ୟୁକ୍ରେନରେ ଆମେ ଜମି ପାଇଁ ଲଢୁଛୁ: ପୁଟିନ
ମସ୍କୋ,୯।୫: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ରୁଷିଆ ୭୭ତମ ବିଜୟ ଦିବସ ପାଳନ କରୁଛି। ଏହି ଦିନ ରୁଷିଆ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜୟ ଘୋଷଣା କରିଥିଲା। ସୋମବାର ୭୭ତମ ବିଜୟ ଦିବସକୁ ସମ୍ବୋଧିତ କରି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ…
ଭୁବନେଶ୍ବରରୁ ଜୟପୁର ଦେଇ ଭାଇଜାଗ୍କୁ ବିମାନ ସେବା
ଭୁବନେଶ୍ୱର, ୯।୫ (ବ୍ୟୁରୋ) : ଭୁବନେଶ୍ବରରୁ ଭାଇଜାଗ୍କୁ ବିମାନ ସେବା ଆରମ୍ଭ ହେବ। ଏହା ଭାୟା ଜୟପୁର ଦେଇ ଚଳାଚଳ କରିବ । ୯ ସିଟ୍ ବିଶିଷ୍ଟ ବିମାନରେ ଯାତ୍ରୀ ଯାତ୍ରା କରିବେ। ପ୍ରାଥମିକ ପର୍ଯ୍ୟାୟରେ ବିଡିଂରେ ଇଣ୍ଡିଆନ ଏୟାରଲାଇନ୍ସ ସାମିଲ…
ଏଣିକି ଅନ୍ଲାଇନରେ ସ୍ଲଟ୍ ବୁକିଂ
କଟକ ଅଫିସ,୯।୫: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ବର୍ହିବିଭାଗ ପାଇଁ ସୋମବାରଠୁ ଅନ୍ଲାଇନରେ ସ୍ଲଟ୍ ବୁକିଂ ଆରମ୍ଭ ହୋଇଛି। ପ୍ରଫେସର ପ୍ରଶନଜିତ ମହାନ୍ତିଙ୍କ ଦ୍ୱାରା ଏହି ଅନ୍ଲାଇନ ସେବା ଆରମ୍ଭ ହୋଇଛି। www.eswasthya.odisha.gov.in ପୋର୍ଟାଲକୁ ଯାଇ ରୋଗୀମାନେ…
ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ
ଡେରାଡୁନ,୯।୫:ଉତ୍ତରାଖଣ୍ଡ ଚମ୍ପାୱାତ ଉପ-ନିର୍ବାଚନ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦଳର ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ପରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଧାମି କହିଛନ୍ତି,ଚମ୍ପାୱତ ହେଉଛି ଗୁରୁ ଗୋରେଖନାଥଙ୍କ ଭୂମି। ଏଠାକାର ବିକାଶ…
କଟକ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର
କଟକ ଅଫିସ, ୯।୫: କଟକର ନୂଆ ଡିସିପି ଭାବେ ପିନାକ ମିଶ୍ର ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସହରର ଆଇନଶୃଙ୍ଖଳା, ସାଇବର କ୍ରାଇମ ଓ ଅପରାଧ ମୁକାବିଲା ଉପରେ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି। ଅପରାଧ ଛାଡ ନ ହେଲେ…
ମାଂସ ପାଇଁ ହରିଣକୁ ପିଟିପିଟି ମାରିଦେଲେ
ପାଟଣା,୯।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ କୁମୁଳାବାହାଳି ଗାଁ ଭିତରକୁ ସୋମବାର ଏକ ମାଈ ହରିଣ ପଶି ଆସିଥିଲା। ହେଲେ ମାଂସ ଖାଇବା ଉଦ୍ଦେଶ୍ୟରେ ୨୦ରୁ ଊର୍ଦ୍ଧ୍ୱ ଲୋକ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟି ହରିଣକୁ…
ସ୍ବର୍ଗଦ୍ବାରରେ ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ ସମ୍ପନ୍ନ
ପୁରୀ ଅଫିସ,୯।୫: ବିଶିଷ୍ଠ ସାହିତ୍ୟିକ ତଥା ପଦ୍ମଶ୍ରୀ ରଜତ କରଙ୍କ ସୋମବାର ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପଦ୍ମଶ୍ରୀ ରଜତ କରଙ୍କ ଜ୍ୟେଷ୍ଠ ପୁତ୍ର ରଞ୍ଜିତ କର ମୁଖାଗ୍ନି ଦେଇଥିଲେ। ଭୁବନେଶ୍ବରସ୍ଥିତ ବାସଭବନରେ ବହୁ ବିଶିଷ୍ଟ…
ଓଲଟି ପଡ଼ିଥିବା କଇଁଛ ପାଖେ ପହଞ୍ଚିଗଲେ ଦଳବଳ , ଆଉ ତା’ ପରେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଟ୍ରେନ୍ ଟଏଲେଟ୍ରୁ ମିଳିଲା ଯୁବତୀଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ
ମୁମ୍ବାଇ,୯।୫: ମହାରାଷ୍ଟ୍ର ପାଲଘର ଜିଲା ଅନ୍ତର୍ଗତ ଡାହାନୁ ରୋଡ୍ ରେଲଓ୍ବେ ଷ୍ଟେଶନରେ ସ୍ବରାଜ ଏକ୍ସପ୍ରେସ୍ ଟ୍ରେନ୍ରୁ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବତୀଙ୍କ ନାମ ଆରତୀ କୁମାରୀ ଏବଂ ସେ ବିହାରର ହୋଇଥିବା ତାଙ୍କ ଆଧାର…
ଟଙ୍କା ପାଇଁ କରିଥାନ୍ତେ ବିସ୍ଫୋରଣ
ଚଣ୍ଡିଗଡ଼,୯।୫: ପଞ୍ଜାବର ତରନତାରନ ସାହିବ ଜିଲାରୁ ପୋଲିସ ବିସ୍ଫୋରକ ସାମଗ୍ରୀ ସମେତ ଦୁଇ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଦ୍ୱୟ ହେଲେ ଗୁଜ୍ଜରପୁରାର ବଲଜିନ୍ଦର ସିଂ ଏବଂ ଖାନୋଓ୍ବାଲ ଗ୍ରାମର ଜଗତାର ସିଂ। ସେମାନଙ୍କ ପାଖରୁ ଅଢ଼େଇ କିଲୋଗ୍ରାମ ଓଜନର…
ସାମ୍ବାଦିକଙ୍କୁ ଘରେ ନ ପାଇ ଫେରି ଆସିଲା ପୋଲିସ ଟିମ୍
ଜୟପୁର,୯।୫: ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବଢ଼ାଇବା ଏବଂ ଧର୍ମୀୟ ଭାବାବେଗକୁ ଆଘାତ ଦେବା ଅଭିଯୋଗରେ ଟିଭି ସାମ୍ବାଦିକ ଅମନ ଚୋପ୍ରାଙ୍କୁ ଗିରଫ କରିବା ଲାଗି ରାଜସ୍ଥାନର ଏକ ପୋଲିସ ଟିମ୍ ଉତ୍ତରପ୍ରଦେଶର ନୋଏଡାରେ ପହଞ୍ଚତ୍ଛି। ତାଙ୍କ ବିରୋଧରେ ବିଭିନ୍ନ ଥାନାରେ…
କଳାପଟାରେ ୭୩ ପଣିକିଆ ଲେଖିଲେ କୁନି ଛାତ୍ରୀ, ଶିକ୍ଷକ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ
ସାଧାରଣତଃ ପିଲାଦିନେ ପ୍ରଥମେ ସ୍କୁଲ ଗଲେ ଶିକ୍ଷକ ପଣିକିଆ ଘୋଷିବାକୁ ଦେଇଥାନ୍ତି। ପିଲାମାନେ ଅତିବେଶୀରେ ୨୫ ପର୍ଯ୍ୟନ୍ତ ପଣିକିଆ ମନେ ରଖିବାକୁ ସକ୍ଷମ ହୋଇଥାନ୍ତି। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ କୁନି ଛାତ୍ରୀ…
Archives


