ମ୍ୟାଚ ସମୟରେ ପଡିଆ ଭିତରକୁ ପଶି ଆସିଲେ ପ୍ରଶଂସକ, ଆଉ ତା’ପରେ… ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୪।୧୨: ବିରାଟ କୋହଲିଙ୍କ ପ୍ରଶଂସକମାନେ ପ୍ରାୟତଃ ସୁରକ୍ଷାକୁ ଏଡ଼ାଇ କ୍ରିକେଟ ପଡ଼ିଆରେ ପ୍ରବେଶ କରିଛନ୍ତି। ରାଞ୍ଚିରେ ପ୍ରଥମ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସମୟରେ ଏହା ଘଟିଥିଲା। ରାୟପୁରରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ସମାନ ଘଟଣା ଘଟିଛି। ଭାରତୀୟ ଇନିଂସ ସମୟରେ ପାନୀୟ…
ଟିମ ଇଣ୍ଡିଆର ବଡ଼ ଭୁଲ! ବିଶାଳ ସ୍କୋର କରି ମଧ୍ୟ ହାରିଗଲେ ମ୍ୟାଚ, ଖେଳକୁ ବିଗାଡିଦେଲେ ଏହି ୫ ଖେଳାଳି
ନୂଆଦିଲ୍ଲୀ,୪।୧୨: ରାୟପୁରରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ODI ସିରିଜର ଦ୍ୱିତୀୟ ମ୍ୟାଚରେ, ଟିମ ଇଣ୍ଡିଆ ୩୫୮ରନର ବିଶାଳ ସ୍କୋର କରିଥିଲା। ରୁତୁରାଜ ଗାଏକ୍ୱାଡ ଏବଂ ବିରାଟ କୋହଲିଙ୍କ ଶତକ ବିଜୟର ଆଶା ସୃଷ୍ଟି କରିଥିଲା। ଭାରତୀୟ ବୋଲିଂ ଏବଂ ଫିଲ୍ଡିଂ ଏତେ…
ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଗଲେ ବୃଦ୍ଧବୃଦ୍ଧା, ତା’ପରେ…
ଦେବଗଡ଼,୪।୧୨ (ଶଶାଙ୍କ ଶେଖର ଝାଙ୍କର): ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାବେଳେ ବୃଦ୍ଧା ଗୁରୁତର ହୋଇଛନ୍ତି। ରିଆମାଳ ରେଞ୍ଜ ଜୁରାଡଙ୍ଗା ଗ୍ରାମରେ ଗୋଠ ଛଡା ଦନ୍ତାହାତୀ ଉପଦ୍ରବରେ ଏଭଳି ଘଟଣା ଘଟିଛି। ମତକ ହେଲେ ଜୁରାଡଙ୍ଗା ଗ୍ରାମର କୁଞ୍ଜ ଦେହୁରୀ…
ମୋଦିଙ୍କ ସହ ବ୍ୟକ୍ତିଗତ ରାତ୍ରୀଭୋଜନ କରିବେ ପୁଟିନ୍, ଭାରତ ଗସ୍ତରେ ବଡ଼ ଘୋଷଣା କରିପାରନ୍ତି ରୁଷିଆ ରାଷ୍ଟ୍ରପତି
ନୂଆଦିଲ୍ଲୀ,୪।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗୁରୁବାର ଦୁଇ ଦିନିଆ ରାଜ୍ୟ ଗସ୍ତରେ ଭାରତ ଆସିବେ। ସେ ପ୍ରାୟ ଅପରାହ୍ନ ୪:୩୦ ସମୟରେ ଦିଲ୍ଲୀରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ତାଙ୍କ ଆଗମନର କିଛି ଘଣ୍ଟା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ବିଜୟ ପରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଦେଲେ ବିସ୍ଫୋରକ ବୟାନ: ଭାରତ ବିପକ୍ଷରେ ଖେଳିବା…
ନୂଆଦିଲ୍ଲୀ,୪।୧୨: ଭାରତ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଚାରି ଉଇକେଟ୍ରେ ବିଜୟ ହାସଲ କରି ଦକ୍ଷିଣ ଆଫ୍ରିକାର ଅଧିନାୟକ ଟେମ୍ବା ବାଭୁମା ଖୁସି ପ୍ରକାଶ କରିଛନ୍ତି। ସେ ମ୍ୟାଚଟିକୁ “ଅବିଶ୍ୱସନୀୟ” ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଭାରତୀୟ ଦଳ ବିପକ୍ଷରେ ଖେଳିବା…
ଗୋଟିଏ ସମୟରେ ଜିଲାରେ ଦୁଇ ଦୁଇଟି ମହୋତ୍ସବ: ଦାରିଙ୍ଗବାଡିରେ ବଢିଲା ଅସନ୍ତୋଷ
ଦାରିଙ୍ଗବାଡି, ୪।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଠାରେ ଆସନ୍ତା ଜାନୁଆରୀ ୮ ଠାରୁ ୧୨ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ କରାଯିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଛି । ଏନେଇ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ…
ଏଇ ଭାରତରେ
ସୀମା ସଶସ୍ତ୍ର ବଳ(ଏସ୍ଏସ୍ବି)ରେ ଦେଶକୁ ସୁରକ୍ଷା ଦେବା ଲାଗି ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସହ ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଉତ୍କୃଷ ପାଣ୍ଡେ। ସେ ଉତ୍ତରପ୍ରଦେଶ ପ୍ରତାପଗଡ଼ ଭଦାଉନ୍ ଗାଁରେ ୭ ଏକର ଫାର୍ମରେ ଜୈବିକ ଚାଷ କରୁଛନ୍ତି।…
ବଦଳିବ ବ୍ୟାଙ୍କିଂ ସମୟ! ଓ଼୍ବାର୍କିଂ ଡେ ରହିବ ଏତିକି, ଆସିଲା ବଡ଼ ଖବର
ନୂଆଦିଲ୍ଲୀ,୪ା୧୨: ଆଜିକାଲି କାର୍ଯ୍ୟ-ଜୀବନ ସନ୍ତୁଳନ ଏକ ପ୍ରମୁଖ ସମସ୍ୟା। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହଁନ୍ତି। ୟୁନିଅନଗୁଡ଼ିକ ବହୁ ଦିନ ଧରି ବ୍ୟାଙ୍କଗୁଡ଼ିକ ପାଇଁ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ପାଳନ କରିବାକୁ ଦାବି କରିଆସୁଛନ୍ତି। ଏବେ, ସେମାନେ ସରକାରୀ…
ହେଲାନି ଅନାସ୍ଥା: ଧାରଣାରେ ରହି ପଞ୍ଚାୟତ ସମ୍ମୁଖରେ ଚିତା କାଟି ମାଣବସା ପାଳିଲେ ୱାର୍ଡ ସଭ୍ୟା
ଆନନ୍ଦପୁର,୪।୧୨( ସୁଶାନ୍ତ କୁମାର ସାହୁ ): ରାତିସାରା ପଞ୍ଚାୟତ ସମ୍ମୁଖରେ ଧାରଣାରେ ରହିଲେ। ସକାଳୁ ସକାଳୁ ଗୁରୁବାର ମାଣବସା ଓଷା ପାଳନ କଲେ। ଏଭଳି ଘଟଣା ଦେଖିବାକୁ ମିଳିଛି କଣ୍ଟିପାଳ ପଞ୍ଚାୟତରେ। କଣ୍ଟିପାଳ ସରପଞ୍ଚ ପଦ୍ମିନୀ ନାଏକଙ୍କ ବିରୁଦ୍ଧରେ ୮ ଜଣ…
ବୈଦିକ ସଂସ୍କୃତିର ସୌରଭ
ବେଦ, ମାନବ ଜାତି ପାଇଁ ଈଶ୍ୱରଙ୍କ ଅମୂଲ୍ୟ ସଂପଦ। ଏହା ପରମାତ୍ମାଙ୍କ ଅମୃତ ବାଣୀ। ଆର୍ଯ୍ୟ ସାହିତ୍ୟର ଅକ୍ଷୟ ଭଣ୍ଡାର। ଏଥିରେ ଥିବା ଈଶ୍ୱର ପ୍ରଦତ୍ତ ଦିବ୍ୟଜ୍ଞାନ ପୃଥିବୀର ଅନ୍ୟ ଗ୍ରନ୍ଥରେ ଦେଖିବାକୁ ମିଳେନାହିଁ। ବେଦର ଶିକ୍ଷା, ବେଦର ଆଦର୍ଶ ଅତୀବ…
ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ଘଟଣା: ବନ୍ଧା ହେଲେ ୨ ଶିକାରି, ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ ତାର…
ଅମରପାଲି,୪।୧୨(ପୀତାମ୍ବର ସାହୁ): ଦନ୍ତାହାତୀର ମୃତ୍ୟୁକୁ ନେଇ ପର୍ଦ୍ଦାଫାସ ହୋଇଛି। ଶିକାରୀମାନେ ଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଲାଗି ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ସ୍ପଷ୍ଟ କରିଛି। ଏନେଇ ବୀରମହାରାଜପୁର ଏସିଏଫ ତଥା ଅତିରିକ୍ତ ରେଞ୍ଜ ଦାୟିତ୍ୱରେ ଥିବା…
ଆତଙ୍କବାଦ: ଉତ୍ସ ଓ ଉତ୍ପାଟନ
କେବଳ ମାତ୍ର ତୁମ ନିଜ ବିଶ୍ୱାସକୁ ହିଁ ଜ୍ଞାନ ବୋଲି କହି ଅନ୍ୟମାନଙ୍କ ବିଶ୍ୱାସକୁ ପ୍ରମାଦ, ଅଜ୍ଞାନ ଅଥବା ମିଥ୍ୟା ବୋଲି ଅଭିହିତ କରିବା ନିହାତି ମୂର୍ଖାମି – ଯୁଗଋଷି ଶ୍ରୀ ଅରବିନ୍ଦ। ଏହି ମର୍ମରେ ଇତିହାସରେ ସଂଘଟିତ ଅନେକ ସୈତାନୀ…
Archives


