କାର୍ ସାମ୍ନାକୁ ଚାଲିଆସି ଥିଲା ବାଘ, ଆଉ ତା’ ପରେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ନଈ, ପୋଖରୀକୁ ଗିଳୁଛି ବର୍ଦ୍ଧିତ ସହର
କେନ୍ଦ୍ରାପଡ଼ା ଅଫିସ, ୨୨।୬: ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି ଭାବେ ୧୮୬୯ ମାର୍ଚ୍ଚ ୧୦ରେ କେନ୍ଦ୍ରାପଡ଼ାକୁ ଘୋଷଣା କରାଯାଇଥିଲା। ଇତିମଧ୍ୟରେ ଏହି ମ୍ୟୁନିସିପାଲିଟି ଘୋଷଣାକୁ ୧୫୩ ବର୍ଷ ପୂରିଛି। କ୍ରମବଦ୍ଧିଷ୍ଣୁ ସହର ଏବେ ନଈ, ନାଳ, ପୋଖରୀକୁ ଗିଳି ଦେଇଛି। ଜବରଦଖଲ ଏକ…
ମୌସୁମୀର ଲୁଚକାଳି ଖେଳ: ଗଜା ମରୁଡ଼ି ଆଶଙ୍କା
ପଟ୍ଟାମୁଣ୍ଡାଇ, ୨୨।୬(ସ୍ବ.ପ୍ର.) ପାଣିପାଗ ବିଭାଗଜୁନ ପ୍ରଥମ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ଥିବା ଓ ଏହାର ପ୍ରଭାବରେ ଭଲ ବର୍ଷା ହେବାର ଆକଳନ କରିଥିଲା। ଓଡ଼ିଶା ଛୁଇଁବା ପରେ ଦୁର୍ବଳ ହୋଇଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟର ବିଭିନ୍ନ…
ଧାନକିଣାରେ ସ୍ବଚ୍ଛତା ଉପରେ ଗୁରୁତ୍ୱ
ଖୋର୍ଦ୍ଧା ଅଫିସ,୨୨।୬: ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ଏକ ଦୁଇ ଜଣିଆ ପ୍ରତିନିଧି ଦଳ ଖୋର୍ଦ୍ଧା ଗସ୍ତରେ ଆସି ଯୋଗାଣ, ସମବାୟ ସଂସ୍ଥା ଏବଂ ହସ୍ତଶିଳ୍ପ ଓ ହସ୍ତତନ୍ତ ବିଭାଗର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ମଙ୍ଗଳବାର ଜିଲା ପରିଷଦ…
ଦିବ୍ୟାଙ୍ଗ ପୁଅକୁ ଛାଡ଼ି ଚାଲିଗଲେ ମା’ବାପା
ଭୁବନେଶ୍ୱର,୨୨।୬(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭିଏସ୍ଏସ୍ନଗର ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଦିବ୍ୟାଙ୍ଗ ନାବାଳକ ପୁଅକୁ ଛାଡ଼ିଦେଇ ମା’ବାପା କେଉଁଆଡେ ପଳାଇଛନ୍ତି। ଖବର ମିଳିବା ପରେ ସ୍ଥାନୀୟ ପୋଲିସ ଓ ଚାଇଲ୍ଡଲାଇନ୍ ପହଞ୍ଚତ୍ ଉକ୍ତ ନାବାଳକଙ୍କୁ ଉଦ୍ଧାର…
ମହାନଦୀ ଉପରେ ପ୍ରସ୍ତୁତ ହେବ ବୃତ୍ତଚିତ୍ର
ଭୁବନେଶ୍ୱର,୨୨।୬(ବ୍ୟୁରୋ): ମହାନଦୀ ହେଉଛି ଦେଶର ଏକ ଅମୂଲ୍ୟ ସମ୍ପଦ। ଏହା ଦିନକୁ ଦିନ ନିଜର ଅସ୍ଥିତ୍ୱ ହରାଇବାରେ ଲାଗିଛି। ଜନସାଧାରଣଙ୍କ ପାଖରେ ମହାନଦୀର ସୁରକ୍ଷାକୁ ନେଇ ସଚେତନତାର ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରିଲ୍ୟୁଡ୍ ପ୍ରଡକ୍ସନ ବ୍ୟାନରରେ ମହାନଦୀ ଉପରେ ଏକ ବୃତ୍ତଚିତ୍ର…
ଜେରା ହେବେ ଦୁଇ ପୁରୁଷ ବନ୍ଧୁ
ଭୁବନେଶ୍ୱର,୨୨।୬ (ବ୍ୟୁରୋ): ଅଭିନେତ୍ରୀ ରଶ୍ମିରେଖା ଓଝା ଓରଫ ସୋନି(୨୨)ଙ୍କ ରହସ୍ୟଜନକ ମୃତ୍ୟୁକୁ ୪ ଦିନ ବିତିଛି। ପ୍ରାଥମିକ ତଦନ୍ତରୁ ରଶ୍ମିରେଖା ଆତ୍ମହତ୍ୟା କରିଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଉଥିବାବେଳେ ପରିବାର ଲୋକେ କିନ୍ତୁ ହତ୍ୟା ଅଭିଯୋଗକୁ ଦୋହରାଇଛନ୍ତି। ଏ ପରିସ୍ଥିତିରେ ତଦନ୍ତକୁ…
ବ୍ରାଉନ୍ସୁଗାର ବେପାରୀଙ୍କ ୧.୩୨ କୋଟିର ଘର ଜବତ
ଭୁବନେଶ୍ୱର,୨୨।୬ (ବ୍ୟୁରୋ): ରାଜଧାନୀ ଉପକଣ୍ଠ ୧୬ ନଂ. ଜାତୀୟ ରାଜପଥର ପାହାଳ କ୍ରସିଂ ନିକଟରୁ ୪ ମାସ ତଳେ ୧.୨୭କୋଟି ଟଙ୍କାର ବ୍ରାଉନ୍ସୁଗାର ଜବତ ମାମଲାରେ ଗିରଫ ହୋଇ ଜେଲରେ ଥିବା ଏସ୍.କେ. ଜାମ୍ସେଦଙ୍କ ସମ୍ପତ୍ତି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍ଟିଏଫ୍)…
ନିରାଶ କରୁଛି ମୌସୁମୀ
ଭୁବନେଶ୍ୱର,୨୨।୬(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେଉ ନ ଥିବାରୁ ଟ୍ରପ୍ଲାଇନ୍ ଏବେ ସକ୍ରିୟ ନାହିଁ। ଏଥିଯୋଗୁ ରାଜ୍ୟରେ ଆଷାଢ଼ ମାସରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ୬ ଜିଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ୨୪ଟି ଜିଲାରେ…
ମୟୂରଭଞ୍ଜରେ ଖୁସିର ଲହରି
ବାରିପଦା ଅଫିସ୍, ୨୨।୬: ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ସମଗ୍ର ମୟୂରଭଞ୍ଜ ଜିଲାରେ ଖୁସିର ଲହରୀ ଖେଳିଯାଇଛି। ଜିଲାର ବିଭିନ୍ନ ରାଜନୈତିକ ନେତା, ବୁଦ୍ଧିଜୀବୀ, ସାଧାରଣ ଜନତା ତାଙ୍କ ପ୍ରାର୍ଥତ୍ତ୍ୱକୁ ସ୍ବାଗତ ଜଣାଇଛନ୍ତି।…
ପୂର୍ବତନ ବାଚସ୍ପତିଙ୍କ ପରବର୍ତ୍ତୀ ରାଜନୀତି
ବ୍ରହ୍ମପୁର ଅଫିସ,୨୨ା୬: ଅତୀତରେ ଗଞ୍ଜାମ ଜିଲାରୁ ହୋଇଥିବା ପୂର୍ବତନ ବାଚସ୍ପତିମାନଙ୍କ ପରବର୍ତ୍ତୀ ରାଜନୀତି ଓଲଟପାଲଟ ହୋଇଯାଇଛି। ଏହି ଜିଲାର ଲାଲ ମୋହନ ପଟ୍ଟନାୟକ ୧୯୪୬ରୁ ୫୨ ପର୍ଯ୍ୟନ୍ତ ପ୍ରଥମ ବାଚସ୍ପତି ହୋଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ରାଜନୈତିକ ଚିତ୍ରପଟ୍ଟରୁ ଅଦୃଶ୍ୟ ହେଲେ।…
ରାଜନୀତିରେ ଯୁବ ଚେହେରା ନୀତିକୁ ବଦ୍ରିଙ୍କ ସମର୍ଥନ
ଭୁବନେଶ୍ୱର,୨୨ା୬(ବ୍ୟୁରୋ): ରାଜନୀତିରେ ଯୁବବର୍ଗଙ୍କୁ ସାମିଲ କରିବା ନୀତିକୁ ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ଯୁବବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଦେଉଛନ୍ତି। ୨୦୨୪ରେ ଯୁବକମାନଙ୍କୁ ବାଟ ଛାଡ଼ିବାକୁ ପଡ଼ିବ। ଆସନ୍ତା ନିର୍ବାଚନରେ…
Archives


