ପ୍ରେମିକା ରାଗିଥିଲେ ଭୁଲରେ ବି କୁହନ୍ତୁ ନାହିଁ ଏହି ୫ କଥା, ନହେଲେ ହୋଇଯିବ ବ୍ରେକ୍ଅପ୍!
ଯେଉଁ ସମ୍ପର୍କରେ ଝଗଡ଼ା, ବାଦ ବିବାଦ ନ ଥାଏ, ତାହା ହୃଦୟରୁ ନୁହେଁ କେବଳ ମନରୁ ବୋଲି କହିପାରିବା। ହେଲେ ଅନେକ ସମୟରେ ପ୍ରେମିକଙ୍କ କିଛି କଥାକୁ ନେଇ ପ୍ରେମିକା ଅତ୍ୟଧିକ ରାଗି ଯାଇଥାନ୍ତି। ଏହାପରେ ପ୍ରେମିକ ତାଙ୍କୁ ବୁଝାଇବାରେ ଲାଗି…
୩୯ଟି ଦେଶରେ ୧୬୦୦ମଙ୍କିପକ୍ସ ମାମଲା: ଘୋଷଣା କରାଯାଇପାରେ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି, ଜରୁରୀ ବୈଠକ ଡକାଇଲା ‘ହୁ’
ଜେନେଭା,୧୫।୬: କରୋନା ପରେ ଏବେ ସାରା ବିଶ୍ୱରେ ଚିନ୍ତା ବଢ଼ାଉଛି ମଙ୍କିପକ୍ସ। ସାରା ବିଶ୍ୱରେ ମଙ୍କିପକ୍ସର ବୃଦ୍ଧି ଓ ବିସ୍ତାରକୁ ନେଇ ବିଶ୍ୱ ସୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍ଓ) ଏବେ ଚିନ୍ତା ପ୍ରକଟ କରିଛି। ମଙ୍କିପକ୍ସ ବିଶ୍ୱବ୍ୟାପି ବିସ୍ତାର ଅସ୍ବାଭାବିକ ଏବଂ ଚିନ୍ତାଜନକ ବୋଲି…
୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨ କରୋନା ପଜିଟିଭ୍
ଭୁବନେଶ୍ୱର,୧୫।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ପିଲା ଜଣେ ଜଣ ଅଛନ୍ତି। ସେହିପରି କ୍ୱାରାଣ୍ଟାଇନ୍ରୁ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୯ ରହିଛନ୍ତି।…
‘ବାହୁବଳୀ-୨’କୁ ପଛରେ ପକାଇବ ‘ବିକ୍ରମ’!
ସାଉଥ୍ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍ ହେବା ପରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି। ବର୍ତ୍ତମାନ ଏହି ଫିଲ୍ମଟି ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲିଙ୍କ ଫିଲ୍ମ ବାହୁବଳୀ-୨କୁ ଅତିକ୍ରମ କରିବାକୁ ଯାଉଛି। ଏହି ମାଇଲଖୁଣ୍ଟ ହାସଲ…
ମୁଁ କାର୍ତ୍ତିକଙ୍କୁ ଟି୨୦ ବିଶ୍ୱକପ୍ ଟିମ୍ରେ ରଖିବି ନାହିଁ: ଗମ୍ଭୀର
ନୂଆଦିଲ୍ଲୀ,୧୫।୬: ଆଇପିଏଲ୍ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଏକ ଫିନିଶର ଭାବେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ଦୀନେଶ କାର୍ତ୍ତିକ। ଏହାକୁ ନେଇ ତାଙ୍କୁ ଟି-୨୦ ବିଶ୍ୱକପ୍ରେ ଫିନିଶର ଭାବେ ଚୟନ କରାଯିବା ଉଚିତ ବୋଲି ପ୍ରଶଂସକମାନେ ଦାବି କରି ଆସୁଛନ୍ତି।…
ତୃତୀୟ ଦିନରେ ପୁଣି ଇଡିରେ ହାଜର ହେବେ ରାହୁଲ
ନୂଆଦିଲ୍ଲୀ,୧୫।୬: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତୃତୀୟ ଦିନ ଲାଗି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ। ମଙ୍ଗଳବାର ୯ ଘଣ୍ଟାର ପଚରାଉଚରା ପରେ ପୁଣି ଥରେ ବୁଧବାର ପଚରାଉଚରା କରାଯିବ। ସେହିପରି ସୋମବାର…
୧୩ଦିନରେ ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ: ବ୍ୟାଙ୍କ ମ୍ୟାନେଜରଙ୍କ ହତ୍ୟାକାରୀଙ୍କ ସମେତ ୨ଆତଙ୍କବାଦୀ ନିପାତ
ଶ୍ରୀନଗର,୧୫।୬: ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଟଳିପଡ଼ିଲେ କଶ୍ମୀରରେ ଟାର୍ଗେଟ କିଲିଂ ସମୟରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରିଥିବା ଆତଙ୍କବାଦୀ। ଜମ୍ମୁ-କଶ୍ମୀର ଶୋପିଆନ ଜିଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ହତ୍ୟାକାରୀ ଆତଙ୍କବାଦୀଙ୍କ ସମେତ ୨ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଗୁଳିକରିଛନ୍ତି। ଏହି…
ଶ୍ରୀମନ୍ଦିରରେ ଆଜିଠୁ ଅଣସର ନୀତି, ଦର୍ଶନ ପାଇଁ ଅଲାରନାଥ ପୀଠରେ ଭିଡ଼
ପୁରୀ ଅଫିସ,୧୫।୬: ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ଅଣସର ନୀତି। ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ଥିବାରୁ ଦର୍ଶନ ପାଇଁ ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ପରମ୍ପରା ଅନୁଯାୟୀ ରାତି ପ୍ରାୟ ସାଢ଼େ ତିନିଟାରୁ…
ଛୁଟି ନେଇ ଚାଷ କର
କଲମ୍ବୋ, ୧୫ା୬: ଅର୍ଥ ଓ ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବା ରାଷ୍ଟ୍ରଦ୍ୱୀପ ଶ୍ରୀଲଙ୍କା ସରକାର ପ୍ରଶାସନିକ ଅଧିକାରୀଙ୍କୁ ଏବେ ଚାଷ କରିବା ପାଇଁ ପ୍ରୋତ୍ସହିତ କରୁଛନ୍ତି। ଅତିରିକ୍ତ ଛୁଟି ନେଇ ସେମାନେ ନିଜ ବାଡ଼ି ବଗିଚାରେ ଚାଷ କରି ଫସଲ…
ସପ୍ତାହେ ହେଲାଣି ଶୋଇନାହାନ୍ତି ଆଲିଆ, ନିଦ ହଜିଛି..
ବମ୍ବେ: ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଖିରେ ନିଦ ନାହିଁ। ଦିନେ କି ଦୁଇ ଦିନ ନୁହେଁ ସେ ଗତ ସପ୍ତାହେ ହେଲାଣି ଶୋଇ ନାହାନ୍ତି। ଆପଣ ଭାବୁଥିବେ ରଣବୀର କପୁରଙ୍କ ପାଇଁ। ହେଲେ ନା। ଜୁନ ୧୫ ଅର୍ଥାତ ବୁଧବାର…
ବୁଲ୍ଡୋଜର ଆକ୍ସନ ଆଇନର ପରିହାସ
ନୂଆଦିଲ୍ଲୀ, ୧୫ା୬: ପ୍ରଫେଟ ବିବାଦକୁ କେନ୍ଦ୍ର କରି ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ଘର ଉତ୍ତରପ୍ରଦେଶ ପ୍ରଶାସନ ବୁଲ୍ଡୋଜରରେ ଭାଙ୍ଗିବାକୁ ନେଇ କେତେଜଣ ପୂର୍ବତନ ବିଚାରପତି ଏବଂ ଆଇନଜୀବୀ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍. ଭି. ରମନାଙ୍କୁ ଚିଠି ଲେଖିଛନ୍ତି। ଏପରି…
ପାସ୍ପୋର୍ଟ ଫେରିପାଇଲେ ଲାଲୁ
ପାଟନା,୧୫ା୬: ପାଟନାର ସିବିଆଇ କୋର୍ଟ ମଙ୍ଗଳବାର ଆର୍ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ପାସ୍ପୋର୍ଟ ଫେରାଇ ଦେଇଛି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କ ପାସ୍ପୋର୍ଟ ଜବତ କରିଥିଲା। ପାସ୍ପୋର୍ଟ ଅବଧି ଶେଷ ହୋଇଥିବାରୁ ତାଙ୍କୁ ନବୀକରଣ କରିବାକୁ ହେବ। କିଡ୍ନୀ…
Archives


