ବିରାଟ କୋହଲି କରୋନା ପଜିଟିଭ୍
ଲଣ୍ଡନ,୨୨।୬: ଇଂଲଣ୍ଡ ବିପକ୍ଷରେ ବର୍ମିଂହାମ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାପୂର୍ବରୁ ଭାରତୀୟ ଦଳର ଅନେକ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି। ଗୋଟିଏ ଦିନ ପୂର୍ବରୁ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କରେନା ଆକ୍ରାନ୍ତ ହୋଇ ଇଂଲଣ୍ଡ…
ପୁଅ ଖୁସି ପାଇଁ ଏମିତି କଲେ ଶିଳ୍ପା
ବଲିଉଡ୍କୁ ଅନେକ ହିଟ୍ ଫିଲ୍ମ ଦେବା ପରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ବର୍ତ୍ତମାନ ଓଟିଟିରେ ଧମାଲ କରିବାକୁ ଯାଉଛନ୍ତି। ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ଇଣ୍ଡିଆନ ପୋଲିସ ଫୋର୍ସ’ରେ ସେ ତାଙ୍କର ଡିଜିଟାଲ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଏକ ସାକ୍ଷାତକାରରେ…
ପାଣି ପାଇଁ ଗରା, ବାଲ୍ଟି ଧରି ବିକ୍ଷୋଭ
ଖଇରା,୨୨।୬(ଡି.ଏନ୍.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ ୩ନଂ ଓ୍ବାର୍ଡ କୋହ୍ଲସାହିରେ ପାନୀୟ ଜଳ ଯୋଗାଣର ସ୍ଥାୟୀ ବ୍ୟବସ୍ଥା ନ ହେବା ପ୍ରତିବାଦରେ ବିକ୍ଷୋଭ ହୋଇଛି। ୪୦ ପରିବାର ବୁଧବାର ଖଇରା ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।…
ଉଦ୍ଧବ ଠାକରେ କରୋନା ପଜିଟିଭ୍
ମୁମ୍ବାଇ,୨୨।୬: ମହାରାଷ୍ଟ୍ରର ରାଜ୍ୟପାଳ ଭାଗବତ ସିଂ କୋଶିଆରିଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ କଂଗ୍ରେସ ନେତା କମଲ ନାଥ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଆଣ୍ଟିଜେନ୍ ଟେଷ୍ଟ କରାଇଥିଲେ ଏବଂ ରିପୋର୍ଟ ପଜିଟିଭ୍…
ଓଟିଟିରେ ଧମାଲ କରିବେ ଶିଳ୍ପା
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କ ବକ୍ତିଗତ ଜୀବନ ସହ ବୃତ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ସେ ଓଟିଟିରେ ଧମାଲ କରିବାକୁ ପ୍ରସ୍ତୁତ ଅଛନ୍ତି। ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ଇଣ୍ଡିଆନ…
ଏକଦା ଫିଲ୍ମରେ କାମ ଦେବାକୁ ମନା କରିଥିଲେ ଭାଇ,ହେଲେ ବଲିଉଡ୍ର ମହାନ ଖଳନାୟକ ପାଲଟିଥିଲେ…
ବମ୍ବେ: ଭାରତୀୟ ସିନେମାର ମହାନ ଖଳନାୟକଙ୍କ ମଧ୍ୟରୁ ଜଣେ ଥିଲେ ଅମରିଶ ପୁରୀ। ୧୯୩୨ରେ ଜନ୍ମିତ ଏହି ଅଭିନେତା ମିଷ୍ଟର ଇଣ୍ଡିଆ, ନସିବ, ହିରୋ, କୋଏଲା, କରନ ଅର୍ଜୁନ ଏବଂ ସଲ୍ତନତ ଭଳି ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରି…
ଯଦି ସନ୍ତୋଷ ଭୁଲ କରିନାହାନ୍ତି କାହିଁକି ସେ ସାମ୍ନାକୁ ଆସୁନାହାନ୍ତି’
ଭୁବନେଶ୍ୱର,୨୨।୬(ବ୍ୟୁରୋ): ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ସାଙ୍ଗ ଓ ସାଥୀ କଳାକାର । ରଶ୍ମିଙ୍କ ସାଥୀ କଳାକାର ଡାନି କହିଛନ୍ତି, ରଶ୍ମି ଖୁବ ଭଲ ପିଲା ଥିଲେ। ତାଙ୍କ ମୃତ୍ୟୁ ହୋଇଯାଇଥିବା ସହଜରେ ବିଶ୍ବାସ…
ଜୁନ୍ ୨୫ରେ ନାମାଙ୍କନପତ୍ର ଦାଖଲ କରିପାରନ୍ତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ,୨୨।୬: ଏନ୍ଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନଁା ମଙ୍ଗଳବାର ଘୋଷଣା କରାଯାଇଛି। ତେବେ ଦ୍ରୌପଦୀ ଜୁନ୍ ୨୫ରେ ନାମାଙ୍କନପତ୍ର ଦାଖଲ କରିପାରନ୍ତି ବୋଲି ସୂଚନା ମିଳିଛି। ତେବେ ଜୁନ୍ ୨୯ ନାମାଙ୍କନପତ୍ର…
ଶୁଟିଂ ଶେଟ୍ରେ ଭେଟିବାକୁ ଆସିଥିବା ପ୍ରଶଂସକଙ୍କ ପ୍ରେମରେ ପଡ଼ିଥିଲେ ଏହି ସାଉଥ୍ ଷ୍ଟାର, ଏଭଳି ଥିଲା ଲଭ୍ଷ୍ଟୋରୀ
ହାଇଦ୍ରାବାଦ: ତାମିଲ ଫିଲ୍ମଜଗତର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ଜଣେ ହେଲେ ଜୋସେଫ ବିଜୟ ଚନ୍ଦ୍ରଶେଖର ଓରଫ ଥାଲାପତି ବିଜୟ। ଦୁଇ ଦଶନ୍ଧି ଧରି ସେ ଅଭିନୟ କରି ଆସୁଛନ୍ତି। ସେ ପାଖାପାଖି ୬୫ ଫିଲ୍ମରେ ଅଭିନୟ କରିଥିବା ବେଳେ ସବୁଗୁଡ଼ିକ ହିଟ୍…
ରୋବର୍ଟ ଦୁନିଆର ସବୁଠୁ ହାଣ୍ଡସମ୍
ଓ୍ବାଶିଂଟନ୍, ୨୨।୬: ପରଫେକ୍ଟ ଫେସ୍ ଗଠନ ବିଷୟରେ ବିଜ୍ଞାନ ଅନୁସନ୍ଧାନ ପରେ ଇଂଲିଶ ଅଭିନେତା ରୋବର୍ଟ ପାଟିନ୍ସନ୍ଙ୍କୁ ଦୁନିଆର ସବୁଠାରୁ ହାଣ୍ଡସମ୍ ବ୍ୟକ୍ତି ଭାବେ ଘୋଷଣା କରାଯାଇଛି। ସେହିପରି ହଲିଉଡ୍ ଅଭିନେତ୍ରୀ ଅମ୍ବର ହର୍ଡଙ୍କ ମୁହଁ ମଧ୍ୟ ବିଶ୍ୱର ସବୁଠୁ ସୁନ୍ଦର…
ବାଇଡେନଙ୍କୁ କଟାକ୍ଷ କଲେ ଟ୍ରମ୍ପ
ଓ୍ବାଶିଂଟନ୍, ୨୨।୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିକଟରେ ସାଇକେଲରୁ ଖସିପଡ଼ିବାକୁ ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କୁ ଉପହାସ କଲାଭଳି ମନ୍ତବ୍ୟ ଦେଇଛନ୍ତି। ‘ଶପଥ କରୁଛି ମୁଁ ଜୀବନରେ କେବେ ବି ସାଇକେଲ ଚଢ଼ିବି ନାହିଁ’ ବୋଲି ଟ୍ରମ୍ପ୍…
‘ନୋ ଏଣ୍ଟ୍ରି’ ସିକ୍ୱେଲରେ ସଲମାନଙ୍କ ସହ ନଜର ଆସିବେ ସାମନ୍ଥା!
ଆଗକୁ ରିଲିଜ୍ ହେବ ଦବଙ୍ଗ୍ ଖାନଙ୍କ ଫିଲ୍ମ ‘କଭି ଇଦ କଭି ଦିୱାଲୀ’। ଯାହାକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ। ଇତି ମଧ୍ୟରେ ସଲମାନଙ୍କ ସୁପରହିଟ୍ ଫିଲ୍ମ ‘ନୋ ଏଣ୍ଟ୍ରି’ର ସିକ୍ୱେଲକୁ ନେଇ ଆଲୋଚନା ହେଉଛି। ପୂର୍ବରୁ ମଧ୍ୟ ଏହି ଫିଲ୍ମର…
Archives


