Home Left

ହଳଦୀପଦା ଷ୍ଟେଶନରେ ରେଳରୋକୋ

ରୂପ୍‌ସା,୯ା୫(ଡି.ଏନ୍‌.ଏ.): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ପ୍ରଗତିମଞ୍ଚ ପକ୍ଷରୁ ସୋମବାର ହଳଦୀପଦା ରେଳ ଷ୍ଟେଶନରେ ସକାଳ ୬ରୁ ରେଳରୋକୋ କରାଯାଇଛି। ମୁଖ୍ୟତଃ ଏହି ଷ୍ଟେଶନରେ ବାରିପଦା- ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍‌ର ରହଣି ସହ ୧୦ ଦଫା ଦାବି ପୂରଣ ପାଇଁ…

ଗର୍ଜିଲେ ନବନୀତ

ମୁମ୍ବାଇ,୯ ।୫: ମହାରାଷ୍ଟ୍ର ଅମରାବତୀର ନିର୍ଦ୍ଦଳୀୟ ଏମପି ନବନୀତ ରାଣା ସୋମବାର ଦିଲ୍ଲୀ ଗସ୍ତ କରୁଛନ୍ତି । ହେଲେ ଦିଲ୍ଲୀ ଯିବା ପୂର୍ବରୁ ସେ ମୁମ୍ବାଇରେ ଖବରଦାତାଙ୍କ ସାମ୍ନାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ଖୁବ୍ ଗର୍ଜିଛନ୍ତି । ସେ…

ଅର୍ଥମନ୍ତ୍ରୀଙ୍କ ଭିଡ଼ିଓ ଭାଇରାଲ, ଭାଷଣ ଦେଉଥିବା ଅଧିକାରୀଙ୍କୁ ଦେଲେ ପାଣି ବୋତଲ…

ନୂଆଦିଲ୍ଲୀ, ୯।୫ : ସୋସିଆଲ ମିଡିଆରେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ୟୁଜର ଅର୍ଥମନ୍ତ୍ରୀଙ୍କୁ ପ୍ରଶଂସା କରୁଛନ୍ତି। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟର ତାଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।…

ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ବୀରାଜ’ ଟ୍ରେଲର୍‌ ରିଲିଜ୍‌

ବଲିଉଡ ଅଭିନେତା ଅକ୍ଷୟ କୁମାର ଆଜିକାଲି ୍‌ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ବୀରାଜ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପ୍ରଶଂସକ ମଧ୍ୟ ଏହି ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଆଜି ଫିଲ୍ମର ଧମାକାଦାର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଟ୍ରେଲର୍‌ରେ ଅକ୍ଷୟ କୁମାର…

ଗଞ୍ଜାମକୁ ୬ ଜାତୀୟ ପଞ୍ଚାୟତ ଆଓ୍ବାର୍ଡ, ଟିମ୍‌କୁ ଶ୍ରେୟ ଦେଲେ ଜିଲାପାଳ

ଛତ୍ରପୁର,୯ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାକୁ ୬ଟି ଜାତୀୟ ପଞ୍ଚାୟତ ଆଓ୍ବାର୍ଡ-୨୦୨୨ ମିଳିଛି। ସେଥିମଧ୍ୟରେ ଜିଲାର ହିଞ୍ଜିଳି ବ୍ଲକ, ଶେରଗଡ଼ ବ୍ଲକ, ସାରୁ ଓ କେଳୁଆପଲ୍ଲୀ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ଆଓ୍ବାର୍ଡ ମିଳିଛି। ସେହିପରି କାଇଁଚପୁର ପଞ୍ଚାୟତକୁ ଚାଇଲ୍ଡ ଫ୍ରେଣ୍ଡଲି…

ସ୍କୁଲ ଭ୍ୟାନ୍‌ରେ ଲାଗିଲା ନିଆଁ

ସୋନପୁର,୯ା୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବିନିକା ସହର କଲେଜ ଛକଠାରେ ଏକ ସ୍କୁଲ ଭ୍ୟାନ୍‌ରେ ନିଆଁ ଲାଗି ଯାଇଥିଲା। ସୌଭାଗ୍ୟବଶତଃ ଛାତ୍ରୀଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଉଲୁଣ୍ଡା ଥାନା ଶିନ୍ଧୋଲ ଅଞ୍ଚଳରୁ ବିନିକାର ଏକ…

ସୋନାକ୍ଷୀଙ୍କ ନିର୍ବନ୍ଧ ଶେଷ!

ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିବାହକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି। ସେ ଅଭିନେତା ଜାହିର ଇକବାଲଙ୍କୁ ଡେଟ୍‌ କରୁଥିବା କୁହାଯାଉଛି। ଯଦିଓ ଉଭୟ ଏନେଇ ସ୍ପଷ୍ଟ କରିନାହାନ୍ତି କିନ୍ତୁ ଦୁହିଁଙ୍କୁ ଅନେକଥର ଏକାଠି ଦେଖିବାକୁ…

ଭାରତର ମହାନ୍‌ ପରମାଣୁ ପରୀକ୍ଷଣ

ବିଗତ ୧୯୯୮ ମସିହା ମେ ୧୧ ତାରିଖ ଥିଲା ଭାରତୀୟ ବୈଜ୍ଞାନିକମାନଙ୍କ ପାଇଁ ଏକ ଗୌରବୋଜ୍ଜ୍ୱଳ ଦିବସ। ଏହି ଦିନ ଭାରତ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରି ରାଜସ୍ଥାନର ପୋଖରାନ ମରୁଭୂମିରେ ପରପର କରି ସମୁଦାୟ ତିନୋଟି ପରମାଣୁ ବୋମା…

ଧୋନୀଙ୍କ ତାତ୍ସଲ୍ୟ: ଦୁନିଆ ଶେଷ ହୋଇଯିବ ନାହିଁ…

ମୁମ୍ବାଇ,୯।୫: ଆଇପିଏଲ ୨୦୨୨ର ୫୫ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଚତୁର୍ଥ ବିଜୟ ହାସଲ କରିଛି। ସିଏସକେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ୯୧ ରନ ବ୍ୟବଧାନରେ ପରାସ୍ତ କରିଛି। ଏହା ମଧ୍ୟ ଚଳିତ ଆଇପିଏଲର ସବୁଠାରୁ ବଡ ବିଜୟ ଥିଲା।…

ଗୁଣି ସନ୍ଦେହରେ ଦମ୍ପତିଙ୍କୁ ଅଖାଦ୍ୟ ଖୁଆଇଲେ

ଫୁଲବାଣୀ ଅଫିସ, ୯ା୫: କନ୍ଧମାଳ ଜିଲା ସାରଙ୍ଗଗଡ଼ ଥାନା ଅଞ୍ଚଳରେ ଗୁଣି ଗାରେଡ଼ି ସନ୍ଦେହ କରି ଏକ ବୃଦ୍ଧ ଦମ୍ପତିଙ୍କୁ ଲୋକେ ଅଖାଦ୍ୟ ଖୁଆଇଛନ୍ତି। ସେମାନେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଲୁହା ଛଡ଼ରେ ମାଡ଼ ମରାଯିବାରୁ ତାଙ୍କ ଡାହାଣ ଗୋଡ଼…

ନଗଡ଼ାରେ ବାଲ୍ୟବିବାହ, ଜନସଂଖ୍ୟା ବଢୁଛି

ଯାଜପୁର ଅଫିସ,୯ା୫: ଆଉ ମାସକ ପରେ ଯାଜପୁର ଜିଲା ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣାର ପର୍ଦ୍ଦାଫାସକୁ ୬ ବର୍ଷ ପୂରିବ। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ତତ୍ପରତା ଅନୁପାତରେ ବିଭିନ୍ନ ଲୋକହିତକର ଯୋଜନା ସହିତ ନଗଡ଼ାକୁ ରାସ୍ତା ଫିଟିଛି। ତଥାପି ନଗଡ଼ାର ସାମାଜିକ…

ଡେପୁଟି ସୁପରିଟେଣ୍ଡେଣ୍ଟ୍‌ଙ୍କୁ ମାଡ଼ ମାରି ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ଫେରାର

ପାଟଣା,୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ବିଲା ରାମଚନ୍ଦ୍ରପୁର ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଶନିବାର ଇତିହାସ ଭୂଗୋଳ ପରୀକ୍ଷା ସରିବା ପରେ କପିକୁ ପ୍ରଶୟ ନ ଦେବାରୁ ସେଣ୍ଟରର ଡେପୁଟି ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ସାହୁଙ୍କୁ ବିଦ୍ୟାଳୟ ସମ୍ମୁଖ ଗେଟ ନିକଟରେ ମାଡ଼…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri