Home Left

ତିଲେଇବଣି ବିଡିଓଙ୍କୁ ଗିରଫ କର

ଦେବଗଡ଼,୭ା୫(ଡି.ଏନ୍‌.ଏ.): ଦେବଗଡ଼ ଜିଲା ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫଦାରିର ପ୍ରତିବାଦ କରିଛି ଭାଜପା। ବିଡିଓ ଦଳପତିଙ୍କୁ ଗିରଫ ଦାବିରେ ରାଜ୍ୟ ଭାଜପାର ଆହ୍ବାନ କ୍ରମେ ଭାଜପା ପକ୍ଷରୁ ରାଜ୍ୟର…

ଭିକ୍ଟ୍ରି ଡେ’କୁ ନେଇ ପୁଟିନଙ୍କ ମାଷ୍ଟର ପ୍ଲାନ

ମସ୍କୋ,୭ ।୫: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୨ ମାସ ପୂରଣ ହୋଇ ସାରିଲାଣି । ହେଲେ ଏବେବି ରୁଷିଆ ଆକ୍ରମଣ ମୁଡରେ ଥିବା ବେଳେ ୟୁକ୍ରେନ ବି ପ୍ରତିଆକ୍ରମଣ କରିବାକୁ ପଛାଉ ନାହିଁ । ଏବେ ସଭିଙ୍କ ନଜର ମେ’ ୯ ଉପରେ…

ବୈତରଣୀରେ ଭାସିଗଲେ ଶ୍ରମିକ

ଯାଜପୁର ଟାଉନ,୭ା୫(ଡି.ଏନ.ଏ.): ଯାଜପୁର ସହରର ଦଶାଶ୍ୱମେଧ ଘାଟ ନିକଟ ବୈତରଣୀ ନଦୀରେ ଏକ ବ୍ୟାରେଜ ନିର୍ମାଣ ଚାଲିଛି। ତେବେ ଏହି କାର୍ଯ୍ୟରେ ନିୟୋଜିତ ଜଣେ ଶ୍ରମିକଙ୍କ ଶୁକ୍ରବାର ଉକ୍ତ ନଦୀରେ ବୁଡ଼ି ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି ଜିଲାର ସୋମନାଥ…

ଫେରାର ପୂର୍ବତନ ସରପଞ୍ଚ ଗିରଫ

ଧାମନଗର,୭ା୫(ଡି.ଏନ.ଏ.): ପଞ୍ଚାୟତ ନିର୍ବାଚନ ସମୟରେ ବୁଥ୍‌ ରିଗିଂ ଅଭିଯୋଗରେ ଭଦ୍ରକ ଜିଲା ଧାମନଗର ଥାନା ପୋଲିସ ଫେରାର ଥିବା ପଧାନୀ ପଞ୍ଚାୟତର ପୂର୍ବତନ ସରପଞ୍ଚ କ୍ଷୀରୋଦ କୁମାର ଜେନାଙ୍କୁ ଶୁକ୍ରବାର ଗିରଫ କରିଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକମାନେ ପଧାନୀ…

ଟ୍ରକ୍‌ ଚଢ଼ାଇ ପିଅନଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ, ଟ୍ରକ୍‌ ଜବତ

ଚଣ୍ଡିଖୋଲ,୭ା୫(ଡି.ଏନ.ଏ.): ବଡ଼ଚଣା ଥାନା ରାଧାଦେଇପୁର ପଞ୍ଚାୟତ ଅଧୀନ ବିଲିକଣା ଗ୍ରାମରେ ଟ୍ରକ୍‌ ଚଢ଼ାଇ ପଞ୍ଚାୟତ ଅଫିସ ପିଅନଙ୍କୁ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହିତ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିଛି। ଗୁରୁବାର ଟ୍ରକ୍‌ ଚଢ଼ାଇ ରାଧାଦେଇପୁର ପଞ୍ଚାୟତ…

ଶାସକ ଦଳର ନେତାଙ୍କ ପାଇଁ ଆଇନ ଅବାଟରେ ଯାଉଛି : କଂଗ୍ରେସ

ଭୁବନେଶ୍ୱର,୭ା୫(ବ୍ୟୁରୋ): ଶାସକ ବିଜୁ ଜନତା ଦଳର ନେତା ଓ ମନ୍ତ୍ରୀଙ୍କ ଯୋଗୁ ରାଜ୍ୟରେ ଆଇନ ଅବାଟରେ ଯାଉଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ଶୁକ୍ରବାର କଂଗ୍ରେସ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବିଜେଡି ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ।…

ମାରିଉପୋଲ ଷ୍ଟିଲ ପ୍ଲାଣ୍ଟରୁ ୧୧ ଶିଶୁଙ୍କ ସମେତ ଉଦ୍ଧାର ହେଲେ ୫୦ ଜଣ

କ୍ୱିଭ,୭ ।୫: ୟୁକ୍ରେନର ମାରିଉପୋଲ ଷ୍ଟିଲ ପ୍ଲାଣ୍ଟ ସୁଡଙ୍ଗରେ ଲୁଚି ରହିଥିବା ୧୧ ଶିଶୁଙ୍କ ସମେତ ୫୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅନ୍ୟପଟେ ବିଶାଲ ପରିସରରେ ଲୁଚି ରହି ବନ୍ଦର ସହରକୁ ମସ୍କୋ କବଜାରୁ ରକ୍ଷା କରିବାକୁ…

ଫାଟକ ସମ୍ମୁଖରେ ଲହଡ଼ି ମାରୁଛି ବର୍ଷାଜଳ

ରସୁଲପୁର,୭ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଫାଟକ ସମ୍ମୁଖରେ ବର୍ଷାଜଳ ଲହଡ଼ି ଭାଙ୍ଗୁଛି। ସାମାନ୍ୟ ବର୍ଷାରେ ବିଦ୍ୟାଳୟ ସମ୍ମୁଖରେ ଯାତାୟାତ ବାଧାପ୍ରାପ୍ତ ହେଉଛି। ବିଶେଷକରି ମାଟ୍ରିକ ପରୀକ୍ଷା ଦେବା ପାଇଁ ଆସୁଥିବା ପରୀକ୍ଷାର୍ଥୀ ବହୁ ଅସୁବିଧାର ସମ୍ମୁଖୀନ…

‘ବାଘ ଇଲାକାରେ ଭାଲୁ ଦାଦାଗିରିକୁ ବରଦାସ୍ତ କରାଯିବ ନାହିଁ’

ପାପଡ଼ାହାଣ୍ଡି, ୭ା୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବିଡିଓଙ୍କୁ କୋରାପୁଟ ଜିଲା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଦୁର୍ବ୍ୟବହାର କରିଥିବା ନେଇ ବିଜେଡି ଅଭିଯୋଗ କରିଛି। ଏଥିନେଇ ନବରଙ୍ଗପୁର ଜିଲା ବିଜେଡି ପକ୍ଷରୁ ଶୁକ୍ରବାର ଏକ ପ୍ରତିବାଦ ସଭା କରାଯାଇଛି। ଶତାଧିକ…

ସବୁ ଏସ୍‌ପି ଅଫିସ ଘେରିଲା ଭାଜପା

ଭୁବନେଶ୍ୱର,୭ା୫(ବ୍ୟୁରୋ): ବିଜେଡି ଶାସନରେ ଦୁଇଟି ଆଇନ। ଶାସକ ବିଜେଡି ସଭାପତିଙ୍କ ଇଙ୍ଗିତରେ ଆଇନ କାର୍ଯ୍ୟକାରୀ ହେଉଛି। ବିଜେଡି ସପକ୍ଷବାଦୀଙ୍କ ପାଇଁ ଗୋଟେ ପ୍ରକାର ଏବଂ ବିପକ୍ଷବାଦୀଙ୍କ ଲାଗି ଆଉ ଗୋଟେ ପ୍ରକାର। ରାଜନୈତିକ ହିଂସାପରାୟଣ, ହୀନ ରାଜନୈତିକ ସ୍ବାର୍ଥ, ବିରୋଧୀଙ୍କ କଣ୍ଠରୋଧ…

ବାତ୍ୟା ଆଶଙ୍କାରେ ଖାଉଟି ସାମଗ୍ରୀର କଳାବଜାର

ଧର୍ମଶାଳା,୭ା୫(ଡି.ଏନ.ଏ.): ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଲେଣି। ବାତ୍ୟାର ପ୍ରଭାବ କିପରି ରହିବ ତାହାକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଲାଣି। ତେବେ ଏହାର ସୁଯୋଗରେ ଧର୍ମଶାଳା ବ୍ଲକ୍‌ ଅଞ୍ଚଳରେ କେତେଜଣ ଅସାଧୁ ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି…

ଡାକବାଜି ଯନ୍ତ୍ର ବ୍ୟବହାର ମୌଳିକ ଅଧିକାର ନୁହେଁ: ହାଇକୋର୍ଟ

ପ୍ରୟାଗରାଜ,୭ା୫ (ଆଇଏଏନ୍‌ଏସ୍‌): ମସ୍‌ଜିଦରେ ଡାକବାଜି ଯନ୍ତ୍ର ଲଗାଇବା ଲାଗି ଏକ ଆବେଦନକୁ ଆଲ୍ଲାହାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଡାକବାଜି ଯନ୍ତ୍ର ବ୍ୟବହାର କରିବା ମୌଳିକ ଅଧିକାର ନୁହେଁ ବୋଲି ଅଦାଲତ କହିଛନ୍ତି। ଆଜାନ ପାଇଁ ନୂରୀ ମସ୍‌ଜିଦରେ ଡାକବାଜି ଯନ୍ତ୍ର ସ୍ଥାପନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri