Home Left

ରାଷ୍ଟ୍ରପତି ନିର୍ବାଚନ: ମିଳିତ ପ୍ରାର୍ଥୀ ଦେବେ ବିରୋଧୀ

ନୂଆଦିଲ୍ଲୀ,୧୫।୬: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଜଣେ ସାଧାରଣ ପ୍ରାର୍ଥୀ ଦେବାକୁ ବିରୋଧୀ ଦଳର ନେତାମାନେ ନିଷ୍ପତ୍ତି ନେଇଛନ୍ତି।…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ କଂଗ୍ରେସ ନେତା

ପୁଣେ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ନେତା ଶେଖ ହୁସେନ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଶେଖ ହୁସେନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ଭାଷା ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଧାରା ୨୯୪ ଏବଂ ଧାରା ୫୦୪ ଅନୁଯାୟୀ…

ମା’ଙ୍କ ୧୦୦ତମ ଜନ୍ମଦିନରେ ଗୁଜରାଟ ଯିବେ ମୋଦି

ନୂଆଦିଲ୍ଲୀ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ ମୋଦି ଆସନ୍ତା ଜୁନ୍‌ ୧୮ରେ ନିଜର ୧୦୦ତମ ଜନ୍ମଦିନ ପାଳନ କରିବେ। ଏହି ସ୍ବତନ୍ତ୍ର ଦିନରେ ତାଙ୍କୁ ଭେଟିବାକୁ ପ୍ରଧାନମନ୍ତ୍ରୀ ଗାନ୍ଧିନଗର ଯିବେ ବୋଲି ସୂଚନା ମିଳିଛି। ଏହି ଅବସରରେ ଭାଡନଗରର ହାଟକେଶ୍ୱର…

ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌ ହେଲେ ରୁଟ୍‌

ଦୁବାଇ,୧୫।୬: ଆଇସିସି ଦ୍ୱାରା ପ୍ରକାଶିତ ର଼୍ୟାଙ୍କିଙ୍ଗରେ ଇଂଲଣ୍ଡର ଜୋ ରୁଟ ଟେଷ୍ଟରେ ନମ୍ବର ୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୧୭୬ର ଏକ ପାଳି ଖେଳିଥିଲେ। ଗତ ବର୍ଷ ଡିସେମ୍ବରରୁ ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ୍‌ ନମ୍ବର -୧ରେ…

ଗାଧୋଇଲା ବେଳେ ଟାଣି ନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ,୧୫।୬(ଡି.ଏନ୍‌.ଏ.): କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତ ରାଉଳିଆ ଗାଁରେ । ସୂଚନାଯୋଗ୍ୟ, ରାଉଳିଆ ଗାଁର ମଞ୍ଜୁଲତା ସାମଲ କଣ୍ଠିଆ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା…

ପୁଣି ଏକ ରେକର୍ଡ ହାସଲ କଲେ ସୁନା ପୁଅ

ହେଲସିଙ୍କି,୧୫।୬: ଭାରତର ଜାଭେଲିନ ଥ୍ରୋ’ ଖେଳାଳି ନୀରଜ ଚୋପ୍ରା ପୁଣି ଏକ ରେକର୍ଡ କରିଛନ୍ତି। ୮୯.୩୦ ମିଟର ଦୂରତା ଜାଭଲିନ୍‌ ପକାଇ ନିଜ ରେକର୍ଡ ଭାଙ୍ଗି ଏକ ନୂତନ ଜାତୀୟ ରେକର୍ଡ କରିଛନ୍ତି। ଫିନଲ୍ୟାଣ୍ଡର ତୁର୍କୁରେ ପାଭୋ ନୁରମି ଗେମ୍ସରେ ନୀରଜ…

ବୃହତ୍‌ ଭାସମାନ ରେଷ୍ଟୁରାଣ୍ଟ ବନ୍ଦ ହେଲା…

ହଂକଂ, ୧୫।୬ : କରୋନା ମହାମାରୀ ଯୋଗୁ ହଂକଂର ବୃହତ ଭାସମାନ ରେଷ୍ଟୁରାଣ୍ଟ ବନ୍ଦ ହୋଇଯାଇଛି। ମଙ୍ଗଳବାର ହଂକଂ ବନ୍ଦରରୁ ଏହି ଭାସମାନ ରେଷ୍ଟୁରାଣ୍ଟକୁ ହଟାଇ ଦିଆଯାଇଛି। ଭାସମାନ ରେଷ୍ଟୁରାଣ୍ଟର ମୂଳ କମ୍ପାନୀ ଏକ ନୂତନ ମାଲିକ ଖୋଜି ପାଇଲା ନାହିଁ…

କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି

ନଟିଂହାମ,୧୫।୬:ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ଶେଷ ଦିନରେ ଇଂଲଣ୍ଡକୁ ୭୨ ଓଭରରେ ୨୯୯ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ବେନ ଷ୍ଟୋକ୍ସ ନେତୃତ୍ୱାଧୀନ ଦଳ ଏହାକୁ ମାତ୍ର ୫୦ ଓଭରରେ ହାସଲ କରିଥିଲା।…

ମା’ ପାଣି ପିଉଥିବା ବେଳେ ପଛରୁ ଏମିତି କରୁଛି ଛୁଆ, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

କୁକୁଡ଼ା ଫାର୍ମରେ ଚିଆଁ ଛାଡ଼ିବାକୁ ନେଇ ଗାଁରେ ଉତ୍ତେଜନା

ପାଟଣା,୧୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅଙ୍କୁରା ଗ୍ରାମର ଝପାସାହିରେ ଏକ ମେଗା ବ୍ରୟେଲର ଫାର୍ମରେ ବୁଧବାର ସକାଳୁ ଫାର୍ମ ମାଲିକ ନିତ୍ୟାନନ୍ଦ ମାହନ୍ତ ଚିଆଁ ଛାଡିବାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି। ଏହାକୁ ବିରୋଧ କରି…

ମମତାଙ୍କ ବୈଠକରେ ଯୋଗଦେବେନି ଏଆଇଏମ୍‌ଆଇଏମ୍‌-ଟିଆରଏସ୍‌

ନୂଆଦିଲ୍ଲୀ,୧୫।୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ରଣନୀତି ଉପରେ ଆଲୋଚନା କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୂଆଦିଲ୍ଲୀରେ ଏକ ବୈଠକ ଡକାଇଛନ୍ତି। ବୁଧବାର ଦ୍ୱିପ୍ରହର ୩ଟାରେ କନ୍‌ଷ୍ଟିଟ୍ୟୁସନ୍‌ ହଲ୍‌ରେ ହେବାକୁ ଥିବା ଏହି ବୈଠକରେ ବିରୋଧୀ ଦଳର ନେତାଙ୍କୁ…

ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର,୧୫।୬(ବ୍ୟୁରୋ): ଜୁଲାଇ ୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ । ଏହି ୨୪ ଦିନିଆ ଅଧିବେଶନରେ ଚଳିତ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆସିବ । କରୋନା ସଂକ୍ରମଣ କମିଥିବାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri