Home Left

ସହକାରୀ ପ୍ରଫେସରଙ୍କୁ ବଳାତ୍କାର ଅଭିଯୋଗ, ବ୍ଲାକ୍‌ମେଲିଂ କରି ଅଭିଯୁକ୍ତ ନେଇସାରିଲେଣି ୨ ଲକ୍ଷ ଟଙ୍କା

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଜଣେ ୨୪ ବର୍ଷୀୟା ସହକାରୀ ପ୍ରଫେସରଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଅଭିଯୁକ୍ତ ଜଣକ ତାଙ୍କୁ ବ୍ଲାକମେଲିଂ କରି ୨ ଲକ୍ଷ ଟଙ୍କା ନେଇସାରିଲେଣି। ଛତିଶଗଡ଼ର ରାୟପୁର ଡିଆଇଜିଙ୍କ ଚିଠି ପରେ ଖଣ୍ଡଗିରି ଥାନାରେ ମାମଲା…

ଭାଇଙ୍କ ଘରୁ ମିଳିଲା ମହିଳା ବିଚାରପତିଙ୍କ ଝୁଲନ୍ତା ମୃତଦେହ

ନୂଆଦିଲ୍ଲୀ,୩୦।୫: ଦିଲ୍ଲୀ ସାକେତ୍‌ କୋର୍ଟର ୪୨ ବର୍ଷୀୟା ମହିଳା ବିଚାରପତିଙ୍କ ମୃତଦେହ ଦକ୍ଷିଣ ଦିଲ୍ଲୀ ରାଜପୁର ଅଞ୍ଚଳରେ ଥିବା ତାଙ୍କ ଭାଇଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ମହିଳା ବିଚାରପତି ତାଙ୍କ ସ୍ବାମୀ ଅଶୋକ ବେନିଓ୍ବାଲଙ୍କ ସହ ସାକେତ୍‌ କୋର୍ଟ ରେସିଡେନ୍ସିଆଲ…

ଅଚଳାବସ୍ଥାରେ ଆମ ପୋଲିସ ସମିତି

ବଅଁରପାଳ,୩୦ା୫(ଡି.ଏନ.ଏ.): ଜନସାଧାରଣ ଓ ପୋଲିସ ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ଅପରାଧ ହ୍ରାସ କରିବା ଉଦ୍ଦେଶ୍ୟରେ ୨୦୧୩ ମସିହାରେ ସରକାରଙ୍କ ପକ୍ଷରୁ ଆମ ପୋଲିସ ସମିତି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହା ପ୍ରଥମେ ଅନୁଗୋଳ ଜିଲା ନାଲ୍‌କୋ ଥାନାରେ କାର୍ଯ୍ୟକ୍ଷମ ହୋଇଥିଲା। ଏହାର…

ତମାଖୁର ଭୟାବହତା

ଧୂମପାନ ହେଉ କି ତମାଖୁ ସେବନର ଭୟାବହତା ବିଷୟରେ ଆମକୁ ଚେତେଇ ଚାଲିବାରେ ଚିକିତ୍ସକମାନେ କୌଣସି ଊଣା କରିନାହାନ୍ତି। ଅଥଚ ଆମ୍ଭମାନଙ୍କ ମଧ୍ୟରୁ ଅନେକେ ଏହି ପରାମର୍ଶକୁ ଏ କାନରେ ଶୁଣି ସେ କାନରେ ବାହାର କରିଦେଉଛନ୍ତି। କାହିଁକି ସେମାନେ ଟାଣି…

ପୁଣି ଜଣେ ଅଭିନେତ୍ରୀ କଲେ ଆତ୍ମହତ୍ୟା

ପଶ୍ଚିମବଙ୍ଗରେ ପୁଣି ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। ବେଡିଆଡଙ୍ଗାରେ ଜଣେ ୧୮ ବର୍ଷୀୟା ମଡେଲ ସରସ୍ବତୀ ଦାସ ଫ୍ୟାନରେ ଝୁଲି ପଡ଼ି ଆତ୍ମହତ୍ୟା କରିଛନ୍ତି। ଗତ କିଛି ଦିନ ହେବ ପଶ୍ଚିମବଙ୍ଗରେ ୩ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। ସରସ୍ବତୀଙ୍କୁ ଫ୍ୟାନ୍‌ରେ ଝୁଲୁଥିବାର…

ଜାମୁକୋଳି ଖାଇବାକୁ ଯାଇ ଚାଲିଗଲା ବାଳକଙ୍କ ଜୀବନ

ଛେଣ୍ଡିପଦା,୩୦ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଜାମ୍ବୁନାଳି ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ରଞ୍ଜନ କୁମାର ମାଝିଙ୍କ ୧୦ ବର୍ଷର ପୁଅ ନିରାକାର ସାଙ୍ଗମାନଙ୍କ ସହ ଜାମୁକୋଳି ଖାଇବାକୁ ଯାଇଥିଲେ। ପରେ ଗ୍ରାମ ନିକଟରେ ଥିବା ଜିରାବାହାଳି…

ସୂଚନା ଫଳକରେ ଅଟକିଛି ରାସ୍ତା କାମ

ଯୋଡ଼ା, ୩୦ା୫(ଡି.ଏନ.ଏ.): ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଗଣିତ କେନ୍ଦୁଝର ଜିଲାର ଯୋଡ଼ା ବ୍ଲକରେ ଅବସ୍ଥିତ ହାଣ୍ଡିଭଙ୍ଗା ଜଳପ୍ରପାତକୁ ରାସ୍ତା ନ ଥିବାରୁ ପର୍ଯ୍ୟଟକମାନେ ଆସିଲେ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହି ପର୍ଯ୍ୟଟନସ୍ଥଳୀକୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ପ୍ରଭୃତି ପଡ଼ୋଶୀ ରାଜ୍ୟରୁ ଦୈନିକ…

ଲାଇଭ୍‌ ଶୋ’ ବେଳେ ଟଳିପଡିଲେ ପ୍ରଖ୍ୟାତ ଗାୟକ

ମାଲାୟାଲମ ସଙ୍ଗୀତ ଜଗତର ପ୍ରସିଦ୍ଧ ଗାୟକ ଏଡଭା ବଶିରଙ୍କ ପରଲୋକ ଘଟିଛି। ଏକ ଲାଇଭ୍‌ ଶୋ’ ବେଳେ ସେ ଷ୍ଟେଜ୍‌ ଉପରେ ଟଳିପଡିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ତାଙ୍କର ଆକସ୍ମିକ ମୃତ୍ୟୁରେ ମନୋରଞ୍ଜନ ଜଗତରେ ମଧ୍ୟ ଶୋକର…

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ନିରାକାରପୁର,୩୦ା୫(ଡି.ଏନ୍‌.ଏ.): ପୂର୍ବତଟ ରେଳବାଇ ଅନ୍ତର୍ଗତ ଖୋର୍ଦ୍ଧା ରୋଡ୍‌ ଡିଭିଜନ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେଶନ ୪ ନମ୍ବର ପ୍ଲାଟଫର୍ମରେ ଅଟକି ରହିଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ର ଏକ ବଗିରେ ସୋମବାର ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା…

ବନ୍ଧୁଙ୍କ ମୃତ୍ୟୁ ଖବର ପାଇ ଦେଖିବାକୁ ଯାଇଥିଲେ, ୨ ମହିଳା ପାଲଟିଲେ ଶବ

ଛେଣ୍ଡିପଦା,୩୦ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଦେଇ ଅନୁଗୋଳ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥ ମରାତିରା ଗଣ୍ଡିମୁଣ୍ଡା ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ପିଆଜ ବୋଝେଇ ଟ୍ରକ ସହ ଅଟୋ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ମହିଳା ଯାତ୍ରୀଙ୍କର ମୃତ୍ୟୁ…

ଆଇପିଏଲ୍‌ ଟ୍ରଫି ହାରିବା ସତ୍ତ୍ୱେ ଇତିହାସ ରଚିଲେ ଏହି ବୋଲର୍‌

ଅହମ୍ମଦାବାଦ୍‌,୩୦।୫: ଆଇପିଏଲ ୨୦୨୨ର ଫାଇନାଲ ରାଜସ୍ଥାନ ରୟାଲ୍ସ ପାଇଁ ଆଦୌ ଭଲ ନ ଥିଲା। ରାଜସ୍ଥାନର ଉଭୟ ବ୍ୟାଟ୍ସମ୍ୟାନ ଏବଂ ବୋଲରମାନେ ଏହି ମ୍ୟାଚରେ ବିଫଳ ହୋଇଥିଲେ। ଯଦିଓ ଦଳ ଚଳିତ ସିଜନରେ ଆଇପିଏଲ ଟାଇଟଲ ଜିତି ନ ଥିଲା, ଅନେକ…

ବିଶ୍ୱର ସବୁଠୁ ବଡ଼ ହ୍ବିସ୍କି ବୋତଲ ନିଲାମ: ଦାମ୍‌ ରହିଛି…

ବିଶ୍ୱର ସବୁଠୁ ବଡ଼ ହ୍ବିସ୍କି ବୋତଲ ନିଲାମ ହୋଇଛି। ଏହି ବୋତଲଟି ୫ ଫୁଟ ଏବଂ ୧୧ ଇଞ୍ଚ ଲମ୍ବ ଏବଂ ଏଥିରେ ୩୧୧ ଲିଟର ହ୍ବିସ୍କି ଭର୍ତ୍ତି ହୋଇଛି। ଏହି ବୋତଲକୁ ଅନଲାଇନ ନିଲାମ କରାଯାଇଥିଲା। ପ୍ରାୟ ୧.୪ ମିଲିୟନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri