Home Left

ଖଡଗେଙ୍କୁ ସମର୍ଥନ କଲେ ମନିଷ ତିୱାରୀ, କହିଲେ ଥରୁରଙ୍କ ସହ ରହିବ ବନ୍ଧୁତ୍ୱର ସମ୍ପର୍କ

ନୂଆଦିଲ୍ଲୀ,୩୦ ।୯: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିଲା ଶୁକ୍ରବାର ଅର୍ଥାତ୍ ସେପ୍ଟେମ୍ବର ୩୦ ତାରିଖ । ଏହି ରେସ୍‌ରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ବାହାରି ଯାଇଥିବା ବେଳେ ଏଥିରେ ଏଣ୍ଟ୍ରି…

୮.୯ କୋଟି! ରୋଜଗାରରେ ରେକର୍ଡ କଲେ କୋହଲି; ଗୋଟିଏ…

ନୂଆଦିଲ୍ଲୀ,୩୦।୯: ବିଗତ କିଛି ବର୍ଷ ମଧ୍ୟରେ ବିରାଟ କୋହଲିଙ୍କ ପ୍ରଶଂସକ ସଂଖ୍ୟା ବହୁତ ବୃଦ୍ଧି ପାଇଛି। ସେ ବିଶ୍ୱ କ୍ରିକେଟର ସବୁଠାରୁ ଅଧିକ ଅନୁସରଣ କରାଯାଉଥିବା କ୍ରିକେଟରମାନଙ୍କ ମଧ୍ୟରୁ ଜଣେ। ସୋସିଆଲ ମିଡିଆରେ ଏହି ପୂର୍ବତନ ଭାରତୀୟ ଅଧିନାୟକଙ୍କର ବହୁତ ପ୍ରଶଂସକ…

ଶିକାର କରୁଛନ୍ତି ବରୁଣ

ମୁମ୍ବାଇ: ବରୁଣ ଧବନ ଓ କ୍ରିତି ସାନନଙ୍କ ଫିଲ୍ମ ‘ଭେଡିୟା’ ଖୁବଶୀଘ୍ର ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ଯାଉଛି । ନିକଟରେ ଫିଲ୍ମର ଭିଜୁଆଲ ପୋଷ୍ଟର ନଜର ଆସିଛି । ପୋଷ୍ଟରକୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଏକ୍ସାଇମେଣ୍ଟ ବଢି…

ଶନିବାର ୫-ଜି ସେବା ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଇଣ୍ଡିଆ ମୋବାଇଲ କଂଗ୍ରେସର ଷଷ୍ଠ ସଂସ୍କରଣ ଅବସରରେ ୫-ଜି ସେବା ଉନ୍ମୋଚନ କରିବେ। ପିଏମ୍‌ଓ ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୦ ଟାରେ ପ୍ରଗତି ମଇଦାନରେ ନିଜର ଅଭିଭାଷଣ ପ୍ରଦାନ କରିବେ। ୫-ଜି ସେବା ଶୁଭାରମ୍ଭ…

ଡ୍ରାଇଭରଙ୍କ ନିଆରା ଅପିଲ- ଦୟାକରି ମୋତେ ଭାଇ କି ଅଙ୍କଲ୍‌ ଡାକନ୍ତୁ ନାହିଁ…

ଆଜିକାଲିର ସମୟରେ କୌଣସି ସ୍ଥାନକୁ ଯାତ୍ରା ଲାଗି ‘ଉବେର’ ନଚେତ ‘ଓଲା’ ପ୍ରମୁଖ ସାଧନ ପାଲଟିଛନ୍ତି। ଏହାଦ୍ୱାରା ଗାଡି ସହଜରେ ବୁକ୍‌ ହେବା ସାଙ୍ଗକୁ କିଭଳି ଯିବେ ତାର ଚିନ୍ତା ଦୂର ହୋଇଥାଏ। ଆପଣ କେବେ ଏହି ଗାଡ଼ି ବୁକ୍‌ କଲେ…

ଟି-୨୦ ବିଶ୍ବକପ: ଚାମ୍ପିୟନ ଦଳକୁ ମିଳିବ ୧୩ କୋଟି

ମୁମ୍ବାଇ,୩୦।୯: ଟି-୨୦ ବିଶ୍ବକପ କ୍ରିକେଟ ପାଇଁ ଆଇସିସି ପକ୍ଷରୁ ଶୁକ୍ରବାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଟି-୨୦ ବିଶ୍ବକପ ଚାମ୍ପିୟନ ଦଳକୁ ୧୬ ଲକ୍ଷ ଡଲାର ଅର୍ଥାତ ଭାରତୀୟ ମୂଲ୍ୟ ଅନୁସାରେ ୧୩ କୋଟି ଟଙ୍କା ମିଳିବ। ସେହିପରି ରନର୍ସ…

ରାମଙ୍କ ଭୂମିକାରେ ନଜର ଆସିଲେ ପ୍ରଭାସ

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି। ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ‘ଆଦିପୁରୁଷ’ର ପ୍ରଥମ ଟିଜର ଏବଂ ପୋଷ୍ଟର ଅକ୍ଟୋବର ୨ରେ ମୁକ୍ତିଲାଭ କରିବ । ଏନେଇ ନିର୍ଦ୍ଦେଶକ ସୋସିଆଲ ମିଡିଆରେ ଏକ ପୋଷ୍ଟ…

ନେଉଥିଲେ ବ୍ରାଉନସୁଗାର, ବାଟରୁ ଧରାପଡ଼ିଲେ

ନୟାଗଡ଼ ଅଫିସ,୩୦।୯: ନୟାଗଡ଼ ଅବକାରୀ ବିଭାଗ କର୍ମଚାରୀ ଶୁକ୍ରବାର ବାରବାଟୀରୁ ବାଇକ୍‌ ସହ ୫୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛନ୍ତି। ଘଟଣାରେ ସମ୍ପୃକ୍ତ ସିନ୍ଦୂରିଆର କାବୁଲା ଖାଁ(୩୦)ଙ୍କୁ ଗିରଫ କରାଯାଇଛି। କାବୁଲା ଖୋର୍ଦ୍ଧା ଭୀମପଡ଼ାରୁ ଏକ ବାଇକ୍‌ (ନଂ.ଓଡି୨୫ ଏନ୍‌ ୮୨୮୩)…

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଅବଧି ବୃଦ୍ଧି

ଭୁବନେଶ୍ବର,୩୦।୯(ବ୍ୟୁରୋ): ବଢିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଅବଧି । ଏନେଇ ଶୁକ୍ରବାର ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୧,୨,୩,୪ରେ ସରୁଥିବା ନମ୍ବର ପାଇଁ ଶେଷ ତାରିଖ ଅକ୍ଟୋବର ୩୧ ରହିଛି। ସେହିପରି ୫,୬ରେ ସରୁଥିବା ନମ୍ବର ପାଇଁ…

ବିଷ୍ଣୁ ସେଠୀଙ୍କ ଦ୍ୱାଦଶାହରେ ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭଦ୍ରକ ଅଫିସ,୩୦ା୯: ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ସ୍ବର୍ଗତ ବିଷ୍ଣ ସେଠୀଙ୍କ ଦ୍ୱାଦଶାହ ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଲେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗମୋହନ ନଡ୍ଡା। ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ସଭାପତିତ୍ୱରେ ଶୁକ୍ରବାର ପୂର୍ବାହ୍ନରେ…

ଘରେ ବ୍ରାଉନସୁଗାର ବିକୁଥିଲେ ବୃଦ୍ଧା, ଗ୍ରାହକ ସାଜି ଧରିଲା ଅବକାରୀ ବିଭାଗ

ଢେଙ୍କାନାଳ ଅଫିସ,୩୦ା୯: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୂଆ ଆଳୁତୁମା ଗ୍ରାମରୁ ଅବକାରୀ ବିଭାଗ ଶୁକ୍ରବାର ୩୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଘରେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଧିକାରୀ ଓ…

ଗାଁ ଦାଣ୍ଡରେ ପରିବା ବିକାଳିଙ୍କୁ ହତ୍ୟା

ଠାକୁରମୁଣ୍ଡା,୩୦।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ସାତକୋଶିଆ ପଞ୍ଚାୟତ ପ୍ରଧାନସାହି ଗାଁ ରାସ୍ତାରେ ଗୁରୁବାର ରାତିରେ ଜଣେ ପରିବା ବିକାଳିଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକ ହେଲେ ପ୍ରଧାନସାହିର ବାଘ ମହାନ୍ତି। ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ରକ୍ତଭିଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?