Home Left

ମୁଶରଫ ଚାହିଁଲେ ଦେଶକୁ ଫେରିପାରିବେ

ଇସ୍‌ଲାମାବାଦ,୧୫।୬: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଖରାପ୍‌ ରହିଛି। ଏହି ସମୟରେ ସେ ସୁସ୍ଥ ହେବା ବହୁତ କଷ୍ଟକର ବୋଲି କୁହାଯାଉଛି। ଗତ ୩ସପ୍ତାହ ଧରି ୭୮ବର୍ଷୀୟ ମୁଶରଫଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଇତିମଧ୍ୟରେ ପୂର୍ବତନ…

୭ଦିନିଆ ରିମାଣ୍ଡରେ ବିଷ୍ଣୋଇ

ଚଣ୍ଡିଗଡ଼,୧୫।୬: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେ ୱାଲାଙ୍କ ହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ବୁଧବାର ମାନସା କୋର୍ଟରେ ପଞ୍ଜାବ ପୋଲିସ ମୁଖ୍ୟ ବିଚାରପତିଙ୍କ ନିକଟରେ ହାଜର କରିଥିଲା। ଏହି ମାମଲାର ଶୁଣାଣି ପରେ କୋର୍ଟ ଗ୍ୟାଙ୍ଗଷ୍ଟର ବିଷ୍ଣୋଇଙ୍କୁ…

ଔରଙ୍ଗାବାଦରେ ବଣ୍ଟାଗଲା ଶସ୍ତା ପେଟ୍ରୋଲ: ଲିଟର ପିଛା ୫୪ଟଙ୍କା

ଔରଙ୍ଗାବାଦ,୧୫।୬: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେଙ୍କ ମଙ୍ଗଳବାର ଜନ୍ମଦିନ ପାଳନ କରାଯାଇଛି। ଏହି ସମୟରେ ଦଳର ନେତାମାନେ ରାଜ ଠାକରେଙ୍କ ଜନ୍ମଦିନକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି। ଏହିକ୍ରମରେ ଜନ୍ମଦିନର ବିଶେଷ ଅବସରରେ ଔରଙ୍ଗାବାଦ ଜିଲାରେ ସାଧାରଣ ଜନତାଙ୍କୁ…

ନରେନ୍ଦ୍ର ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

ପୁରୀ ଅଫିସ, ୧୫।୬: ପୁରୀ ନରେନ୍ଦ୍ର ପୋଖରୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ସ୍ମୃତିରଞ୍ଜନ ସାହୁ। ତାଙ୍କ ଘର ଯାଜପୁର ଜିଲା ବରୀ ଅଞ୍ଚଳରେ। ସେ ବରୀ କଲେଜର ଛାତ୍ର। ମଙ୍ଗଳବାର ସ୍କୃତିରଞ୍ଜନ ସ୍ନାନ…

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ପାଟଣା,୧୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଗୋଧିରାମପଡ଼ା ଗ୍ରାମରେରେ ଭାଲୁ ଆକ୍ରମଣରେ ବୁଧବାର ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ସେ ହେଲେ ଘନଶ୍ୟାମ ମୁଣ୍ଡା। ଗୁରତର ଅବସ୍ଥାରେ ପ୍ରଥମେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ…

ହସ୍ପିଟାଲରୁ ବାହାରିଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଶୁଟିଂ ସେଟ୍‌ରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ସେ ହାଇଦ୍ରାବାଦରେ ତାଙ୍କ ପରବର୍ତ୍ତୀ ଫିଲ୍ମ କେର ଶୁଟିଂ ସେଟ୍‌ରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ…

ପୁଣି ଦିଲ୍ଲୀ-ମୁମ୍ବାଇରେ ବଢ଼ୁଛି କରୋନା ମିଟର

ନୂଆଦିଲ୍ଲୀ/ମୁମ୍ବାଇ,୧୫।୬: ଦେଶରେ କରୋନା ଭାଇରସ୍‌ ଏବେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଯାହା ଏବେ ସରକାରଙ୍କ ଚିନ୍ତାର କାରଣ ପାଲଟିଛି। କୋଭିଡର ପୂର୍ବ ଲହର ଭଳି ଦିଲ୍ଲୀ ଏବଂ ମୁମ୍ବାଇର ଅବସ୍ଥା ପୁଣି ଥରେ ଖରାପ ହେବାରେ ଲାଗିଛି। ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ…

ଅଭିନେତାଙ୍କ ନାଁରେ ଠକେଇ ଅଭିଯୋଗ

ଟିଭି ଧାରାବାହିକର ଜଣାଶୁଣା ଅଭିନେତା କରଣଭୀର ବୋହରାଙ୍କ ନାଁରେ ଠକେଇ କରିଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜଣେ ୪୦ ବର୍ଷିୟା ମହିଳା କରଣଭୀରଙ୍କ ସମେତ ୬ ଜଣଙ୍କ ନାଁରେ ଠକେଇ କରିଥିବା ଅଭିଯୋଗ ଆଣିଛନ୍ତି।…

ଶୁଟିଂ ସେଟ୍‌ରେ ଆହତ ହେଲେ ଏହି ଅଭିନେତ୍ରୀ

ଟିଭି ଅଭିନେତ୍ରୀ ପ୍ରଣାଳି ରାଠୋରଙ୍କୁ ଦର୍ଶକ ଖୁବ୍‌ ପସନ୍ଦ କରନ୍ତି। ତେବେ ପ୍ରଣାଳିଙ୍କ ପ୍ରଂଶସକଙ୍କ ପାଇଁ ଏକ ଦୁଃଖଦ ଖବର ଆସିଛି। ସିରିଏଲର ସେଟ୍‌ରେ ସେ ଆହତ ହୋଇଛନ୍ତି । ଅନେକ ଜଣଙ୍କ ମନରେ ଏହା ଆସୁଥିବ ଯେ, ସେ ବର୍ତ୍ତମାନ…

ରାସାୟନିକ କାରଖାନାରେ ବିସ୍ଫୋରଣ, ୧୩୩ ଆହତ…

ତେହେରାନ, ୧୫।୬ : ଇରାନର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିଛି। ଏଥିରେ ୧୩୩ ଜଣ ଆହତ ହୋଇଛନ୍ତି। ଦେଶର ସରକାରୀ ଟେଲିଭିଜନ କହିଛି ଯେ ତେହେରାନର ଦକ୍ଷିଣରୁ ପ୍ରାୟ ୭୭୦ କିଲୋମିଟର ଦୂରରେ ଥିବା ଫାର୍ସ ପ୍ରଦେଶର ଦକ୍ଷିଣରେ ଥିବା…

ମମତାଙ୍କ ବୈଠକକୁ ଯିବେନି କେସିଆର

ନୂଆଦିଲ୍ଲୀ,୧୫।୬: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି କରି ଆଜି ଦିଲ୍ଲୀରେ ମମତା ବାନାର୍ଜୀ ବୁଧବାର ଏକ ବୈଠକ ଡାକିଛନ୍ତି। ହେଲେ ସେହି ବୈଠକରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି (ଟିଆରଏସ) ଆଜି ବୈଠକରେ ସାମିଲ…

ରିଲିଜ ହେଲା ‘ବ୍ରହ୍ମାସ୍ତ୍ର’ର ଟ୍ରେଲର୍‌, ଦର୍ଶକ କହିଲେ ‘ବ୍ଲକ୍‌ବଷ୍ଟର…

ବମ୍ବେ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର। ଫିଲ୍ମ ରିଲିଜକୁ ଆଉ କିଛି ସମୟ ଥିବା ବେଳେ ନିର୍ମାତାମାନେ ଏହାର ଟ୍ରେଲର ରିଲିଜ କରିଛନ୍ତି। ଏହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ୨ ମିନିଟ ୫୧ ସେକେଣ୍ଡର ଭିଡିଓରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri