ସୁନା ନା ତେଲ, ବର୍ତ୍ତମାନ ଦୁନିଆରେ କେଉଁଟା ସବୁଠୁ ଅଧିକ ଶକ୍ତିଶାଳୀ? ଉତ୍ତର ଜାଣିଲେ ହୋଇଯିବେ ତାଜୁବ
ନୂଆଦିଲ୍ଲୀ,୧୫।୧: ଗତ ପାଞ୍ଚ ବର୍ଷ ମଧ୍ୟରେ, ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି। ଉଭୟ ମୂଲ୍ୟବାନ ଧାତୁ ସମସ୍ତ ମୂଲ୍ୟ ରେକର୍ଡ ଭାଙ୍ଗି ଦେଇଛି। ଅନ୍ୟାନ୍ୟ ବିଶ୍ୱ ସମ୍ପତ୍ତି ତୁଳନାରେ ସେମାନଙ୍କର ମୂଲ୍ୟ ମଧ୍ୟ ତୀବ୍ର ଭାବରେ…
ଦାରିଙ୍ଗବାଡି କଫିର ହେବ ଭାଗ୍ୟ ପରିବର୍ତ୍ତନ: ପ୍ରତିଶ୍ରୁତି ଦେଲେ ମୁଖ୍ୟ ଶାସନ ସଚିବ
ଦାରିଙ୍ଗବାଡି,୧୫।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ କଫି ଦେଇଛି ସ୍ବତନ୍ତ୍ର ପରିଚୟ। କିନ୍ତୁ ସେହି କଫିର ଭବିଷ୍ୟତ ଦାରିଙ୍ଗବାଡିବାସୀଙ୍କୁ ନିରାଶ କରୁଛି। ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଦାରିଙ୍ଗବାଡି କଫିକୁ ବ୍ରାଣ୍ଡିଂ କରିପାରିଲେ ନାହିଁ। ସେଇ ପୁରୁଣା ଚିରାଚରିତ ଢଙ୍ଗରେ ଦାରିଙ୍ଗବାଡି…
୧୫ରୁ ଏହି ସମୟରେ ଅଚାନକ ଧନୀ ହେବେ ୬ ରାଶି! ମିଳିବ ବଡ଼ ଅଫର୍
ଜାନୁଆରୀ ୨୦୨୬ରେ, ପ୍ରତି ମାସ ପରି, ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗମନ କରିଛନ୍ତି ଏବଂ ଜାନୁଆରୀରେ, ସୂର୍ଯ୍ୟ ମକର ରାଶିରେ ଗମନ କରିଛନ୍ତି। ଜାନୁଆରୀରେ, ମକର ରାଶିରେ ସୂର୍ଯ୍ୟଙ୍କ ଗୋଚର କିଛି ରାଶି ପାଇଁ ବିଶେଷ ଲାଭଦାୟକ…
କିଏ ହେବେ ଡିଜିପି: ରେସ୍ରେ ଏହି ୩ ନାଁ
ଭୁବନେଶ୍ୱର, ୧୫।୧(ସୁନିତ୍ ମିଶ୍ର):ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ତଥା ୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ଓ୍ବାଇ. ବି. ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ମାର୍ଚ୍ଚ ୯ ତାରିଖରେ ଶେଷ ହେବାକୁ ଯାଉଛି। ହେଲେ ସେ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ପୋଲିସ ଡିଜି ଦାୟିତ୍ୱରେ ରହିବେ।…
କାଟିଦେଲେ ବନ୍ୟା ପ୍ରତିରୋଧ ଆଡ଼ିବନ୍ଧ: ଅଙ୍ଗନଦୀରୁ ବାଲି ଚୋରାଚାଲାଣ
ବଲାଙ୍ଗୀର,୧୫ା୧(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରଫାଖାଲ ଗଁା ସୀମା ଅଙ୍ଗନଦୀରୁ ବାଲି ଚୋରାଚାଲାଣ କରାଯାଉଛି। ଏଥିପାଇଁ ଦୁର୍ବୃତ୍ତମାନେ ବନ୍ୟା ପ୍ରତିରୋଧ ଆଡ଼ିବନ୍ଧକୁ କାଟିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିବା ସହ…
ପ୍ରାଥମିକ ଶିକ୍ଷାରେ ଭାଷା-ବାଧକ ନା ସମ୍ୱଳ
ଲପ ଗଛ ମୁଣ୍ଡ ଉପରକୁ ଚଢ଼ିଗଲାଣି ସୁଆଁଲ ନଟି। ଗଛରେ ଦି’କେନା ବାହୁଙ୍ଗା ଆଉ ଚାରି କାନ୍ଦି ବଉଳ। ଜାଡ଼ ପବନରେ ସଲପ ଗଛ ନିଜକୁ ଉଷୁମ କରିନେଉଛି ପଉଷ ଖରାରେ। ଦିନ ଚାରିଟା ବେଳକୁ ସମସ୍ତେ ଥଣ୍ଡାରେ ଜଡ଼ସଡ଼। ପଉଷ…
ମଣ୍ଡିରେ ମନ୍ଥର ଗତିରେ ଧାନକିଣା, ଚାଷୀ ଅସନ୍ତୁଷ୍ଟ
ଲୋଇସିଂହା,୧୫ା୧(ସୁଶାନ୍ତ ବାରିକ):ଜାନୁଆରୀ ଦ୍ୱିତୀୟ ସପ୍ତାହ ଆରମ୍ଭ ହୋଇଯାଇଛି। କିନ୍ତୁ ବିଳମ୍ବରେ ଧାନକ୍ରୟ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍ ଅଞ୍ଚଳର ବିଭିନ୍ନ ମଣ୍ଡିରେ ମାସକର ପଛୁଆ ଧାନକିଣା ଚାଲିଥିବା ଜଣାପଡିଛି। ମନ୍ଥର ଗତିରେ ଧାନକିଣାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ…
ଭ୍ରୂଣ ଶବ୍ଦ ଶୁଣିପାରେ
ମହାଭାରତର ଅଭିମନ୍ୟୁ କଥା ପ୍ରାୟ ସମସ୍ତେ ଜାଣନ୍ତି। ଚକ୍ରବୂ୍ୟହରେ ପ୍ରବେଶ କରି ଅଭିମନ୍ୟୁ କିପରି ବୀର ଦର୍ପରେ ଯୁଦ୍ଧ କରିଥିଲେ। କିନ୍ତୁ ବାହାରକୁ ବାହାରିବାର କୌଶଳ ତାଙ୍କୁ ଜଣା ନ ଥିଲା। ଚକ୍ରବୂ୍ୟହରେ ପ୍ରବେଶ କରିବା କୌଶଳ ତାଙ୍କୁ କିଏ ଶିଖାଇଥିଲା?…
ଧର୍ମୀୟ ଧାରଣାରେ ଭିନ୍ନତା
ଅନେକେ ହିନ୍ଦୁ ସଭ୍ୟତାକୁ ଭାରତୀୟ ସଭ୍ୟତା ବୋଲି କହିବାକୁ ପସନ୍ଦ କରନ୍ତି ଏବଂ ଏହା ବିଷୟରେ ବି ବହୁତ କିଛି ଆଲୋଚନା କରନ୍ତି। ହେଲେ ବାସ୍ତବତା କିଛି ଅଲଗା। ସମସ୍ତେ ଅନୁଭବ କରନ୍ତି ଯେ ସେମାନଙ୍କ ସଂସ୍କୃତି ଅନନ୍ୟ ଏବଂ ଅନ୍ୟସବୁ…
ଟ୍ରେନ୍ରୁ ଖସିପଡ଼ିଲେ ଦାଦନ ଶ୍ରମିକ: ଆଉ ତା’ପରେ ଘଟିଲା…
ନୂଆପଡ଼ା,୧୫ା୧ (ମକାରୁ ବେମାଲ):ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା ଜିଲାରେ ଦାଦନ ଶ୍ରମିକଙ୍କ ଦୁଃଖ ସରିବାର ନାଁ ନେଉନାହିଁ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକ କେତେବେଳେ ଶବ ହୋଇ ତ ଆଉ କେତେବେଳେ ଅକର୍ମଣ୍ୟ ହୋଇ ଘରକୁ ଫେରୁଛନ୍ତି। ଏଭଳି…
୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ମନୀଷା: ଶାଶୁଘରେ ଘଟିଲା…
ବରଗଡ,୧୫।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅମ୍ବାଭୋନା ଥାନା ଭୁକ୍ତା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ, ଉକ୍ତ ଗ୍ରାମର ଭୋଳାନାଥ ପାତିକାରଙ୍କ ସ୍ତ୍ରୀ ମନିଷା(୨୯)। ଶାରୀରିକ, ମାନସିକ ନିର୍ଯାତନା ଦେଇ ମନିଷାଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା…
WPL 2026: ଶେଷ ବଲ୍ରେ ରୋମାଞ୍ଚକର ବିଜୟ, ୟୁପିକୁ ହରାଇ ଚଳିତ ସିଜନରେ ଦିଲ୍ଲୀର ପ୍ରଥମ ବିଜୟ
ମୁମ୍ବାଇ,୧୪।୧: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ରେ ଦେଖିବାକୁ ମିଳିଛି ଏକ ହାଇ-ଭୋଲଟେଜ୍ ମ୍ୟାଚ୍। ନବି ମୁମ୍ବାଇର ଡି.ୱାଇ ପାଟିଲ୍ ଷ୍ଟାଡିୟମଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟରେ ୟୁପି ୱାରିୟର୍ସକୁ ପରାସ୍ତ କରିଛି। ଏହି ବିଜୟ ସହ…
Archives


