ପ୍ରେମିକଙ୍କ ସହ ବ୍ରେକ୍‌ଅପ୍‌ ପରେ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ

ମୁମ୍ବାଇ: ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜିକାଲି ପ୍ରେମିକ ଶୁଭମନ ଗିଲ୍‌ଙ୍କ ସହ ବ୍ରେକଅପ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ବେଶ୍‌ ଖୁସିଥିବା ଜଣାପଡୁଛନ୍ତି।

ତାଙ୍କ କେଶ ଖୋଲା ଅଛି। ଭିଡିଓ ଶେୟାର କରି ଭାଇରାଲ ବାୟାନି ଲେଖିଛନ୍ତି, ‘ସୁଇଟ୍‌ହାର୍ଟ ସାରା ତେନ୍ଦୁଲକର’ ଜଣେ ପ୍ରଶଂସକ ଲେଖିଛନ୍ତି। ଯଦି ଆପଣ ସଚିନଙ୍କୁ ଭଲ ପାଉଥିବେ ତେବେ ତାଙ୍କ ଝିଅଙ୍କୁ ଦେଖିଲେ ମଧ୍ୟ ପ୍ରେମରେ ପଡ଼ିଯିବେ।

ସାରା ଏବଂ ଶୁଭମନଙ୍କ ସମ୍ପର୍କ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯଦିଓ ଦୁହେଁ ନିଜ ସମ୍ପର୍କକୁ ନିଶ୍ଚିତ କରିନାହାନ୍ତି। ବର୍ତ୍ତମାନ ଖବର ଆସୁଛି ଯେ, ଉଭୟେ ଭାଙ୍ଗି ପଡ଼ିଛନ୍ତି। ସାରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ। ସେ ପ୍ରାୟତଃ ତାଙ୍କର ହଟ୍‌ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଏବେ ସେମିତି ଏକ ଫଟୋ ଶେୟାର କରିଛନ୍ତି।  ସାରାଙ୍କର ଇନ୍‌ଷ୍ଟାଗ୍ରାମରେ ୨୨ ଲକ୍ଷ ଫଲୋଅର୍ସ ଅଛନ୍ତି। ସେ ତାଙ୍କର ପ୍ରଶଂସକଙ୍କ ସହ କଥା ମଧ୍ୟ ହୁଅନ୍ତି। କୁହାଯାଉଛି, ସାରା ଖୁବ୍‌ଶୀଘ୍ର ଫିଲ୍ମରେ ଡେବ୍ୟୁ କରିପାରନ୍ତି। କିନ୍ତୁ ଏହା ଘୋଷଣା କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହାତକୁ ଦି’ ହାତ ହେବେ ଆଲିଆ-ରଣବୀର

ମୁମ୍ବାଇ: ବିବାହ ଋତୁ ଆରମ୍ଭରୁ ବଲିଉଡ୍‌ର ଯୋଡ଼ିକୁ ନେଇ ଚର୍ଚ୍ଚା ଚାଲିଛି। ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଓ ଭିକି କୌଶଲଙ୍କ ବିବାହ ଚର୍ଚ୍ଚାରେ ଥିବା...

ଏସିଆନ କଣ୍ଟେଟ୍‌ ଆଓ୍ବାର୍ଡ ପାଇଁ ମନୋନୀତ ହେଲେ ନୁସରତ୍‌

ମୁମ୍ବାଇ: ଏସିଆନ କଣ୍ଟେଟ୍‌ ଆଓ୍ବାର୍ଡ ପାଇଁ ଚର୍ଚ୍ଚିତ ନୁସରତ୍‌ ଭରୁଚାଙ୍କୁ ମନୋନୀତ କରାଯାଇଛି। ସେ ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏକି ଏହି ସମ୍ମାନ ପାଇବେ।...

ବ୍ରହ୍ମାସ୍ତ୍ର ପାର୍ଟ-୨ରେ ନଜର ଆସିବେ ଦୀପିକା!

ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦର୍ଶକ ଦେଖିବା ପାଇଁ ଅପେକ୍ଷା...

ବଲିଉଡ୍‌ରେ ସଫଳତାର ସହ ୩୦ ବର୍ଷ ପୂରଣ କଲେ ଅଜୟ: ପ୍ରଥମ ସିନେମାରେ ଅକ୍ଷୟଙ୍କୁ କରିଥିଲେ ରିପ୍ଲେସ୍‌

ସିଂଘମ୍‌ ଷ୍ଟାର ଅଜୟ ଦେବ୍‌ଗନ୍‌ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସଫଳତାର ସହ ୩୦ ବର୍ଷ ପୂରଣ କରିଛନ୍ତି। ‘ତାନାଜୀ: ଦି ଅନସଙ୍ଗ ଓ୍ବାରିୟର’ ଅଜୟଙ୍କ କ୍ୟାରିୟରର ୧୦୦ତମ...

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଜସି ଜୈସି କୋଇ ନେହିଁ ଫେମ୍‌

ମୁମ୍ବାଇ: ଜଣାଶୁଣା ଟିଭି ସିରିୟଲ ‘ଜସି ଜୈସି କୋଇ ନେହିଁ’ରୁ ପପୁଲାର ହୋଇଥିବା ମୋନା ସିଂହ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଆଉ ଏଥିପାଇଁ...

କ୍ୟାଟ୍ରିନାଙ୍କ ପୋଷ୍ଟରେ ଅର୍ଜୁନଙ୍କ ମଜାଦାର କମେଣ୍ଟ

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ସୋସିଆଲ ମିଡିଆରେ ବେଶୀ ଆକ୍ଟିଭ୍‌ ରୁହନ୍ତିନି। କେତେବେଳେ କେମିତି ଫ୍ୟାନମାନଙ୍କ ପାଇଁ କିଛି ଫଟୋ ଶେୟାର କରନ୍ତି। ଏବେ କିଛି...

ମାତ୍ର ୫୦ ଟଙ୍କା ପାଇଁ ଲୋକଙ୍କୁ ଖାଦ୍ୟ ପରଷୁଥିଲେ ଏହି ଚର୍ଚ୍ଚିତ ଅଭିନେତ୍ରୀ

ବଲିଉଡ୍‌ର ଚର୍ଚ୍ଚିତ ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତଙ୍କର ଆଜି ହେଉଛି ୪୨ ତମ ଜନ୍ମଦିନ। ୨୫ ନଭେମ୍ବର ୧୯୭୮ରେ ସେ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ।...

‘ବେଲ୍‌ବଟମ’ ଶୁଟିଂ ସାରି ସ୍କଟ୍‌ଲାଣ୍ଡରୁ ଭାରତ ଫେରିଲେ ଅକ୍ଷୟ

ମୁମ୍ବାଇ: ଖିଲାଡ଼ି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ବେଲ୍‌ବଟମ’ର ଶୁଟିଂ ଇତିମଧ୍ୟରେ ସରିଛି। ଶୁଟିଂ ସାରି ଅକ୍ଷୟ, ଅଭିନେତ୍ରୀ ବାଣୀ କପୁର ଏବଂ ତାଙ୍କ ପୂରା...

Advertisement
Archives

Model This Week