Home Left

ସମ୍ବଲପୁର ହାତୀ ମୃତ୍ୟୁର ଫର୍ଦ୍ଦଫାଶ କଲେ ଡିଏଫ୍‌ଓ

ସମ୍ବଲପୁର,୨୩।୬(ବ୍ୟୁରୋ): ସମ୍ବଲପୁର ସାପଲହରା ଦନ୍ତାହାତୀ ମୃତ୍ୟୁ ଘଟଣାରେ ସମ୍ବଲପୁର ଡିଏଫ୍‌ଓ ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାକ୍ରମ ବର୍ଣ୍ଣନା କରିଛନ୍ତି। ଡିଏଫଓଙ୍କ କହିବା ଅନୁଯାୟୀ, ବ୍ୟବଚ୍ଛେଦ ବେଳେ ହାତୀ ଦେହରୁ ଗୋଟିଏ ଗୁଳି ମିଳିଛି। ଏ ନେଇ ଏକ ମାମଲା ରୁଜୁ କରାଯାଇ…

ପୁଟିନ୍‌ ଦେଲେ ଭାରତକୁ ବଡ଼ ଅଫର

ମସ୍କୋ,୨୩।୬: ଚାଇନା ନେତୃତ୍ୱରେ ଆୟୋଜିତ ହୋଇଥିବା ୨ଦିନିଆ ବ୍ରିକ୍ସ ସମ୍ମିଳନୀ ବୁଧବାରଠାରୁ ଶୁଭାରମ୍ଭ ହୋଇଛି। ୧୪ତମ ବ୍ରିକ୍ସ ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏକ ବଡ଼ ବୟାନ ଦେଇଛନ୍ତି। ରୁଷିଆରେ ଭାରତୀୟ ଷ୍ଟୋର ଖୋଲିବାକୁ ନେଇ ଆଲୋଚନା ଚାଲିଛି ବୋଲି…

ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଭେଙ୍କିୟା

ନୂଆଦିଲ୍ଲୀ,୨୩।୬: ଏନ୍‌ଡିଏ ରାଷ୍ଟ୍ରପତି ପାର୍ଥୀ ଦ୍ରୌପଦୀ ମୁର୍ମୁ ଗୁରୁବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଉପ ରାଷ୍ଟ୍ରପତି ଭେଙ୍କେୟାଙ୍କୁ ଭେଟିଛନ୍ତି। ତେବେ ଉପରାଷ୍ଟ୍ରପତି ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶୁକ୍ରବାର ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ…

କ୍ରଶରରୁ ଚୋରି କରି ବନ୍ଧା ହେଲେ ୭ ଅଭିଯୁକ୍ତ

ପାରଳାଖେମୁଣ୍ଡିି,୨୩ା୬(ଡି.ଏନ୍‌.ଏ.): ମୋହନା ଥାନା ବନ୍ଧାଗୁଡା ଗାଁରେ ଥିବା ଏକ କ୍ରଶରରୁ ଚୋରି ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି l ସେମାନେ ହେଲେ ବନ୍ଧାଗୁଡା ଗାଁର ଅଜିତ ନାୟକ, ସେବାସ୍ତିଆନ ନାୟକ, ସୁନୀଲ ନାୟକ, ସାଇମନ ନାୟକ, ଅଭିନାଶ ନାୟକ,…

ପରିବାର ସହ ଲଣ୍ଡନରେ କରୀନା, ଫଟୋ ଶେୟାର କରି ଲେଖିଲେ…

ମୁମ୍ବାଇ: ବ୍ରିଟେନରେ କରୀନା କପୁର ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ ଦୁଇ ପୁଅ ତୈମୁର ଏବଂ ଜେହ୍‌ଙ୍କ ସହ ମଜା କରୁଛନ୍ତି। ଏମାନଙ୍କ ସହ କରୀନାଙ୍କ ମାଉସୀ ରିମା ଜୈନ,  ଅରମାନ ଜୈନ, ବୋହୂ ଅନିଷା ମାଲହୋତ୍ରା ଏବଂ  ନିତାଶା ନନ୍ଦ…

ଅଭ୍ୟାସ ମ୍ୟାଚ୍‌ ଆରମ୍ଭ: ନିଜ ଦଳ ବିପକ୍ଷରେ ଖେଳୁଛନ୍ତି ୪ ଖେଳାଳି

ଲିସେଷ୍ଟର,୨୩।୬: ଭାରତୀୟ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି। ଏଠାରେ ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷରେ ଏଜବେଷ୍ଟନରେ ଏକ ଟେଷ୍ଟ ଖେଳିବ ଭାରତ। ତା’ପରେ ଭାରତୀୟ ଦଳକୁ ୩ ମ୍ୟାଚ ବିଶିଷ୍ଟ ଟି -୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଏହାପୂର୍ବରୁ,…

ସିନ୍ଦେଙ୍କ ସହ ୩୭ରୁ ଅଧିକ ବିଧାୟକ, ଦଳ ବଦଳ ଆଇନକୁ ନେଇ ଚର୍ଚ୍ଚା

ମୁମ୍ବାଇ,୨୩ ।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବେଳକୁ ବେଳ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାର ଭାଙ୍ଗିବାକୁ ଯାଉଥିବା ବେଳେ ଏବେବି ଆଶା କରାଯାଉଛି ମନ୍ତ୍ରିମଣ୍ଡଳ ଭାଙ୍ଗିବ କି ନାହିଁ । ଗୁରୁବାର ଅସନ୍ତୁଷ୍ଟ ବିଧାୟକଙ୍କୁ ନେଇ ମେଣ୍ଟ…

ଅଲଗା ହେବେ ସୁସ୍ମିତାଙ୍କ ଭାଇଭାଉଜ!

ବମ୍ବେ: ଅଲଗା ହେବେ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ଭାଉଜ। କିଛି ଏଭଳି ଚର୍ଚ୍ଚା ଏବେ ବଲିଉଡ୍‌ରେ ହେବାରେ ଲାଗିଛି। ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌ କରିବା ପରେ ସୁସ୍ମିତାଙ୍କ ଭାଇ ରାଜୀବ ପ୍ରେମିକା ଚାରୁ ଅସୋପାଙ୍କୁ ୨୦୧୯ରେ ବିବାହ କରିଥିଲେ।…

ଦ୍ରୌପଦୀଙ୍କୁ ସମର୍ଥନ କରିବନି କଂଗ୍ରେସ: ନରସିଂହ

ଭୁବନେଶ୍ୱର,୨୩।୬(ବ୍ୟୁରୋ):ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବନି କଂଗ୍ରେସ। ଏଭଳି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି, ‘ଦ୍ରୌପଦୀ ମୁର୍ମୁ ଜଣେ ଭଲ ମଣିଷ। ମୁଁ ତାଙ୍କୁ ବ୍ୟକ୍ତଗତ ଭାବେ ଜାଣେ, ଆମର ସମ୍ପର୍କ…

ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଟଙ୍କା, ସୁନା ଅଳଙ୍କାର, ଫୋନ୍‌

କେନ୍ଦୁଝର,୨୩ା୬(ସ୍ବ.ପ୍ର.): ସଦର ଥାନା ଅଞ୍ଜର (ସାନ ଘାଗରା) ନିକଟରେ ଏନ୍‌ଏଚ୍‌ ୪୯ରେ ସଶସ୍ତ୍ର ଲୁଟ୍‌ ହୋଇଛି। ବୁଧବାର ବିଳମ୍ବିତ ରାତିରେ ସମ୍ବଲପୁରରୁ କେନ୍ଦୁଝର ଦେଇ ଭଦ୍ରକ ଯାଉଥିବା ଧାନ ଅମଳ ମେଶିନ ବୋଝେଇ ମିନି ଟ୍ରକ୍‌ରୁ ଏହି ଲୁଟ୍‌ ହୋଇଛି। ଗାଡ଼ିରେ…

ମଦ ନିଶାରେ ବର ଶାଳିଙ୍କୁ ପିନ୍ଧାଇଦେଲେ ବରଣମାଳା, ପରେ ଯାହା ଘଟିଲା ଦେଖିଲେ…

ଭାରତରେ ଏବେ ବିବାହ ଋତୁ ଚାଲିଛି। ଏଥିଲାଗି ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିବାକୁ ମିଳୁଛି। ଏହି କ୍ରମରେ ବିହାରର ଏକ ବିବାହ ବେଳର ଭିଡିଓ ବେଶ ଭାଇରାଲ ହେଉଛି। ମଦ ନିଶାରେ ଜଣେ ବର ନିଜ ବଧୂଙ୍କ ବଦଳରେ ଶାଳୀଙ୍କୁ…

ସିନ୍ଦେ ‘ସେନା’ଙ୍କୁ ସଞ୍ଜୟଙ୍କ ଅପିଲ୍‌: ମହାରାଷ୍ଟ୍ରକୁ ଫେରି ଆଲୋଚନା କର

ମୁମ୍ବାଇ,୨୩।୬: ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଆସାମର ଗୁଆହାଟୀରେ ବସିଥିବା ତାଙ୍କ ସମର୍ଥକ ବିଧାୟକଙ୍କୁ ମୁମ୍ବାଇ ଫେରିବାକୁ ନିବେଦନ କରିଛି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ। ଗୁରୁବାର ରାଉତ କହିଛନ୍ତି, ମହାରାଷ୍ଟ୍ର ବାହାରେ ଥିବା ବିଧାୟକମାନେ ହିନ୍ଦୁତ୍ୱ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri