Home Left

ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନକୁ ଲାଗିପାରେ ଆଉ ଏକ ଝଟ୍‌କା !

ଦୁବାଇ,୨୬।୮: ଏସିଆ କପ୍‌ ୨୦୨୨ ପୂର୍ବରୁ ପାକିସ୍ତାନକୁ ଲାଗିପାରେ ଆଉ ଏକ ଝଟ୍‌କା। ପ୍ରଥମେ ଶାହିନ ଆଫ୍ରିଦି ଟୁର୍ନାମେଣ୍ଟରୁ ବାହାର ହୋଇଥିବା ବେଳେ ଗୁରୁବାର ଏକ ଅଭ୍ୟାସ ମ୍ୟାଚ୍‌ ବେଳେ ଦ୍ରୁତ ବୋଳର୍‌ ମହମ୍ମଦ ଓ୍ବାସିମ୍‌ ଜୁନିୟର ଆହତ ହୋଇଛନ୍ତି। ସେ…

ବିଲକୁ ଯାଉଥିବା ବେଳେ ଝାମ୍ପିନେଲା ଭାଲୁ

ଠାକୁରମୁଣ୍ଡା,୨୬ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅଧୀନ ସାଲେଇବେଡ଼ା ପଞ୍ଚାୟତର କାଶୀବେଡ଼ା ଗ୍ରାମରେ ଶୁକ୍ରବାର ଭାଲୁ ଆକ୍ରମଣରେ ଦମ୍ପତି ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ପ୍ରଥମେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…

ଜେଲ୍‌ରେ ଅଚେତ୍‌ ହୋଇପଡ଼ିଲେ ଅନୀଲ ଦେଶମୁଖ: ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୨୬।୮: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନ୍‌ସିପି ନେତା ଅନୀଲ ଦେଶମୁଖ ଶୁକ୍ରବାର ହଠାତ୍‌ ଜେଲ୍‌ରେ ଅଚେତ୍‌ ହୋଇ ପଡ଼ିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଅନୀଲଙ୍କ ଛାତିରେ ଯନ୍ତ୍ରଣା ହେବା…

ଶ୍ରୀସନ୍ତଙ୍କ ନୂଆ ଇନିଂସ: ଏହି ଟିମ୍‌ର କୋଚ୍‌ ଭାବେ ହେଲେ ନିଯୁକ୍ତ

ଥିରୁବନନ୍ତପୁରମ୍‌,୨୬।୮: ଦୁଇଥର ବିଶ୍ୱ ଚାମ୍ପିଅନ ଭାରତୀୟ ଦଳର ସଦସ୍ୟ ଥିବା ୩୯ ବର୍ଷୀୟ ପୂର୍ବତନ ଦ୍ରୁତ ବୋଲର୍‌ ଏସ୍‌. ଶ୍ରୀସନ୍ତ କ୍ରିକେଟରୁ ବିଦାୟ ନେବା ପରେ କୋଚ୍‌ ଭାବେ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଆବୁଧାବିରେ ଅନୁଷ୍ଠିତ ହେବାକୁ…

ସୋସିଆଲ ମିଡିଆରେ ଧର୍ମୀୟ ଭାବନାକୁୁ ଆଘାତ: ଏସ୍‌ପିଙ୍କୁ ଭେଟିଲେ ମହିଳା ମୋର୍ଚ୍ଚା

ଭଦ୍ରକ ଅଫିସ,୨୬।୮: ସାମାଜିକ ଗଣମାଧ୍ୟମ ଫେସ୍‌ବୁକରେ ଜଣେ ବ୍ୟକ୍ତି ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେଲା ଭଳି ପୋଷ୍ଟ କରିଥିବା ନେଇ ଭାଜପା ମହିଳା ମୋର୍ଚ୍ଚା ଭଦ୍ରକ ଜିଲା ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଉକ୍ତ ବ୍ୟକ୍ତି ହିନ୍ଦୁ ଦେବାଦେବୀଙ୍କ ସମ୍ପର୍କରେ…

ଲାଞ୍ଚନେଇ ଧରାପଡ଼ିଲେ ପ୍ରଧାନ ଶିକ୍ଷକ

ରାଉରକେଲା ଅଫିସ,୨୬।୮: ସୁନ୍ଦରଗଡ଼ ଜିଲା ରାଉରକେଲାସ୍ଥିତ କୁମଝରିଆ ହାଇସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୟ ସାମଲ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରି ନେଇଥିଲେ। ଓରିଜିନାଲ ମାଟ୍ରିକ ବୋର୍ଡ…

ଥାନାରେ ଦୁଇ ଯାଆ : ଦେଢ଼ଶୁରଙ୍କ ନାମରେ ନିର୍ଯାତନା ମାମଲା

ଜୟପୁର,୨୬ା୮(ନି.ପ୍ର.): ଶ୍ୱଶୁର ଘରେ ବୋହୂକୁ ଦିଆଯାଉଛି ଯୌତୁକ ନିର୍ଯାତନା। ନିର୍ଯାତନା ଦେଉଛନ୍ତି ଦୁଇ ଦେଢ଼ଶୁର । ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲା ଜୟପୁର ଥାନା ଅଞ୍ଚଳରେ। ମହିଳା ଜଣକ ତୁରନ୍ତ ନ୍ୟାୟ ଦାବିରେ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି।…

ଗୁଲାମଙ୍କ ଇସ୍ତଫା ପରେ ହାତ ଛାଡିଲେ ୫ ପୂର୍ବତନ ବିଧାୟକ

ନୂଆଦିଲ୍ଲୀ,୨୬।୮: ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ଏଭଳି ସ୍ଥିତିରେ ଜମ୍ମୁ-କଶ୍ମୀରର ୫ଜଣ ପୂର୍ବତନ ବିଧାୟକ କଂଗ୍ରେସ ଛାଡିଛନ୍ତି। ସେମାନେ ହେଲେ ଜିଏମ୍‌ ସରୁରୀ, ହାଜି ଅବଦୁଲ ରାଶିଦ, ମହମ୍ମଦ…

ଇରଫାନଙ୍କ ପ୍ରଥମ ଫିଲ୍ମର ଟ୍ରେଲର ରିଲିଜ୍‌: ଏଭଳି ପ୍ରତିକ୍ରିୟା ଦେଲେ ରାଇନା

ମୁମ୍ବାଇ: କ୍ରିକେଟ ଜଗତରେ ନିଜର ଦମ୍‌ଦାର ପ୍ରଦର୍ଶନ କରି ଲୋକପ୍ରିୟ ହୋଇଥିବା ଇରଫାନ ପଠାନ ବର୍ତ୍ତମାନ ଅଭିନୟ ଜଗତରେ ନିଜର ଇନିଂସ ଖେଳିବାକୁ ଯାଉଛନ୍ତି। ଅଜୟ ଜ୍ଞାନମୁଥୁଙ୍କ ଦ୍ୱାରା ନିର୍ଦ୍ଦେଶିତ ତାମିଲ ଫିଲ୍ମ ‘କୋବ୍ରା’ ସହିତ ଇରଫାନ ଫିଲ୍ମରେ ଡେବ୍ୟୁ କରିଛନ୍ତି।…

ସୋନାଲୀଙ୍କୁ ଦିଆଯାଇଥିଲା ଡ୍ରଗ୍ସ: ଗିରଫ ହେଲେ ୨ ସହଯୋଗୀ

ନୂଆଦିଲ୍ଲୀ,୨୬।୮: ହରିଆଣାର ଭାଜପା ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲୀ ଫୋଗାଟଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗୁରୁବାର ଆସିଥିବା ପୋଷ୍ଟମାର୍ଟମ ରିପୋର୍ଟରେ ସୋନାଲୀଙ୍କ ଶରୀରରେ କ୍ଷତଚିହ୍ନ ଥିବା ଦର୍ଶାଯାଇଥିବା ବେଳେ ଶୁକ୍ରବାର ଆଉ…

ସୋନାଲୀଙ୍କୁ ମୁଖାଗ୍ନୀ ଦେଲେ ଝିଅ ଯଶୋଧରା

ଚଣ୍ଡିଗଡ଼,୨୬।୮: ଭାଜପା ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗାଟ ଶୁକ୍ରବାର ପଞ୍ଚତତ୍ତ୍ୱରେ ବିଲୀନ ହୋଇଛନ୍ତି। ହରିଆଣାର ହିସାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ଏକମାତ୍ର ଝିଇ ଯଶୋଧରା ମୁଖାଗ୍ନୀ ଦେଇଛନ୍ତି। ଏଥିସହ ଯଶୋଧରା ତାଙ୍କ ମା’ଙ୍କ ମୃତଦେହକୁ…

ଆଲିଆଙ୍କ ଲାଟେଷ୍ଟ ଲୁକ୍‌

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଏବେ ତାଙ୍କ ପେଗ୍ନେସି ପିରିୟଡର ମଜା ଉଠାଉଛନ୍ତି । ନିକଟରେ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଥିବା ବେଳେ ସେଥିରେ ସେ ବେବି ବମ୍ପ ପ୍ଲାଣ୍ଟ କରୁଥିବା ନଜର ଆସିଛି । ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?