାୟୋଡାଟା ସହ ଦଳୀୟ…

ଶ୍ୱଶୁର ଘରେ ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ଫେରାର

ସମ୍ବଲପୁର,୬।୫(ବ୍ୟୁରୋ): ସାତ ଜନମକୁ ସାଥୀ ହେବାକୁ କଥା ଦେଇ ଯେଉଁ ହାତ ଧରିଥିଲେ ସେହି ହାତରେ ସ୍ତ୍ରୀଙ୍କୁ ପଥର ଛେଚି ହତ୍ୟା କରିଛନ୍ତି ସ୍ବାମୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ବେହେରାମୁଣ୍ଡା ଗାଁ ରେ।…

ପ୍ରଫେସର ଗୀତାଞ୍ଜଳି ଦାସ ହେଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂଆ କୂଳପତି

ଭୁବନେଶର,୬।୫(ବ୍ୟୁରୋ): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂଆ କୂଳପତି ଭାବେ ପ୍ରଫେସର ଗୀତାଞ୍ଜଳି ଦାସ ନିଯୁକ୍ତି ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଶୁକ୍ରବାର ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ୪ ବର୍ଷ ପାଇଁ କୂଳପତି ପଦବୀରେ ନିଯୁକ୍ତି ଦିଆଯାଇଛି। ପ୍ରଫେସର ଦାସ ହେଉଛନ୍ତି ଫକୀରମୋହନ…

ଗଛରୁ ଟାଣିଆଣି ଝୁଣିଲା ଭାଲୁ

ନୂଆପଡ଼ା ଅଫିସ,୬।୫: ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା କୋଦୋପାଲି ଗାଁର ଯୁବକ ଯୁଗଳ ବରିହା (୪୦) କେନ୍ଦୁପତ୍ର ତୋଳୁଥିବା ବେଳେ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗାଁର ୧୦ରୁ ୧୨ଜଣ ମହିଳା, ପୁରୁଷ ସ୍ଥାନୀୟ କୋଦୋପାଲି ଜଙ୍ଗଲକୁ କେନ୍ଦୁପତ୍ର ତୋଲିବାକୁ…

ଲ୍ୟାଣ୍ଡଫଲକୁ ନେଇ କ’ଣ କହିଲେ ଆଇଏମ୍‌ଡି ଡିଜି

ଭୁବନେଶର,୬।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା କେବେ ଓ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଆକଳନ ହୋଇନି ବୋଲି ଶୁକ୍ରବାର ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଉତ୍ତର ପଶ୍ଚିମକୁ ଗତିକରି ଅବପାତ ହେବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri