ଏମିତି ରୁହନ୍ତୁ ଫିଟ୍
ବର୍ତ୍ତମାନର ପରିବର୍ତ୍ତିତ ଲାଇଫ୍ଷ୍ଟାଇଲ୍ ଏବଂ କାର୍ଯ୍ୟବ୍ୟସ୍ତତା ଅନେକଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ତେଣୁ ଫିଟ୍ ରହିବା ଲାଗି ଅଳ୍ପ ବୟସରୁ ହିଁ କେତେକ କଥା ପ୍ରତି ଯନତ୍ଶୀଳ ହେବା ଆବଶ୍ୟକ। ଜାଣିରଖନ୍ତୁ ସେ ସମ୍ପର୍କରେ … ବର୍ତ୍ତମାନ ଅଧିକାଂଶଙ୍କଠାରେ…
ଆଜି ଭଉଁରୀ ଯାତ୍ରା
ପୁରୀ ଅଫିସ,୨୨।୫: ଆଜି ପବିତ୍ର ଭଉଁରୀ ଯାତ୍ରା। ରଥ ଖଳାରେ ତିନି ରଥର ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ । ପବିତ୍ର ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଆରମ୍ଭ ହୋଇଛି । ପରମ୍ପରା ଅନୁଯାୟୀ ତିନୋଟି ରଥର ଦୁଇଟି…
ପନ୍ତଙ୍କ ୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ତିଳକ
ମୁମ୍ବାଇ,୨୨।୫: ଆଇପିଏଲ୍ ୨୦୨୨ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ନିରାଶଜନକ ରହିଥିଲେ ହେଁ ଦଳର କିଛି ଖେଳାଳି ନିଜର ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେଥିରୁ ଜଣେ ହେଲେ ଯୁବ ବ୍ୟାଟ୍ସମ୍ୟାନ୍ ତିଳକ ବର୍ମା। ଚଳିତ ସିଜନରେ ତିଳକ ଦଳ ପାଇଁ…
ରାଜ୍ୟର ୭ ଜିଲାରେ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା!
ଭୁବନେଶ୍ୱର,୨୨।୫(ବ୍ୟୁରୋ): ସକାଳୁ କୋହଲା ପାଗ ସାଙ୍ଗକୁ କିଛି କିଛି ସ୍ଥାନରେ ସାମାନ୍ୟ ବର୍ଷା ମଧ୍ୟ ହୋଇଛି। ଦିନରେ ପ୍ରବଳ ଖରା ପରେ ଅପରାହ୍ନରେ ବିଭିନ୍ନ ସ୍ଥାନାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି। ରବିବାର କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, କୋରାପୁଟ, ରାୟଗଡ଼ା,…
ଆଇପିଏଲ୍ର ୧୫ ବର୍ଷର ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଘଟିଲା ଏପରି
ମୁମ୍ବାଇ,୨୨।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୫ତମ ସଂସ୍କରଣ ପାଞ୍ଚ ଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ଲାଗି ନିରାଶାଜନକ ଥିଲା। ଲଗାତାର ଭାବେ ୮ ଥର ପରାଜିତ ହେବା ପରେ ଦଳ ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍କୁ ଜିତି ଟୁର୍ନାମେଣ୍ଟରେ ଯାତ୍ରା…
ସାମାନ୍ୟ ବଢ଼ିଲା କରୋନା ସଂକ୍ରମଣ : ଆଜି ୧୫ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ ରବିବାର ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୫ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।…
ଉଦୀୟମାନ କଳାକାର
କାହାର ଅଭିନୟ ତ ଆଉ କାହାର ଗୀତ ଗାଇବାରେ ରୁଚି। ହେଲେ ଆଗକୁ ବଢ଼ିବାକୁ କେବେ ସୁଯୋଗ ପୁଣି କେବେ ମାର୍ଗଦର୍ଶନ ସାଙ୍ଗକୁ ପ୍ରୋତ୍ସାହନର ଅଭାବ। ତଥାପି ନିଜକୁ ପ୍ରତିଷ୍ଠିତ କରାଇବାକୁ ଇଚ୍ଛା ବି ଢେର୍। ଏମିତିରେ ଥରେ ଯଦି ନିଜ…
ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସକୁ ପିଟିଲେ
ବାଲିପାଟଣା,୨୨।୫(ଡି.ଏନ୍.ଏ.): ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ କୃଷ୍ଣପୁର ମେଳଣ ପଡ଼ିଆରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ସ୍ପେଶାଲ ସ୍କ୍ବାଡ୍ ଟିମ୍ ଚଢ଼ାଉ ବେଳେ ଆକ୍ରମଣର ଶିକାର ହୋଇଛି। ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ଭୟଭୀତ ହୋଇ ପୋଲିସ କର୍ମଚାରୀ ଗାଡ଼ି ଛାଡି ପଳାଇଥିଲେ।…
ଜୁନ ୮ରେ ଗୋଆରେ ନିର୍ବନ୍ଧ
ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଟେଲି ଅଭିନେତା ମନିଷ ନାଗଦେବ। ଖୁବ୍ଶୀଘ୍ର ସେ ପ୍ରେମିକା ମଲିକା ଜୁନେଜାଙ୍କ ସହ ଆଉ ପାଦେ ଆଗକୁ ବଢ଼ିବେ। ଜୁନ ୮ରେ ଏହି ଯୋଡ଼ି ଗୋଆରେ ନିର୍ବନ୍ଧ କରିବାକୁ ଯାଉଛନ୍ତି। ଏଥିପାଇଁ ସରିଛି ସମସ୍ତ…
ବିନା ଟେଣ୍ଡରରେ ଚାଲିଛି ସରକାରୀ କାମ
ନାଉଗାଁ,୨୧ା୫(ସ୍ବ.ପ୍ର): ନାଉଗାଁ ବ୍ଲକରେ ଜଗତ୍ସିଂହପୁର ପୂର୍ତ୍ତ ବିଭାଗ ତରଫରୁ ବିଭିନ୍ନ ରାସ୍ତା ମରାମତି, ଗାଡ୍ଓ୍ବାଲ ନିର୍ମାଣ କାର୍ଯ୍ୟ ଚାଲିଛି। ଏସବୁ କାର୍ଯ୍ୟ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର କିଛି କାର୍ଯ୍ୟ ପାଇଁ ଟେଣ୍ଡର ପରେ ଚୁକ୍ତିନାମା ହୋଇ ନ…
ଅନିଶ୍ଚିତତାରେ ଶୀତଳଭଣ୍ଡାର: ଚିନ୍ତାରେ ଚାଷୀ
ଜଗତ୍ସିଂହପୁର ଅଫିସ, ୨୨।୫ : ଜଗତ୍ସିଂହପୁର ଏକ କୃଷି ପ୍ରଧାନ ଜିଲା। କିନ୍ତୁ ଦୀର୍ଘ ବର୍ଷ ଧରି ଜିଲାରେ ଶୀତଳ ଭଣ୍ଡାରଟିଏ ହୋଇପାରିଲା ନାହିଁ। ଯେଉଁ କାରଣରୁ ଚାଷୀଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ୁଛି। ଏହାସତ୍ତ୍ୱେ ପ୍ରତିକାର ହୋଇପାରୁନାହିଁ। ଏନେଇ ସାଧାରଣରେ…
ସଡ଼କ ସୁରକ୍ଷା ଚଳଚ୍ଚିତ୍ର ପୁରସ୍କାର ରାଶି ବୃଦ୍ଧି
ଭୁବନେଶ୍ୱର,୨୨।୫(ବ୍ୟୁରୋ): ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବର ପୁରସ୍କାର ରାଶିକୁ ବୃଦ୍ଧି କରାଯାଇଛି। ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପୁରସ୍କାର ରାଶି ୫୦ହଜାରରୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ପ୍ରଥମ ରନର୍ସ ଅପ୍ ୪୦ ହଜାରରୁ ୮୦ ହଜାର ଓ ଦ୍ୱିତୀୟ…
Archives


