ଏହି ଦିନଠୁ ଆରମ୍ଭ ହେବ ରଣବୀର-ଆଲିଆଙ୍କ ବିବାହ ରୀତିନୀତି
ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ବେଶ୍ କିଛି ଦିନ ହେବ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଚାରି ବର୍ଷ ଧରି ଡେଟିଂ କରୁଥିବା ଏହି ଯୋଡି ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ…
ବାଇଡେନ୍ଙ୍କୁ ଉପରାଷ୍ଟ୍ରପତି ଭାବେ ସମ୍ବୋଧନ କଲେ ଓବାମା
ଓ୍ବାଶିଂଟନ୍,୬।୪: ଜୋ ବାଇଡେନ୍ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ପ୍ରଥମ ଥର ପାଇଁ ହ୍ବାଇଟ ହାଉସ ଗସ୍ତ କରିଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ସେ ବାଇଡେନ୍ଙ୍କୁ ଭେଟି ସାକ୍ଷାତକାର କରିଛନ୍ତି। ଏହି ସମୟରେ ହ୍ବାଇଟ…
ଏଲିଅନ ମଣିଷଙ୍କ ସାଙ୍ଗରେ ରହି ପୃଥିବୀ ଉପରେ ଆକ୍ରମଣ ଯୋଜନା କରୁଛନ୍ତି, ଆମେରିକା ବୈଜ୍ଞାନିକଙ୍କ ଦାବି…
ଓ୍ବାଶିଂଟନ, ୬।୪ : ଆମେରିକୀୟ ପ୍ରଫେସର ଡ. ଡେଭିଡ ଜ୍ୟାକବ ପୃଥିବୀରେ ଏଲିଏନଙ୍କ ଉପସ୍ଥିତି ବିଷୟରେ ଏକ ସମ୍ବେଦନଶୀଳ ଦାବି କରିଛନ୍ତି। ଆମେରିକୀୟ ପ୍ରଫେସର କହିଛନ୍ତି ଯେ ପୃଥିବୀରେ ଏଲିଏନ ମଣିଷଙ୍କ ସାଙ୍ଗରେ ରହୁଛନ୍ତି। ସେମାନେ ମଣିଷମାନଙ୍କୁ ଅପହରଣ କରିବା ସହିତ…
ଧାନ ନ ଉଠିବାରୁ ରାସ୍ତାରୋକ
ନିଶ୍ଚିନ୍ତକୋଇଲି, ୬।୪ (ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ସରପଡା ସମବାୟ ସମିତି ଚାଷୀଙ୍କ ଠାରୁ ଧାନ ନ କିଣିବାରୁ ଚାଷୀମାନେ ବୁଧବାର କଟକ ଚାନ୍ଦବାଲି ରାସ୍ତାର ପନସପଡ଼ିଆ ନିକଟରେ ରାସ୍ତା ରୋକ କରିଛନ୍ତି। ଚାଷୀଙ୍କୁ ଅନ୍ଲାଇନରେ ଧାନ ବିକିବା ପାଇଁ…
ପାରସ୍ପରିକ ମତଭେଦ ଭୁଲି ଦଳକୁ ସୁଦୃଢ଼ କରିବା ଆବଶ୍ୟକ: ସୋନିଆ
ନୂଆଦିଲ୍ଲୀ,୬।୪: ନିକଟରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଦଳରେ ମନ୍ଥନ ଚାଲିଛି। ବର୍ତ୍ତମାନ ଦଳ ନିଜର ଅସ୍ତିତ୍ୱ ହରାଉଥିବାରୁ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି ଉଠିଛି। ଇତିମଧ୍ୟରେ ସୋନିଆ…
ବିଜେଡିରେ ମିଶିଲେ ବିଏମ୍ସି ଓ୍ବାର୍ଡ ୯ର ସ୍ବାଧୀନ ପ୍ରାର୍ଥୀ
ଭୁବନେଶ୍ୱର,୬।୪(ବ୍ୟୁରୋ): ବିଏମ୍ସି ଓ୍ବାର୍ଡ ୯ର ସ୍ବାଧୀନ ପ୍ରାର୍ଥୀ ସୁଷମା ସାହୁ ବୁଧବାର ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ସଂଗଠନର ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ଚଳିତ ଥର ବିଏମ୍ସି ନିର୍ବାଚନରେ…
ଶରଦ ପାଓ୍ବାରଙ୍କ ରାତ୍ର ଭୋଜନରେ ସଞ୍ଜୟ-ଗଡକରୀ ସାମିଲ
ନୂଆଦିଲ୍ଲୀ,୬।୪: ମହାରାଷ୍ଟ୍ରର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏନ୍ସିପି ମୁଖ୍ୟ ଶରଦ ପାୱାର ମଙ୍ଗଳବାର ରାଜଧାନୀ ଦିଲ୍ଲୀର ଜନପଥ ୬ସ୍ଥିତ ତାଙ୍କ ବାସଭବନରେ ମହାରାଷ୍ଟ୍ରର ବିଧାୟକଙ୍କ ପାଇଁ ଏକ ରାତ୍ର ଭୋଜନର ଆୟୋଜନ କରିଥିଲେ। ଏହି ପାର୍ଟିରେ କେନ୍ଦ୍ରମନ୍ତ୍ରୀ…
ଭଲ ନ ଲାଗିବାରୁ ରୋଷ ଘର ଚୁଲି ଭାଙ୍ଗିଥିଲେ: ଏସ୍ପି
ପୁରୀ ଅଫିସ,୬।୪: ଶ୍ରୀମନ୍ଦିରରେ ରୋଷ ଘର ଚୁଲି ଭାଙ୍ଗିବା ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ସେହି ସନ୍ଦିଗ୍ଧ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳର ଜେ.ମହାପାତ୍ର,ବୟସ(୩୦)। ତେବେ ସନ୍ଦିଗ୍ଧ ଜଣଙ୍କ ଶ୍ରୀମନ୍ଦିରରେ ରୋଷ ଘର ଚୁଲି ଭାଙ୍ଗିଥିବା…
ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଘରେ ପହଞ୍ଚିଲା ବିଦ୍ରୋହ ନିଆଁ: ୪୦ହଜାର ଟନ୍ ଡିଜେଲ ପଠାଇଲା ଭାରତ
କଲମ୍ବୋ,୬।୪: ସୁନାର ଲଙ୍କା ଏବେ କାଙ୍ଗାଳ ହେବାରେ ଲାଗିଛି। ଖାଦ୍ୟଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ପର୍ଯ୍ୟନ୍ତ ସବୁ ମହଙ୍ଗା ହୋଇଛି। ପରିସ୍ଥିତି ଏଭଳି ହେଲାଣି ଯେ, ସେଠାକାର ଲୋକେ ଏବେ ଅନ୍ୟ ଦେଶଗୁଡ଼ିକରେ ଶରଣ ନେଉଛନ୍ତି। ସାମ୍ପ୍ରତିକ ପରିସ୍ଥିତି ଅନୁଯାୟୀ…
ଅଲଗା ହେବା ପରେ ପ୍ରଥମ ଥର ଫଟୋ ଶେୟାର କଲେ ସାମନ୍ଥା
ସାଉଥ୍ ଅଭିନେତା ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ୍ ପ୍ରଭୁ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଦୁହିଁଙ୍କର ୪ ବର୍ଷର ସମ୍ପର୍କକୁ ପୂର୍ଣ୍ଣଚ୍ଛେଦ ପକାଇ ଅଲଗା ହୋଇଯିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ…
ପୋଷା କୁକୁର ପାଇଁ ୪୧ ଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବେ ଅଭିନେତା
ଆର୍ଆର୍ଆର୍ ଅଭିନେତା ରାମଚରଣଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଖାଲି ପାଦରେ ଯାଉଥିବା ଦେଖିବାକୁ ମିଳିଛି। ଶୁଣିବାକୁ ମିଳୁଛି ଯେ ରାମଚରଣ କୁଆଡେ ୪୧ ଦିନ ଯାଏ ବ୍ରହ୍ମଚର୍ଯ୍ୟ ପାଳନ କରିବେ। ନିକଟରେ ରାମଚରଣ ଏକ ସାକ୍ଷାତକାରରେ କହିଥିଲେ ଯେ, ମୁଁ ପୂର୍ବରୁ ହିଁ…
ଆଜି ୧୬ କରୋନା ପଜିଟିଭ୍ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୬।୪(ବ୍ୟୁରୋ): ରାଜ୍ୟରେ ବୁଧବାର ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୬ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ…
Archives


