ନାଉଗାଁ ତହସିଲ: ୨୨ ପଦବୀରୁ ୧୩ ଫାଙ୍କା
ନାଉଗାଁ,୯ା୬(ସ୍ବ.ପ୍ର.): ଜନସାଧାରଣଙ୍କୁ ସୁବିଧାରେ ପ୍ରଶାସନିକ ସେବା ଯୋଗାଇ ଦେବା ସହ ରାଜସ୍ବ ଆଦାୟ ପାଇଁ ପ୍ରତି ବ୍ଲକରେ ସରକାରଙ୍କ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଅଛି। ଏହି କାର୍ଯ୍ୟାଳୟ ମାଧ୍ୟମରେ ଜମିଜମା ସଂକ୍ରାନ୍ତ କାଗଜପତ୍ର, ବିଭିନ୍ନ ପ୍ରମାଣପତ୍ର, ପ୍ରାକୃତିକ ବିପର୍ଯ୍ୟୟ ସହାୟତା ସହ…
ଜଜ ହେବେ ଉର୍ମିଳା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ପୁଣିଥରେ ଛୋଟ ପରଦାରେ ଦେଖାଦେବେ । କୋରିଓଗ୍ରାଫର-ଫିଲ୍ମ ନିର୍ମାତା ରେମୋ ଡିସୁଜାଙ୍କ ସହ ରିୟଲିଟି ଶୋ’ ଡିଆଇଡି ସୁପରମମ୍ସର ନୂଆ ସିଜନରେ ଉର୍ମିଳା ଜଜ ହେବେ ବୋଲି ଜଣାପଡିଛି । ଡିଆଇଡି ସୁପରମମ୍ସକୁ ଜଜ…
ବାପାଙ୍କ କଥା ଭୁଲି ନାହାନ୍ତି ଉଦ୍ଧବ
ମୁମ୍ବାଇ,୯ ।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ତାଙ୍କ ପିତା ବାଲ ଠାକରେ ଦେଇଥିବା କଥାକୁ ସେ କେବେ ଭୁଲିନାହାନ୍ତି । ସେ କହିଛନ୍ତି ଔରଙ୍ଗାବାଦର ନାମ ପରିବର୍ତ୍ତନ ହେବ, ନିଶ୍ଚୟ ହେବ । ମୋ ପିତା କଥା ଦେଇଥିଲେ,…
ନୁପୁର ଶର୍ମା. ସବା ନକଭି, ନବିନ ଜିନ୍ଦଲଙ୍କ ସମେତ ୯ ଜଣଙ୍କ ନାଁରେ ଏଫଆଇଆର୍
ନୂଆଦିଲ୍ଲୀ,୯ ।୬: ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ପ୍ରବକ୍ତା ନୁପୁର ଶର୍ମାଙ୍କ ବିରୋଧରେ ମହମ୍ମଦଙ୍କ ସମ୍ପର୍କରେ ଏକ ଟେଲିଭିଜନ ଡିବେଟରେ ଆପତ୍ତିଜନକ ଟିପ୍ପଣି ଦେଇଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଏଫଆଇଆର ଦେଇଛି । ଏହାସହ ମହମ୍ମଦଙ୍କୁ ନେଇ ସୋସିଆଲ ମିଡିଆରେ ଉତ୍ତେଜିତ…
ବ୍ରିଜ୍ କୋର୍ସ ସଫଳତା ଆକଳନ ସମୟ ଘୁଞ୍ଚୁଛି
ରସୁଲପୁର,୯।୬(ଡି.ଏନ.ଏ.): ଆରମ୍ଭରୁ ରସୁଲପୁର ବ୍ଲକରେ ବ୍ରିଜ୍ କୋର୍ସ ସଫଳତା ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି ବୋଲି ଅଭିଯୋଗ ହେଉଛି। ଉକ୍ତ ବ୍ଲକ୍ରେ ୨୩୮ ବିଦ୍ୟାଳୟର ୨୦ ହଜାରରୁ ଊର୍ଦ୍ଧ୍ୱ ପିଲାଙ୍କୁ ଏହି କୋର୍ସରେ ସେଭଳି କିଛି ସଫଳତା ମିଳି ନ ଥିବା କୁହାଯାଉଛି।…
ରାତି ସାଢେ ୮ଟାରୁ ପାକିସ୍ତାନରେ ବନ୍ଦହେବ ବଜାର
ଇସଲାମାବାଦ,୯ ।୬: ପାକିସ୍ତାନରେ ଦେଖାଯାଇଥିବା ଆର୍ଥିକ ସଙ୍କଟ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏବେ ସେଠାରେ ବିଜୁଳି ବଞ୍ଚାଇବା ଲାଗି ଏକ ଗୁରୁତ୍ୱପୁର୍ଣ୍ଣ ଉପାୟ ଚିନ୍ତା କରାଯାଇଛି । ପାକିସ୍ତାନ ସମାଚାର ଏଜେନ୍ସି ଜିଓ ନ୍ୟୁଜର ସୂଚନା ଅନୁଯାୟୀ,…
ଗୁପ୍ଚୁପ୍ ଖାଇ ଟଙ୍କା ନ ଦେବାରୁ ତଣ୍ଟି କାଟିଦେଲେ ଦୋକାନୀ
ପରଜଙ୍ଗ, ୯।୬(ଡି.ଏନ୍.ଏ.): ଗୁପ୍ଚୁପ୍ ଖାଇ ଟଙ୍କା ନ ଦେବାରୁ ପିଆଜକଟା ଛୁରିରେ ଗ୍ରାହକଙ୍କ ତଣ୍ଟି କାଟିଦେଲେ ଦୋକାନୀ। ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ପାଳସାହି ଗ୍ରାମରେ ବୁଧବାର ରାତିରେ ଘଟିଛି ଏଭଳି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ମୃତକ ହେଲେ…
ଇଡି କାର୍ଯ୍ୟାଳୟରେ ରାହୁଲ ହାଜର ହେବାବେଳେ କଂଗ୍ରେସ ଦେଖାଇବ ଶକ୍ତି
ନୂଆଦିଲ୍ଲୀ,୯ ।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ୧୩ ଜୁନରେ ହାଜର ହେବାର ସମୟ ଦିଆଯାଇଛି । ନ୍ୟାଶନାଲ ହେରାଲ୍ଡ ମାମଲାରେ ରାହୁଲ ଇଡିରେ ହାଜର ହେବେ । ତେବେ ଏହି ସମୟରେ କଂଗ୍ରେସ ତା’ର ଶକ୍ତି…
ଟ୍ରେନ୍ ଲାଇନ୍ଚ୍ୟୁତ: ୨୧ ମୃତ
ତେହରାନ୍, ୯ା୬: ପୂର୍ବ ଇରାନ୍ ତବାସ୍ ସହର ନିକଟରେ ବୁଧବାର ଏକ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏଥିରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆହୁରି ୪୭ ଜଣ ଆହତ ହୋଇଛନ୍ତି। ଟ୍ରେନ୍ରେ ୩୫୦ ଯାତ୍ରୀ ରହିଥିଲେ। ରାଜଧାନୀ ତେହରାନ୍ଠାରୁ ପ୍ରାୟ ୫୫୦…
ଜ୍ଞାନବାପି ସର୍ଭେ ରାୟ ଦେଇଥିବା ଜଜ୍ଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ, ୯ା୬: ଉତ୍ତରପ୍ରଦେଶ ଜ୍ଞାନବାପି ମସ୍ଜିଦ୍ରେ ଭିଡିଓଗ୍ରାଫି ସର୍ଭେ ପାଇଁ ରାୟ ଦେଇଥିବା ବାରାଣସୀ କୋର୍ଟ ଜଜ୍ ରବି କୁମାର ଦିବାକରଙ୍କୁ ହତ୍ୟା ଧମକ ମିଳିଛି। ଏ ନେଇ ତାଙ୍କ ନିକଟକୁ ଆସିଥିବା ଏକ ଧମକପୂର୍ଣ୍ଣ ଚିଠି ବାବଦରେ ସେ ପୋଲିସ…
ଇରାନରେ ମହିଳା ସମେତ ୧୨ କଏଦୀଙ୍କୁ ସାମୁହିକ ଫାଶୀ
ଦୁଜାପ,୯ ।୬: ଇରାନର ଅଧିକାରୀମାନେ ସୋମବାର ଅର୍ଥାତ୍ ଜୁନ ୬ ସକାଳେ ଜାହେଦାନ ସ୍ଥିତ ଦୁଜାପ କେନ୍ଦ୍ରୀୟ ଜେଲରେ ଜଣେ ମହିଳା ସମେତ ୧୨ ଜଣ ବଲୋଚ କଏଦୀଙ୍କୁ ସାମୁହିକ ଭାବେ ଫାଶୀ ଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ନରୱେ…
ଶ୍ରମିକ ବଦଳରେ ମେଶିନ କରୁଛି କାମ
ବାଲିଗୁଡ଼ା,୮ା୬(ଡି.ଏନ୍.ଏ.): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହେଉଛି। ମନରେଗା ଯୋଜନାରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ସରକାରୀ ନିୟମାନୁଯାୟୀ, ଏଠି ଶ୍ରମିକ କାମ କରିବା…
Archives


