Advertisement

୬୩ତମ ପୋଲିସ ଶହୀଦ ଦିବସ ପାଳିତ

ମାଲକାନଗିରି,୨୧।୧୦(ଡି.ଏନ.ଏ.): ମାଲକାନଗିରି ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟଠାରେ ଶୁକ୍ରବାର ୬୩ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଅନେକ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଦେଶରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉପସ୍ଥିତ ପୋଲିସ ଅଧିକାରୀ ମତପ୍ରକାଶ କରିଥିଲେ। କରୋନା ଭଳି ମହାମାରୀ ସମୟରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଦେଶରେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ପୋଲିସ ବାହିନୀ। ତେବେ କରୋନା ମହାମାରୀ ବେଳେ ଅନେକ ପୋଲିସ ନିଜ ଜୀବନ ହରାଇ ଶହୀଦ ହୋଇଛନ୍ତି। ଏହି କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସେମାନଙ୍କ ବିରତା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋବିନ୍ଦପୁର ପଞ୍ଚାୟତ ୭୨ ଘଣ୍ଟିଆ ଶଟ୍‌ଡାଉନ

ଧାମନଗର, ୨୫।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ଜଣେ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଉକ୍ତ ଆକ୍ରାନ୍ତ ଜଣକ ଗାଁର ଅନ୍ୟମାନଙ୍କ...

ମାସ୍କ ନ ପିନ୍ଧିଲେ ୧ ହଜାର ଟଙ୍କା ଜରିମାନା

ଛତ୍ରପୁର,୫ା୪(ଡି.ଏନ୍‌.ଏ.)-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ଏପରି ସ୍ଥିତିରେ ଗଞ୍ଜାମ ଜିଲାରେ ଶନିବାରଠାରୁ ଆଶିଂକ ଶଟଡାଉନ୍‌ ଲାଗୁ କରାଯାଇଛି। ଅର୍ଥାତ୍‌ ପ୍ରତ୍ୟେହ ମଧ୍ୟାହ୍ନ ୧୨ଟାରୁ...

ଛିଣ୍ଡୁନି ଅଙ୍କ: ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲେ ସୁମିତ

କଟକ ଅଫିସ,୧୧।୧: ବ୍ରହ୍ମପୁର ବ୍ରହ୍ମାନଗରର ବହୁଚର୍ଚ୍ଚିତ ତପସ୍ବିନୀ ଦାଶ-ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଗତ ୪ ତାରିଖରେ...

ବୁଲିଲା ମା’ଙ୍କ ବିଜୟ ଛତର ଯାତ୍ରା: ଦର୍ଶନ କରି ଶୁଭ ମନାସିଲେ ଶ୍ରଦ୍ଧାଳୁ

କୋକସରା,୫।୧୦(ଡି.ଏନ.ଏ): ପାର୍ବଣରେ ଶାରଦୀୟ ଦୁର୍ଗାପୂଜା ଅବସରରେ ଦେବଦେବୀଙ୍କ ପୂଜାରେ ପୁରପଲ୍ଲୀ ଉତ୍ସବ ମୁଖର ହୋଇପଡ଼ିଛି। କଳାହାଣ୍ଡି ଜିଲାର ବିଭିନ୍ନ ଶକ୍ତିପୀଠରେ ମା’ଙ୍କ ରକ୍ତଭୋଗ ଲାଗି ହେଉଥିବା...

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

ଅନୁଗୋଳ ଅଫିସ,୫।୬: ୨ ଲକ୍ଷ ଟଙ୍କା ଅଧିକ ଯୌତୁକ ପାଇଁ ଜଣେ ୮ ମାସର ଗର୍ଭବତୀଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ଶନିବାର ଅନୁଗୋଳ ସଦର ଥାନାରେ...

ଆଦର୍ଶ ବିଦ୍ୟାଳୟ ରାସ୍ତା ମରଣଯନ୍ତା :ଆକ୍‌ଶନ ପ୍ଲାନ ସରିଛି

ଆନନ୍ଦପୁର, ୨୩। ୮(ସ୍ବ.ପ୍ର.)- ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଆନନ୍ଦପୁରର ଭିତ୍ତିଭୂମି ବିକାଶ ପାଇଁ ୧୭ କୋଟି ୬୪ ଲକ୍ଷର ଆକ୍‌ଶନ ପ୍ଲାନ୍‌ ଆପ୍ରୁଭ ସରିଛି, ବାକି...

କେପିଙ୍କୁ କରୋନା

ଢେଙ୍କାନାଳ ଅଫିସ, ୯।୧: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂହଦେଓ (କେପି), ରାଣୀ ସାବିତ୍ରୀ ଦେବୀ ଏବଂ ଯୁବରାଜ ଅମରଜ୍ୟୋତି ସିଂହଦେଓ...

ପୁଇଁତୋଳା ନୃସିଂହ ମନ୍ଦିର ପରିଦର୍ଶନ କଲେ ବିଧାୟକ

ଗଞ୍ଜାମ,୧୪।୫(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନୃସିଂହ ମନ୍ଦିରରେ ନୃସିଂହ ଚତୁର୍ଦ୍ଦଶୀ ଶନିବାର ପାଳିତ ହେଉଛି। ଏହି ଅବସରରେ...

Advertisement
Archives

Model This Week