Home Left

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଭୁଲ୍‌ ତଥ୍ୟ ଦେବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା

କର୍ଲାମୁଣ୍ଡା,୨୩ା୬(ଡି.ଏନ୍‌.ଏ.): ବାସହୀନଙ୍କ ପାଇଁ ଘର ଯୋଗାଇବା ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଥିଲେ ହେଁ ସରକାରୀ ଅଧିକାରୀମାନଙ୍କ ଆନ୍ତରିକତା ଅଭାବରୁ ଯୋଗ୍ୟ ହିତାଧିକାରୀମାନଙ୍କ ପାଇଁ ଯୋଜନା ସାତସପନ ପାଲଟିଛି। ଏଭଳି ଏକ ଘଟଣା କଳାହାଣ୍ଡି ଜିଲା…

୪୨ ବିଧାୟକଙ୍କ ସହ ଶକ୍ତି ପ୍ରଦର୍ଶନ କଲେ ଏକନାଥ ସିନ୍ଦେ

ଗୁଆହାଟୀ, ୨୩।୬: ମହାରାଷ୍ଟ୍ର ମନ୍ତ୍ରୀ ତଥା ବିଦ୍ରୋହୀ ଶିବସେନା ବିଧାୟକ ଏକନାଥ ସିନ୍ଦେ ଗୁରୁବାର ଏହି ଭିଡିଓ ରିଲିଜ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଭିଡିଓରେ ସିନ୍ଦେ ୪୨ ଜଣ ବିଧାୟକ ତାଙ୍କ ସହ ନଜର ଆସିଛନ୍ତି। ମହାରାଷ୍ଟ୍ରର ନମ୍ବର ଗେମ…

ନାମାଙ୍କନପତ୍ରରେ ଦସ୍ତଖତ କଲେ ଓଡ଼ିଶାର ୨ କ୍ୟାବିନେଟ୍‌ ମନ୍ତ୍ରୀ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଭରିବେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ତେବେ ନାମାଙ୍କନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଥା ହୋଇଥିଲେ। ନାମାଙ୍କନପତ୍ର ଦାଖଲ ସମୟରେ ବିଜେଡିର…

‘ଶମଶେରା’ରେ ସଞ୍ଜୟଙ୍କ ଭିନ୍ନ ଲୁକ୍‌

ମୁମ୍ବାଇ: ରଣବୀର କପୁର, ବାଣୀ କପୁର ଓ ସଞ୍ଜୟ ଦତ୍ତଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଶମଶେରା’ର ଟ୍ରେଲର ୨୪ ଜୁନ୍ ଅର୍ଥାତ୍ ଶୁକ୍ରବାର ରିଲିଜ୍ ହେବାକୁ ଯାଉଛି । ଫିଲ୍ମର ଟିଜର ଦେଖି ଦର୍ଶକଙ୍କ ଲୋମ ଟାଙ୍କୁରି ଉଠିଥିବା ବେଳେ ରଣବୀର…

ଦିଲ୍ଲୀରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୬(ବ୍ୟୁରୋ): ଏନ୍‌ଡିଏ ପକ୍ଷରୁ ରାଷ୍ଟ୍ରପତି ପାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁ ଗୁରୁବାର ଦିଲ୍ଲୀରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଆସନ୍ତାକାଲି ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ଦ୍ରୌପଦୀ। ଦ୍ରୌପଦୀ ଗୁରୁବାର ସକାଳେ ଏମ୍‌ସିଏଲ…

ବଢୁଥିବା ସଂକ୍ରମଣକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିବେ ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ,୨୩।୬: ଦେଶରେ ପୁଣି ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ଏବେ ଦୈନିକ ସଂକ୍ରମଣ ୧୨ ହଜାର ଉପରେ ରହୁଛି। ବଢୁଥିବା ସଂକ୍ରମଣକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଗୁରୁବାର ଉଚ୍ଚସ୍ତରୀୟ ବୈଠକ କରିବେ। ଅପରାହ୍ନରେ ଏକ ବିଶେଷଜ୍ଞ ଦଳ…

ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ବ୍ୟକ୍ତି

କଟକ ସଦର,୨୩ା୬(ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅନ୍ତର୍ଗତ କିଶନନଗର ଥାନା ପରିସରରେ ଗୁରୁବାର ସକାଳେ ଜଣେ ଅଜଣା ବ୍ୟକ୍ତି ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅବଶ୍ୟ ଲୋକମାନେ ନିଆଁ ଲିଭାଇବା ସହ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ କଟକ…

ବଦଳି କରିଦେବାକୁ କହି ଠକି ନେଲେ ୩୪ ଲକ୍ଷ ଟଙ୍କା

ପଦ୍ମପୁର,୨୩ା୬(ଡି.ଏନ୍‌.ଏ.): ବଦଳି କରି ଦେବାକୁ କହି ଦୁର୍ବୃତ୍ତ ଠକି ନେଇଛନ୍ତି ୩୪ ଲକ୍ଷ ଟଙ୍କା। ତେବେ ଅଭିଯୁକ୍ତଙ୍କ ଠାରୁ ଏକ କାର୍‌,୫ ଲକ୍ଷ ଟଙ୍କାର ସୁନାଗହଣା ଏବଂ ୪୦ ହଜାର ଟଙ୍କା ଜବତ ହୋଇଛି। ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ…

ମହାରାଷ୍ଟ୍ର ରାଜନୀତିରେ ଟିଏମ୍‌ସିର ଏଣ୍ଟ୍ରି, ରେଡିସନ ବ୍ଲୁ ହୋଟେଲ ବାହାରେ ଧାରଣା…

ଗୁଆହାଟୀ, ୨୩।୬ : ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏଣ୍ଟ୍ରି କରିଛି। ମମତା ବାନାର୍ଜୀଙ୍କ ଟିଏମସି କର୍ମୀମାନେ ଶିବସେନା ବିଧାୟକମାନେ ଗୁଆହାଟୀରେ ରହିଥିବା ହୋଟେଲ ରେଡିସନ ବ୍ଲୁ ବାହାରେ ପ୍ରଦର୍ଶନ କରିଛନ୍ତି। ହୋଟେଲରେ ଏକନାଥ ସିନ୍ଦେ ୪୧ ଶିବସେନା ଏବଂ…

ଆୟାରଲାଣ୍ଡ ଗସ୍ତରେ ଭାରତୀୟ ଦଳ

ନୂଆଦିଲ୍ଲୀ,୨୩।୬: ଭାରତ ଏବଂ ଆୟାରଲାଣ୍ଡ ମଧ୍ୟରେ ଦୁଇଟି ଟି -୨୦ ମ୍ୟାଚ ସିରିଜ ଜୁନ ୨୬ଠାରୁ ଖେଳାଯିବ। ଏଥିପାଇଁ ଭାରତୀୟ ଦଳ ଆଜି ଆୟର୍ଲାଣ୍ଡ ଅଭିମୁଖେ ଯାତ୍ରା କରିଛି। ସ୍ପିନର ୟୁଜଭେନ୍ଦ୍ର ଚହଲ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି…

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କା ଦାନ ଦେଲେ ମୁସଲମାନ ସରପଞ୍ଚ

ହାଇଦ୍ରାବାଦ୍‌,୨୩।୫: ତେଲେଙ୍ଗାନାରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି। ଖମ୍ମାମ ଜିଲାରେ ଜଣେ ମୁସଲମାନ ସରପଞ୍ଚ ପ୍ରଭୁ ଶ୍ରୀରାମଙ୍କ ଏକ ବିଶାଳ ମନ୍ଦିର ନିର୍ମାଣ କରିଥିଲେ। କେବଳ ଏତିକି ନୁହେଁ, ଏହି ମନ୍ଦିର ନିର୍ମାଣ ପାଇଁ ସେ ୨୫…

ରେସ୍ତୋରାଁ ‘ସୋନା’ ଲଞ୍ଚ କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଆଉ ଏକ ଦିଗରେ ମନ ବଳାଇଛନ୍ତି । ଅଭିନୟରେ ଦର୍ଶକଙ୍କ ମନମୋହୁଥିବା ପିସି ଏବେ ହସ୍ପିଟାଲିଟି ଇଣ୍ଡଷ୍ଟ୍ରିରେ ପାଦ ରଖିଛନ୍ତି । ସେ ଏବେ ନ୍ୟୁୟର୍କରେ ଏକ ଇଣ୍ଡିଆନ ରେସ୍ତୋରାଁ ‘ସୋନା’…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri