କ୍ୱାଲିଫାୟର-୧ରେ ରାଜସ୍ଥାନ
ମୁମ୍ବାଇ ୨୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୫ ଉଇକେଟରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରିଛି। ଫଳରେ ଗୁଜରାଟ ଟାଇଟାନ୍ସ ସହିତ ରାଜସ୍ଥାନ କ୍ୱାଲିଫାୟର-୧ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ରାଜସ୍ଥାନର ବିଜୟ ଫଳରେ ଲକ୍ଷ୍ନୌ…
ଅସନ୍ତୁଷ୍ଟ କର୍ମୀଙ୍କୁ ଦଳକୁ ଆଣିଲେ ମନ୍ତ୍ରୀ
ଝାରସୁଗୁଡ଼ା ଅଫିସ,୨୧ା୫: ବ୍ରଜରାଜନଗର ଉପନିର୍ବାଚନରେ ଅଳକା ମହାନ୍ତିଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ଦଳର ମନ୍ତ୍ରୀ, ଏମ୍ପି, ବିଧାୟକଙ୍କ ସହ ହେଭିୱେଟ ନେତୃବୃନ୍ଦ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ପ୍ରଚାର ଦାୟିତ୍ୱରେ ଥିବା ନେତାମାନେ ଅସନ୍ତୁଷ୍ଟ କର୍ମୀଙ୍କୁ ମନେଇ ଘରବାହୁଡ଼ା…
ଦୁଇଟି ପର୍ଯ୍ୟାୟରେ ରାଜ୍ୟ ସଭା ଭୋଟ: ୨୪ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ହେବ। ରାଜ୍ୟ ସଭା ଏମ୍ପି ପ୍ରସନ୍ନ ଆଚାର୍ଯ୍ୟ, ଏନ୍.ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରିଛି। ଫଳରେ…
ବଲାଙ୍ଗୀରରେ ସିରିଜ୍ ଦୁର୍ଘଟଣା: ଜଣେ ମୃତ, ୨ ଆହତ
ବଲାଙ୍ଗୀର ଅଫିସ,୨୧।୫: ବଲାଙ୍ଗୀର ଆର୍ଟିଓ ଅଫିସ ଛକ ନିକଟରେ ଶନିବାର ସିରିଜ୍ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବରଗଡ଼ର ଶ୍ରୀକାନ୍ତ ବାଗ (୩୦)। ଅନ୍ୟ ଦୁଇ ଆହତ ଚିତ୍ତରଞ୍ଜନ ମହାନ୍ତି ଓ ସାଧୁ କୁମାର ନାଏକଙ୍କୁ…
ଓଏଫ୍ଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଫ୍ଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗର ସ୍ବତନ୍ତ୍ର ସଚିବ ବରିଷ୍ଠ ଓଏଫ୍ଏସ୍ ଅଧିକାରୀ ଲାବଣ୍ୟ ଶବର ଏବେ ବିଏମ୍ସିର ଚିଫ ଫାଇନାନ୍ସ ଅଫିସର (ସିଏଫ୍ଓ) ଭାବେ କାଯର୍ର୍ୟ କରିବେ । ରାଜ୍ୟ…
ଦିଲ୍ଲୀ-ମୁମ୍ବାଇ ମ୍ୟାଚ୍ର ଫଳାଫଳ ହିଁ ଚୂଡ଼ାନ୍ତ କରିବ ପ୍ଲେଅଫ୍ ଟିମ୍
ନୂଆଦିଲ୍ଲୀ,୨୧।୫: ଚଳିତ ଆଇପିଏଲ୍ ସିଜିନର ଶନିବାର ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ । ଏହି ମ୍ୟାଚର ଫଳାଫଳ ପରେ ପ୍ଲେ-ଅଫ ଲାଇନ ଅପ୍ ଚୂଡ଼ାନ୍ତ ହେବ। ଅନ୍ୟପକ୍ଷେ ଦିଲ୍ଲୀ…
୧୪ ଜିଲାକୁ ୟେଲୋ ୱାର୍ନିଂ
ଭୁବନେଶ୍ୱର,୨୧ା୫(ବ୍ୟୁରୋ): କାଳବୈଶାଖୀ ପ୍ରଭାବ ଯୋଗୁ ରାଜ୍ୟର ୧୪ଟି ଜିଲାରେ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ପୃକ୍ତ ଜିଲାଗୁଡ଼ିକ ହେଲା- କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଅନୁଗୁଳ,…
୧୦୮ବର୍ଷ ପରେ ତୁଟିଲା ବିହାର ଜମି ବିବାଦ
ପାଟନା,୨୧।୫: ଜମି ସଂକ୍ରାନ୍ତ ଏକ ମାମଲାର ସମାଧାନ ପାଇଁ ୧୦ କି ୨୦ ବର୍ଷ ନୁହେଁ ଲାଗିଯାଇଛି ୧୦୮ ବର୍ଷ। ପାଟନାର ଭୋଜପୁର ଜିଲାର ଏ ଘଟଣା। ଦରବାରି ସିଂ ନାଥୁନି ଖାନ୍ ନାମରେ ଜଣେ ବ୍ୟକ୍ତିଙ୍କଠାରୁ ଜମି କିଣିଥିଲେ ।…
ରୁଷିଆ-ୟୁକ୍ରେନ ଯୁଦ୍ଧ: ହୀରା ବ୍ୟବସାୟ ପ୍ରଭାବିତ
ଗାନ୍ଧୀନଗର,୨୧।୫: ସୁରାଟକୁ ଭାରତୀୟ ହୀରା ବ୍ୟବସାୟର କେନ୍ଦ୍ରସ୍ଥଳ କୁହାଯାଉଥିବାବେଳେ ରୁଷିଆ ଏବଂ ୟୁକ୍ରେନ୍ ଯୁଦ୍ଧ ପାଇଁ ବ୍ୟବସାୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଜେମ୍ସ ଆଣ୍ଡ୍ ଜୁଏଲରୀ ଏକ୍ସପୋର୍ଟ ପ୍ରୋମୋଶନ୍ କାଉନସିଲର ରିଜିଓନାଲ ଚେୟାରମ୍ୟାନ୍ ଦିନେଶ ନାଭଡିଆ ଏହା କହିଛନ୍ତି। ହରା…
କୋଲକାତାରେ ଘର କିଣିଲେ ଗାଙ୍ଗୁଲି, ଯାହାର ମୂଲ୍ୟ…
କୋଲକାତା,୨୧।୫: ଭାରତୀୟ କ୍ରିକେଟ ବୋର୍ଡର ମୁଖ୍ୟ ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗର ସବୁଠାରୁ ଧନୀ ପରିବାର ମଧ୍ୟରୁ ଅନ୍ୟତମ । କୋଲକାତାର ସର୍ବଶ୍ରେଷ୍ଠ ଅଞ୍ଚଳରେ ଏକ ଘର କିଣିବା ପାଇଁ ସୌରଭ ଗାଙ୍ଗୁଲି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଯାହାର ମୂଲ୍ୟ…
‘ମହାପ୍ରଭୁଙ୍କ ଡୋରି ଲାଗିଲେ ନିଶ୍ଚୟ ଗାଇବି ଗୀତ’
ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଓଲିଉଡ୍ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ସଙ୍ଗୀତକାର ଜାପାନୀ ଥାନାରେ ଅଭିଯୋଗ ପରେ ହ୍ୟୁମାନ ମୁହଁ ଖୋଲିଛନ୍ତି। ହ୍ୟୁମାନଙ୍କ ନାଁରେ ଥିବା ଏକ ଫେସ୍ବୁକ୍ ପେଜ୍ରେ ହ୍ୟୁମାନ ଏକ ଭିଡିଓ ଶେୟାର କରିଛନ୍ତି। ହ୍ୟୁମାନ କହିଛନ୍ତି, ‘ଯେଉଁମାନେ ଏସବୁ…
ଯୁବକଙ୍କୁ କଚାଡି ମାରିଲା ଦନ୍ତା
ନୀଳଗିର,୨୧।୫(ସ୍ବ.ପ୍ର.) ବାଲେଶ୍ୱର ଜିଲା ନିଳଗିରି ବ୍ଳକ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ରାସ୍ତା ମଝିରେ ଏକ ଦନ୍ତାହାତୀ ଜଣେ ଯୁବକଙ୍କୁ କଚାଡି ମାରି ଦେଇଛି। ସେ ହେଲେ ନୀଳଗିରି ବ୍ଲକ ନରଣପୁର ପଞ୍ଚାୟତ ବାରାଗଡିଆ ଗ୍ରାମର ନନ୍ଦ ସିଂଙ୍କ ପୁଅ ଶ୍ୟାମସୁନ୍ଦର ସିଂ(୨୫)।…
Archives


