ଆଇପିଏଲ୍ ସମାପନ ସମାରୋହ: ଜଲଓ୍ବା ଦେଖାଇଲେ ରଣବୀର
ଅହମ୍ମଦାବାଦ୍,୨୯।୫: ଆଇପିଏଲ ୧୫ର ଫାଇନାଲ ଆଜି ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ଗୁଜରାଟ ଟାଇଟାନ୍ସ (ଜିଟି) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ପୂର୍ବରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲ ୨୦୨୨ର ସମାପନ ସମାରୋହ ଆୟୋଜିତ ହୋଇଛି। ଏହି ସମାରୋହରେ ବଲିଉଡ୍…
ବିଧବାଙ୍କୁ ପ୍ରେମ ପ୍ରତାରଣା
ବ୍ରହ୍ମପୁର ଅଫିସ,୨୯।୫: ଜନୈକା ବିଧବା ମହିଳାଙ୍କୁ ପ୍ରେମ ପ୍ରତାରଣା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହିଞ୍ଜିଳିକାଟୁ ଥାନା ଅଧୀନ ସାପୁଆପଲିର ନାରାୟଣ ପାଢ଼ୀ(୨୭)। ପୋଲିସ ଉଭୟଙ୍କ ଡାକ୍ତରୀ ମାଇନା କରାଇଛି। ଏନେଇ ପୋଲିସ…
ମିଳିଲା ନିଖୋଜ ବିମାନର ଧ୍ୱଂସାବଶେଷ
କାଠମାଣ୍ଡୁ,୨୯।୫: ନେପାଳରେ ନିଖୋଜ ବିମାନର ସନ୍ଧାନ ମିଳିଛି। ମୁସ୍ତାଙ୍ଗର କୋୱାଙ୍ଗ ଗ୍ରାମରୁ ବିମାନର ଧ୍ୱଂସାବଶେଷ ମିଳିଛି। ଖରାପ ପାଗ ଯୋଗୁ ବିମାନଟି କ୍ରାସ୍ ହୋଇଯାଇଥିବା ନେପାଳ ବିମାନବନ୍ଦର ଅଧିକାରୀ କହିଛନ୍ତି। ନେପାଳ ସେନାକୁ ସ୍ଥାନୀୟ ଲୋକେ ଦେଇଥିବା ସୂଚନା ଅନୁଯାୟୀ, ଲାମଚେ…
ଟ୍ରେନ୍ରେ କଟି ଜଣଙ୍କ ମୃତ୍ୟୁ
କେନ୍ଦୁଝର,୨୯ା୫(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ କଣ୍ଡରାପଶି ଗ୍ରାମ ନିକଟରେ ଟ୍ରେନ୍ରେ କଟି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ରାମ ମୁଣ୍ଡା (୪୫)। ତାଙ୍କ ଘର ସ୍ଥାନୀୟ ଅଞ୍ଚଳରେ ବୋଲି ଜଣାପଡ଼ିଛି। ରବିବାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା…
ପୁଣି ନବନୀତଙ୍କ ବିରୋଧରେ ମାମଲା ରୁଜୁ
ଅମରାବତୀ,୨୯।୫: ଅମରାବତୀର ସ୍ବାଧୀନ ଏମ୍ପି ନବନୀତ୍ ରାଣା ଏବଂ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅମରାବତୀରେ ରାସ୍ତା ଅବରୋଧ କରିଥିବାରୁ ନବନୀତ ଏବଂ ରବିଙ୍କ ବ୍ୟତୀତ ତାଙ୍କ ୧୪ ସମର୍ଥକଙ୍କ ବିରୋଧରେ ମଧ୍ୟ…
ଅର୍ଜୁନଙ୍କ ଇଂରାଜୀ ପ୍ରଫେସର ହେଲେ ତାରା
ମୁମ୍ବାଇ: ଫିଲ୍ମ ‘ଏକ ଭିଲେନ ରିଟନର୍ସ’ର କୋ ଷ୍ଟାର ତାରା ସୁତାରିଆ ଓ ଅର୍ଜୁନ କପୁରଙ୍କ ମଧ୍ୟରେ ଭଲ ବଣ୍ଡିଂ ଦେଖିବାକୁ ମିଳିଛି । ନିକଟରେ ଅର୍ଜୁନଙ୍କ ଇନଷ୍ଟାଗ୍ରାମ ହିଁ ଏହାର ପ୍ରମାଣ ଦେଇଛି ଯେ ଉଭୟଙ୍କ ମଧ୍ୟରେ ସମ୍ପର୍କ କେତେ…
ଆଇପିଏଲ୍ ଫାଇନାଲ୍ରେ ବର୍ଷା ହେଲେ କେଉଁ ଦଳ ହେବ ବିଜେତା: ଜାଣନ୍ତୁ କ’ଣ ରହିଛି ନିୟମ
ଅହମ୍ମଦାବାଦ୍,୨୯।୫: ଆଇପିଏଲ ୨୦୨୨ର ଅନ୍ତିମ ମ୍ୟାଚ ଅର୍ଥାତ୍ ଫାଇନାଲ୍ ଆଜି ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଗୁଜରାଟ କ୍ୱାଲିଫାୟର ୧ରେ ରାଜସ୍ଥାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ରାଜସ୍ଥାନ ଏଲିମିନେଟର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ…
ଛେଳି ଚରାଇବାକୁ ଯାଇଥିଲେ ବୃଦ୍ଧ, ଗଛ ପଡ଼ି ଚାଲିଗଲା ଜୀବନ
କେସିଙ୍ଗା,୨୯ା୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କଶ୍ରୁପଡ଼ା ପଞ୍ଚାୟତ ଅଧିନସ୍ଥ ବିନେକେଲା ଗ୍ରାମର ଜଣେ ବୃଦ୍ଧଙ୍କର କାଳବୈଶାଖୀରେ ମୃତ୍ୟୁ ଘଟି ଥିବା ବେଳେ ବହୁ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ମୃତକ ଜଣକ ହେଲେ ବିନେକେଲା ଗ୍ରାମର ଜୟ ରାମ…
ଅଭିନୟ କରୁ କରୁ ସତସତିକା ପ୍ରେମରେ!
ବମ୍ବେ: ଦୀର୍ଘ ୧୩ ବର୍ଷ ଧରି ପ୍ରସାରିତ ହୋଇ ଆସୁଛି ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହୈ’। ଏଯାବତ ଏହି ଲୋକପ୍ରିୟ ଶୋ’୩୭୦୦ରୁ ଅଧିକ ଏପିସୋଡ ପ୍ରସାରିତ ହୋଇ ସାରିଲାଣି। ଏପରିସ୍ଥଳେ ନୂଆ ନୂଆ ଏଣ୍ଟ୍ରି ସାଙ୍ଗକୁ ଆଗାଉଥିବା କାହାଣୀ…
ବିଗିଡିଲା ଆଜମ ଖାନ୍ଙ୍କ ସ୍ବାସ୍ଥ୍ୟାବସ୍ଥା
ନୂଆଦିଲ୍ଲୀ,୨୯।୫:ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ରବିବାର ବିଗିଡି ଯାଇଛି। ଏହା ପରେ ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଛାତିରେ ସମସ୍ୟା ଥିବା କୁହାଯାଉଛି। ବିଭିନ୍ନ ମାମଲାରେ ସୀତାପୁର ଜେଲରେ ଥିବା…
ଜାହ୍ନବୀଙ୍କଠୁ ବି ହଟ୍ ଶ୍ରୀଦେବୀଙ୍କ ଏହି ପାକିସ୍ତାନୀ ଝିଅ
ମୁମ୍ବାଇ: ଶ୍ରୀଦେବୀଙ୍କ ଫିଲ୍ମ ‘ମମ୍’ରେ ତାଙ୍କ ଝିଅ ଭୂମିକାରେ ଅଭିନୟ କରିଥିବା ପାକିସ୍ତାନୀ ଅଭିନେତ୍ରୀ ସାଜଲ ଅଲୀ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ଅଟନ୍ତି। ଇନ୍ଷ୍ଟାଗ୍ରାମରେ ତାଙ୍କର ୮ ମିଲିୟନ ଫଲୋଅର୍ସ ଅଛନ୍ତି। ସେ ପ୍ରାୟତଃ ନିଜର ହଟ୍ ଏବଂ ବୋଲ୍ଡ…
୧୦୦ କୋଟି କ୍ଲବ୍ରେ ‘ଭୁଲ୍ ଭୁଲେୟା-୨’, ଏହି ଖୁସିରେ କାର୍ତ୍ତିକ କଲେ ଏମିତି କାମ
ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଅଭିନୀତ ‘ଭୁଲ୍ ଭୁଲେୟା-୨’ ବକ୍ସ ଅଫିସରେ ଧମାଲ୍ କରିଛି। ଏହି ଫିଲ୍ମଟି ୧୦୦ କୋଟି ଟଙ୍କା କ୍ଲବରେ ସାମିଲ ହୋଇଛି। କାର୍ତ୍ତିକ ବିଭିନ୍ନ ସହରରେ ବୁଲି ବୁଲି ଫିଲ୍ମର ପ୍ରମୋଶନ…
Archives


