Home Left

ସ୍ମାର୍ଟ ସ୍କୁଲ: ଶାରଦା ଏକାଡେମୀର କରୁଣ ସ୍ଥିତି

ଡେରାବିଶ,୨୪ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଇନ୍ଦାଳୋ ପଞ୍ଚାୟତ ଛକନାସ୍ଥିତ ଶାରଦା ଏକାଡେମୀ ସ୍ମାର୍ଟ ସ୍କୁଲରେ ରୁପାନ୍ତରିତ ହେବା ପରେ ତା’ର କରୁଣ ସ୍ଥିତି ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଡେରାବିଶ ବ୍ଲ୍ଳକରେ ଦ୍ୱିତୀୟ ପର୍ଯ୍ୟାୟରେ ୫-ଟି ଯୋଜନାରେ ଯେଉଁ ୯ଟି ବିଦ୍ୟାଳୟକୁ…

ରାଜ୍ୟରେ ପୁଣି ବଢ଼ିଲାଣି କରୋନା: ଆଜି ୬୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୪ା୬(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୬୧ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୧୨୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୬ ଜଣ ଚିହ୍ନଟ ହୋଇଥିବା ବେଳେ…

ଭୋକରେ ଜଳୁଛି ପେଟ, ପାଠକୁ ପଚାରେ କିଏ

ମହାକାଳପଡ଼ା,୨୪ା୬ (ଡି.ଏନ୍‌.ଏ.): ସମାଜର ମୁଖ୍ୟ ସ୍ରୋତରେ ଜନଜାତି ସମ୍ପ୍ରଦାୟ ଲୋକମାନଙ୍କୁ ସାମିଲ କରିବାକୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଉପାନ୍ତ ଗ୍ରାମାଞ୍ଚଳରେ ତ୍ରୁଣମୂଳ ସ୍ତରରେ ବସବାସ କରୁଥିବା ଅନୁସୂଚିତ ଜନଜାତି ସମ୍ପ୍ରଦାୟ ପିଲାମାନେ କିପରି ପାଠ ପଢ଼ିପାରିବେ, ସେଥିପାଇଁ ସରକାରଙ୍କ…

ସେତୁ ନାହିଁ: ୧୫ କି.ମି. ବୁଲୁଛନ୍ତି ୨୫ ଗ୍ରାମବାସୀ

କେନ୍ଦ୍ରାପଡ଼ା ଅଫିସ, ୨୪ା୬: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ହଂସୁଆ ନଦୀର ତନ୍ତିଆପାଳଠାରେ ଥିବା ପୋଲ ୨୦୧୪ ମାର୍ଚ୍ଚ ୩ରେ ଭୁଶୁଡି ପଡିଥିଲା। ସେହିବର୍ଷ ଜୁଲାଇରେ ଟେଣ୍ଡର ହୋଇ ସେତୁ ନିର୍ମାଣ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ଏହି ନିର୍ମାଣ ଆରମ୍ଭକୁ ୮ବର୍ଷ…

ଅସରାଏ ବର୍ଷାରେ ତାରପୁର ବାଇପାସ ରାସ୍ତା ବେହାଲ

ରଘୁନାଥପୁର,୨୪ା୬(ଡି.ଏନ୍‌.ଏ.): ଅସରାଏ ବର୍ଷାରେ ରଘୁନାଥପୁର ବ୍ଲକ ତାରପୁର ବାଇପାସ ରାସ୍ତାର ଅବସ୍ଥା ବେହାଲ ହୋଇଯାଉଛି। କିଛି ବ୍ୟବସାୟୀ ସରକାରୀ ଜମିକୁ ମାଡିବସି ଜଳ ନିଷ୍କାସନ ପଥକୁ ସଙ୍କୁଚିତ କରିଦେଇଥିବାରୁ, ଆବଶ୍ୟକ ସମୟରେ ବର୍ଷାଜଳ ନିଷ୍କାସିତ ହୋଇପାରୁ ନାହିଁ। ଫଳରେ କୃତ୍ରିମ ବନ୍ୟା…

୪ ବର୍ଷ ପରେବି ପୂରଣ ହେଉନି ପ୍ରତିଶ୍ରୁତି

ଜଗତ୍‌ସିଂହପୁର ଅଫିସ, ୨୪ା୬: ରାଜ୍ୟର ୨୦ଟି ଜିଲାରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ହେବ ବୋଲି ପାଖାପାଖି ୪ ବର୍ଷ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ତାଲିକାରୁ ଜଗତ୍‌ସିଂହପୁର ଜିଲା ବାଦ୍‌ ପଡ଼ିଥିଲା। ସେଥିପାଇଁ ସେତେବେଳେ ଜିଲାବାସୀଙ୍କ ମଧ୍ୟରେ ତୀବ୍ର…

୫ ବର୍ଷରେ ୪,୫୮୧ ନାମ ପଞ୍ଜୀକରଣ: ନିଯୁକ୍ତି ଶୂନ

ପାରାଦୀପ,୨୪ା୬ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ସହରରେ ଅଛି ୧୫ଟି ବୃହତ୍‌ ଶିଳ୍ପ। ଏହା ବ୍ୟତୀତ ଶତାଧିକ କ୍ଷୁଦ୍ରଶିଳ୍ପ, ଠିକା ସଂସ୍ଥା, ପାରାଦୀପ ବନ୍ଦର, ଭାରତୀୟ ତୈଳ ନିଗମର ତୈଳ ବିଶୋଧନାଗାର ଆଦି ରହିଛି। କିନ୍ତୁ ନିଯୁକ୍ତି ସୁଯୋଗ ପାରାଦୀପରେ…

ଜଟିଳ ରୋଗରେ ପୀଡ଼ିତ ହୋଇ ବି ପ୍ରଶଂସକଙ୍କୁ ହସାଉଛନ୍ତି ସୁମୋନା

ମୁମ୍ବାଇ: ଦ କପିଲ ଶର୍ମା ଶୋ’ରେ ବେଶ ପରିଚିତ ସୁମୋନା ଚକ୍ରବର୍ତ୍ତି ଜୁନ ୨୪ରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଆଜିକାଲି ସେ ଜଣେ ଭଲ କମେଡିଆନ ଭାବେ ବେଶ ପରିଚିତ । ସୁମୋନାଙ୍କୁ ହାପି-ଗୋ-ଲକି ନେଚରର ବୋଲି କୁହାଯାଇଥାଏ…

୩୭ ବିଧାୟକଙ୍କ ସମର୍ଥନ ସହ ଉପବାଚସ୍ପତିଙ୍କୁ ଚିଠି ଲେଖିଲେ ସିନ୍ଦେ

ମୁମ୍ବାଇ,୨୪।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଶିବସେନାର ବିଦ୍ରୋହୀ ବିଧାୟକଙ୍କ ଯୋଗୁ ମହା ବିକାଶ ଅଘାଡ଼ି ସରକାର ଉପରେ ସଙ୍କଟ ଦେଖାଦେଇଛି। ୩୭ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କୁ ସେମାନଙ୍କର ନେତା ଭାବରେ ଗ୍ରହଣ କରିଛନ୍ତି। ନିଜକୁ ବିଧାନସଭା ଦଳର…

ରାଜପଥ ସଂଯୋଗୀକରଣ ରାସ୍ତାକୁ ଅଣଦେଖା

ରସୁଲପୁର,୨୪ା୬(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ୧୬ନଂ. ଜାତୀୟ ରାଜପଥର ବିଲିପଡ଼ା ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଉକ୍ତ ରାସ୍ତା ମରାମତି କରାଯାଉ ନ ଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗାଁରୁ ରାଜପଥକୁ ଯିବା ପାଇଁ ଉକ୍ତ ରାସ୍ତା…

ବିଦ୍ୟାଳୟ ରୂପାନ୍ତରଣରେ ଅନିୟମିତତା

ଚଣ୍ଡିଖୋଲ,୨୪ା୬ (ଡିଏନଏ): ବଡଚଣା ବ୍ଲକରେ ୫-ଟି ଯୋଜନାରେ ହୋଇଥିବା ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଏ ନେଇ ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ସୁଦୀପ ସାମଲ ଗୁରୁବାର ଏକ ଖବରଦାତା…

ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମା: ୭ ଦିନ ପାଇଁ ୭୦ ହୋଟେଲ୍‌ ରୁମ୍‌ ବୁକ୍‌, ଖର୍ଚ୍ଚ ୫୬ ଲକ୍ଷ ଟଙ୍କା

ଗୁଆହାଟୀ,୨୪।୬: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ଉପରେ ସଙ୍କଟର କଳା ବାଦଲ ଛାଇ ଯାଇଛି। ଶିବସେନାର ବରିଷ୍ଠ ନେତା ତଥା ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିଦ୍ରୋହ ଯୋଗୁ ମହାରାଷ୍ଟ୍ର ସରକାର ଏକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ପାଖରେ ୪୦ରୁ ଅଧିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri